Browsing Tag

corona vaccine

ଚିହ୍ନଟ ହେଲା ଶରୀରରେ କରୋନାକୁ ବ୍ୟାପିବାରେ ସାହାଯ୍ୟ କରୁଥିବା ଜିନ, ଭ୍ୟାକ୍ସିନ ତିଆରିରେ ହେବ ସହାୟକ

ଜିନ୍-ଏଡିଟିଂ ଟୁଲ୍ CRISPR-CAS9 ବ୍ୟବହାର କରି ବୈଜ୍ଞାନିକମାନେ କିଛି ଜିନ୍ ଚିହ୍ନଟ କରିଛନ୍ତି ଯାହା ଜୀବାଣୁ ସଂକ୍ରମିତ କୋଷରେ SARS-COV-2 ବିସ୍ତାର କରିବାରେ ସାହାଯ୍ୟ କରୁଛି । ତେବେ ଏହି SARS-COV-2 ହେଉଛି କରୋନା ଜୀବାଣୁ ରୋଗର କାରଣ । ଏହିପରି ଜିନ୍ ସ୍କ୍ରିନିଂ କରିବା ପରେ…

କରୋନା ଭ୍ୟାକ୍‌ସିନ୍‌ ତିଆରି ଦୌଡ଼ରେ ଏହି ଦୁଇଟି କମ୍ପାନୀ ସବୁଠୁ ଆଗରେ, ୯୯ ପ୍ରତିଶତ ସଫଳ ହୋଇଥିବା ଦାବି

କରୋନା ଭାଇରସ୍‌କୁ ମାତ୍‌ ଦେବା ଭଳି ଟୀକା ଏବେ ଯାଏଁ ପ୍ରସ୍ତୁତ ହୋଇପାରିନାହିଁ। ଏଣୁ ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ଏବେ ସୁଦ୍ଧା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ କମ୍ପାନୀ କରୋନାର ଟୀକା ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। କିନ୍ତୁ କେହି ବି ସଫଳ ହୋଇପାରିନାହାନ୍ତି।…

ଦ୍ବିତୀୟ ପର୍ଯ୍ଯାରେ ପହଞ୍ଚିଲା କରୋନା ଟୀକାର ଟ୍ରାଏଲ୍, ଛୋଟ ପିଲା ଏବଂ ବୟସ୍କ ଲୋକଙ୍କ ଉପରେ ହେବ ପରୀକ୍ଷଣ

ବ୍ରିଟେନରେ କରୋନା ଭାଇରସ ଟୀକାର ପରୀକ୍ଷଣ ଦ୍ବିତୀୟ ପର୍ଯ୍ଯାୟରେ ପହଞ୍ଚିସାରିଛି। ଅକ୍ସଫୋର୍ଡ ୟୁନିଭରସିଟି ତିଆରି କରିଥିବା ଟୀକାର ପରୀକ୍ଷଣ ବର୍ତ୍ତମାନ ପିଲା ଏବଂ ବୟସ୍କ ଲୋକଙ୍କ ଉପରେ ହେବ। ଏହି ସମ୍ପର୍କରେ ଗତକାଲି ଅକ୍ସଫୋର୍ଡ ୟୁନିଭରସିଟି ସୂଚନା ଜାରି କରିଛି। ୟୁନିଭରସିଟି ତରଫରୁ…

ଆମେରିକୀୟ ଏଜେନ୍ସିର ଅଭିଯୋଗ ‘କରୋନା ଭ୍ୟାକସିନ ଉପରେ ହୋଇଥିବା ରିସର୍ଚ୍ଚର ତଥ୍ୟ ଚୋରାଇବାକୁ ଚେଷ୍ଟା…

ଚୀନ ହ୍ୟାକରମାନଙ୍କ ଜରିଆରେ କରୋନା ଭାଇରସ ଭ୍ୟାକସିନ ଉପରେ ହୋଇଥିବା ରିସର୍ଚ୍ଚର ତଥ୍ୟ ଚୋରାଇବାକୁ ଚେଷ୍ଟା ଚଳାଇଛି। ଆମେରିକୀୟ ଏଜେନ୍ସି Federal Bureau of Investigation (FBI) ଏବଂ ସାଇବର ସିକ୍ୟୁରିଟି ବିଶେଷଜ୍ଞମାନେ ଏ ନେଇ ଦାବି କରିଛନ୍ତି। ତେବେ ଆମେରିକୀୟ ମିଡ଼ିଆ ଅନୁସାରେ,…

କରୋନା ଟୀକା ଏବଂ ମେଡ଼ିସିନ ବାହାର କରିବା ପାଇଁ ହାତ ମିଶାଇଲେ ଆମେରିକା ଏବଂ ଜାପାନ

କରୋନା ବିପକ୍ଷରେ ଲଢ଼େଇକୁ ମଜବୁତ କରିବା ପାଇଁ ମିଶିଲେ ଆମେରିକା ଏବଂ ଜାପାନ। କରୋନା ଟୀକା ଏବଂ ଔଷଧ ବନାଇବା ପାଇଁ ଜାପାନର ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ହାତ ମିଳାଇଛନ୍ତି। କେବଳ ଏତିକି ନୁହେଁ ଉଭୟ ଦେଶର ଅର୍ଥବ୍ୟବସ୍ଥାକୁ ବଢାଇବା ପାଇଁ ମଧ୍ୟ…

ଯୁଦ୍ଧକାଳୀନ ଭାବରେ କରୋନା ଚିକିତ୍ସାର ସନ୍ଧାନ : ଆସ୍ଥମା ଔଷଧ ମଧ୍ୟ ହରାଇପାରେ ଭାଇରସ, ଶୀଘ୍ର ହେବ ଟ୍ରାଏଲ

କିଛି ବୈଜ୍ଞାନିକ ପୂର୍ବରୁ ହିଁ ମ୍ୟାଲେରିଆ, କ୍ୟାନ୍ସର, ଟିବି, ଏଚଆଇଭି ଏଡ୍ସ ଭଳି ରୋଗର ଔଷଧରେ କରୋନା ସଂକ୍ରମଣର ଚିକିତ୍ସା କରିବାକୁ ଚେଷ୍ଟାରେ ଲାଗିଛନ୍ତି। କିନ୍ତୁ ଏବେ ଆମେରିକା ୟେଲ ୟୁନିଭର୍ସିଟିରେ ଆସ୍ଥମା ଔଷଧ 'ଇବୁଡିଲାଷ୍ଟ' ର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ। ଜାପାନ ଏବଂ କୋରିଆର…

ଖୁବଶୀଘ୍ର କରୋନାରୁ ମିଳିବ ମୁକ୍ତି, ମଣିଷଙ୍କଠାରେ ଟୀକା ପରୀକ୍ଷଣକୁ ଜର୍ମାନୀର ମଞ୍ଜୁରୀ

କରୋନା କବଳରୁ ମଣିଷ ସମାଜକୁ ମୁକ୍ତ କରିବା ପାଇଁ ବୈଜ୍ଞାନିକମାନେ ପ୍ରଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ ଏକ ଖୁସିଖବର ସାମ୍ନାକୁ ଆସିଛି। ଜର୍ମାନୀର ଭ୍ୟାକ୍ସସିନ ରେଗୁଲେଟର ମନୁଷ୍ୟ ଶରୀରରେ ଟୀକା ପରୀକ୍ଷଣ କରିବାକୁ ଅନୁମତି ପ୍ରଦାନ କରିଥିବା ଜଣାଯାଇଛି। ଏହି ଟୀକାକୁ ଜର୍ମାନ ବାୟୋଟେକ…

ସେପ୍ଟେମ୍ବର ସୁଦ୍ଧା ଆସିପାରେ କାରୋନା ଟୀକା, ଆସନ୍ତା ସପ୍ତାହରେ ଭ୍ୟାକସିନକୁ ୫୧୦ ଲୋକଙ୍କ ଠାରେ ହେବ ପରୀକ୍ଷଣ

ସବୁ ଦେଶ କାରୋନା ଟୀକା ପ୍ରସ୍ତୁତ କରିବାରେ ବ୍ୟସ୍ତ। ଆମେରିକାର ଅକ୍ସଫର୍ଡ ୟୁନିଭର୍ସିଟିର ବୈଜ୍ଞାନିକ ଭ୍ୟାକସିନର ଟ୍ରାଏଲର ପ୍ରଥମ ଚରଣର ପ୍ରସ୍ତୁତି କରିସାରିଛି। ଆସନ୍ତା ସପ୍ତାହରେ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସମ୍ଭାବନା ରହିଛି। ବୈଜ୍ଞାନିକ ପ୍ରଥମ ଚରଣ ଟେଷ୍ଟିଙ୍ଗ ୫୧୦ ଜଣ ଲୋକଙ୍କ…

୨୦୨୧ ପୂର୍ବରୁ ବାହାରି ପାରିବ ନାହିଁ କରୋନା ଭ୍ୟାକସିନ ! ଭାରତୀୟ ବୈଜ୍ଞାନିକ କଲେ ଦାବି

କରୋନା ପରି ମାରାତ୍ମକ ଭାଇରସର ପ୍ରତିଷେଧକ ବା ଭ୍ୟାକସିନ ବାହାର କରିବା ପାଇଁ ବିଶ୍ୱର ପ୍ରାୟ ସମସ୍ତ ଦେଶ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ଏଭିତରେ ଜଣେ ଭାରତୀୟ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଆସନ୍ତା ୨୦୨୧ ବର୍ଷ ପୂର୍ବରୁ ଏହାର ଭ୍ୟାକସିନ ବାହାର କରିବା ହୁଏତ ସମ୍ଭବ ପର ହେବ ନାହିଁ ।…

ଭାରତର କରୋନା ଯୋଦ୍ଧା, ଭ୍ୟାକ୍ସିନ ବାହାର କରିବା ପାଇଁ ନିଜ ଶରୀରରେ ଇଞ୍ଜେକ୍ଟ କରାଇଲେ କରୋନା ଭାଇରସ୍, ଦେଖନ୍ତୁ…

କରୋନା ଭାଇରସ୍ ଆଜି ସାରା ମାନବ ଜାତି ଉପରେ ଭାରି ପଡ଼ିଯାଇଛି । ବିଶ୍ୱରେ ପ୍ରାୟ 200 ରୁ ଅଧିକ ଦେଶ ଏହି ମାରାତ୍ମକ ଭାଇରସ୍ କବଳରେ ଆସି ସାରିଛି । ସାରା ଦୁନିଆର ରିସର୍ଚ୍ଚ ସେଣ୍ଟର, ବୈଜ୍ଞାନିକ, ମେଡିକାଲ ଟିମ୍, ଡାକ୍ତରମାନେ କରୋନାର ଭ୍ୟାକ୍ସିନ ଖୋଜିବାରେ ଲାଗି ପଡ଼ିଛନ୍ତି । video…

କରୋନା ପାଇଁ ନୂଆ ସମ୍ଭାବନା! ଆମେରିକାରେ ଭୂତାଣୁର ଭାକ୍‌ସିନ୍‌ ନେଇ ପରୀକ୍ଷା ଆରମ୍ଭ, ସିଆଲଟ୍‌ରେ ଜଣେ ମହିଳାଙ୍କୁ…

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ଭାକ୍‌ସିନ୍‌ ପରୀକ୍ଷଣ ଆରମ୍ଭ କରିଛି ଆମେରିକା । ଗତକାଲି ଆମେରିକାର ରିସର୍ଚ୍ଚରମାନେ କରୋନା ଭାଇରସ୍‌ର ପ୍ରଥମ ଟୀକାର ପରୀକ୍ଷଣ କରିଛନ୍ତି । ଆମେରିକାର ସିଆଟେଲ୍‌ର ଜଣେ ୪୩ ବର୍ଷୀୟ ମହିଳାଙ୍କୁ ଏହି ଟୀକା ଦିଆଯାଇଛି । ସିଆଟେଲ ରିସର୍ଚ୍ଚ…

କାହିଁକି କରୋନା ଭାଇରସର ଚିକିତ୍ସା ଖୋଜିବାକୁ ଲାଗୁଛି ଏତେ ସମୟ, ଜାଣନ୍ତୁ କାରଣ

କରୋନା ଭାଇରସ୍‌ ପୂରା ବିଶ୍ୱ ପାଇଁ ଏକ ବଡ ସଂକଟ ହୋଇସାରିଛି। ବର୍ତ୍ତମାନ ସୁଦ୍ଧା ଏହି ଜୀବନନାଶକ ଭାଇରସ ଦୁନିଆର ଅନେକ ଦେଶରେ ନିଜ କାୟା ବିସ୍ତାର କରିସାରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ଗମ୍ଭୀରତାକୁ ଦେଖି କରେନା ଭାଇରସକୁ ବିଶ୍ୱ ମହାମାରୀ ଘୋଷିତ କରିଦେଇଛି। ଅନେକ ଦେଶ ଏହି ଖତରନାକ…