Browsing Tag

by election

ହାଇଭୋଲଟେଜ୍‌ କ୍ୟାମ୍ପେନିଂରେ କମ୍ପୁଛି ବାଲେଶ୍ୱର ଓ ତିର୍ତ୍ତୋଲ ଉପପନିର୍ବାଚନ, ଆସନ୍ତାକାଲି ସରିବ ପ୍ରଚାର

ଭୁବନେଶ୍ବର: ହାଇଭୋଲଟେଜ୍‌ କ୍ୟାମ୍ପେନିଂରେ କମ୍ପୁଛି ବାଲେଶ୍ୱର ଓ ତିର୍ତ୍ତୋଲ ଉପପନିର୍ବାଚନ ବ୍ୟାଟଲ ଗ୍ରାଉଣ୍ଡ । ହାତରେ ଆଉ ଦୁଇ ଦିନ । ଆସନ୍ତାକାଲି ସରିବ ପ୍ରଚାର । ତେଣୁ ଜୋରସୋର ପ୍ରଚାରରେ ଲାଗିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସର ହେଭିୱେଟ । ବାଇକ୍‌ ରାଲି, ପଦଯାତ୍ରା, କର୍ମୀ…

ଆଜି ଉପନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ଡିଜିଟାଲ୍‌ ପ୍ଲାଟଫର୍ମରେ ଦୁଇ ଦିନ ଦଳୀୟ ପ୍ରାର୍ଥୀଙ୍କ…

ଭୁବନେଶ୍ବର: ଆଜି ଉପନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ଡିଜିଟାଲ୍‌ ପ୍ଲାଟଫର୍ମରେ ଦୁଇ ଦିନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବେ ନବୀନ ପଟ୍ଟନାୟକ । ଆଜି ତିର୍ତ୍ତୋଲରେ ଡିଜିଟାଲ୍‌ ପ୍ରଚାର କରିବେ । ବିଜୟ ଶଙ୍କରଙ୍କ ପାଇଁ ବିଜୟ ଶଙ୍ଖ ଫୁଙ୍କିବେ ନବୀନ । ସେହିପରି…

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସରଗରମ ହେଉଛି ପ୍ରଚାର: ବାଇକ୍‌ ରାଲି କରି ଚାଲିଛି କ୍ୟାମ୍ପେନ୍‌,…

ବାଲେଶ୍ୱର/ ତିର୍ତ୍ତୋଲ: ପାଖେଇ ଆସୁଛି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ। ଉପନିର୍ବାଚନ ପାଇଁ ସରଗରମ ହେଉଛି ପ୍ରଚାର। ତାରିଖ ଯେତିକି ପାଖେଇ ଆସୁଛି ପ୍ରାଚର ମୈଦାନରେ ଲଢେଇ ସେତିକି ଦୋରଦାର ହେଉଛି। ଭୋଟରକୁ ଆକୃଷ୍ଟ କରିବାରେ ଚାଲିଛି ଜୋରଦାର ଉଦ୍ୟମ। ବାଲେଶ୍ୱରରେ ବାଇକ୍‌ ରାଲି…

ଉପନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ବିଜେଡି: ବାଲେଶ୍ୱର ସଦର ପାଇଁ ସ୍ୱରୂପ କୁମାର ଦାସ୍, ତିର୍ତ୍ତୋଲ ଆସନ ବିଜୟ ଶଙ୍କର…

ବାଲେଶ୍ୱର: ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବାଲେଶ୍ୱର ସଦର ପାଇଁ ପ୍ରାର୍ଥୀ ହେବେ ସ୍ୱରୂପ କୁମାର ଦାସ । ସେହିପରି ବିଜୟ ଶଙ୍କର ଦାସ ତିର୍ତ୍ତୋଲ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ। ସୂଚନା ଥାଉକି,…

ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ବାଲେଶ୍ୱର ପାଇଁ ମାନସ ଦତ୍ତ ଓ ତିର୍ତ୍ତୋଲରୁ ରାଜକିଶୋର…

କେନ୍ୟୁଜ (ବ୍ୟୁରୋ): ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ମାନସ ଦତ୍ତଙ୍କ ନାଁ ଘୋଷଣା କରିଛି ବିଜେପି । ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ । ସେହିପରି ତିର୍ତ୍ତୋଲରୁ ବିଜେପି ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ…

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଟକଣା କୋହଳ, ମିଳିଛି ରାଜନୈତିକ ମିଟିଂକୁ ଅନୁମତି

ଭୁବନେଶ୍ବର: ଅନଲକ୍‌ ୫ରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଟକଣାରେ ସାମାନ୍ୟ କୋହଳ କରିଛନ୍ତି ସରକାର । କୋଭିଡ୍‌ କଟକଣା ସହ ରାଜନୈତିକ ମିଟିଂକୁ ମିଳିଛି ଅନୁମତି । ସଂପୃକ୍ତ ନିର୍ବାଚନମଣ୍ଡଳୀରେ ହେଉଥିବା ମିଟିଂରେ ସର୍ବାଧିକ ଶହେ ଲୋକ ସାମିଲ ହୋଇପାରିବେ । ଆବଦ୍ଧ ହଲରେ…

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ  BJP ଗଠନ କଲା ଉପନିର୍ବାଚନ ପରିଚାଳନା ସମିତି

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା  ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ  ଭାରତୀୟ ଜନତା ପାର୍ଟି ଉପନିର୍ବାଚନ ପରିଚାଳନା ସମିତି ଗଠନ କରିଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ…

ନଭେମ୍ବର ୩ରେ ଉପନିର୍ବାଚନ: ୨ଟି ବିଧାନସଭା ଆସନ ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର: ଓଡ଼ିଶାର ୨ଟି ବିଧାନସଭାର ଉପନିର୍ବାଚନ ପାଇଁ ତାରିଖ ଘୋଷଣା। ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ମତଦାନ ହେବ। ଅକ୍ଟୋବର ୯ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି ଅକ୍ଟୋବର ୧୬ ତାରିଖ। ଅକ୍ଟୋବର ୧୯…

ଯାଜପୁର: ଆସନ୍ତାକାଲି ହେବ ଗୋଟିଏ ଜିଲ୍ଲାପରିଷଦ,୨ଟି ୱାର୍ଡମେମ୍ବର,ସମିତିସଭ୍ୟ ଏବଂ ସରପଞ୍ଚ ପଦବୀ ପାଇଁ ଉପ ନିର୍ବାଚନ

ଯାଜପୁର ଟାଉନ(କେନ୍ୟୁଜ୍): ଆସନ୍ତାକାଲି ଯାଜପୁରରେ ଗୋଟିଏ ଜିଲାପରିଷଦ ଆସନ,୨ଟି ୱାର୍ଡମେମ୍ବର,ସମିତିସଭ୍ୟ ଏବଂ ସରପଞ୍ଚ ପଦବୀ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବ । ସୁକିନ୍ଦା ନିର୍ବାଚନ ମଣ୍ଡଳୀର ୮ ନମ୍ବର ଜୋନ ଜିଲାପରିଷଦ ଜୋନ ପାଇଁ ମଧ୍ୟ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଗତକାଲି ଠାରୁ…

ଘୋଷଣା ହେଲା ୬୪ ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନର ଉପନିର୍ବାଚନ ତାରିଖ

ଆଜି ୬୪ ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା ହୋଇଛି। ୧୮ଟି ରାଜ୍ୟରେ ଏହି ଉପନିର୍ବାଚନ ହେବ। ଭୋଟ ଗ୍ରହଣ ଅକ୍ଟୋବର ୨୧ ତାରିଖ ଓ ଗଣତି ୨୪ ତାରିଖରେ ହେବ। ୬୪ଟି ଆସନ ଭିତରେ ରହିଛି କର୍ଣ୍ଣାଟକର ୧୫ଟି ଓ ଉତ୍ତର ପ୍ରଦେଶର ୧୧ଟି ଆସନ।…

କେବେ ଘୋଷଣା ହେବ ପାଟକୁରା ଓ ବିଜେପୁର ନିର୍ବାଚନ ତାରିଖ?

ଭୁବନେଶ୍ୱର : ନିର୍ବାଚନ ନେଇ ପାଟକୁରା ଓ ବିଜେପୁର ବିଧାନସଭା ଆସନର ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ନିର୍ବାଚନ ପାଇଁ ବିଜେଡି ଓ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି । ଦୁଇଟି ଯାକ ଆସନରେ ବିଜେଡି ବାଜିମାତ କରିବ ଦଳର ନେତା…

ଯାଜପୁର ଉପନିର୍ବାଚନ : ୩୦ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡିର ବାଜିମାତ୍‌

ଯାଜପୁର : ପୁଣି ଏକ ଉପନିର୍ବାଚନ । ପୁଣି ବିଜେଡିର ବିଜୟ । ଏଥର ଯାଜପୁର ୩୦ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଶ୍ୱପ୍ରତାପ ମିଶ୍ର ଜିତିଛନ୍ତି । ସେ ୧୨ହଜାର ୭୯୯ଟି ଭୋଟ୍‌ ପାଇଥିବାବେଳେ ବିଜେପି ପ୍ରାର୍ଥୀଙ୍କୁ ୬ ହଜାର ୬୮୨ ଓ କଂଗ୍ରେସ ପ୍ରାର୍ଥୀଙ୍କୁ ୧ ହଜାର…