Below header
Browsing Tag

attack

ରାଜଧାନୀରେ ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଉଭୟ ଗୁରୁତର

ଭୁବନେଶ୍ୱର : ଏୟାର ପୋର୍ଟ ଅଞ୍ଚଳରେ ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟିଛି l କୋଡ଼ିଏରୁ ତିରିଶ ଯୁବକ ସଂଘ ବଦ୍ଧ ଭାବରେ ଆକ୍ରମଣ କରିଥିଲେ ଦୁଇ ଜଣ ଯୁବକଙ୍କୁ l ହଣା ଖାଇଥିବା ଶିବା ନାମରେ ପୂର୍ବରୁ ଏକାଧିକ ଥାନାରେ ମାମଲା ରହିଛି । ଅନ୍ୟ ଏକ ଗୋଷ୍ଠୀକୁ ଶିବା ଆକ୍ରମଣ କରିବାକୁ ଯାଇଥିବା…

ପାକିସ୍ତାନରେ ଯାତ୍ରୀବାହୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ, ୮ ମୃତ, ୨୬ ଆହତ

ପାକିସ୍ତାନର ଗିଲଗିତ ବାଲିସ୍ତାନ ନିକଟରେ ଆତଙ୍କୀ ଆକ୍ରମଣ । ଏହି ଆକ୍ରମଣ କୋହିସ୍ତାନ, ଗିଲଗିତ ବାଲିସ୍ତାନ ରାସ୍ତାରେ ପ୍ରାୟ ୧୫ କିମି ଦୂରରେ ଏକ ଯାତ୍ରୀବାହୀ ବସ୍‌ ଉପରେ ଆକ୍ରମଣ ହୋଇଥିଲା । ବସ୍‌ ଉପରେ ଆକ୍ରମଣ ଫଳରେ ୮ ଜଣ ଲୋକ ମରିଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି । ପୋଲିସ କହିଛି କି,…

ଆଜି ବି ମନେ ପଡ଼େ ସେ ଲୋମହର୍ଷଣକାରୀ ଘଟଣା, ଆତଙ୍କବାଦୀଙ୍କ ଗୁଳି ମୁନରେ ଯାଇଥିଲା ୧୬୬ ଜୀବନ

ସେଦିନର ସେହି ୨୬ ନଭେମ୍ବର ଆଜି ବି ମନରୁ ଲିଭିନି । ୨୦୦୮ ମସିହା ନଭେମ୍ବରର ସେହି ଦିନ ଆଜି ବି ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ । ହଠାତ ଥରି ଉଠିଥିଲା ମାୟାନଗରୀ ମୁମ୍ବାଇ । ଗୁଳି ଶବ୍ଦରେ ଫାଟି ପଡ଼ୁଥିଲା ପୁରା ସହର । ଯିଏ ଯୁଆଡ଼େ ପାରିଲେ ଦୌଡ଼ିବାକୁ ଲାଗିଲେ । କିନ୍ତୁ ଆତଙ୍କବାଦୀଙ୍କ ଗୁଳି…

ଜନ୍ମ ଦିନ ପାଳନ କରିବାକୁ ଦୁବାଇ ନନେବାରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଜନ୍ମ ଦିନରେ ଆମେ ନିଜ ପରିବାର ଲୋକଙ୍କୁ ଭଲ ଭଲ ଗିଫ୍ଟ ଦେଇଥାଉ । ସ୍ୱାମୀମାନେ ନିଜ ସ୍ତ୍ରୀଙ୍କୁ ଖୁସି କରିବା ପାଇଁ ଭଲ ଭଲ ସ୍ଥାନକୁ ବୁଲାଇବା ପାଇଁ ମଧ୍ୟ ନେଇଥାନ୍ତି । କିନ୍ତୁ ବେଳେବେଳେ କିଛି ଲୋକ ନିଜ ସ୍ତ୍ରୀଙ୍କ ପାଇଁ ଭଲ ଗିଫ୍ଟ ଦେଇ ପାରନ୍ତି ନାହିଁ କି ଭଲ ସ୍ଥାନକୁ ବୁଲାଇ ନେଇ…

ଦାଦାବଟି ନଦେବାରୁ ମରଣାନ୍ତକ ଆକ୍ରମଣ, ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ

ଦାଦାବଟି ନଦେବାରୁ ମରଣାନ୍ତକ ଆକ୍ରମଣ । ଗ୍ୟାସ ଟାଙ୍କିରେ ଆକ୍ରମଣ କଲେ ଦୁର୍ବୁତ୍ତ । ଘଟଣା ଘଟିଛି ନୟାପଲ୍ଲୀ ଥାନା ୮ ନମ୍ବର ଡିଏଭି ସ୍କୁଲ ନିକଟରେ । ଦୋକାନୀଙ୍କ ମୁଣ୍ଡରେ, ଦେହରେ ଏବଂ ଆଖିରେ ଆଘାତ ଲାଗିଛି । ଆକ୍ରମଣ ସମୟର ଘଟଣା ସିସିଟିଭିରେ କଏଦ ହୋଇଛି । ୬ରୁ ୭ଜଣ ଆସି ଆକ୍ରମଣ…

ଖଣ୍ଡାଧରି ମୁହଁରେ ମାସ୍କ ପିନ୍ଧି ଆସିଲେ, ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ

ବଲାଙ୍ଗୀର : ମୁଖ୍ୟ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ କଲେ ଆକ୍ରମଣ । ବଲାଙ୍ଗୀର ସହର ଟାଉନ ଥାନା ରେଡ଼ିଓ ଷ୍ଟେସନ ସମ୍ନାରେ ଘଟିଛି ଏହି ଅଘଟଣ । କିଛି ଦୁର୍ବୃତ୍ତ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଖଣ୍ଡାଧରି ମୁହଁରେ ମାସ୍କ ପିନ୍ଧା ଯୁବକମାନେ ଯୁବକଙ୍କୁ ହାଣିଥିବା ବେଳେ ଯୁବକ…

ଥାନା ଅଧିକାରୀଙ୍କୁ ଥାନା ଭିତରେ ଆକ୍ରମଣ, ବ୍ଲେଡ଼ରେ କାଟିଲା ବେକ

ମୟୁରଭଞ୍ଜ : ଥାନା ଅଧିକାରୀଙ୍କୁ ଥାନା ଭିତରେ ଆକ୍ରମଣ।   ଚୋରୀ ଘଟଣାରେ ଅଟକ ଅଭିଯୁକ୍ତର ଉନ୍ମତ୍ତ କାଣ୍ଡ। ବ୍ଲେଡ଼ରେ ଆକ୍ରମଣ କରି ଲହୁ ଲୁହାଣ କଲା ଆଇଆଇସି ମିନି ଭୋଇଙ୍କୁ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ। ଥାନାରେ ଏକୁଟିଆ ଥିବା ବେଳେ ଆକ୍ରମଣ କରିଛି ଅଭିଯୁକ୍ତ।…

ପରକୀୟା ପ୍ରୀତିରୁ ତୁମୂଳକାଣ୍ଡ : ଯୁବକଙ୍କୁ ନିର୍ଦ୍ଧୁମ ପିଟିବା ସହ କଟୁରୀରେ ଆକ୍ରମଣ କଲେ ଯୁବତୀ

ଜଳେଶ୍ୱର (କେନ୍ୟୁଜ): ପରକୀୟା ପ୍ରୀତିରୁ ଯୁବକଙ୍କୁ ଆକ୍ରମଣ। ନିର୍ଦ୍ଧୁମ ପିଟିବା ସହ କଟୁରୀରେ ଆକ୍ରମଣ କରିଛନ୍ତି ଯୁବତୀ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଧିତିପୁର ଗାଁର ଘଟଣା । ସଂଜ୍ଞାହୀନ ଅବସ୍ଥାରେ ଯୁବକଙ୍କୁ କିଆ ବୁଦା ମୂଳରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଉଦ୍ଧାର ପରେ…

ରାଜଧାନୀରେ ଆତଙ୍କ ମଚାଇଲେ ଖଣ୍ଡାଧାରୀ ଦୁର୍ବୃତ୍ତ, ବିଚ ରାସ୍ତାରେ ସିକ୍ୟୁରିଟି ଗାର୍ଡଙ୍କୁ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ରାତିରେ ଆତଙ୍କ ମଚାଇଲେ ଖଣ୍ଡାଧାରୀ ଦୁର୍ବୃତ୍ତ । କେତେ ବେଳେ ସହର ଭିତରେ ତ ପୁଣି କେତେ ବେଳେ ଅପର୍ଟମେଣ୍ଟ ରେ। ଗତକାଲି ଇନ୍ଫୋସିଟି ଥାନା ରାଜବାଟୀକା ଆପାର୍ଟମେଣ୍ଟରେ କଳାକାନା ବୁଲାଇବା ପରେ ପୁଣି ପୋଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ। ବିଚ…

ହାମାସକୁ ଇସ୍ରାଏଲ୍‌ର ପାଲଟା ଆକ୍ରମଣ, ଗଲାଣି ୪୦୦ ଲୋକଙ୍କ ଜୀବନ

ଆରମ୍ଭ ହୋଇଛି ହାମାସ-ଇସ୍ରାଏଲ୍‌ ଯୁଦ୍ଧ । ଏହି ଭୟଙ୍କର ଯୁଦ୍ଧ ସମସ୍ତଙ୍କୁ କରିଛି ଭୟଭୀତ । ଏହି ଯୁଦ୍ଧରେ ପାଖାପାଖି ୪୦୦ ଲୋକଙ୍କ ଜୀବନ ଯାଇଥିବାବେଳେ ଇସ୍ରାଏଲ୍‌ ଆରମ୍ଭ କରିଛି ପାଲଟା ଆକ୍ରମଣ । ଗତ କାଲି ଅର୍ଥାତ ଶନିବାର ହାମାସ ୫୦୦୦ ରକେଟ ସାହାଯ୍ୟରେ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିଥିଲା…

ଟ୍ରେନରେ ଯାତ୍ରୀଙ୍କ ତଣ୍ଟି କାଟିଲେ ଦମ୍ପତି, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ରାୟଗଡ଼ା(କେନ୍ୟୁଜ୍): ଗାନ୍ଧୀଧାମ-ପୁରୀ ଟ୍ରେନରେ ଚାଞ୍ଚଲ୍ୟ । ଟ୍ରେନରେ ଯାତ୍ରୀଙ୍କ ତଣ୍ଟି କାଟିଲେ ଦମ୍ପତି । ଟିଟିଲାଗଡ଼ରେ ଗାନ୍ଧୀଧାମ-ପୁରୀ ଟ୍ରେନ୍ ରେ ଗଣ୍ଡଗୋଳକୁ କେନ୍ଦ୍ରକରି ୨ ଯାତ୍ରୀଙ୍କ ତଣ୍ଟି କାଟିଦେଲେ ଦମ୍ପତି । ଆହତଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ନର୍ସରୀ ସ୍କୁଲରେ ଛୁରୀରେ ଆକ୍ରମଣ କଲା ଯୁବକ, ୬ ମୃତକଙ୍କ ମଧ୍ୟରେ ୩ ଜଣ ପିଲା ସାମିଲ

ଚୀନର ଏକ ନର୍ସରୀ ସ୍କୁଲରେ ଛୁରୀରେ ଆକ୍ରମଣ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ କିଛି ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଶିକ୍ଷକ, ୩ ଜଣ ପିଲା ଏବଂ ସ୍ୱାମୀ ଓ ସ୍ତ୍ରୀ ରହିଛନ୍ତି। ଘଟଣା ପରେ ଆକ୍ରମଣକାରୀକୁ ପୋଲିସ ଗିରଫ କରିଛି । ସ୍କୁଲରେ ଏମିତି ଘଟଣା ଯୋଗୁଁ ପିଲା ଏବଂ…