ଗାଡ଼ି ଯାଞ୍ଚ ବେଳେ ୨୦ ଲକ୍ଷ ଟଙ୍କା ଜବତ, ଯୋଡ଼ାରୁ କୋଇଡା ଯାଉଥିଲା କାର
ଯୋଡ଼ା : କାର୍ ରୁ ମିଳିଲା ନଗଦ ୨୦ ଲକ୍ଷ ଟଙ୍କା । ବଡବିଲ ଥାନା ଭଦ୍ରସାହି ନିକଟରେ ପୋଲିସ ଯାଞ୍ଚ ସମୟରେ ଏକ କାରରୁ ୨୦ଲକ୍ଷ ଟଙ୍କା ଜବତ ହୋଇଛି । ଯୋଡ଼ାରୁ କୋଇଡା ଅଭିମୁଖେ ଯାଉଥିଲା କାର । ଭଦ୍ରାସାହି ଛକରେ ଯାଞ୍ଚ ବେଳେ କାରରୁ ୨ ଟି ବଡ଼ ବ୍ୟାଗରେ ଥିବା ୨୦ ଲକ୍ଷ ଟଙ୍କା ପୋଲିସ ଜବତ କରିଛି ।
ତେବେ ଏହା କାହା ଟଙ୍କା ଏବଂ ଏତେ ପରିମାଣରେ ଟଙ୍କା କେଉଁ ଉଦ୍ଦେଶ୍ୟରେ ଏବଂ କୁଆଡ଼େ ଯାଉଥିଲ ତାହା ସ୍ପଷ୍ଟ ହୋଇ ନାହିଁ ।…
Read More...