Browsing Tag

bahanaga train accident

ଏସସିବିରୁ ଡିସଚାର୍ଜ ହେଲେ ବାହାନଗା ରେଳ ଦୁର୍ଘଟଣାର ଶେଷ ରୋଗୀ, କୃତ୍ରିମ ଗୋଡରେ ଚାଲିଲେ

କଟକ : ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଶେଷ ରୋଗୀ ଆଜି ଏସସିବିରୁ ଡିସଚାର୍ଜ ହୋଇଛନ୍ତି। ବିହାରର ବଜରଙ୍ଗୀ ଠାକୁର ଦୁର୍ଘଟଣାରେ ବାମ ଗୋଡଟି ସମୂର୍ଣ୍ଣ ନଷ୍ଟ ହୋଇ ଏସସିବି ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି…

ବାହାନଗା ଟ୍ରେନ ଟ୍ରାଜେଡି : ୨୮ଟି ଅଚିହ୍ନା ମୃତଦେହର ହେଲା ଅନ୍ତିମ ସଂସ୍କାର

ଭୁବନେଶ୍ୱର (କେନ୍ୟୁଜ): ୧୨୮ ଦିନ ପରେ ଜଳିଲା ମୃତଦେହ। ଭରତପୁର ଶ୍ମସାନରେ ଲିଭିଗଲା ପରିଚୟ। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୮ଟି ଅଚିହ୍ନା ମୃତଦେହର ହେଲା ଅନ୍ତିମ ସଂସ୍କାର। ଭୁବନେଶ୍ବର ଭରତପୁର ଶ୍ମଶାନରେ ସମସ୍ତ ଅଚିହ୍ନା ଶବର ଶେଷକୃତ୍ୟ କରିଛି BMC। …

ବାହାନଗା ରେଳ ଦୁର୍ଘଟଣା: ୩ ଅଭିଯୁକ୍ତଙ୍କ ସରିବ ରିମାଣ୍ଡ ଅବଧି, ଆଜି କୋର୍ଟରେ ହେବେ ହାଜର

ଭୁବନେଶ୍ୱର (କେନ୍ୟୁଜ); ବାହନଗା ଟ୍ରେନ ଦୁର୍ଘଟଣା ମାମଲାରେ ଆଜି ସରିବ ୩ ଅଭିଯୁକ୍ତଙ୍କ ରିମାଣ୍ଡ । ରିମାଣ୍ଡ ସରିବା ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହଜାର ହେବେ ଅଭିଯୁକ୍ତ । ତିନି ଅଭିଯୁକ୍ତ ହେଲେ ସିନିୟର ସେକ୍ସନ ଇଂଜିନିୟର ଅରୁଣ ମହାନ୍ତି, ସେକ୍ସନ ଇଂଜିନିୟର ମହମ୍ମଦ ଅମ୍ମୀର ଖାନ ଓ…

ବାହାନଗା ଟ୍ରେନ୍ ଦୁର୍ଘଟଣା : କାହିଁକି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ୩ ଅଭିଯୁକ୍ତ ?

ବାଲେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ୍‌ ଟ୍ରାଜେଡି ପଛର ସତ କଣ ? କାହିଁକି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ୩ ଅଭିଯୁକ୍ତ । ଶୁକ୍ରବାରଠୁ ୫ ଦିନିଆ ରିମାଣ୍ଡରେ ନେଇ ସତ ଓଗାଳିବାକୁ ଉଦ୍ୟମ କରୁଛି ସିବିଆଇ । ଗତକାଲି ଗିରଫ ୩ ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ,…

ବାହାନଗା ରେଳ ଦୁର୍ଘଟଣା: ସତ ଉଗାରିବେ ଗିରଫ ୩ ଅଭିଯୁକ୍ତ, ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ବାଲେଶ୍ୱର (କେନ୍ୟୁଜ): ବାହାନଗା ରେଳ ଦୁର୍ଘଟଣାର ସତ ଉଗାରିବେ ଗିରଫ ୩ ଅଭିଯୁକ୍ତ । ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଏଥିପାଇଁ ଅନୁମତି ଦେଇଥିଲେ ସିବିଆଇ ସ୍ୱତନ୍ତ୍ର କୋର୍ଟ । ଗତକାଲି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌…

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସତ୍ୟନଗର ଶ୍ମଶାନରେ ବିହାର ଓ ଝାଡ଼ଖଣ୍ଡର ୨ ମୃତଦେହର ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତ ଝାଡ଼ଖଣ୍ଡ ଓ ବିହାରର ଦୁଇ ଜଣ ବ୍ୟକ୍ତିଙ୍କ ମୃତଦେହ ଆଜି ଭୁବନେଶ୍ବରର ସତ୍ୟନଗରସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଝାଡଖଣ୍ଡର ମୃତକ ହେଲେ ଦିନେଶ ଯାଦବ ଓ ବିହାରର ମୃତକ ହେଲେ ସୁରେଶ ରାୟ । ସୂଚନା ଅନୁସାରେ…

ବାଲେଶ୍ବର ଟ୍ରେନ ପୀଡିତଙ୍କୁ ୨୦ ଲକ୍ଷ ଦାନ କଲା ଭାରତୀୟ ଫୁଟବଲ ଟିମ୍‌, ପୁରସ୍କାର ବାବଦରେ ୧ କୋଟି ଦେଇଥିଲେ ଓଡିଶା…

ଭାରତୀୟ ଫୁଟବଲ ଟିମ୍‌ ଇଣ୍ଟରକଣ୍ଟିନେଣ୍ଟାଲ କପରେ ଟାଇଟଲ ହାସଲ କରିଛି । ଲେବନାନକୁ ୨-୦ରେ ହରାଇଛି ଭାରତ । ତେବେ ଟିମ୍‌ ଐତିହାସିକ ବିଜୟ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଟବଲ ଟିମକୁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ତେବେ ଭାରତୀୟ ଫୁଟବଲ ଟିମ୍‌ ଏହି…

ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ

କଟକ (କେନ୍ୟୁଜ): ବାହାନଗା ରେଳ ଦୁର୍ଘଟଣାରେ ଆଉ ଜଣେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କରମଣ୍ଡଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୧କୁ ପହଞ୍ଚିଛି । କଟକ ଏସସିବି ମେଡ଼ିକାଲରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣେ ଆହତଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବିହାରର ସୋହେଲ ମନସୁର୍‌ । ତାଙ୍କ…

ବାହାନଗା ଟ୍ରାଜେଡିରେ ମୃତକଙ୍କୁ ନିଜ ଚିତ୍ର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସମରେନ୍ଦ୍ର

ବାରିପଦା (କେନ୍ୟୁଜ୍) : ବାଲେଶ୍ଵର ବାହାନଗା ରେଳ ଟ୍ରାଜେଡି। ଦୁର୍ଘଟଣା ପରେ ବାହାନଗା ବଜାର ଷ୍ଟେସନ ସିଲ୍। ସିବିଆଇର ତନାଘନା ଜାରି ରହିଛି । ଏତେ ବଡ଼ ଦୁର୍ଘଟଣାକୁ ନେଇ ସିବିଆଇର ୧୦ ଜଣିଆ ଟିମ୍ ଛାନଭିନ କରୁଛନ୍ତି। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଦାୟିତ୍ୱରେ ଥିବା ୯ ଜଣ ଅଫିସର ଓ କର୍ମଚାରୀ…

ରେଳ ଟ୍ରାଜେଡି ପରେ ବାହାନଗା ବଜାର ଷ୍ଟେସନ ସିଲ୍: ସିବିଆଇ ପକ୍ଷରୁ ଅନୁମତି ନ ମିଳିବା ପର୍ଯ୍ୟନ୍ତ ରହିବନି କୌଣସି…

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଟ୍ରାଜେଡି। ଦୁର୍ଘଟଣା ପରେ ବାହାନଗା ବଜାର ଷ୍ଟେସନ ସିଲ୍। ସିବିଆଇର ତନାଘନା ଜାରି ରହିଛି । ଏତେ ବଡ଼ ଦୁର୍ଘଟଣାକୁ ନେଇ ସିବିଆଇର ୧୦ ଜଣିଆ ଟିମ୍ ଛାନଭିନ କରୁଛନ୍ତି। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଦାୟିତ୍ୱରେ ଥିବା ୯ ଜଣ ଅଫିସର ଓ କର୍ମଚାରୀ…

ବାହାନଗା ଟ୍ରେନ ଦୁର୍ଘଟଣା : ପୋଷ୍ଟ ଟ୍ରମାଟିକ ଷ୍ଟ୍ରେସ ଡିସଅର୍ଡରର ଶିକାର ହୋଇଛନ୍ତି ଆହତ, କିଏ କାନ୍ଦୁଛି ତ କିଏ…

ବାଲେଶ୍ବର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ଭୟାବହ କାହାଣୀ ସାମ୍ନାକୁ ଆସିଛି ।  ଏଭଳି ଭୟଙ୍କର ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । କଟକ ଏସସିବି ମେଡିକାଲ କଲେଜ ଏବଂ ହସପିଟାଲରେ ଭର୍ତ୍ତି ହୋଇଥିବା ୧୦୫ ଆହତଙ୍କ ମଧ୍ୟରୁ ପାଖାପାଖି ୪୦ ଜଣ ପୋଷ୍ଟ…