Below header
Browsing Tag

COVID-19

ଖେଳ ଜଗତକୁ ବଡ ଝଟକା, କରୋନା ଭାଇରସରେ ପ୍ରାଣ ହରାଇଲେ ଏହି ପ୍ରସିଦ୍ଧ ଖେଳାଳୀ

ମାତ୍ର କିଛିଦିନ ମଧ୍ୟରେ ଦେଖୁ ଦେଖୁ କରୋନା ଭାଇରସ ସାରା ଦୁନିଆକୁ ନିଜ କବଳରେ ନେଇ ସାରିଲାଣି । ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ ଏବେ ସାରା ବିଶ୍ୱରେ ବ୍ୟାପୀ ସାରିଛି । ଇଟାଲି ଏବଂ ସ୍ପେନ୍ ଭଳି ଦେଶ ମଧ୍ୟ ଚୀନ ଠାରୁ ଅଧିକ ପ୍ରଭାବିତ ହୋଇଛି । ସାରା ଦୁନିଆରେ ବର୍ତ୍ତମାନ୍…

୨୧ ଦିନ ଲକଡାଉନରେ ଆପଣଙ୍କ କାରରେ ଦେଖାଦେଇପାରେ ଅନେକ ସମସ୍ୟା, ତୁରନ୍ତ କରନ୍ତୁ ଏହିସବୁ କାମ

ସାରା ଦେଶକୁ ବର୍ତ୍ତମାନ୍ ୨୧ ଦିନ ପାଇଁ ଲକ ଡାଉନ୍ ଘୋଷଣା କରିଦିଆଯାଇଛି । ଯେଉଁ କାରଣରୁ ଲୋକମାନେ ଏବେ ନିଜ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି । ଏପରିସ୍ଥଳେ ଆପଣ ନିଜର କାର ଓ ବାଇକର ବ୍ୟବହାର ମଧ୍ୟ କରିପାରୁ ନାହାଁନ୍ତି । ତେବେ ଏତେ ଦିନ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବାଇକ୍ କିମ୍ବା…

ଡାକ୍ତରଙ୍କୁ ହେଲା କରୋନା, ଏବେ ଆଇସୋଲେସନରେ ରହିବେ ରୋଗୀ ନୋଟିସ ଜାରିକଲେ ଡାକ୍ତରଖାନା କର୍ତ୍ତୃପକ୍ଷ

ସାଧାରଣତଃ ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟ ସମସ୍ୟା ନେଇ ଡାକ୍ତରଖାନା ଯାଇଥାନ୍ତି କିନ୍ତୁ ଯଦି ନିଜେ ଡାକ୍ତର୍ କରୋନା ପଜେଟିଭ ବାହାରନ୍ତି ତାହେଲେ କଣ ହେବ ଅନ୍ୟ ରୋଗୀଙ୍କ ଅବସ୍ଥା ।ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ଏକ ଅଂଚଳରେ । ତାହେଲେ ଆସନ୍ତୁ ଜାଣିବା କଣ ଥିଲା…

କରୋନା ଭୟରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଦେଲେ ବ୍ୟକ୍ତି ଏବଂ ସୁଇସାଇଡ ନୋଟରେ ପରିବାର ଲୋକଙ୍କୁ ଲେଖିଲେ..

କରୋନାର ପ୍ରଭାବ ଦିନକୁଦିନ ବଢିବାରେ ଲାଗିଛି । ସାରା ଦୁନିଆ ଏବେ ଏହି ମହାମାରୀ ପାଇଁ ଚିନ୍ତିତ । ଦେଶରେ ମଧ୍ୟ ଦିନକୁ ଦିନ ଏହାର ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ତେବେ ଏହା ମଧ୍ୟରେ କର୍ଣ୍ଣାଟକରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି କେବଳ ଏହି…

ଭାରତରେ ବଢ଼ୁଛି କରୋନା ମୃତ୍ୟୁ ସଂଖ୍ୟା, ୧୩ ଜଣଙ୍କ ଜୀବନ ନେଲାଣି ଭୟଙ୍କର ଭାଇରସ୍‌

ନୂଆଦିଲ୍ଲୀ: ଭାରତରେ ବଢ଼ୁଛି କରୋନା ମୃତ୍ୟୁ ସଂଖ୍ୟା । ଏପର୍ଯ୍ୟନ୍ତ ୧୩ ଜଣଙ୍କ ଜୀବନ ନେଲାଣି ଭୟଙ୍କର ଭାଇରସ୍‌ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ୬୪୯ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୨ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ୩୩ ରାଜ୍ୟ ଓ…

ଜାଣନ୍ତିକି, ଜୋରରେ ହସିବା ଦ୍ୱାରା ‘କରୋନା’ ସଂକ୍ରମଣର ଆଶଙ୍କା ଅଧିକ ଥାଏ

ବିଶ୍ୱ ବ୍ୟାପି ୨୧,୦୦୦ ଲୋକଙ୍କ ଜୀବନ ନେଇ ସାରିଲାଣି କରୋନା । ଏହାର ସତର୍କତା ନେଇ ସମସ୍ତ ଦେଶର ସରକାର ବି ସତର୍କ ହେଇଗଲେଣି । ଏମିତିକି ଅଧିକାଂଶ ରାଷ୍ଟ୍ରରେ ଲକ ଡାଉନ ବି ଘୋଷଣା କରାଯାଇଛି । ବିଶେଷ ଭାବେ କେଉଁ କେଉଁ କାରଣ ଯୋଗୁଁ ଏହି ମାରାତ୍ମକ ଭୂତାଣୁଟି ବ୍ୟାପୀ ଥାଏ ତାହାକୁ ନେଇ…

ଲକଡାଉନ ଯୋଗୁ ବସ ଚଳାଚଳ ଠପ୍, ମାଲିକ ତଡ଼ିଦେବାରୁ ୮୦ କିଲୋମିଟର ଚାଲି ଗାଁରେ ପହଞ୍ଚିଲେ ଯୁବକ

ଏବେ ସମଗ୍ର ଦେଶକୁ ଲକଡାଉନ କରିଦିଆଯାଇଛି। ଯିଏ ଯୋଉଠି ଅଛନ୍ତି ତାଙ୍କୁ ସେଠାରେ ରହିବାକୁ କହିଛନ୍ତି ସରକାର। କାରଣ ସାମାଜିକ ଦୂରତ୍ୱ ହିଁ କରୋନାକୁ ମାତ୍ ଦେବାର ଏକ ମାତ୍ର ଉପାୟ। ତେବେ ଏହି ଲକଡାଉନ ଯୋଗୁ ଗୋଟେ ପଟେ କରୋନା ରୋକିବା ନେଇ ଆଶା କରାଯାଉଥିବା ବେଳେ ଅନ୍ୟପଟେ ଏହା କିଛି ଲୋକଙ୍କ…

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ବିରୋଧରେ ଲଢ଼ିବା ପାଇଁ ଦେଶବାସୀଙ୍କୁ କଲେ ଅପିଲ୍, କହିଲେ ସମସ୍ତେ ଏକଜୁଟ…

ମୁମ୍ବାଇ : କରୋନାକୁ ହରାଇବାକୁ ସେଲିବ୍ରିଟିଙ୍କ ଆହ୍ଵାନ । ନେତାଠୁ ଆରମ୍ଭ କରି ଅଭିନେତା ଓ କ୍ରିକେଟର ସମସ୍ତେ ଏକାଠି ହୋଇଛନ୍ତି । ସରକାରଙ୍କ ନିୟମ ମାନି ଘରୁ ନବାହାରିବାକୁ ଆହ୍ଵାନ କରିଛନ୍ତି । ଏହାସହ ବାରମ୍ବାର ହାତ ସଫା କରିବା ସହ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସେଲିବ୍ରିଟି ।…

କରୋନା ଭାଇରସ ମୁକାବିଲା ପାଇଁ ଆଜି ବସୁଛି ଜି-୨୦ ସମ୍ମିଳନୀ, ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: କରୋନା ଭାଇରସ ମୁକାବିଲା ପାଇଁ ଆଜି ବସୁଛି ଜି-୨୦ ସମ୍ମିଳନୀ । ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ଯୋଗଦେବେ। କୋରାନ ଭାଇରସ ମହାମାରିର ମୁକାବିଲା ଏବଂ ଅର୍ଥନୀତି ଉପରେ ଏହାର ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। କରୋନା…

ଦେଶବ୍ୟାପୀ ଲକ୍‌ ଡାଉନ୍‌ର ଆଜି ଦ୍ୱିତୀୟ ଦିନ: ଠପ୍‌ ହୋଇଯାଇଛି ଗାଁଠୁ ସହର, ବିଭିନ୍ନ ସ୍ଥାନରେ ନାକାବନ୍ଦୀ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକ୍‌ ଡାଉନ୍‌ର ଆଜି ଦ୍ୱିତୀୟ ଦିନ। ଠପ୍‌ ହୋଇଯାଇଛି ଗାଁଠୁ ସହର। ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯିବା ସହ ବ୍ୟାରିକେଡ୍‌ କରାଯାଇଛି। ଜୋରଦାର ଚାଲିଛି ଚେକିଂ। କିଛି ଲୋକ ସଚେତନ ହୋଇ ଘରେ ରହୁଥିବାବେଳେ ଆଉ କିଛି ନିୟମକୁ ବେଖାତିର କରୁଥିବା ଦେଖିବାକୁ ମିଳୁଛି ।…

ରାଜମହଲ ଛକକୁ ଉଠିଲା ୧ ନମ୍ବର ହାଟ : ମହାମାରୀ କରୋନାକୁ ଦୃଷ୍ଟିରେ ରଖି ୪୫ ଦିନ ପାଇଁ ସ୍ଥାନାନ୍ତର କରିବାକୁ BMC…

ଭୁବନେଶ୍ବର: ରାଜମହଲ ଛକକୁ ଉଠିଲା ୧ ନମ୍ବର ହାଟ। ସାମାଜିକ ଦୂରତ୍ୱ ପାଇଁ ହାଟକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମହାମାରୀ କରୋନା ପାଇଁ ୪୫ ଦିନ ହାଟ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଟରେ ଜନଗହଳି ହେଉଥିବାରୁ BMC ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।…

ଦିନକୁ ଦିନ ଭୟଙ୍କର ରୂପ ନେଉଛି ମହାମାରୀ କରୋନା: ଏବେ ସୁଦ୍ଧା ବିଶ୍ୱରେ ମୃତ୍ୟୁସଂଖ୍ୟା ୨୧ ହଜାରରୁ ଅଧିକ, ୧୯୮ଟି ଦେଶ…

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଦିନକୁ ଦିନ ଭୟଙ୍କର ରୂପ ନେଉଛି। ୧୯୮ଟି ଦେଶରେ ବ୍ୟାପିଛି କରୋନା। ଏବେ ସୁଦ୍ଧା ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୧ ହଜାରରୁ ଅଧିକ ଟପିଛି। ଏଯାଏ ୪.୬୮ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୧୪ ହଜାର ଲୋକ ସୁସ୍ଥହୋଇ…