Browsing Tag

chennai super kings

ଚେନ୍ନାଇ ସୁପରକିଙ୍ଗସର କ୍ରମାଗତ ଦ୍ବିତୀୟ ପରାଜୟ, ହାଇଦ୍ରାବାଦ ଠାରୁ ୬ ୱିକେଟରେ ପରାସ୍ତ

ଆଇପିଏଲରେ ଡିଫେଣ୍ଡି ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗସର କ୍ରମାଗତ ଦ୍ବିତୀୟ ପରାଜୟ ।  ହାଇଦ୍ରାବାଦ ଠାରୁ ୬ ୱିକେଟରେ ପରାସ୍ତ ହୋଇଛି CSK। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଟିମ ୫ ୱିକେଟ ହରାଇ ୧୬୫ ରନ କରିଥିଲା ।  ଶିବମ ଦୁବେ ୨୪ ବଲରୁ ୪୫ ରନ କରିଥିଲେ ।  ଜାଡେଜା ୩୧ ଓ ରାହାଣେ ୩୫ ରନର…

ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ବଡ଼ ବିଜୟ, ଗୁଜରାଟ ଟାଇଟନ୍ସକୁ ୬୩ ରନରେ ହରାଇଲା

ଆଇପିଏଲର ସପ୍ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସର ଦମଦାର ବିଜୟ । ଗୁଜରାଟ୍ ଟାଇଟନ୍ସକୁ ୬୩ ରନ୍ ରେ ପରାସ୍ତ କରିଛି ଚେନ୍ନାଇ। ୨୦୭ ରନ୍ ଟାର୍ଗେଟକୁ ପିଛା କରୁଥିବା ଗୁଜରାଟ୍ ଟିମ୍ ନିର୍ଦ୍ଧାରିତ ଓଭରରେ ୮ଟି ୱିକେଟ୍ ହରାଇ ୧୪୩ ରନ୍ କରିଥିଲା । ଦଳ ପାଇଁ ସୁଦର୍ଶନ ସର୍ବାଧିକ ୩୭ ରନ୍…

ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି ପାଇଁ ପ୍ରସ୍ତୁତ ଧୋନୀ, ବିଜୟ ଥଲାପତିଙ୍କ ସହିତ ନଜର ଆସିବେ !

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖୁବଶୀଘ୍ର ଫିଲ୍ମରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ମିଡିଆ ରିପୋର୍ଟ ମୁତାବକ, ମାହି ଖୁବଶୀଘ୍ର ସାଉଥ ଫିଲ୍ମକୁ ପ୍ରଯୋଜନା କରିବେ। ଆଉ ମାହିଙ୍କ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ସାଉଥ…

ଅଶ୍ଵିନଙ୍କ ଧମାକାରେ ପ୍ଲେ ଅଫରେ ରାଜସ୍ଥାନ ରୟାଲ୍ସ,,ପରାଜୟ ସହ ବିଦାୟ ନେଲା ଚେନ୍ନାଇ ସୁପର କିଙ୍ଗ୍ସ

ଅଶ୍ୱିନୀଙ୍କ ଧମାକାରେ ପ୍ଲେ ଅଫରେ ରାଜସ୍ଥାନ ରୟାଲ୍‌ସ ପରାଜୟ ସହ ବିଦାୟ ନେଲା ଚେନ୍ନାଇ ସୁପର କିଙ୍ଗସ୍‌ । ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବଶାଳୀ ପ୍ରଦର୍ଶନ ଜରିଆରେ ରାଜସ୍ଥାନ ଶେଷ ମୁକାବିଲାରେ ୫ ଓ୍ଵିକେଟରେ ହରାଇଛି । ଚେନ୍ନାଇ ଦେଇଥିଲା ୧୫୧ ରନର ବିଜୟ ଲକ୍ଷ୍ୟ । ୫ ଓ୍ଵିକେଟ ହରାଇ…

ଦିଲ୍ଲୀ ବିପକ୍ଷରେ ଚେନ୍ନାଇର ଦମଦାର ବିଜୟ, ପନ୍ତ ବାହିନୀକୁ ୯୧ ରନରେ ହରାଇଲେ ଧୋନୀ

ଦିଲ୍ଲୀ ବିପକ୍ଷରେ ଚେନ୍ନାଇର ଦମଦାର ବିଜୟ। ପନ୍ତ ବାହିନୀକୁ ୯୧ ରନରେ ହରାଇଲେ ଧୋନୀ। ଏହି ବିଜୟ ସହ ପଏଣ୍ଟ ଟେବୁଲର ନବମରୁ ଅଷ୍ଟମ ସ୍ଥାନକୁ ଉଠିଲା ଚେନ୍ନାଇ ସୁପର କିଙ୍ଗସ୍‌। ଡେଭନ୍‌ କନେଓ୍ଵ ଓ ଋତୁରାଜ ଗାଏକ୍ୱାଡଙ୍କ ଶତକୀୟ ପାର୍ଟନରସିପ୍‌ ସାହାଯ୍ୟରେ ଚେନ୍ନାଇ ୨୦ ଓଭରରେ ୨୦୮ ରନ୍‌…

ଚେନ୍ନାଇ ସୁପର କିଙ୍ଗସର ଷଷ୍ଠ ପରାଜୟ, ୧୧ ରନରେ ଜିତିଲା ପଞ୍ଜାବ କିଙ୍ଗସ୍‌

କେନ୍ୟୁଜ୍(ବ୍ୟୁରୋ): ପରାଜୟ ପରେ ପରାଜୟ । ପୁଣି ଚେନ୍ନାଇ ସୁପର କିଙ୍ଗସର ଷଷ୍ଠ ପରାଜୟ । ୧୧ ରନରେ ଜିତିଲା ପଞ୍ଜାବ କିଙ୍ଗସ୍‌ । ଅମ୍ବତି ରାୟୁଡୁଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ଚେନ୍ନାଇ ପରାଜିତ ହୋଇଛି । ପଞ୍ଜାବ ଚତୁର୍ଥ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଶିଖର…

ଦୀପକ ଚହର ପୁଣି ଆହତ, ଏଥର ଆଇପିଏଲ୍‌ ସିଜିନରୁ ପଡିପାରନ୍ତି ବାଦ୍‌

ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗସର ଅବସ୍ଥା ଶୋଚନୀୟ ହୋଇପଡିଛି। ଚେନ୍ନାଇ ଚଳିତ ଆଇପିଏଲ ସିଜିନରେ ୪ଟି ମ୍ୟାଚ ଖେଳି ୪ଟି ଯାକ ମ୍ୟାଚ ହାରିଯାଇଛି। ସୁପରକିଙ୍ଗସର ବୋଲରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଟିମ୍‌ ଖରାପ ପ୍ରଦର୍ଶନ କରୁଛି। ଟିମର ଦମଦାର ବୋଲର ଦୀପକ ଚହରଙ୍କ…

ଚେନ୍ନାଇ ସୁପର କିଙ୍ଗସ୍ ଟିମରେ ସାମିଲ ହୋଇପାରନ୍ତି ଓଡିଆ ପୁଅ ଶୁଭ୍ରାଂଶୁ !

ଆଇପିଏଲ୍‌ ରେ ଖେଳିବାକୁ ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ବିଜୟ ହଜାରେରେ ଓଡିଶାର ନେତୃତ୍ୱ ନେଇଥିବା ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଟ୍ରାଏଲ୍ସରେ ଯୋଗ ଦେବା ପାଇଁ ଶନିବାର ଡକାଯାଇଛି। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ…

ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ୍‌ ଓ ପଞ୍ଜାବ କିଙ୍ଗସ୍‌, ଉଭୟଙ୍କ ପାଇଁ କର ବା ମର ସ୍ଥିତି

ଆଇପିଏଲ୍‌ର ୧୪ତମ ସିଜନ୍‌ର ୫୩ ତମ ମ୍ୟାଚ୍‌ ଗୁରୁବାର ଦୁବାଇରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ଖେଳାଯିବ। ଆଜି ମୁହାଁମୁହିଁ ହେବେ ଧୋନି ଓ ପନ୍ଥ। ସ୍କୋର ବୋର୍ଡରେ ଶୀର୍ଷ ସ୍ଥାନ ହାସଲ କରିବା ପାଇଁ ଆଜି ଏହି ଦୁଇ ବଡ଼ ଟିମ୍‌ଙ୍କ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌…

ନୀରଜ ଚୋପ୍ରାଙ୍କୁ ୧ କୋଟି ଦେବାକୁ ଘୋଷଣା କଲା CSK, ସମ୍ମାନରେ ତିଆରି କରିବ ୮୭୫୮ ନମ୍ବର ଜର୍ସି

ଟୋକିଓ ଅଲମ୍ପିକରେ ସୁନା ପଦକ ଜିତି ନୀରଜ ଚୋପ୍ରା ସାରା ଦେଶକୁ ଗର୍ବିତ କରିଛନ୍ତି। ଏଣୁ ଏବେ ଚାରୁ ଆଡ଼ୁ ତାଙ୍କୁ ଶୁଭେଚ୍ଛା ସହ ପୁରସ୍କାରର ସୁଅ ଛୁଟିଛି। ଏବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଚେନ୍ନାଇ ସୁପର କିଙ୍ଗସ୍‌ ଫ୍ୟାଞ୍ଚାଇଜ୍‌ ମଧ୍ୟ ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କାର ପୁରସ୍କାର…

ଆଇପିଏଲ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ୍ ଚିନ୍ତାରେ, କରୋନା ପଜିଟିଭି ଚିହ୍ନଟ ହେଲେ ଚେନ୍ନାଇର ଟିମ୍ ସଦସ୍ଯ

କ୍ରିକେଟ ଜଗତକୁ ମଧ୍ୟ ଧୀରେ ଧୀରେ କବଳିତ କରୁଛି କରୋନା। କିଛିଦିନ ପୂର୍ବରୁ ସଚିନଙ୍କୁ କରୋନା ହୋଇଥିବା ବେଳେ ଅକ୍ଷର ପଟେଲଙ୍କୁ ମଧ୍ୟ କରୋନା ହୋଇଛି। ଏହାମଧ୍ୟରେ ଆଇପିଏଲ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ତା’ ପୂର୍ବରୁ ୱଙ୍ଖଡେ ଷ୍ଟାଡିଅରମର ୮ ଜଣ ସଦସ୍ଯ କରୋନା ପଜିଟିଭ ଚିହ୍ନଟ…

ହରଭଜନ ସିଂଙ୍କର IPLରେ ଚେନ୍ନାଇ ସହିତ ସରିଲା ଯାତ୍ରା, ସୁନ୍ଦର ଅନୁଭୂତି ସାଉଁଟି ଟୁଇଟରରେ ଲେଖିଲେ, ‘ବହୁତ ବହୁତ…

ଅନୁଭବୀ ଅଫ୍‌ ସ୍ପିନର ହରଭଜନ ସିଂଙ୍କର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଫ୍ରାଞ୍ଚାଇଜି ଚେନ୍ନାଇ ସୁପରକିଙ୍ଗସ୍‌ ସହିତ ଚୁକ୍ତି ସମାପ୍ତ ହୋଇଯାଇଛି, ଯାହାଙ୍କ ସହିତ ସେ ଦୁଇବର୍ଷ ସୁନ୍ଦର ଭାବେ ବିତାଇଲେ। ଏହି ୪୦ ବର୍ଷୀୟ ଖେଳାଳି ଆସନ୍ତା ମାସର ଆଇପିଏଲ୍‌ ନିଲାମୀ ଏବଂ ଆଗାମୀ ସିଜନ…