Browsing Tag

bomb blast

କାବୁଲରେ ରୁଷ ଦୂତାବାସ ବାହାରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ

ଆଫଗାନିସ୍ତାନର ରାଜଧାନୀ କାବୁଲରେ ରୁଷ ଦୂତାବାସ ନିକକଟରେ ବୋମା ବିସ୍ଫୋରଣ। ଏହି ଘଟଣାରେ ୨୦ ଲୋକ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଦୁଇଜଣ ରାଜନୈତିକ ବ୍ୟକ୍ତି ମଧ୍ୟ ରହିଛନ୍ତି। ବୋମା ବିସ୍ଫୋରଣ ପରେ ଚାରିଆଡେ ଆତଙ୍କ ସୃଷ୍ଟି ହୋଇଥିଲା। ଲୋକ ଜୀବନ ବଞ୍ଚାଇ…

ସୁରକ୍ଷାବଳ ଉପରକୁ ଆକ୍ରମଣ : ଭୟଙ୍କର ବୋମା ବିସ୍ଫୋରଣରେ ୮ ପୋଲିସ ଅଧିକାରୀଙ୍କ ମୃତ୍ୟୁ

ପଶ୍ଚିମ କଲମ୍ବିଆରେ ଭୟଙ୍କର ବିସ୍ଫୋରକ ଆକ୍ରମଣରେ ୮ ଜଣ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ହୋଇଥିବା ଏହି ଆକ୍ରମଣକୁ ରାଷ୍ଟ୍ରପତି କଡ଼ା ନିନ୍ଦା କରିଛନ୍ତି। ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍‌ରୋ କହିଛନ୍ତି, ଦେଶର ପାଖାପାଖି ୬୦ ବର୍ଷର ସଂଘର୍ଷକୁ ଶେଷ କରିବାକୁ ପ୍ରତିଶ୍ରୁତି ଦେବା…

ଆଫଗାନିସ୍ତାନରେ ମସ୍‌ଜିଦରେ ଆତ୍ମଘାତୀ ବିସ୍ଫୋରଣ; ଇମାମ୍‌ଙ୍କ ସମେତ ଚାଲିଗଲା ୧୫ ଜଣଙ୍କ ପ୍ରାଣ

ଆଫଗାନିସ୍ତାନର ହେରାତରେ ଗୁଜରଗାହ ମସଜିଦରେ ଶୁକ୍ରବାର ପ୍ରାର୍ଥନା ସମୟରେ ବିସ୍ଫୋରଣ ଘଟିଛି। ଖବର ମୁତାବକ, ବିସ୍ଫୋରଣରେ ମସଜିଦର ଇମାମ ମୁଜିବ ଇମାମ ରେହମାନ ଅନସାରୀଙ୍କ ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ଇମାମଙ୍କ ସମେତ ୧୫ ଜଣ ଲୋକଙ୍କ ପ୍ରାଣ ଯାଇଛି। ହେରାତ ଗଭର୍ଣ୍ଣରଙ୍କ ପ୍ରବକ୍ତା…

ଗଣ୍ଡଗୋଳକୁ କେନ୍ଦ୍ର କରି ରାଜଧାନୀ ଉପକଣ୍ଠ ପଞ୍ଚୁପଲ୍ଲୀ ଠାରେ ବୋମାମାଡ଼, ୨ ଆହତ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀ ଉପକଣ୍ଠରେ ବୋମାମାଡ଼। ଏୟାରଫିଲଡ଼ ଥାନା ପଞ୍ଚୁପଲ୍ଲୀ ଠାରେ ବୋମାମାଡ଼ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଭାବନୀୟ ଘଟଣା।ତେବେ ଯାହା ଜଣାପଡିଛି ବୋମାମାଡ଼ରେ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଏମ୍ସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି…

ଗଡଖାରଦ ଗ୍ରାମରେ ବିଳମ୍ବିତ ରାତିରେ ଘର ଉପରକୁ ବୋମାମାଡ

ପିପିଲି(କେନ୍ୟୁଜ୍): ପୁରୀ ଜିଲ୍ଲା କଣାସ ବ୍ଲକ ଗାଡ଼ିଶାଗୋଦା ଥାନା ଅନ୍ତର୍ଗତ ଗଡଖାରଦ ଗ୍ରାମରେ ଏକ ଘର ଉପରକୁ ବୋମାମାଡ଼ ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି । ଗଡ଼ଖାରଦ ଗ୍ରାମର ରଘୁ ମାନସିଂହ ଘର ଉପରକୁ ଏହି ବୋମାମାଡ ହୋଇଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର…

ପୂର୍ବ ଶତୃତାକୁ ନେଇ ବୋଲଗଡ଼ ବାଙ୍କୋଇ ବାଳସିଙ୍ଗି ଗାଁରେ ବୋମା ମାଡ, ୪ ଆହତ

ବେଗୁନିଆ(କେନ୍ୟୁଜ୍): ପୂର୍ବ ଶତୃତାକୁ ନେଇ ବୋମା ମାଡ। ବୋଲଗଡ଼ ବାଙ୍କୋଇ ଫାଣ୍ଡିର ବାଳସିଙ୍ଗି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ପୂର୍ବ ଶତୃତାକୁ ନେଇ ବୋମା ମାଡ ଘଟିଛି। ଏଥିରେ ୪ଜଣ ଆହତ  ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ଆହତ ପ୍ରଥମେ ବାଙ୍କୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ…

ସଭାପତି ଚୟନକୁ ନେଇ ଆଠଗଡ ବନମାଳୀପୁର ଗାଁରେ ବୋମାମାଡ଼, ୨ ଅଟକ

ଆଠଗଡ(କେନ୍ୟୁଜ୍‌): ଆଠଗଡ ତିଗିରିଆ ଥାନା ଅନ୍ତର୍ଗତ ବନମାଳୀପୁର ଗାଁରେ ବୋମାମାଡ଼। ଗ୍ରାମ ସଭାପତି ଚୟନକୁ ନେଇ ୩ଟି ବୋମାମାଡ ହୋଇଥିବା ଅଭିଯୋଗ। ଆଠଗଡ ତିଗିରିଆ ଥାନା ଅନ୍ତର୍ଗତ ବନମାଳୀପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ବୋମାମାଡ ହୋଇଛି। ଦୁଇ ଜଣଙ୍କୁ ଅଟକ ରଖିଛି ତିଗିରିଆ ପୋଲିସ।…

ପୂର୍ବ ଶତ୍ରୁତାକୁ ନେଇ ନରସିଂହପୁରରେ ବୋମାମାଡ଼

ନରସିଂହପୁର(କେନ୍ୟୁଜ୍): ନରସିଂହପୁରରେ ବୋମାମାଡ଼। ବିଳମ୍ବିତ ରାତିରେ ବୋମା ମାଡ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ନିମସାହ ଗ୍ରାମ ପଞ୍ଚାୟତର ଚେରମୂଳିଆ ଗ୍ରାମରେ। ସୂଚନା ଅନୁସାରେ ଗ୍ରାମର ଗୋବିନ୍ଦ ପୃଷ୍ଟି ଘର ଉପରକୁ ୨  ଜଣ ମୋଟର ସାଇକେଲରେ ଆସି ବୋମା ମାଡ କରି ଫେରାର…

ବେଙ୍ଗାଲୁରୁ ବିମାନ ବନ୍ଦରରେ ଅଛି ବମ, ଫୋନ କଲ ପାଇବା ପରେ ହାଇ ଆଲର୍ଟରେ ପୋଲିସ

କେନ୍ୟୁଜ୍(ବ୍ୟୁରୋ): ବେଙ୍ଗାଲୁରୁ କେମ୍ପାଗୌଡ଼ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ବୋମା ଥିବା ସୂଚନା । ସୂଚନା ମୁତାବକ ଆଜି ଭୋର ୩.୫୦ ମିନିଟ ସମୟରେ ବେଙ୍ଗାଳୁରୁ ସିଟି ପୋଲିସ କଣ୍ଟ୍ରୋଲ ରୁମ ନମ୍ବର ୧୧୨ କୁ ଏକ ଅଜଣା ଫୋନ ଆସିଥିଲା । ଫୋନ କଲରେ  ଜଣେ ପୁରୁଷ ଭଏସ ଥିବା କୁହାଯାଇଛି । ସୂଚନା…

ଆଫ୍‌ଗାନିସ୍ତାନ: ମସ୍‌ଜିଦ ସମେତ ୪ ସ୍ଥାନରେ ସିରିଜ୍‌ ବୋମା ବିସ୍ଫୋରଣ; ୧୮ ଜଣଙ୍କ ମୃତ୍ୟୁ

ଆଫ୍‌ଗାନିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ମଜାର-ଏ-ସରିଫ୍‌ ମସ୍‌ଜିଦରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥି ସହିତ କାବୁଲ, ନଙ୍ଗରହାର ଓ କୁନ୍ଦୁଜରେ ବି ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ମଜାର-ଏ-ସରିଫ୍‌ ମସ୍‌ଜିଦ ସମେତ ୪ଟି ସ୍ଥାନରେ ସିରିଜ୍‌ ବୋମା ବିସ୍ଫୋରଣ ଫଳରେ ୧୮…

ବାଲିଘାଟରେ ବୋମା ଫିଙ୍ଗି ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ବିଂଝାରପୁର ପୋଲିସ

ଯାଜପୁର ଟାଉନ(କେନ୍ୟୁଜ୍‌) : ଯାଜପୁର ବିଂଝାରପୁର ମନେଇଗଣ୍ଡ ବାଲିଘାଟ ବୋମା ମାଡ଼ ଘଟଣା,ନାଉପାଳ ଗାଁ ର ଗିରିଧାରୀ ମଳିକ,ବିଷ୍ଣୁ ମଳିକ ଏବଂ ମାଂସଡା ଗାଁ ର ସୁରେନ୍ଦ୍ର ମଳିକ ଙ୍କୁ କୋର୍ଟ ଚାଲାଣ କଲା ବିଂଝାରପୁର ପୋଲିସ। ଗତ ୨୪ ତାରିଖ ସନ୍ଧ୍ୟାରେ ବାଲି ଘାଟ ବିବାଦ କୁ କେନ୍ଦ୍ର କରି…

ଯାଜପୁରରେ ବୋମା ଫିଙ୍ଗି ହତ୍ୟା ଘଟଣାର ପ୍ରତିବାଦ: ମାଂସଡା ନିକଟରେ ରାସ୍ତାରୋକ କଲେ ଉତ୍ଯକ୍ତ ଲୋକେ

ଯାଜପୁର ଟାଉନ୍(କେନ୍ୟୁଜ୍): ଯାଜପୁର ଜିଲ୍ଲା ବିଂଝାରପୁର ମନେଇଗଣ୍ଡ ବାଲିଘାଟକୁ ନେଇ ଦେଖାଦେଇଥିବା ବିବାଦ ଓ ବୋମାମାଡ଼ ଘଟଣା ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳୁ ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ମାଂସଡା ନିକଟରେ ରାସ୍ତାରୋକ କରାଯାଇଛି। ପୋଲିସର ନିଷ୍କ୍ରିୟତା…