Browsing Tag

covid guidelines

କୋଭିଡ୍‌ ହସ୍‌ପିଟାଲ ପାଇଁ ବିଏମ୍‌ସିର ନୂଆ ବ୍ୟବସ୍ଥା, ଏଣିକି ବିନା ରେଫେରାଲରେ ଭର୍ତ୍ତି ମନା

ଭୁବନେଶ୍ବର: କୋଭିଡ୍‌ ହସ୍‌ପିଟାଲ ପାଇଁ ବିଏମ୍‌ସିର ନୂଆ ବ୍ୟବସ୍ଥା। ଏଣିକି ବିନା ରେଫେରାଲରେ ଭର୍ତ୍ତି ମନା। ୧୯୨୯ରେ ଫୋନ୍‌ କରି ହସ୍‌ପିଟାଲରେ ଭର୍ତ୍ତି ହୋଇପାରିବେ। ହେଲ୍‌ପ ଡେସ୍କରେ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ବାହାର ଜିଲ୍ଲାରୁ ଆସୁଥିବା କୌଣସି ଆକ୍ରାନ୍ତଙ୍କ ପାଖରେ…

ପୁରୀ ଚନ୍ଦନପୁର ଶିରୁଳି ମହାବୀର ମନ୍ଦିରରେ ୧୪୪ ଧାରା, ଆସନ୍ତାକାଲି ସକାଳ ୪ଟାରୁ ୧୫ ତାରିଖ ଯାଏ କଟକଣା ଜାରି

ପୁରୀ: କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଚନ୍ଦନପୁର ଶିରୁଳି ମହାବୀର ମନ୍ଦିରରେ ମହାବିଷୁବ ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ପାଳନ ଅବସରରେ ମନ୍ଦିର ପରିସରରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା । କାଲି ସକାଳ ୪ ଘଟିକାଠାରୁ ୧୫ ତାରିଖ ଯାଏ ୧୪୪ ଧାରା ଜାରି ରହିବ । ରାମନବମୀ ପାଳନ…

ସରିଲା ସଚେତନ, ଏବେ ଆକ୍ସନ: କୋଭିଡ଼ ନିୟମ ଭାଙ୍ଗିଲେ ଏବେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଟ୍ବିନସିଟି ବାସୀଙ୍କୁ ଦୁଇ ଦିନ ସଚେତନ କରାଯାଇଛି । ଏବେ କାର୍ଯ୍ୟନୁଷ୍ଠାନ ନିଆଯିବ । ଯେଉଁମାନେ କୋଭିଡ ନିୟମ ଭାଙ୍ଗିବେ ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି । ପ୍ରଥମରୁ ଯେମିତି ଲୋକେ ସହଯୋଗ…

ବିବାହ ଓ ଅନ୍ତ୍ୟେଷ୍ଟି-ଶୁଦ୍ଧି କ୍ରିୟା ପାଇଁ ଆସିଲା ନୂଆ ଗାଇଡ୍‌ଲାଇନ୍‌, ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ବିବାହ ଓ ଅନ୍ତ୍ୟେଷ୍ଟି-ଶୁଦ୍ଧି କ୍ରିୟା ପାଇଁ ଆସିଲା ନୂଆ ଗାଇଡ୍‌ଲାଇନ୍‌ । ବିବାହ ଉତ୍ସବରେ ଆଉ ୫ ଶହ ନୁହଁ, ୨ ଶହରୁ ଅଧିକ ସାମିଲ ହୋଇପାରିବେନି । ଅନ୍ତ୍ୟେଷ୍ଟି ଓ ଶୁଦ୍ଧିକ୍ରିୟାରେ ଆଉ ୫୦୦ ନୁହଁ ୫୦ ଜଣ ସାମିଲ ହୋଇପାରିବେ। ମ୍ୟାରେଜ୍‌ ହଲରେ ଉତ୍ସବ ଆୟୋଜନ ହେଉଥିଲେ,…

କେନ୍ଦ୍ର ଜାରି କଲା ଏପ୍ରିଲ୍‌ ଗାଇଡ୍‌ଲାଇନ୍‌, ମାସ୍କ ଓ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ

କରୋନା ସଂକ୍ରମଣ ବଢ଼ିଲା । ଫେରିଲା ପୁରୁଣା କଟକଣା । କେନ୍ଦ୍ର ଜାରି କଲା ଏପ୍ରିଲ ପାଇଁ କଡ଼ା ଗାଇଡ୍‌ଲାଇନ । ଏଥିରେ ମାସ୍କ ଓ ସାମାଜିକ ଦୂରତା ରକ୍ଷା ଉପରେ ଜୋର ଦିଆଯାଇଛି। ନିୟମ ନ ମାନିଲେ ଆଦାୟ ହେବ ଫାଇନ୍‌ । ଏଥିପାଇଁ ଜିଲ୍ଲାପାଳଙ୍କୁ ଦିଆଯାଇଛି କ୍ଷମତା। ସେହିପରି କଣ୍ଟେନମେଣ୍ଟ ଜୋନ୍‌…

କୋଭିଡ ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସଂକ୍ରମଣ ନିୟନ୍ତ୍ରଣ ପାଇଁ ଦେଲେ ୩ଟି ମନ୍ତ୍ର

ଭୁବନେଶ୍ବର: କୋଭିଡ ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ନିୟନ୍ତ୍ରଣ ପାଇଁ ୩ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ। ଟେଷ୍ଟିଂ ଓ ଏନଫୋର୍ସମେଣ୍ଟକୁ ଗୁରୁତ୍ୱ ଦିଆଯିବ । ସହରାଞ୍ଚଳରେ ଏନଫୋର୍ସମେଣ୍ଟ କଡ଼ାକଡ଼ି କରାଯିବ। ବଢାଯିବ ଆରଟିପିସିଆର ଟେଷ୍ଟ। ପଜିଟିଭ…

ପୁଣି ସରକାରୀ କାର୍ଯ୍ୟାଳୟରେ କୋଭିଡ୍‌ ଗାଇଡ ଲାଇନ କଡ଼ାକଡି ପାଳନ କରିବାକୁ ଜିଏ ବିଭାଗ ଜାରି କଲା ନିର୍ଦ୍ଦେଶନାମା

କେନ୍ୟୁଜ୍(ବ୍ୟୁରୋ):  ସଂକ୍ରମଣ ବଢିବା ଆଶଙ୍କା ସହ ଫେରୁଛି କଟକଣା। ଏବେ ପୁଣି ଥରେ ସରକାରୀ କାର୍ଯ୍ୟାଳୟରେ କୋଭିଡ୍‌ ଗାଇଡ ଲାଇନ କଡ଼ାକଡି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ। ଅଫିସ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏଥିରେ ବ୍ୟତିକ୍ରମ ହେଲେ…

ଗଞ୍ଜାମ ଦଣ୍ଡଯାତ୍ରା ପାଇଁ ଆସିଲା କୋଭିଡ ଗାଇଡଲାଇନ୍: କେବଳ ଦଣ୍ଡୁଆମାନଙ୍କୁ ନେଇ ହେବ ଯାତ୍ରା

ଗଞ୍ଜାମ: ଗଞ୍ଜାମ ଦଣ୍ଡଯାତ୍ରା ପାଇଁ କୋଭିଡ ଗାଇଡଲାଇନ୍‌। କେବଳ ଦଣ୍ଡୁଆମାନଙ୍କୁ ନେଇ ହେବ ଯାତ୍ରା। ୨ଶହ ଲୋକଙ୍କ ଭିତରେ ପାଳନ ହେବ। ବିନା ମାସ୍କରେ ମନ୍ଦିର ଭିତରେ ପ୍ରବେଶ କରିବାକୁ ବାରଣ କରାଯାଇଛି। କୋଭିଡ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା କରାଯାଇଛି। ଦଣ୍ଡନାଚ ପାଇଁ…

ପୁଣି ଫେରୁଛି ମହାମାରୀ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍ଚ୍ଚ ମାସ ପାଇଁ କୋଭିଡ୍‌ ନିୟମ ଜାରି, ଜାଣନ୍ତୁ…

ମୟୂରଭଞ୍ଜ: ପୁଣି ଫେରୁଛି କରୋନା ମହାମାରୀ । ଯାହାକୁ ନେଇ ରାଜ୍ୟ ସରକାର କୋଭିଡ୍‌ ନିୟମକୁ କଡାକଡି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ମଧ୍ୟ ମାର୍ଚ୍ଚ ମାସ ପାଇଁ କୋଭିଡ୍‌ ନିୟମ ଜାରି କରିବା ସହ କଟକଣା କଡାକଡି କରିଛନ୍ତି । ଜିଲ୍ଲାରେ ମାସ୍କ ପିନ୍ଧିବା…

କୋଭିଡ ଗାଇଡଲାଇନ ନେଇ ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଗଣଶିକ୍ଷା ବିଭାଗର ଚିଠି, ଶିକ୍ଷାନୁଷ୍ଠାନରେ କୋଭିଡ ନିୟମ…

ଭୁବନେଶ୍ବର: କୋଭିଡ ଗାଇଡଲାଇନ କଡାକଡି ପାଳନ ନେଇ ଗଣଶିକ୍ଷା ବିଭାଗର ପଦକ୍ଷେପ । ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଗଣଶିକ୍ଷା ବିଭାଗର ଚିଠି । ଶିକ୍ଷାନୁଷ୍ଠାନରେ କୋଭିଡ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ ।…

ଦୀପାବଳି ପାଇଁ କଟକରେ କୋଭିଡ୍‌ କଟକଣା ଜାରି, ବାଣ ଦୋକାନକୁ ମିଳିଲା ଗ୍ରୀନ୍ ସିଗନାଲ୍

କଟକ: କୋଭିଡ୍‌ କଟକଣା ଭିତରେ କଟକରେ ଖୋଲିବ ବାଣ ଦୋକାନ । ବାଣ ବିକି ପାରିବେ ଦୋକାନୀ । ବାଣ ଦୋକାନ ଖୋଲିବା ପାଇଁ ପୂର୍ବ ଭଳି ଲାଇସେନ୍ସ ଦିଆଯିବ । ଦୀପାବଳି ପାଇଁ କଟକରେ କଟକଣା ଜାରି ରହିବ । ଡିସିପି ପ୍ରତୀକ ସିଂ କହିଛନ୍ତି, ଦୀପାବଳି ବେଳେ ସହରରେ ୧୫ ପ୍ଲାଟୁନ୍‌ ଫୋର୍ସ ମୁତୟନ…

ରି-ଓପନିଂ ଗାଇଡଲାଇନ୍‌ ଅବଧି ବୃଦ୍ଧି, ସେପ୍ଟେମ୍ବରରେ ଜାରି ଗାଇଡଲାଇନ ନଭେମ୍ବର ୩୦ ଯାଏ ଲାଗୁ

କେନ୍ୟୁଜ (ବ୍ୟୁରୋ): ଅନଲକ-୫ ପାଇଁ ଜାରି ହୋଇଥିବା ଗାଇଡଲାଇନ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଳାଳୟ ପକ୍ଷରୁ ରି-ଓପେନିଂ ଗାଇଡଲାଇନ ଜାରି ହୋଇଛି । କଣ୍ଟେନମେଣ୍ଟ ଜୋନ ଗୁଡିକରେ ପୂର୍ବପରି କଟକଣା ଜାରି ରହିବ । ତେବେ ବିନା ବାଧାରେ…