Browsing Tag

COVID-19

ସାଧାରଣ ଥଣ୍ଡା ଓ କରୋନା ଭାଇରସର ଲକ୍ଷଣ ମଧ୍ୟରେ କଣ ରହିଛି ପାର୍ଥକ୍ୟ, ଜାଣନ୍ତୁ କିଛି ଜରୁରୀ କଥା

ଚୀନରୁ ବ୍ୟାପିଥିବା କରୋନା ଭାଇରସ ଏବେ ସାରା ଦୁନିଆରେ ତାର କାୟା ବିସ୍ତାର କରିସାରିଛି । କରୋନା ଭାଇରସର ନାମ ନେବା ମାତ୍ରେ ଏବେ ଲୋକମାନଙ୍କ ଭିତରେ ଏକପ୍ରକାର ଭୟ ଦେଖିବାକୁ ମିଳୁଛି । ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଏହି ମହାମାରୀ…

ଅଭିଶାପ ପାଲଟିଲା କରୋନା ଭାଇରସ୍‌, ହାତରେ କ୍ୱାରେଣ୍ଟାଇନ୍‌ ଚିହ୍ନ ଦେଖି ଦମ୍ପତିଙ୍କୁ ଟ୍ରେନ୍‌ରୁ ତଡ଼ିଦେଲେ ଅନ୍ୟ…

ଦେଶରେ ବଢ଼ୁଥିବା କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କ ହାତରେ ହୋମ କ୍ୱାରେଣ୍ଟାଇନ୍‌ ସିଲ୍‌ ମାରିବାକୁ ନିୟମ କରିଛନ୍ତି। ଲୋକଙ୍କ ଭଲ ପାଇଁ କରାଯାଇଥିବା ଏହି ନିୟମ ଏବେ ଆକ୍ରାନ୍ତଙ୍କ ପାଇଁ ଅଭିଶାପ ପାଲଟିଛି। ରାଜଧାନୀ ଏକ୍ସପ୍ରେସ୍‌ରେ…

ଯୁବପିଢିଙ୍କୁ WHOର ଚେତାବନୀ, ଭ୍ରମରେ ରୁହନ୍ତୁ ନାହିଁ ବୟସ୍କଙ୍କ ଭଳି ଆପଣଙ୍କ ଜୀବନ ମଧ୍ୟ ବିପଦରେ

କରୋନା ପାଇଁ ସାରା ଦୁନିଆରେ ପ୍ରାୟ ୯୦୦୦ ଲୋକଙ୍କ ମୃତ୍ୟୁ ହୋଇସାରିଛି । ତେବେ କରୋନା ଯୋଗୁଁ ବୃଦ୍ଧି ପାଉଥିବା ମୃତ୍ୟୁସଂଖ୍ୟା ଦେଖି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସାରା ଦୁନିଆର ଯୁବପିଢ଼ିଙ୍କ ପାଇଁ କିଛି ବାର୍ତ୍ତା ଦେଇଛି । WHO ଯୁବପିଢ଼ିକୁ ସତର୍କ କରିବା ସହିତ କହିଛି ଯେ କରୋନା…

WhatsApp ରେ ମିଳିବ କରୋନା ଭାଇରସ୍‌ ସମ୍ବନ୍ଧୀୟ ସମସ୍ତ ସୂଚନା, ସରକାର ଲଞ୍ଚ୍‌ କଲେ ହେଲ୍ପ ଡେସ୍କ

କରୋନା ଭାଇରସ୍‌କୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏହାର ଅପ୍‌ଡେଟ୍‌ ପାଇଁ ଭାରତ ସରକାର ଏକ ହେଲ୍ପ ଡେସ୍କ ଲଞ୍ଚ୍‌ କରିଛନ୍ତି। ହ୍ଵାଟ୍ସ ଆପ୍‌ରେ କରୋନା ଭାଇରସ୍‌ ସମ୍ବନ୍ଧିତ ସୂଚନା ପାଇଁ MyGov Corona ହେଲ୍ପ ଡେସ୍କ ଲଞ୍ଚ୍‌ ହୋଇଛି। ଚୀନ୍‌ର ବୁହାନ ସହରୁ ଆରମ୍ଭ ହୋଇଥିବା ଏହି…

ସାମ୍ନାକୁ ଆସିଲା କରୋନା ଭାଇରସର ନୂଆ ଲକ୍ଷଣ ଯାହା ଆପଣଙ୍କୁ ଜାଣିବା ନିହାତି ଜରୁରୀ

କରୋନା ଭାଇରସ କାରଣରୁ ବର୍ତ୍ତମାନ ଦୁନିଆରେ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକ ଏଥିରେ ସଂକ୍ରମଣ ହୋଇଛନ୍ତି । ତେବେ ଏହି ଭୟଙ୍କର ଭାଇରସକୁ ନେଇ ସାରା ବିଶ୍ଵବାସୀ ଏବେ ଭୟଭୀତ ହୋଇ ଅଛନ୍ତି । ଦୁନିଆର ପ୍ରାୟ ସମସ୍ତ ଦେଶ ଏହି ରୋଗର ଚିକିତ୍ସା ଖୋଜିବାରେ ଲାଗି ପଡିଛି…

ଟ୍ରେନ୍‌ରେ ଯାତ୍ରା କରିବା ପୂର୍ବରୁ ରବୀନା ଟଣ୍ଡନ୍‌ ନିଜ ହାତରେ ସଫା କଲେ ପୂରା ବଗି; ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ୍‌ଙ୍କ ଏକ ଭିଡିଓ ଏବେ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ରବୀନା ମୁହଁରେ ମାସ୍କ ପିନ୍ଧି ଟ୍ରେନ୍‌ରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ରବୀନା ଟ୍ରେନ୍‌ରେ ନିଜ ସିଟ୍‌କୁ ମଧ୍ୟ ସଫା କରୁଥିବା ଦେଖାଯାଇଛି। ସୂଚନାଯୋଗ୍ୟ ଯେ…

କରୋନା ଭାଇରସ୍‌ ସହ ଲଢ଼ିବାକୁ କୁନି ଝିଅ ଆପଣାଇଲା ଏହି ନିଆରା ଉପାୟ, ବ୍ୟାପିବାରୁ ରୋକି ହେବ ରୋଗ

ଏବେ ସାରା ଦୁନିଆ କରୋନାର ମୁକାବିଲା କରୁଛି। ଡାକ୍ତର, ନର୍ସ, ପ୍ରଶାସନଠାରୁ ଆରମ୍ଭ କରି ମିଡିଆ ପର୍ଯ୍ୟନ୍ତ ସମସ୍ତେ କରୋନା ସହ ଲଢ଼ିବା ପାଇଁ ଲୋକଙ୍କୁ ସଚେତନ କରିବା ସହ ଏଥିପାଇଁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ଲୋକମାନେ ମଧ୍ୟ କରୋନା ଭାଇରସ୍‌ ଯୋଗୁ…

କରୋନାକୁ ହରାଇଥିବା ମହିଳା ସେୟାର କଲେ ନିଜର ଭୟଙ୍କର ଅନୁଭୂତି, କହିଲେ ଏପରି ଲାଗୁଥିଲା ଯେପରି କାଚଖଣ୍ଡ ଗିଳିଦେଇଛି

ସାରା ଦୁନିଆରେ କରୋନା ଭାଇରସ ସଂକ୍ରମଣର ମାମଲା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ଚୀନ ପରେ କରୋନା ଇଟାଲୀ ଏବଂ ଇରାନରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏହା ମଧ୍ୟରେ ବ୍ରିଟେନର ଜଣେ ଫଟୋଗ୍ରାଫର ମୈଣ୍ଡି ଚାର୍ଲଟନ କରୋନା ସହ ଜଡିତ ନିଜର ଭୟଙ୍କର ଅନୁଭୂତିକୁ ଲୋକମାନଙ୍କ…

କରୋନା ସଂକ୍ରମିତ ପୁଅକୁ ଲୁଚାଇ ରଖିଥିବାରୁ ମିଳିଲା ଦଣ୍ଡ, ଭାରତୀୟ ରେଲୱେ କଲା ସସପେଣ୍ଡ

ଜର୍ମାନୀରୁ ଫେରିବା କରୋନାରେ ସଂକ୍ରମିତ ହୋଇଥିବା ନିଜ ପୁଅକୁ ଘରେ ଲୁଚାଇ ରଖିଥିବା କାରଣରୁ ବାଙ୍ଗାଲୁର ରେଲୱେର ଜଣେ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ରେଲୱେ ପ୍ରଵକ୍ତାଙ୍କ କହିବା ଅନୁଯାୟୀ ମହିଳା ଅଧିକାରୀ ଜଣକ ନିଜ ପୁଅ ଜର୍ମାନୀରୁ ଫେରିଥିବା କଥା କାହାକୁ ନଜଣାଇ ତାଙ୍କୁ ବାଙ୍ଗାଲୁର…

କରୋନା ନାହିଁ କହି ବାରମ୍ବାର ଘରକୁ ପଠାଇଦେଉଥିଲେ ଡାକ୍ତର, ଶେଷରେ ସେହି କରୋନା ନେଇଗଲା ଯୁବକର ପ୍ରାଣ

ଆଜି ସାରା ବିଶ୍ଵ କରୋନା ପାଇଁ ଆତଙ୍କିତ । ସମସ୍ତଙ୍କ ମନରେ କେବଳ ଗୋଟିଏ ଭୟ କରୋନା । କାରଣ ଏହା କେତେବେଳେ କାହାକୁ ହୋଇଯିବ ସେଥିପାଇଁ ସମସ୍ତେ ସତର୍କତା ଅବଲମ୍ବନ କରୁଛନ୍ତି । ତେବେ ଏହା ମଧ୍ୟରେ କିଛି ଏପରି ଲୋକ ଅଛନ୍ତି ଯିଏକି ଏହି ଭାଇରସକୁ ଏବେ ପର୍ଯ୍ୟନ୍ତ ମଧ୍ୟ ଗମ୍ଭିରତାର ସହ…

ଡେଟିଂ ଷ୍ଟାଇଲ ବଦଳାଇ ଦେଲା କରୋନା, ପରସ୍ପରକୁ ଦେଖା କରିବାକୁ ଡରୁଥିବା କପଲ ଏବେ କରୁଛନ୍ତି କିଛି ଏପରି

କରୋନା ଭାଇରସ ପାଇଁ ଲୋକେ ଏବେ ପରସ୍ପରକୁ ଦେଖା କରିବା ପାଇଁ ମଧ୍ୟ ଭୟ କରୁଛନ୍ତି । ଏବେ ଡେଟିଂ ସାଇଟ ଗୁଡିକ ମଧ୍ୟ ତାର ୟୁଜର୍ସ ମାନଙ୍କୁ ଦୂରରେ ରହି କଥାବାର୍ତ୍ତା ହେବାପାଇଁ କହୁଛି । ତେବେ ଲୋକମାନଙ୍କୁ ଅତି ଆବଶ୍ୟକସ୍ଥଳେ ଘରୁ ବାହାରିବା ପାଇଁ ସରକାର ପରାମର୍ଶ ଦେଉଛନ୍ତି । ଯେଉଁ କାରଣରୁ…

କରୋନା ମେକଅପ୍‌ ଯୋଗୁ ଟ୍ରୋଲ ହେଲେ ମେକଅପ୍‌ ଆଟିଷ୍ଟ, ଭିଡିଓ ଦେଖି ଏମିତି ରିଆକ୍ସନ୍‌ ଦେଲେ ଲୋକେ

କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଚିନ୍ତିତ ରହିଛି। ଏହି ଭାଇରସ୍‌କୁ ମାତ୍‌ ଦେବା ପାଇଁ ସତର୍କତା ହିଁ ଏକ ମାତ୍ର ମାଧ୍ୟମ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ଏଣୁ ସମସ୍ତେ ସଚେତନ ରହୁଛନ୍ତି। ତେବେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଫାତିମା ଅଲ୍‌ଦେବାନ୍‌ ନାମକ ଜଣେ ମେକଅପ୍‌ ଆଟିଷ୍ଟ…