Browsing Tag

coronavirus in india

କରୋନାକୁ ନେଇ ଆସିଲା ସାଂଘାତିକ ତଥ୍ୟ: ୨୦୧୫ରେ ଭାଇରସକୁ ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚୀନ ବୈଜ୍ଞାନିକ…

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଦ୍ୱାରା ତୃତୀୟ ବିଶ୍ୱ ଯୁଦ୍ଧ ଲଢ଼ି ହେବ । ୨୦୧୫ ରେ ଏଭଳି ଆଲୋଚନା କରିଥିଲେ ଚୀନ୍‌ ବୈଜ୍ଞାନିକ । ଅଷ୍ଟ୍ରେଲିଆର ଓ୍ଵିକେଣ୍ଡ ମାଗାଜିନ୍‌ରେ ଏଭଳି ବିସ୍ଫୋରକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, କରୋନା ଭାଇରସ୍‌କୁ କିଭଳି ଅସ୍ତ୍ର କରିହେବ ସେ ନେଇ…

ବିଗୁଡୁଛି କରୋନା ସ୍ଥିତି: ଆଜିଠୁ ଗୁଜରାଟର ୪ ଓ ମଧ୍ୟପ୍ରଦେଶର ଦୁଇ ସହରରେ ନାଇଟ୍‌ କର୍ଫ୍ୟୁ

କେନ୍ଯୁଜ୍: ଲେଉଟୁଛି କରୋନା, ବିଗୁଡୁଛି ସ୍ଥିତି । ମହାରାଷ୍ଟ୍ରରେ ଦ୍ୱିତୀୟ ସଂକ୍ରମଣର ଲହର ଆରମ୍ଭ ହୋଇଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ନାଗପୁରରେ ଲକଡାଉନ୍‌ ଲାଗିଥିବା ବେଳେ ଗୁଜରାଟକୁ ଫେରିଛି ନାଇଟ୍‌ କର୍ଫ୍ୟୁ । ଆଜିଠୁ ଗୁଜରାଟରେ ୪ଟି ମେଟ୍ରୋ ସହର ଅହମ୍ମଦାବାଦ,…

ମହାମାରୀ କରୋନା ସଂକ୍ରମଣରେ ତୃତୀୟ ସ୍ଥାନରେ ଭାରତ, ୭ ଲକ୍ଷ ଛୁଇଁବାକୁ ବସିଲାଣି ଆକ୍ରାନ୍ତଙ୍କ ସଂଖ୍ଯା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣରେ ତୃତୀୟ ସ୍ଥାନରେ ଭାରତ । ବିଶ୍ୱ ତାଲିକାର ତୃତୀୟ ସ୍ଥାନରେ ଥିବା ରୁଷକୁ ପଛରେ ପକାଇ ଭାରତ ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ଭାବେ ସାମଲ୍ ହୋଇଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୭ ହଜାର ୮୩୬ ରହିଥିବାବେଳେ, ରୁଷରେ…

ସାରା ବିଶ୍ୱରେ ୪ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା, ଦେଶରେ ୭ହଜାରରୁ ଅଧିକ ମୁଣ୍ଡ ନେଲାଣି ମହାମାରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ ୪ଲକ୍ଷ ଟପିଛି ମୃତ୍ୟୁସଂଖ୍ୟା। ୪ଲକ୍ଷ ୮ହଜାର ୨୩୮ଜଣଙ୍କ ଜୀବନ ନେଲାଣି ଏହି ମାରାତ୍ମକ ଭାଇରସ୍‌। ଏଯାଏ ୭୧ଲକ୍ଷ ୮୯ହଜାର ୫୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମେରିକାରେ ସର୍ବାଧିକ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ରହିଛନ୍ତି। ୭ହଜାର ଟପିଲା ଦେଶରେ କରୋନା…

ବିଶ୍ୱରେ କରୋନା ସଂକ୍ରମଣରେ ୧୦ ନମ୍ବର ସ୍ଥାନରେ ଭାରତ: ୨୪ ଘଣ୍ଟାରେ ଭିତରେ ୬ ହଜାର ୯୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବ୍ୟାପିବାରେ ଲାଗିଛି ସଂକ୍ରମଣ। ବିଶ୍ୱରେ କରୋନା ପ୍ରଭାବିତ ତାଲିକାର ୧୦ ତମ ତାଲିକାରେ ରହିିଛି ଭାରତ । ଏଯାଏ ଦେଶରେ ୧ ଲକ୍ଷ ୩୮ ହଜାର ୮୪୫ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ଯକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ…

ମୁମ୍ବାଇର ସମସ୍ତ ପ୍ରାଇଭେଟ ଡାକ୍ତର ଏବେ ସରକାରୀ ହସପିଟାଲରେ କରିବେ କାମ, ନଚେତ ରଦ୍ଦ ହୋଇପାରେ ଲାଇସେନ୍ସ

ଭାରତରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଏହି ଭାଇରସର ସବୁଠାରୁ ଅଧିକ ସଂକ୍ରମିତ ମାମଲା ମହାରାଷ୍ଟ୍ରରୁ ମିଳୁଛି। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୭୦୦ରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିସାରିଲେଣି। ରାଜ୍ୟରେ ସବୁଠାରୁ ଅଧିକ କେଶ ରାଜଧାନୀ ମୁମ୍ବାଇରେ ଦେଖିବାକୁ ମିଳୁଛି।…

ଦେଶରେ ୪୯ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୧୬ଶହ ୯୪ ଜଣଙ୍କ ମୁଣ୍ଡ ନେଇସାରିଲାଣି ମାରାତ୍ମକ ଭାଇରସ୍‌

ନୂଆଦିଲ୍ଲୀ: ଦେଶରେ ଲାଗୁନି କରୋନା ବ୍ରେକ୍‌ । ୪୯ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ୧୬ଶହ ୯୪ ଜଣଙ୍କ ମୁଣ୍ଡ ନେଇଛି ଭାଇରସ୍‌ । ଏବେ ବି ୩୩ ହଜାର ୫୧୪ ଟି ଆକ୍ଟିଭ କେସ୍‌ ରହିଛି । ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ରହିଛି । ପଜିଟିଭଙ୍କ ସଂଖ୍ୟା ୧୫ ହଜାର ୫୨୫ରେ ପହଞ୍ଚିଛି । ୫୮୩ ଜଣଙ୍କ…

୨୪ ଘଣ୍ଟା ଭିତରେ ଭାରତରେ ୨୫୫୩ ଜଣ କରୋନା ସଂକ୍ରମିତ, ମୃତ୍ୟୁ ସଂଖ୍ୟା ୧୩୭୩ରେ ପହଁଞ୍ଚିଛି

ନୂଆଦିଲ୍ଲୀ: ଭାରତରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୨୫୫୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ୭୨ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ବର୍ତ୍ତମାନ ସୁଦ୍ଧା ୧୩୭୩ ଜୀବନ ନେଲାଣି ମାରାତ୍ମକ ଭାଇରସ୍‌ । ୪୨ ହଜାର ୫୩୩ ଆକ୍ରାନ୍ତ ହୋଇଥିବା ବେଳେ ୧୧ହଜାର ୭୦୭ଜଣ ଆରୋଗ୍ୟ ହୋଇଛନ୍ତି ।…

ଏଣିକି ଥଣ୍ଡା-ଜ୍ଵର ମେଡ଼ିସିନ କିଣୁଥିବା ଗ୍ରାହକଙ୍କ ରେକର୍ଡ ରଖିବେ ମେଡିକାଲ ଷ୍ଟୋର, ରାଜ୍ୟ ସରକାର ଦେଲେ ଆଦେଶ

କରୋନା ଭାଇରସ ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି। ସରକାର ଏହି ଜୀବନ ନାଶକ ମହାମାରୀର ପ୍ରକୋପକୁ ଲୋପ କରିବା ପାଇଁ ଜୋର ସୋରରେ ପ୍ରଚେଷ୍ଟା ଚଳାଇଛନ୍ତି। ସଂକ୍ରମିତଙ୍କ ଉପରେ ନଜର ରଖାଯିବ ନଜର। ଏଣିକି ଥଣ୍ଡା, ଜ୍ୱର ଓ ସର୍ଦ୍ଦି ଔଷଧ କିଣୁଥିବା ଗ୍ରାହକଙ୍କ ରେକର୍ଡ ରଖିବେ…

ଦେଶରେ ୧୦ ହଜାର ଟପିଲା କରୋନାରେ ସଂକ୍ରମିତଙ୍କ ସଂଖ୍ୟା, ଏପର୍ଯ୍ୟନ୍ତ ଗଲାଣି ୩୩୯ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଛି । ୧୦ ହଜାର ୩୬୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ, କରୋନାରେ ଏପର୍ଯ୍ୟନ୍ତ ୩୩୯ ମୃତ୍ୟୁବରଣ କଲେଣି । ୧୦୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୪ ଘଣ୍ଟାରେ ୩୧ ଜଣଙ୍କ…

ICMR ର ବଡ ଖୁଲାସା : ଲକଡାଉନ ହୋଇନଥିଲେ ଏପର୍ଯ୍ୟନ୍ତ ଭାରତରେ ସଂକ୍ରମିତ ହୋଇଥାନ୍ତେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ

କରୋନା ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ୱ ଥରହର। ଏହି ଭାଇରସକୁ ବ୍ୟାପିବାରୁ ବିଶ୍ୱର ଅନେକ ଦେଶରେ ଲକଡାଉନ ଚାଲିଛି। କିନ୍ତୁ ଏବେ ICMR ର ଏକ ରିସର୍ଚ୍ଚ ସାମ୍ନାକୁ ଆସିଛି। ରିସର୍ଚ୍ଚରୁ ଜଣାପଡିଛି ଯେ, ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଭାଇରସ ସଂକ୍ରମଣକୁ ଅନେକ ମାତ୍ରାରେ ରୋକାଯାଇ ପାରିଛି।…

ଦେଶରେ ପାଞ୍ଚ ହଜାର ପାଖାପାଖି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗତ ୨୪ ଘଣ୍ଟାରେ ୭୭୩ଟି ନୂଆ ପଜିଟିଭ୍‌ ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଟପିଛି । ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲରେ ୪ ହଜାର ୬୪୩ ଜଣ ଚିକିତ୍ସାଧୀନ ଅଛନ୍ତି । ୧୪୯ ଜଣଙ୍କର ମୃତ୍ୟୁ ହୋଇଛି । ୪୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି…