Browsing Tag

attack

ଚୁପ୍‌ ଚାପ୍‌ ଛେଳିଙ୍କୁ ଆକ୍ରମଣ କରି ଉଭାନ ହେଇଯାଉଛି ଅଜଣା ଜନ୍ତୁ, ଦିନ ରାତି ଜଗି ରହୁଛନ୍ତି ଗ୍ରାମବାସୀ

ରାତିରେ ସବୁ ଶୋଇଗଲା ପରେ ଗାଁରେ ବୁଲୁଛି ଅଜଣା ଜନ୍ତୁ । ଚୁପ୍‌ ଚାପ୍‌ ଦିନ ସାରା ଜଗି ରହୁଛି କେମିତି ଅନ୍ଧାର ହେବ ଆଉ ଗାଁ ଲୋକେ ଶୋଇବେ । ଆଉ ସବୁ ଶୋଇଗଲା ପରେ ଛେଳିଙ୍କୁ କରୁଛି ଆକ୍ରମଣ । କିଛି ଛେଳିଙ୍କୁ ଖାଲି ଆକ୍ରମଣ କରି ଛାଡ଼ି ଦେଇଛି ଅଜଣା ଜନ୍ତୁ । ଗାଁ ଲୋକେ ଭୟଭୀତ ଅବସ୍ଥାରେ…

ଶିକ୍ଷକ ଦମ୍ପତିଙ୍କୁ ଆକ୍ରମଣ କଲେ ଦୁବୃର୍ତ୍ତ, ଛିନତାଇ ଉଦ୍ଦେଶ୍ୟରେ ଏଭଳି କରିଥିବା ସନ୍ଦେହ

ସ୍କୁଲ ଯିବା ପାଇଁ ଗାଡ଼ିରେ ବାହାରିଥିଲେ ଦମ୍ପତି । କିନ୍ତୁ ଶିକ୍ଷକ ଦମ୍ପତିଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଦୁବୃର୍ତ୍ତ । ସେମାନେ କିଛି ବୁଝିବା ପୂର୍ବରୁ ଦୁବୃର୍ତ୍ତମାନେ ମନ ଇଚ୍ଛା ଆକ୍ରମଣ କରିଚାଲିଥିଲେ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଗଡିଗାଁ ଗାଁର ଦୁଲାରାମ ହାଁସଦା ଓ ତାଙ୍କ…

ଖୋର୍ଦ୍ଧାରେ ମାଇନିଂ ଅଫିସରଙ୍କୁ ଆକ୍ରମଣ ଘଟଣା, ଦୁଇ ଅଟକ

ଖୋର୍ଦ୍ଧା : ଖୋର୍ଦ୍ଧାରେ ମାଇନିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ଦୁଇ ଅଟକ । ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୁଇଜଣଙ୍କୁ ଅଟକ ରଖିଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ । ବେଆଇନ ଖଣି ଖନନ ଖବର ପାଇ ରାତିରେ ଚଢ଼ାଉ ପାଇଁ ଯାଇଥିବା ବେଳେ ମାଇନିଂ ଅଫିସର ଜଗନ ବେହେରାଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ…

ଚଢ଼ାଉ ବେଳେ ମାଇନିଂ ଅଫିସରଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ

ଖୋର୍ଦ୍ଧା (କେନ୍ୟୁଜ୍‌) : ଖୋର୍ଦ୍ଧାରେ ପୁଣି ଖଣି ମାଫିଆଙ୍କ ଆତଙ୍କରାଜ୍। ବେଆଇନ ଖଣି ଖନନ ଖବର ପାଇ ରାତିରେ ଚଢ଼ାଉ ପାଇଁ ଯାଇଥିବା ବେଳେ ମାଇନିଂ ଅଫିସରଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ ହୋଇଛି। ଅତର୍କିତ ଆକ୍ରମଣରେ ଆହତ ହୋଇଛନ୍ତି ମାଇନିଂ ଅଫିସର ଜଗନ ବେହେରା। ଏବେ ସେ ଭୁବନେଶ୍ବରର ଏକ…

ଗଛ କଟାକୁ ନେଇ ଗୋଷ୍ଠୀ ସଂଘର୍ଷ: ଉଭୟ ପକ୍ଷର ଆକ୍ରମଣରେ ଜଣେ ମୃତ, ୩ ଗୁରୁତର

ଯାଜପୁର (କେନ୍ୟୁଜ): ଗଛ କଟାକୁ ନେଇ ଗୋଷ୍ଠୀ ସଂଘର୍ଷ। ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଓ ଆକ୍ରମଣରେ ଗଲା ଜଣଙ୍କର ଜୀବନ । ୩ ଜଣ ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁର ଥାନା ଅରୁଆଳ ଗାଁରେ ଏହି ଘଟଣା ଘଟିଛି । ମୃତକଙ୍କ ନାଁ ସୁବାସ ଜେନା । ୩ ଗୁରୁତର ବିକାଶ ପରିଡ଼ା ,ଅମରେଶ…

ସୁଯୋଗ ପାଇ ଛେଳିକୁ ମାଡ଼ି ବସିଲା ବାଘ, ଜଙ୍ଗଲ ଯିବାକୁ ଭୟ କଲେଣି ଗାଁ ଲୋକେ

ଜଙ୍ଗଲର ଟିକେ ଭିତରକୁ ଗଲେ ମନରେ ଡର ଆସେ । କାହିଁକି ନା ଜଙ୍ଗଲରେ ବାଘ ଭାଲୁ ଭଳି ହିଂସ୍ର ଜନ୍ତୁ ରହିଥାନ୍ତି । ଆଉ ଯଦି ଏମାନଙ୍କ ସାମ୍ନାରେ ଗାଇ, ଛେଳି କି ମଣିଷ କେହି ବି ପଡ଼ିଲେ ତା ଜୀବନ ଗଲା । ସମାନ ଭାବେ ଜଙ୍ଗଲରେ ବାଘ ବୁଲୁଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।…

ଲୋକଙ୍କ ମନରେ ତାଜା ହୋଇଛି କୁମ୍ଭୀର ଭୟ, ଆତଙ୍କରେ ଗାଁ ଲୋକେ

ଭଦ୍ରକ (କେନ୍ୟୁଜ୍‌): ଭାବୁଛନ୍ତି କି ବର୍ଷା ଦିନ ତ ସରିଲା ଆଉ ଏବେ କୁମ୍ଭୀର ଭୟ ନାହିଁ । ଯଦି ଆପଣମାନେ ଏପରି କିଛି ଭାବୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । କାରଣ ଏବେ ବି ଉଛୁଳା ନଈରେ ଭାସୁଛି ବଉଳା କୁମ୍ଭୀର । ଆଉ ଏହି କୁମ୍ଭୀର କେତେବେଳେ ଗାଈ ଟାଣି ନେଉଛି ତ ଆଉ କେତେବେଳେ ମଣିଷ ଟାଣି…

ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କ: କ୍ଲବ୍ ରେ ପଶି ଯୁବକଙ୍କୁ ହାଣିଲେ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କ । ଶୈଳଶ୍ରୀ ବିହାର ଏକ କ୍ଲବ୍ ରେ ପଶି ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ । ୭ରୁ ୮ଜଣ ଆକ୍ରମଣ କରିଥିବା ଥାନାରେ ପରିବାର ଲୋକ ଅଭିଯୋଗ କରିଛନ୍ତି । ଗୁରୁତର ଆହତ ଯୁବକ ସଂଗ୍ରାମ ସିଂଙ୍କୁ କ୍ୟାପିଟାଲ ହସପିଟାଲ ଭର୍ତ୍ତି କରାଯାଇଛି ।…

ରୁଷର ବେଲଗୋରୋଡ୍ ସହରରେ ୟୁକ୍ରେନର ଏୟାରଷ୍ଟ୍ରାଇକ୍, ଆକ୍ରମଣରେ ୩ ଶିଶୁ ସମେତ ୨୧ ମୃତ

ରୁଷ୍ ହମଲାର ଭୟଙ୍କର ପ୍ରତିଶୋଧ । ରୁଷର ବେଲଗୋରୋଡ୍ ସହରରେ ୟୁକ୍ରେନର ଏୟାରଷ୍ଟ୍ରାଇକ୍ । ଆକ୍ରମଣରେ ୩ ଶିଶୁ ସମେତ ୨୧ ଜଣ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ୧୦୦ରୁ ଅଧିକ ଗୁରୁତର ହୋଇଛନ୍ତି । ରୁଷ୍ ଯାଞ୍ଚ କମିଟି ପକ୍ଷରୁ ମିଳିଥିବା ସୂଚନା ମୁତାବକ ୟୁକ୍ରେନ୍ ଖାରକିଭ୍ ଅଞ୍ଚଳରୁ ମଲ୍ଟିପଲ…

ଖଣ୍ଡା ବୁଲାଇ ଡରାଉଥିଲା ଯୁବକ, ନିଜେ ହେଲା ଗୁରୁତର

ଭୁବନେଶ୍ୱର(କେନ୍ୟୁଜ): ଏବେ ଚାଲିଆଡେ ନୂଆବର୍ଷ ପାଇଁ ସେଲିବ୍ରେସନର ମାହୋଲ । ଯେପରି କିଛି ଅଘଟଣ ନଘଟେ ସେଥିପାଇଁ ସଜାଗ କମିସନରେଟ ପୋଲିସ୍ । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି । କିନ୍ତୁ ଏତେ ସବୁ ପରେ ବି ରାଜଧାନୀରେ…

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା: ୮ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ବିମାନବନ୍ଦର ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ ଘଟଣା। କେଦାରପଲ୍ଲୀ ବସ୍ତିରୁ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି ଏୟାରପୋର୍ଟ ପୋଲିସ । ଏଥିସହିତ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ଯରେ ରାଜେଶ ନାୟକ,…

ରାଜଧାନୀରେ ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଉଭୟ ଗୁରୁତର

ଭୁବନେଶ୍ୱର : ଏୟାର ପୋର୍ଟ ଅଞ୍ଚଳରେ ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟିଛି l କୋଡ଼ିଏରୁ ତିରିଶ ଯୁବକ ସଂଘ ବଦ୍ଧ ଭାବରେ ଆକ୍ରମଣ କରିଥିଲେ ଦୁଇ ଜଣ ଯୁବକଙ୍କୁ l ହଣା ଖାଇଥିବା ଶିବା ନାମରେ ପୂର୍ବରୁ ଏକାଧିକ ଥାନାରେ ମାମଲା ରହିଛି । ଅନ୍ୟ ଏକ ଗୋଷ୍ଠୀକୁ ଶିବା ଆକ୍ରମଣ କରିବାକୁ ଯାଇଥିବା…