Browsing Tag

coconut

ନଡ଼ିଆକତା ଶିଳ୍ପରେ କାମକରି ମହିଳା ହେଲେ ସ୍ବାବଲମ୍ବୀ, ବାର୍ଷିକ ବ୍ଯବସାୟ ୫କୋଟି

ଆଳି(କେନ୍ୟୁଜ୍): ନଡ଼ିଆକତା ଶିଳ୍ପରେ କାମ କରି ମହିଳାମାନେ ହେଉଛନ୍ତି ରୋଜଗାରକ୍ଷମ। ୩୦ବର୍ଷ ତଳେ ମାତ୍ର କେଇଶହ ଟଙ୍କାରେ ଆରମ୍ଭ କରିଥିଲେ ନଡ଼ିଆକତା ଶିଳ୍ପ।ଆଉ ଏବେ ବାର୍ଷିକ ଟ୍ରନଓଭର ୫କୋଟି ଟଙ୍କା।ରଶି,ପାପୋଛ,ଫାଇବାର, ନଡ଼ିଆ କତା ଗୁଣ୍ଡ,କଣ୍ଢେଇ,କାର୍ପେଟର ଆଦି ତିଆରିକରି ନିଜେ…

ନଡ଼ିଆର ନାଳି ଖାଇବାର ଅଦ୍ଭୁତ ଫାଇଦା, ପାଚନ ତନ୍ତ୍ରକୁ ରଖିଥାଏ ସୁସ୍ଥ

ଗରମ ଦିନେ ପଇଡ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ପଇଡ ପାଣି ଛଡା ତା’ ଭିତରେ ଥିବା ନାଳି ବା ମଲାଇ ବହୁତ ଲାଭକାରୀ ହୋଇଥାଏ । ଅଧିକାଂଶ ଲୋକେ ଏହାକୁ ପିଇବା ପରେ ଫିଙ୍ଗି ଦେଇଥାନ୍ତି । ଏହା ଭିତରେ ଥିବା ନାଳି ଖାଇ ନଥାନ୍ତି । ନଡିଆ ନାଳିରେ ଥିବା ଆଇରନ୍‌, ଫସଫରସ,…

ପଇଡ଼ ପାଣି ସହ ଏହାର ମଲାଇ ମଧ୍ୟ ହୋଇଥାଏ ଖୁବ ସ୍ୱାସ୍ଥ୍ୟକର, ଶରୀରକୁ ଫିଟ ରଖିବାରେ କରେ ସାହାର୍ଯ୍ୟ

ଫିଟ୍‌ ରହିବା ପାଇଁ ହେଲେ ଫଳ ଜୁସ ସହ ସବୁଜ ପନିପରିବା ଓ ପୃଷ୍ଟିକର ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏମିତିରେ ପ୍ରାୟତଃ ଅନେକ ଜଣ ପଇଡ଼ ପାଣି ପିଇବାକୁ ମଧ୍ୟ ପସନ୍ଦ କରନ୍ତି । କିନ୍ତୁ ଏହାକୁ ପଇଡ଼ର ପାଣି ବ୍ୟତିତ ଏହାର ନାଳି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ହିତକର ହୋଇଥାଏ। ଯାହାକୁ…

ଆଜି ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ନଡିଆ ଆଳୁ ପେଟିସ୍‌, ଜାଣନ୍ତୁ କେମିତି

ଇନ୍ଦୋରୀ ଖୋପରା ଆଳୁ ପେଟିସ ସ୍ୱାଦିଷ୍ଟ ଯୋଗୁଁ ଅନେକ ଲୋକଙ୍କର ପ୍ରଥମ ପସନ୍ଦ ହୋଇସାରିଛି। ଇନ୍ଦୋରୀ ପୋହ ମଧ୍ୟ ସମଗ୍ର ବିଶ୍ୱରେ ଟେଷ୍ଟ ଯୋଗୁଁ ପରିଚିତ। ଅନେକ ଲୋକ ଇନ୍ଦୋର କେବଳ ଏହି ଖାଦ୍ୟ ଖାଇବାକୁ ଆସିଥାନ୍ତି। ଏଠାରେ ମିଳୁଥିବା ଖୋପରା ଆଳୁ ପେଟିସ ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟପାଇଁ ବେଶ…

ହିନ୍ଦୁଧର୍ମରେ ମହିଳାମାନେ ଭାଙ୍ଗନ୍ତି ନାହିଁ ପୂଜା ନଡିଆ, ଜାଣନ୍ତୁ କାରଣ କ’ଣ

ନଡିଆ ବିନା କୌଣସି ପୂଜା ପାଠ, ଯଜ୍ଞ କିମ୍ବା କୌଣସି ଶୁଭ କାର୍ଯ୍ୟ ପୂରଣ ହୋଇପାରେ ନାହିଁ। କିନ୍ତୁ ପୂଜା ପାଠ କିମ୍ବା ଶୁଭ କାର୍ଯ୍ୟରେ ଲାଗିଥିବା ନଡିଆକୁ ମହିଳାମାନେ ଭାଙ୍ଗିବା ଅଶୁଭ ହୋଇଥାଏ। ଏ ମହିଳାମାନେ ପୂଜାରେ ନଡିଆକୁ ଅର୍ପଣ କରିପାରନ୍ତି କିନ୍ତୁ ଭାଙ୍ଗନ୍ତି ନାହିଁ। ହିନ୍ଦୁ…

କେବଳ ନଡ଼ିଆ ନୁହେଁ, ଏହାର ଚା’ରେ ବି ରହିଛି ଅନେକ ଔଷଧୀୟ ଗୁଣ; ଜାଣନ୍ତୁ Coconut Teaର ଫାଇଦା

ନଡ଼ିଆ ଓ ନଡ଼ିଆ ପାଣିର ଫାଇଦା ବିଷୟରେ ତ ଆମେ ସମସ୍ତେ ଜାଣିଛନ୍ତି। କିନ୍ତୁ କେବେ ନଡ଼ିଆ ଚା’ କଥା ବୋଧେ କେହି ଶୁଣିନଥିବେ। ଏହା ଏକ ସ୍ୱାଦିଷ୍ଟ ପେୟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। କୋରା ନଡ଼ିଆ ଓ ନଡ଼ିଆ କ୍ଷୀରରେ ଗ୍ରୀନ୍‌ ଟି କିମ୍ବା ବ୍ଲାକ୍‌ ଟି ମିଶାଇ ନଡ଼ିଆ ଚା’…

ନଡିଆ ସଢେଇର ମୂଲ୍ୟ ୨୦୦୦ଟଙ୍କା ! ଅନଲାଇନ ଚାଲିଛି କିଣାବିକା

ଆଗକୁ ଆସୁଛି ଖରାଦିନ । ପଇଡ ପାଣି ତ ନିଶ୍ଚୟ ପିଉଥିବେ । କିନ୍ତୁ ଯେତେବେଳେ ଆପଣ ନଡିଆ ଖାଉଥିବେ ଦେଖିଥିବେ ତା ଉପରେ ଏକ କଠିନ ସ୍ତ ରହିଛି, ଯେଉଁଥିରେ ନଡିଆ ଥାଏ । ଏହି ହାର୍ଡ ଲେୟାରକୁ ନଡିଆ ସେଲ କୁହାଯାଏ । ଲୋକେ ନଡିଆ ଖାଇବା ପରେ ଏହାକୁ ଫୋପାଡି ଦିଅନ୍ତି । କିନ୍ତୁ ବଜାରରେ ଏହାର ଢେର…

ପୂଜାରେ ବ୍ୟବହାର କରାଯାଉଥିବା ନଡ଼ିଆକୁ ମହିଳା ମାନେ ଭାଙ୍ଗିବା ଅନୁଚିତ୍‌, ଏହା ପଛରେ ଥିବା କାରଣ ଜାଣନ୍ତୁ

ହିନ୍ଦୁ ଧର୍ମରେ ନଡ଼ିଆକୁ ବହୁତ ପବିତ୍ର ମନାଯାଏ। ଏହାକୁ ଶ୍ରୀଫଳ ବୋଲି ମଧ୍ୟ କୁହନ୍ତି। ଯିଏ ଯାହା ମାନସିକ ରଖନ୍ତି ସେଥିପାଇଁ ନଡ଼ିଆ ଯାଚନ୍ତି। ଏହି କାରଣରୁ ପୂଜା, ଯଜ୍ଞ ଆଦି ଶୁଭ କାମରେ ଏହାର ବ୍ୟବହାର କରାଯାଏ। ନଡ଼ିଆର ପ୍ରୟୋଗ କେବଳ ଶୁଭ କାମ ପାଇଁ କରାଯାଇଥାଏ। ଏହାସହିିତ ନଡ଼ିଆ ପାଣିକୁ…

ଅଟୋ ଆସୋସିଏସନ କର୍ମକର୍ତ୍ତାଙ୍କ ନିଆରା ପ୍ରୟାସ: ଜଗା ପାଇଁ ଭକ୍ତ ଦେଇଥିବା ପ୍ରାୟ ଏକ ହଜାର ନଡ଼ିଆ ଧରି ପହଞ୍ଚିଲେ…

ପୁରୀ(କେନ୍ଯୁଜ୍): କାଳିଆ ପାଇଁ ନଡ଼ିଆଟିଏ। ସ୍ମାର୍ଟ ସିଟି ଭୁବନେଶ୍ୱର ଅଟୋ ଆସୋସିଏସନ କର୍ମକର୍ତ୍ତା ଏଭଳି କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି। ପୁରୀ ଓ କଟକ ଅଟୋ ସଂଘର କର୍ମକର୍ତ୍ତା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ପ୍ରାୟ ଏକ ହଜାର ନଡ଼ିଆ ପ୍ରଭୁଙ୍କ ପାଇଁ ପୁରୀ ଅଣାଯାଇଛି। ଜନ୍ମବେଦୀ…

କ୍ଷୀର ଭଳି ଗୋରା ହୋଇଯିବ ଆପଣଙ୍କ ତ୍ୱଚା, ଖାଆନ୍ତୁ କଞ୍ଚା ନଡିଆ

ନଡିଆର ବ୍ୟବହାର ପୂଜା ଠାରୁ ନେଇ ଖାଦ୍ୟର ସ୍ୱାଦ ବଢ଼ାଇବାରେ କରାଯାଏ। ସ୍ୱାସ୍ଥ୍ୟ ଏବଂ ସୌନ୍ଦଯ୍ୟର୍ ଉଭୟ ପାଇଁ ନଡିଆକୁ ବ୍ୟବହାର କରାଯାଏ। ଆପଣ ନଡିଆର ଗୁଣ ବିଷୟରେ ଶୁଣିଥିବେ। କେଶକୁ ଗ୍ରୋଥ ଆଉ ହେଲଦି ବନାଇବା ପାଇଁ ନଡିଆ ତେଲ ବ୍ୟବହାର କରାଯାଏ। ଖାଲି ଏତିକି ନୁହେଁ ତ୍ୱଚାରେ ଚମକ ଆଣିବା…

କଟକ ଜଗତପୁର ଠାରୁ ସାଲେପୁର ପର୍ଯ୍ଯନ୍ତ ରାସ୍ତା କଡରେ ଚାଲିଛି ପଇଡ ବ୍ଯବସାୟ, ଜମୁଛି ଗ୍ରାହକଙ୍କ ଭିଡ

ସାଲେପୁର: ଆଜିକାଲିର ଆଧୁନିକ ସମାଜରେ ଫାଷ୍ଟ ଫୁଡର ଚାହିଦା ବେଶ୍ ଅଧିକ ରହିଛି। ବାଟ ଘାଟ ସବୁଠାରେ ବେପାରୀମାନେ ନିଜର ବ୍ଯବସାୟ ମେଲାଇଛନ୍ତି । ସମୟ ସହିତ ତାଳ ଦେଇ ପାଶ୍ଚାତ୍ଯ ସଂସ୍କୃତିର ଲୋକେ ଏବେ ଅନୁ କରଣ କରିବାକୁ ଲାଗି ଲେଣି ବିଦେଶୀ ଖାଦ୍ୟ ଓ ପାନୀୟକୁ । କିନ୍ତୁ କେଉଁଠି ନା କେଉଁଠି…

ଏବେ ଛୁଞ୍ଚିଫୋଡି ନୁହେଁ ନଡିଆରୁ ମଧ୍ୟ ଜାଣିହେବ ବ୍ଲଡଗ୍ରୁପ: ରିସର୍ଚ୍ଚ

ଆପଣ ଜ୍ୟୋତିଷ ଏବଂ ତା’ ପାଖରେ ଥିବା ପିଞ୍ଜରାରେ ଥିବା ଶୁଆ ଭବିଷ୍ୟ କହୁଥିବା ଆପଣ ନିଶ୍ଚିତ ଜାଣିଥିବେ। କିନ୍ତୁ ନଡିଆ ଆପଣଙ୍କ ଭବିଷ୍ୟ କହିବ ତାହା ଆପଣ କେବେ ବି ଜାଣିନଥିବେ କିମ୍ବା ଶୁଣିନଥିବେ। ସାଧାରଣତଃ ନଡିଆକୁ ଆମେ ମନ୍ଦିରରେ ପୂଜାର୍ଚ୍ଚନା କରିବା ହେଉ କିମ୍ବା ଘରେ ପିଠାପଣା…