Browsing Tag

chandrababu naidu

ଦକ୍ଷତା ବିକାଶ ଦୁର୍ନୀତି: ଚନ୍ଦ୍ରବାବୁ ନାଇଡୁଙ୍କୁ ବଡ଼ ଆଶ୍ୱସ୍ତି, ନିୟମିତ ଜାମିନ୍‌ ପ୍ରଦାନ କଲେ ଆନ୍ଧ୍ର ପ୍ରଦେଶ…

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ଜାମିନ୍‌। ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଚନ୍ଦ୍ରବାବୁ ନାଇଡୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ରିପୋର୍ଟ ମୁତାବକ, ନାଇଡୁ ନଭେମ୍ବର ୨୮ ପର୍ଯ୍ୟନ୍ତ…

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ୪ ସପ୍ତାହ ପାଇଁ ସର୍ତ୍ତମୂଳକ ଜାମିନ୍‌

ଏପି ରାଜ୍ୟ କୌଶଳ ବିକାଶ ନିଗମ (ଏପିଏସ୍‌ଏସ୍‌ଡିସି) ସହ ଜଡିତ ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି। ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଚନ୍ଦ୍ରବାବୁ ନାଇଡୁଙ୍କୁ…

ଚନ୍ଦ୍ରବାବୁ ନାଇଡୁଙ୍କୁ ବଡ଼ ଝଟ୍‌କା, ଜାମିନ୍‌ ଆବେଦନ ଖାରଜ କଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ

ଚନ୍ଦ୍ରବାବୁ ନାଇଡୁଙ୍କୁ ପୁଣିଥରେ ଝଟ୍‌କା ଲାଗିଛି। ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ଆଗୁଆ ଜାମିନ୍‌ ଆବେଦନକୁ ଖାରଜ କରିଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ। ୩ ଦୁର୍ନୀତି ଅମରାବତୀ ଇନର ରିଙ୍ଗ୍‌ ରୋଡ୍‌, ଫାଇବର ନେଟ୍‌…

ଚନ୍ଦ୍ରବାବୁ ନାଇଡୁଙ୍କ ନୂଆ ପରିଚୟ ‘କଏଦୀ ନମ୍ବର ୭୬୯୧’, ସ୍ୱତନ୍ତ୍ର କୋଠରୀ ସହ ମିଳୁଛି ଘର ତିଆରି ଖାଦ୍ୟ

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କୁ ରାଜମୁନ୍ଦରି କେନ୍ଦ୍ରୀୟ ଜେଲରେ ରଖାଯାଇଛି। ତାଙ୍କର ନୂଆ ପରିଚୟ ହୋଇଛି 'କଏଦୀ ନମ୍ବର ୭୬୯୧'। କୌଶଳ ବିକାଶ ଦୁର୍ନୀତି ମାମଲାରେ ବିଜୟୱାଡାର ଏକ କୋର୍ଟ ନାଇଡୁଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇବା ପରେ…

୨୩ ସେପ୍ଟେମ୍ବର ଯାଏ ବିଚାର ବିଭାଗୀୟ ହାଜତକୁ ଗଲେ ଚନ୍ଦ୍ରବାବୁ, ପ୍ରତିବାଦରେ ଦଳ ପକ୍ଷରୁ ଆସନ୍ତାକାଲି ରାଜ୍ୟବ୍ୟାପୀ…

ନୂଆଦିଲ୍ଲୀ : ବିଜୟଓ୍ଵାର୍ଡର ଏକ ଆଣ୍ଟି କରପସନ ବ୍ୟୁରୋ(ଏବିସି) କୋର୍ଟ ରବିବାର ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ତେଲଗୁଦେଶମ ପାର୍ଟିର ମୁଖ୍ୟ ତଥା ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ୨୩ ସେପ୍ଟେମ୍ବର ଯାଏ ବିଚାର ବିଭାଗ ହାଜତକୁ ପଠାଇ ଦେଇଛନ୍ତି ।…

ଜଗନମୋହନ ରେଡ୍ଡି ଏବଂ ଚନ୍ଦ୍ରବାବୁ ନାଇଡୁ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ପଥର ମାଡ଼ କଲେ, ଗାଡିରେ ନିଆଁ ଲଗାଇଲେ, ୧୪୪ ଧାରା…

ଆନ୍ଧ୍ରପ୍ରଦେଶର ପଲ୍‌ନାଡୁ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ପାର୍ଟି ୱାଏସଆରସିପି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପାର୍ଟି ଟିଡିପି କର୍ମୀଙ୍କ ମଧ୍ୟରେ ତୁମୂଳକାଣ୍ଡ ଘଟିଛି । ଫଳରେ ପୋଲିସ ୧୪୪ ଧାରା ଜାରି କରିଛି। ଉଭୟ ପକ୍ଷରୁ ପଥରମାଡ ହୋଇଛି । ଫଳରେ…

କାନ୍ଦିଲେ ଚନ୍ଦ୍ରବାବୁ ନାଇଡ଼ୁ, କହିଲେ- ଶାସନକୁ ନ ଆସିବା ଯାଏଁ ଆଉ ବିଧାନସଭାରେ ପଶିବି ନାହିଁ

କାନ୍ଦିଲେ ଚନ୍ଦ୍ରବାବୁ। ସାମ୍ବାଦିକ ସମ୍ମିଳନୀରେ ତେଲୁଗୁ ଦେଶମ୍‌ ପାର୍ଟିର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ, ନିଜ କୋହ ଅଟକାଇ ପାରିନାହାନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଧାନସଭାରେ YSR କଂଗ୍ରେସର ମନ୍ତ୍ରୀ ଓ ବିଧାୟକମାନେ ତାଙ୍କ ପତ୍ନୀଙ୍କୁ ଅପମାନିତ…

କରୋନା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର:କରୋନା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଗତକାଲି ମୁଖ୍ୟମନ୍ତ୍ରୀ କରିଥିବା ଏକ ଟ୍ଵିଟ୍‌ ଉପରେ ରିଟ୍ଵିଟ୍‌ କରି ପ୍ରଶଂସା କରିଛନ୍ତି ଚନ୍ଦ୍ରବାବୁ। କହିଛନ୍ତି, ଲୋକଙ୍କ ସୁରକ୍ଷା…

ଚନ୍ଦ୍ରବାବୁ ନାଇଡୁଙ୍କ ବାସଭବନ ଭାଙ୍ଗିବାକୁ ଜଗନ ମୋହନଙ୍କ ନିର୍ଦ୍ଦେଶ, ବିରୋଧୀ କଲେ ନିନ୍ଦା

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡଙ୍କ ପାଇଁ ଏବେ ଆନ୍ଧ୍ର ରାଜନୀତି ବେଶ୍ ସରଗରମ ହୋଇଛି। କାରଣ ପୁର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟୁଡୁଙ୍କ ବାସ ଗ୍‌ହ  ‘ପ୍ରଜା ବେଦିକା’କୁ ଭାଙ୍ଗିବା ପାଇଁ ଜଗନ ମୋହନ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଠାରୁ ଏହି…

କ୍ଷମତା ପରେ ଏବେ ଚନ୍ଦ୍ରବାବୁ ନାଇଡୁଙ୍କ ଘର ଉପରେ ସଙ୍କଟ, କାହିଁକି ଜାଣନ୍ତୁ ?

କ୍ଷମତା ଚାଲିଗଲା, ଏବେ ଘର ବି ଚାଲିଯିବ । ଉଛେଦ ହେବ ଚନ୍ଦ୍ରବାବୁ ନାଇଡୁଙ୍କ ଘର । ବେଆଇନ ଭାବେ ନଦୀ ଶଯ୍ୟାରେ ଚନ୍ଦ୍ରବାବୁ ନାଇଡୁ ଯେଉଁ ଘର ନିର୍ମାଣ କରିଥିଲେ ତାହା ତାଙ୍କୁ ଏବେ ହରାଇବାକୁ ପଡ଼ିବ । ନୂଆ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ମନ୍ତ୍ରୀ ଆଲ୍ଲା ରାମକ୍ରିଷ୍ଣା ରେଡ୍ଡୀ ଏହି…

ଚନ୍ଦ୍ରାବାବୁ ନାଇଡୁଙ୍କ ଜେଡ୍‌ ପ୍ଲସ୍‌ ସୁରକ୍ଷା ବ୍ୟବସ୍ଥା ହଟିଲା, ବିମାନବନ୍ଦରରେ ହେଲା ଯାଞ୍ଚ୍‌

ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଗନ୍ନବରମ୍‌ ବିମାନବନ୍ଦରରେ ଚନ୍ଦ୍ରାବାବୁଙ୍କୁ ସୁରକ୍ଷା ଯାଞ୍ଚ୍‌ କରାଯାଇଛି। ବିମାନ ପର୍ଯ୍ୟନ୍ତ ଯିବା ପାଇଁ ତାଙ୍କୁ ଭିଆପି ସୁବିଧାରୁ ମଧ୍ୟ ବଞ୍ଚିତ…

ଆଣ୍ଟି ବିଜେପି ବ୍ଲକ ଗଠନ ପଥରେ ଚନ୍ଦ୍ରବାବୁ ନାଇଡୁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଲେ ଆନ୍ଧ୍ର…

ଆନ୍ଧ୍ରପ୍ରଦେଶ : ୨୦୧୯ ନିର୍ବାଚନ ପୂର୍ବରୁ ଆଣ୍ଟି ବିଜେପି ବ୍ଲକ ଗଠନ ପାଇଁ ଜୋରାଦାର ପ୍ରୟାସ ଜାରି ରଖିଛନ୍ତି, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ଆଜି ହାୱାଡାରେ ମମତା ବାନାର୍ଜୀଙ୍କୁ ଭେଟିଲେ ଚନ୍ଦ୍ରବାବୁ ନାଇଡୁ। ନଭେମ୍ବର ୨୨ ବୈଠକ ଉପରେ ହେଲା ଆଲୋଚନା।…