Browsing Tag

andhra pradesh

ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ, ୩୭୧ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ…

ନୂଆଦିଲ୍ଲୀ : ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ । ତାଙ୍କୁ ରାତି ଅଧିଆ ଗିରଫ କରିଛି ଆନ୍ଧ୍ରପ୍ରଦେଶ ସିଆଇଡି ପୋଲିସ । ରାଜ୍ୟ ଦକ୍ଷତା ବିକାଶରେ ୩୭୧ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ମୁଣ୍ଡ ଲଣ୍ଡା କଲେ, ପୁଣି ଚପଲ ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇଲେ…, ସ୍ତ୍ରୀ ଓ ତା’ ପ୍ରେମିକକୁ ଏଭଳି ଦଣ୍ଡ ଦେଲା…

ଆନ୍ଧ୍ର ପ୍ରଦେଶର ଶ୍ରୀସତ୍ୟସାଇ ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଓ ପୁରୁଷଙ୍କୁ ଲଣ୍ଡା କରି ଗାଁ ରାସ୍ତାରେ ଚଲାଇ ଚଲାଇ ନିଆଯାଇଛି। ଏହା ସହିତ ଉଭୟଙ୍କୁ ଚପଲ ମାଳ ମଧ୍ୟ ପିନ୍ଧାଯାଇଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା, ମହିଳା ଓ ପୁରୁଷଙ୍କୁ ଏଭଳି ଦଣ୍ଡ…

୧୫ ଘଣ୍ଟା ପରେ ମିଳିଲା ପତ୍ତା, ଆନ୍ଧ୍ରପ୍ରଦେଶରେ ନିଖୋଜ ୫ ଓଡ଼ିଶା ମତ୍ସ୍ୟଜୀବୀ ଠାବ

ଛତ୍ରପୁର(କେନ୍ୟୁଜ୍): ୧୫ ଘଣ୍ଟା ପରେ ଶ୍ରୀକାକୁଲମ୍ ଜିଲ୍ଲାର ବାରୁଭା ସମୁଦ୍ରରୁ ଠାବ ହେଲେ ଅପହୃତ ଓଡ଼ିଶା ମତ୍ସ୍ୟଜୀବୀ । ସମୁଦ୍ର ଅଶାନ୍ତ ଥିବାରୁ ସେମାନେ କୂଳରେ ପହଞ୍ଚି ପାରି ନାହାନ୍ତି । ଘଟଣାସ୍ଥଳରେ ଛତ୍ରପୁର ପୋଲିସ୍ ଏସଡିପିଓ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ପୋଲିସ୍ ଓ ଗାଁର କିଛି…

୬ ବର୍ଷ ଶିଶୁର ଅଧା ଶରୀରକୁ ଖାଇଲା ଚିତା, ମନ୍ଦିର ଦର୍ଶନ କରିବାକୁ ଯାଉଥିବା ସମୟରେ କଲା ଆକ୍ରମଣ

ଆନ୍ଧ୍ରପ୍ରଦେଶର ତିରୁପତିରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ତିରୁମାଲା ପାହଡ଼ରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ଦର୍ଶନ କରିବାକୁ ଯାଉଥିବାବେଳେ ଜଣେ ୬ ବର୍ଷର ଶିଶୁକୁ ଚିତାବାଘ ଆକ୍ରମଣ କରିଥିଲା । କେବଳ ଆକ୍ରମଣ କରିଥିଲା ତାହା ନୁହେଁ ଶିଶୁର…

ଆଉ ପର୍ସରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସି ରଖିବା ଜରୁରୀ ନୁହେଁ, ଫୋନରେ ଫଟୋ ହିଁ ଯଥେଷ୍ଟ

ଏବେ ଆଉ ଆପଣଙ୍କୁ ପାଖରେ କୌଣସି ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସି ରଖିବା ଦରକାର ନାହିଁ । ନାଗରିକଙ୍କ ପାଇଁ ପରିବହନ ବିଭାଗ ଆଣୁଛି ନୂଆ ସୁବିଧା । ନାଗରିକଙ୍କ କାମକୁ ସହଜ କରିବା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ ଜଗନମୋହନ ରେଡ୍ଡୀ ଡ୍ରାଇଭିଂ ଲାଇସେନ୍ସ ଏବଂ ଆରସି କାର୍ଡକୁ…

ପ୍ରଥମ ସ୍ତ୍ରୀର ଇନଷ୍ଟାଗ୍ରାମ ରିଲ୍ସ ଦେଖୁଥିଲେ ସ୍ୱାମୀ, ରାଗରେ ସ୍ୱାମୀଙ୍କ ପ୍ରାଇଭେଟ ପାର୍ଟ କାଟିଦେଲେ ଦ୍ୱିତୀୟ…

ପ୍ରଥମ ପତ୍ନୀର ଇନଷ୍ଟାଗ୍ରାମ ରିଲ୍ସ ଦେଖୁଥିଲେ ପତି । ଆଉ ରାଗରେ ବ୍ଲେଡରେ ସ୍ୱାମୀର ଗୁପ୍ତାଙ୍ଗ କାଟିଦେଲେ ଦ୍ୱିତୀୟ ପତ୍ନୀ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାରେ ଏଭଳି ଘଟଣା…

ଆନ୍ଧ୍ରପ୍ରଦେଶର ସରକାରୀ ହସପିଟାଲରେ ୮ ରୋଗୀ ମୃତ, ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ

ଆନ୍ଧ୍ରପ୍ରଦେଶର ନେଲ୍ଲୋର ସହରରେ ଥିବା ଏକ ସରକାରୀ ହସପିଟାଲରେ ଶ୍ୱାସରୁଦ୍ଧ ହୋଇ ୮ ରୋଗୀ ମୃତ୍ୟୁ ହୋଇଛି । ତେବେ ପରିବାର ପକ୍ଷରୁ ହସପିଟାଲରେ ଅକ୍ସିଜେନ ଅଭାବରୁ ହୋଇଛି ବୋଲି ଅଭିଯୋଗ ହେଉଥିବା ବେଳେ ହସପିଟାଲ କର୍ତ୍ତୃପକ୍ଷ ମନା କରୁଛନ୍ତି । ଏମାନଙ୍କ ମୃତ୍ୟୁ ରୋଗ କାରଣରୁ ହୋଇଛି ବୋଲି…

ବିବାହ ଭୋଜି ଖାଇ ଫେରୁଥିବା ବେଳେ କେନାଲକୁ ଖସିଲା ବସ୍‌, ୭ ମୃତ

ବାହାଘରରୁ ଫେରୁଥିବା ସମୟରେ ଚାଲିଗଲା ଜୀବନ । ଆନ୍ଧ୍ରପ୍ରଦେଶର ପ୍ରକାସମର ଦର୍ସି ନିକଟରେ କେନାଲକୁ ଖସିପଡିଲା ବସ୍‌ । ଦୁର୍ଘଟଣାରେ ୭ ଜଣଙ୍କର ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ବାଳକ ରହିଥିବା ବେଳେ ଅନ୍ୟ ୧୫ ଜଣ ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି…

ହାଇକୋର୍ଟରେ କ୍ଲର୍କ ପଦବୀ ଖାଲି, ମାସକୁ ଦରମା ୩୫ ହଜାର ଟଙ୍କା

ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ୨୬ଟି ଲ କ୍ଲର୍କ ପଦ ପାଇଁ ଭର୍ତ୍ତି କରାଯିବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍‌ କରିପାରିବେ । ଏହି ଆବେଦନ କରିବା ପାଇଁ ଶେଷ ତାରିଖ ୨୨ ଜୁଲାଇ ରହିଛି । ପଦବୀ ବିବରଣୀ : ୨୬…

ଆନ୍ଧ୍ର ପ୍ରଦେଶ: ଆଶ୍ରମରେ ନାବାଳିକାଙ୍କୁ ଦୁଷ୍କର୍ମ, ସ୍ୱାମୀ ପୂର୍ଣ୍ଣାନନ୍ଦଙ୍କୁ ଗିରଫ କଲା ପୋଲିସ

ଆନ୍ଧ୍ର ପ୍ରଦେଶରେ ଜଣେ ନାବାଳିକା ଯୌନ ଶୋଷଣର ଶିକାର ହୋଇଛନ୍ତି। ନାବାଳିକା ଜଣକ ସ୍ୱାମୀ ପୂର୍ଣ୍ଣାନନ୍ଦଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ଦିଶା ପୋଲିସ ଷ୍ଟେସନରେ ପହଞ୍ଚି ଏତଲା ଦାୟର କରିଛନ୍ତି। ପୀଡ଼ିତା ନାବାଳିକାଙ୍କ ଅଭିଯୋଗ ଅନୁସାରେ, ପୂର୍ଣ୍ଣାନନ୍ଦ ତାଙ୍କୁ…

ଆନ୍ଧ୍ର ପ୍ରଦେଶରେ ମାଲ୍‌ବାହୀ ଗାଡ଼ି ଲାଇନ୍‌ଚ୍ୟୁତ, ଅନେକ ଟ୍ରେନ୍‌ ବାତିଲ

ଆନ୍ଧ୍ର ପ୍ରଦେଶରେ ବୁଧବାର ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଯଦିଓ ଏଥିରେ କୌଣସି ଧନଜୀବନ ହାନି ହୋଇଥିବା ନେଇ ଖବର ନାହିଁ। ଦକ୍ଷିଣ-ମଧ୍ୟ ରେଲେଓ୍ଵର ସିପିଆରଓ କହିଛନ୍ତି ଯେ ଥଡି ଏବଂ ଅଙ୍କାପଲେ ମଧ୍ୟରେ ଆଜି ସକାଳେ ଏକ ମାଲ୍‌ବାହୀ ଗାଡ଼ି ରେଳଧାରଣାରୁ ଖସି ଯାଇଥିଲା।…

ରେଳ ଦୁର୍ଘଟଣା: ଆନ୍ଧ୍ର ପ୍ରଦେଶ ସରକାରଙ୍କ ସହାୟତା ଘୋଷଣା, ମୃତକଙ୍କ ପରିଜନଙ୍କୁ ୧୦ ଲକ୍ଷ ଅନୁକମ୍ପା ରାଶି

ଓଡ଼ିଶାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୨୭୫ ଜଣ ପ୍ରାଣ ହରାଇଛନ୍ତି ଏବଂ ପାଖାପାଖି ୧ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତ ମୃତକ ଓ ଆହତଙ୍କ ପାଇଁ ପିଏମ୍‌ଓ (PMO) ଏବଂ ରେଳ ମନ୍ତ୍ରଣାଳୟ ପକ୍ଷରୁ ସହାୟତା ଘୋଷଣା କରାଯାଇଛି। ଏହାରି ଭିତରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ…