Browsing Tag

coronavirus india

ଦେଶରେ ଗତ ୨୪ ଘଣ୍ଟାରେ ୩, ୬୨, ୭୭୦ ନୂଆ ଆକ୍ରାନ୍ତ, ୩ ହଜାର ପାର କଲା ଦୈନିକ ମୃତ୍ୟୁସଂଖ୍ୟା

ଦେଶରେ ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ। କୋଭିଡ୍‌ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ପାର କରିଛି। ଗତ ୨୪ ଘଣ୍ଟାରେ ୩ ହଜାର ୨୮୬ ଜଣଙ୍କ ମୃତ୍ୟୁ ହୋଇଛି। କୋଭିଡ୍‌ ସଂକ୍ରମଣ ଆରମ୍ଭ ପରଠାରୁ ପ୍ରଥମ ଥର ଦୈନିକ ମୃତ୍ୟୁ ସଂଖ୍ୟା ୩ ହଜାର ପାର କରିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୮୯୫,…

ନିଜେ ରୋଜଗାର କରି ପୋଲିସକୁ ୫୦ ହଜାର ଟଙ୍କା ଦାନ କଲା ୩ ବର୍ଷର ଶିଶୁ, ସବୁଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ

କରୋନା ସଙ୍କଟ ମଧ୍ୟରେ ସମସ୍ତେ ନିଜ ସାମର୍ଥ୍ୟ ଅନୁସାରେ ଲୋକଙ୍କ ସାହାଯ୍ୟ କରୁଛନ୍ତି। ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ପରସ୍ପରକୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ଏହି ତାଲିକାରେ ଏବେ ଏକ ୩ ବର୍ଷର ଶିଶୁର ନାଁ ଯୋଡ଼ି ହୋଇଛି। ମୁମ୍ବାଇରେ…

WHOର ବଡ଼ ବୟାନ, ବିଶ୍ୱରୁ ଏବେ ଯାଉନି କରୋନା; ବଦଳାଇବାକୁ ପଡ଼ିବ ନିଜ ଜୀବନଶୈଳୀ

କରୋନା ସ୍ଥିତି ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୂରା ନଜର ରଖିଛି। କୋଭିଡ୍‌-୧୯କୁ ନେଇ ସବୁବେଳେ ସତର୍କ କରୁଥିବା ଡବ୍ଲ୍ୟୁଏଚ୍‌ଓ ଏବେ ଆଉ ଏକ ଚାଞ୍ଚଲ୍ୟକର ବୟାନ ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆପତକାଳୀନ ପ୍ରମୁଖ କହିଛନ୍ତି ଯେ କରୋନା ଉପରେ କେବେ ନିୟନ୍ତ୍ରଣ କରିହେବ ସେ ନେଇ ଅନୁମାନ…

ଦେଶରେ ଗମ୍ଭୀର ହେବାରେ ଲାଗିଛି କରୋନା ସ୍ଥିତି: ମାରାତ୍ମକ ଭାଇରସ୍‌ ନେଲାଣି ୧୬୬ ମୁଣ୍ଡ, ଆକ୍ରାନ୍ତଙ୍କ ସଂଖ୍ୟା ୫୭୩୪…

ନୂଆଦିଲ୍ଲୀ: ଦେଶରେ ଗମ୍ଭୀର ହେବାରେ ଲାଗିଛି କରୋନା ସ୍ଥିତି। ଦିନକୁ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଏଯାଏଁ ମାରାତ୍ମକ ଭାଇରସ୍‌ ନେଲାଣି ୧୬୬ ମୁଣ୍ଡ। ଆକ୍ରାନ୍ତ ହୋଇଛନ୍ତି ୫ହଜାର ୭୩୪ ଜଣ । ୪୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶର ମୋଟ ୨୭୪ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ…

ଏମିତି କରାଯାଉଛି କରୋନା ମୃତକଙ୍କ ଅନ୍ତିମ ସଂସ୍କାର, ଶୁଣିଲେ ଥରି ଉଠିବ ଛାତି

ସାରା ବିଶ୍ୱରେ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଏହି ଭାଇରସ ଯୋଗୁ ହଜାର ହଜାର ଲୋକ ସଂକ୍ରମିତ ହେଉଥିବା ବେଳେ ମୃତକଙ୍କ ସଂଖ୍ୟା କମିବାର ନାଁ ଧରୁନି। ସାରା ବିଶ୍ୱରେ ଏବେ ଯାଏଁ ୧୨,୧୬,୪୨୨ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୬୫,୭୧୧ ଲୋକଙ୍କ ମୃତ୍ୟୁ…

ଲକଡାଉନର ଫାଇଦା: ଚଳାଚଳ ବନ୍ଦ ହେବା ଯୋଗୁ ପରିଷ୍କାର ହେଉଛି ବାୟୁ, ନିର୍ମଳ ହେଲା ପବିତ୍ର ଗଙ୍ଗାନଦୀ

କରୋନା ଭାଇରସ ଯୋଗୁ ଏବେ ସାରା ଦେଶର ଲୋକ ଘରେ ବସିଛନ୍ତି। ସଂକ୍ରମଣ ଭୟରେ କେହି ପଦାକୁ ଗୋଡ଼ କାଢୁନାହାନ୍ତି। ଲକଡାଉନ ପରେ ଏବେ ରାସ୍ତାଘାଟ, ଅଫିସ ସବୁ ଫାଙ୍କା। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲକଡାଉନ ଯୋଗୁ ପ୍ରକୃତିରେ ମଧ୍ୟ ବେଶ ସକାରାତ୍ମକ ପରିବର୍ତ୍ତନ ଘଟିଛି। ଏହି ଲକଡାଉନ ଯୋଗୁ…

ଯେତିକି ଭୋକ ସେତିକି ଖାଦ୍ୟ… ଲୋକଙ୍କୁ ୯୦ ଦିନର ଫୁଡ ଚ୍ୟାଲେଞ୍ଜ ଦେଲେ ଅବସରପ୍ରାପ୍ତ ସେନାଧିକାରୀ

ଡଷ୍ଟବିନ କିମ୍ବା ନାଳକୁ ଯେମିତି ଅନ୍ନ ନ ଯାଏ। ଯେତିକି ଭୋକ ଲାଗୁଛି ସେତିକି ଖାଦ୍ୟ ନିଅ ଓ ଅଯଥା ଖାଦ୍ୟ ନଷ୍ଟ କରନାହିଁ। ଏହି ନାରା ଦେଇ ସେନାର କର୍ଣ୍ଣଲ ଜୀବନ କୁମାର ସିଂହ ଦେଶବାସୀଙ୍କୁ ୯୦ ଦିନର ଫୁଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ତାଙ୍କ କହିବାନୁସାରେ ବର୍ତ୍ତମାନ ସମୟରେ ସାରା ବିଶ୍ୱ ସଙ୍କଟ…

କରୋନା ସୂଚନା ଦେବା ଆଳରେ ହ୍ୟାକର ଚୋରେଇ ନେଉଛନ୍ତି ପର୍ସନାଲ ଡାଟା, ହେଲା ବଡ଼ ଖୁଲାସା

ସାରା ଦୁନିଆରେ ଆତଙ୍କ ଜାରି ରଖିଥିବା କରୋନା ଭାଇରସ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି। କେବଳ କରୋନା ନୁହେଁ ଏବେ କରୋନା ଭାଇରସ ବିଷୟରେ ସୂଚନା ଦେଉଥିବା ୱେବସାଇଟ ମଧ୍ୟ ୟୁଜରଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି। କରୋନା ଭାଇରସ ସହ ସ୍ମାର୍ଟ ସାଇବର ହ୍ୟାକର ମାନେ ମଧ୍ୟ ସକ୍ରିୟ ହୋଇପଡିଛନ୍ତି।…

ଟିଭିରେ ପ୍ରଭୁ ଶ୍ରୀରାମଙ୍କୁ ଦେଖି ଆରତୀ କରିବାକୁ ଲାଗିଲେ ବ୍ୟକ୍ତି, ଦେଖନ୍ତୁ ଭିଡିଓ

୨୧ ଦିନର ଲକଡାଉନ ବେଳେ ଲୋକଙ୍କୁ ଘରେ ରଖିବା ପାଇଁ ସରକାର ବିଭିନ୍ନ ପନ୍ଥା ଆପଣାଉଛନ୍ତି। ଏଥିପାଇଁ ଏବେ ଦୂରଦର୍ଶନରେ ନବେ ଦଶକର ରାମାୟଣ ଓ ଦିଦି ଭାରତୀରେ ମହାଭାରତ କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ସୂଚନା ଏବଂ ପ୍ରସାର ମନ୍ତ୍ରୀ ପ୍ରକାଶ ଜାବଡେକର ସୂଚନା ଦେଇଛନ୍ତି। ନିଜ ପସନ୍ଦର ପୁରୁଣା…

କରୋନା ସହ ଲଢ଼ିବାକୁ ସହାୟତାର ହାତ ବଢ଼ାଇଲେ ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ, ଦାନ କଲେ ୬ ମାସର ଦରମା

ଭାରତର ଶ୍ରେଷ୍ଠ ମଲ୍ଲଯୋଦ୍ଧା ତଥା ଏସିଆନ ସ୍ୱର୍ଣ୍ଣପଦକ ବିଜେତା ବଜରଙ୍ଗ ପୁନିଆ କରୋନା ଭାଇରସ ସହ ଲଢ଼ିବା ପାଇଁ ସରକାରଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୬ ବର୍ଷୀୟ ମଲ୍ଲଯୋଦ୍ଧା ହରିୟାଣା କରୋନା ରିଲିଫ ଫଣ୍ଡକୁ ନିଜ ୬ ମାସର ଦରମା ଦାନ କରିଛନ୍ତି। ଏ ନେଇ ପୁନିଆ ନିଜେ ସୂଚନା…

କାଶ ଥଣ୍ଡା ହେଉଥିଲେ ଆଦୌ ଡରନ୍ତୁନି, ଘରେ ବସି ମୋବାଇଲରେ ଜାଣନ୍ତୁ ଆପଣଙ୍କୁ କରୋନା ହୋଇଛି କି ନାହିଁ

କରୋନା ଭାଇରସ ଯୋଗୁ ବଢ଼ୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ ଭଳି ସହରରେ କର୍ଫ୍ୟୁ ଲଗାଇଦିଆଯାଇଛି। ଭାରତରେ କରୋନା ଭାଇରସରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪୦୦ ଟପିସାରିଲାଣି। ଏଣୁ ସଂକ୍ରମଣ ଯେଭଳି ଆଉ ନ ବଢ଼ିବ ତାହାକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ମାର୍ଚ୍ଚ…

ହସ୍ପିଟାଲ ଉପରେ ଓଲଟା ପ୍ରଶ୍ନ ଉଠାଇଲେ କନିକା କପୁରଙ୍କ ପରିବାର, ମେଡିକାଲ ରିପୋର୍ଟକୁ ନେଇ କହିଲେ ଏମିତି

ବଲିଉଡର ଲୋକପ୍ରିୟ ଗାୟିକା କନିକା କପୁର କରୋନା ସଂକ୍ରମିତ ବୋଲି ଜଣାପଡ଼ିବା ପରେ ତାଙ୍କ ପରିବାର ଲୋକ ଏହି ଖବରକୁ ମିଛ ବୋଲି କହିଛନ୍ତି। କେବଳ ଏତିକି ନୁହେଁ ପରିବାର ତରଫରୁ ମେଡ଼ିକାଲ ରିପୋର୍ଟକୁ ମଧ୍ୟ ଭୁଲ ବୋଲି କୁହାଯାଉଛି। ତାଙ୍କ ପରିବାରର ଜଣେ ସଦସ୍ୟ ନିଜ ନାଁକୁ ଗୋପନ ରଖିବା ସର୍ତ୍ତରେ…