ମଦ୍ୟପାନ କରି ଗାଡ଼ି ଚଲାଉଥିଲେ, ୨୦ରୁ ଊର୍ଦ୍ଧ୍ବ ଦାମୀ ଗାଡ଼ି ଜବତ କଲା ପୋଲିସ
ଭୁବନେଶ୍ୱର(କେନ୍ୟୁଜ୍) : ଡ୍ରିଙ୍କ ଆଣ୍ଡ ଡ୍ରାଇଭ ବିରୋଧରେ କମିସନରେଟ ପୋଲିସର କଡ଼ା ଆକ୍ସନ। ମଦ ପିଇ ଗାଡ଼ିଚାଳନା କରୁଥିବା ଗାଡ଼ିଚାଳକଙ୍କ ଗାଡ଼ିକୁ ଜବତ କରିଛି ପୋଲିସ । ଗତକାଲି ରାତିରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚେକିଂ କରିଥିଲା ପୋଲିସ । ଆଉ ଗୋଟିଏ ରାତିରେ ୨୦ରୁ ଅଧିକ ଦାମୀ ଗାଡ଼ି…