Browsing Tag

covid hospital

ବୁର୍ଲା ଭିମ୍‌ସାରରେ ହେବ ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲ, ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

ସମ୍ବଲପୁର(କେ.ନ୍ୟୁଜ): ବୁର୍ଲା ଭିମ୍‌ସାରରେ ହେବ ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲ । ମେଡିସିନ୍‌ ବିଭାଗର ନୂଆ କୋଠାରେ ୨୫୦ ଶଯ୍ୟା ଓ ୫୦ଟି ଆଇସିୟୁ ବୃଦ୍ଧି କରାଯିବ । ୧୦ ଦିନ ଭିତରେ ନୂଆ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ ହେବ । ବର୍ତ୍ତମାନ ଥିବା କୋଭିଡ୍‌ ହସ୍ପିଟାଲରେ ମଧ୍ୟ ଆଉ ୩୦ ଆଇସିୟୁ…

ପୁଣି ଆରମ୍ଭ ହେବ କୋଭିଡ ହସପିଟାଲ, ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି

ଫୁଲବାଣୀ(କେ.ନ୍ୟୁଜ): ଫୁଲବାଣୀରେ ପୁଣି ଆରମ୍ଭ ହେବ କୋଭିଡ ହସପିଟାଲ। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଜିଲ୍ଲା ପ୍ରଶାସନ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପରିସରରେ କୋଭିଡ ହସପିଟାଲ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏଣୁ ହସ୍ପିଟାଲ ଖୋଲିବା ପୂର୍ବରୁ କନ୍ଧମାଳ ଜିଲ୍ଲାପାଳ କୋଭିଡ ହସପିଟାଲ…

ନାଗପୁର କୋଭିଡ ହସପିଟାଲରେ ନିଆଁ: ୪ ମୃତ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ମହାରାଷ୍ଟ୍ର: ମହାରାଷ୍ଟ୍ରର ନାଗପୁରରେ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁହେବା ସହ କିଛି ଲୋକ ଆହତ ହୋଇଛନ୍ତି । ରାତି ପ୍ରାୟ ୮ଟା ୧୦ରେ ୱାଡି ଅଞ୍ଚଳରେ ଥିବା ଏହି ଘରୋଇ ହସ୍ପିଟାଲର ନିଆଁ ଲାଗିଯାଇଥିଲା । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ…

ମୁମ୍ବାଇର ଭାନ୍ଦୁପସ୍ଥିତ ଡ୍ରିମ୍ସ ମଲ୍‌ ସନରାଇଜ୍‌ କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ

ମୁମ୍ବାଇ: ମୁମ୍ବାଇର ଏକ କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଭାନ୍ଦୁପସ୍ଥିତ ଡ୍ରିମ୍ସ ମଲ୍‌ ସନରାଇଜ୍‌ ହସ୍ପିଟାଲରେ ନିଆଁ ଲାଗି ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା । ମୃତ୍ୟୁ ସଂଖ୍ୟା ଆହୁରୀ ବଢିପାରେ । ତେବେ ପ୍ରାୟ ୭୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉଦ୍ଧାର…

ବନ୍ଦ ହେବ ଗଞ୍ଜାମ ଜିଲ୍ଲାର ଦୁଇଟି କୋଭିଡ ହସ୍ପିଟାଲ, ଡିସେମ୍ବର ୨୧ରୁ ବନ୍ଦ ହେବ ଆଡମିଶନ୍

ଗଞ୍ଜାମ(କେନ୍ୟୁଜ୍): ବନ୍ଦ ହେବ ଗଞ୍ଜାମ ଜିଲ୍ଲାରେ ଚାଲିଥିବା  ଦୁଇଟି କୋଭିଡ ସେଣ୍ଟର। କରୋନା ଆକ୍ଟିଭ କେସ ହ୍ରାସ ପାଉଥିବାରୁ  ଜିଲ୍ଲା ପ୍ରଶାସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହି ଦୁଇଟି ହସ୍ପିଟାଲ ହେଉଛି ଶୀତଳପଲ୍ଲୀସ୍ଥିତ ଟାଟା…

କୋଭିଡ ହସ୍ପିଟାଲର ମିଆଦିକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟସରକାର

କେନ୍ୟୁଜ୍(ବ୍ୟୁରୋ):  କୋଭିଡ ହସ୍ପିଟାଲର ମିଆଦିକୁ ଆଉ ତିନି ମାସ ବୃଦ୍ଧି କଲେ ରାଜ୍ୟସରକାର। ଅକ୍ଟୋବର ୧ରେ ସରିବାକୁ ଥିବା ମିଆଦିକୁ ଆଉ ତିନି ମାସ ଅର୍ଥାତ ଡିସେମ୍ବର ୩୧  ପର୍ଯ୍ୟନ୍ତ ବଢାଯାଇଛି। ଏ ବାବଦରେ ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର …

ବାଲେଶ୍ୱରରେ ହେବ ଆଉ ଏକ କୋଭିଡ ହସପିଟାଲ, ଗୋଟିଏ ICU ଓ ୨ଟି OT ରହିବ

ବାଲେଶ୍ୱର: ବାଲେଶ୍ୱରରେ ହେବ ଆଉ ଏକ କୋଭିଡ ହସପିଟାଲ । ବାଲେଶ୍ୱରରେ ୧୦୦ ବେଡ୍‌ ବିଶିଷ୍ଟ କୋଭିଡ ହସ୍ପିଟାଲ କରାଯିବ। ଗୋଟିଏ ICU ଓ ୨ଟି OT ରହିବ । ୧୦ ନର୍ସଙ୍କୁ ଜ୍ୟୋତି ହସ୍ପିଟାଲରେ ନିୟୋଜିତ କରାଯିବ । ୨୫୦ ପାରା ମେଡିକାଲ ଷ୍ଟାଫକୁ ନେଇ ଜନସମ୍ପର୍କ ଅଭିଯାନ କରାଯିବ ବୋଲି କହିଛନ୍ତି…

ହାତ କଡା ଲାଗିଥିବା ହାତରେ ମଦ ପିଉଥିବା ନଜର ଆସିଲେ କରୋନା ଆକ୍ରାନ୍ତ, ୮ ଜଣ ନିଲମ୍ବିତ

ଧନବାଦ ଜେଲର ଜଣେ ଅଭିଯୁକ୍ତଙ୍କ ବିରୁଦ୍ଧରେ ହେଲା କଡା କାର୍ଯ୍ୟନୁଷ୍ଠାନ ।  କୋଭିଡ –୧୯ ହସ୍ପିଟାଲରେ ମଦ୍ୟ ପାନ କରିବା ଓ ଫଟୋ ଭାଇରାଲ କରିବା ଆରୋପରେ ଅଭିଯୋଗକାରୀଙ୍କ ବିରୁଦ୍ଧରେ ଏଫଆଇଆରରେ ରିର୍ପୋଟ ଦାଖଲ ହୋଇଛି । ଭାଇରାଲ ହୋଇଥିବା ଫଟୋରେ ଅଭିଯୁକ୍ତ ଜଣକଙ୍କ ହାତରେ ପୋଲିସଙ୍କର ହାତକଡି…

ଭୁବନେଶ୍ବର: ବସ୍ତି ନୁହେଁ ଅଣ ବସ୍ତି ଅଞ୍ଚଳ ଚିନ୍ତା ବଢାଉଛି, ରାଜଧାନୀରେ ଆଉ ୧୫୦୦ ବେଡ୍‌ ହେବ ବୃଦ୍ଧି

ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ। ସେହିଭଳି ଭୁବନେଶ୍ୱର କୋଭିଡ ପର୍ଯ୍ୟବେକ୍ଷକ ଅନୁ ଗର୍ଗ  କହିଛନ୍ତି ଭୁବନେଶ୍ୱରରେ ଦିନକୁ ୧୪୦୦ ଜଣଙ୍କ ଟେଷ୍ଟିଂ ଲକ୍ଷ୍ୟ ରକ୍ଷା…

ବାଲେଶ୍ଵର: ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ, ହସ୍ପିଟାଲ ଗେଟ ଆଗରେ ଧାରଣା ଦେଲେ ନର୍ସ

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ଵର କୋଭିଡ ହସ୍ପିଟାଲରେ ଠିକା ନର୍ସମାନଙ୍କୁ ମାନସିକ ସ୍ତରରେ ନିର୍ଯ୍ୟାତନା ସହ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ । ଫଳରେ ଆଜି ନର୍ସମାନେ ହସ୍ପିଟାଲରେ ଆଗରେ ଧାରଣା ଦେଇଥିବା ସାମ୍ନା କୁ ଆସିଛି । ବାଲେଶ୍ଵର ଜିଲ୍ଲା କୁରୁଡ଼ା ନିକଟରେ ଥିବା ଜ୍ୟୋତି କୋଭିଡ ହସ୍ପିଟାଲ…

ନୟାଗଡ଼ ଚାନ୍ଦପୁରରେ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସହ 5T ସଚିବ

ନୟାଗଡ଼: ଆଜି ନୟାଗଡ଼ ଜିଲ୍ଲା ଚାନ୍ଦପୁର ବସନ୍ତମଝରୀ ସ୍ୱାସ୍ଥ୍ୟ ନିବାସରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ଗସ୍ତ କରିଛନ୍ତି 5T ସଚିବ । ତାଙ୍କ ସହିତ ସଚିବ ସୁରେଶ ମହାପାତ୍ର, ଜିଲ୍ଲାପାଳ ପୋମା ଟୁଡୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସ୍ଵତ ମହାପାତ୍ର,…