କେମିତି ହେବ ମକର ମେଳା ମହୋତ୍ସବ ? ଦୋକାନ ବଜାର ପାଇଁ ନାହିଁ ସୁବିଧା
ବେଗୁନିଆ : ପାଖେଇ ଆସିଲାଣି ବେଗୁନିଆ ବ୍ଲକ ଅଟ୍ରିର ପ୍ରସିଦ୍ଧ ମକର ମେଳା,ହେଲେ କେମିତି ହେବ ? ଦୋକାନ ବଜାର ପାଇଁ ନାହିଁ ସୁବିଧା । ସେପଟେ ଆଶା ଆଶଙ୍କାରେ ମହୋତ୍ସବ। ଆଉ ଏହାରି ଭିତରେ ପ୍ରସ୍ତୁତିରେ ଲାଗି ପଡିଲେଣି କମିଟି କିନ୍ତୁ ଜନସମାଗମକୁ ନେଇ ଉଠିଛି ପ୍ରଶ୍ନ ।
ହଁ ଆଜ୍ଞା, ବିଲ…