Browsing Tag

crime

ପ୍ରଥମାଷ୍ଟମୀ ଭାର ନେଇ ଝିଅ ଘରକୁ ଯାଇଥିବା ଶ୍ୱଶୁରଙ୍କୁ ହତ୍ୟା କରିଥିଲା ଜ୍ୱାଇଁ, ମିଳିଲା ଆଜୀବନ କାରାଦଣ୍ଡ

ବାରିପଦା (କେନ୍ୟୁଜ୍‌) : ଶ୍ଵଶୁରଙ୍କୁ ହତ୍ୟା ମାମଲାରେ ଜ୍ଵାଇଁକୁ ଆଜୀବନ ଜେଲ। ଜ୍ଵାଇଁ ସହ ଜ୍ଵାଇଁର ସାନଭାଇକୁ ମଧ୍ୟ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି ମୟୁରଭଞ୍ଜ ଏଡିଜେ୧ କୋର୍ଟ । ବହୁ ଚର୍ଚ୍ଚିତ ବୈସିଙ୍ଗା ଥାନା ଅନ୍ତର୍ଗତ ଖୁଣ୍ଟାପୁର ଗ୍ରାମର ୫୦ ବର୍ଷ ବୟସ୍କ ରମେଶ ସିଂଙ୍କୁ…

ଗଣମାଧ୍ୟମ ପ୍ରତିନିଧିଙ୍କ ଘରେ ପଶି ଆକ୍ରମଣ ଅଭିଯୋଗ, ଥାନାରେ ମାମଲା

ଘଟଗାଁ (କେନ୍ୟୁଜ୍‌) : ଗାଁରେ ଯାତ୍ରା ଚାନ୍ଦା ନ ଦେବାରୁ ରାସନ କାର୍ଡରେ ଚାଉଳ ମଳିଲା ନାହିଁ। ଏହି ଖବର ପ୍ରସାରଣ କରିବା ପରେ ଗଣମାଧ୍ୟମ ପ୍ରତିନିଧି ସରପଞ୍ଚଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ତାଙ୍କର ସମର୍ଥକମାନେ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଗଣମାଧ୍ୟମ…

ନାବାଳିକା ଅପହରଣ ଅଭିଯୋଗକୁ ବିତିଲାଣି ୪୨ ଦିନ, କିଛି ଖୋଜ ଖବର ପାଉନି ପୋଲିସ

ଚାନ୍ଦବାଲି (କେନ୍ୟୁଜ୍‌) : ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଧୀନସ୍ଥ ଉପରଦୁମୁକା ଗାଁର ଜଣେ ନାବାଳିକା ୪୨ ଦିନ ହେଲା ନିଖୋଜ ଅଛି । ସେହି ଗାଁର ଜଣେ ଯୁବକ ତାକୁ ଜୋର ଜବରଦସ୍ତ ଉଠାଇ ନେଇଥିବା ନେଇ ଝିଅର ମା ପୀରହାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ମାସେରୁ ଅଧିକ ଦିନ ବିତି…

ଷ୍ଟେସନ୍‌ର ଫୋନ୍‌ ହଜି ଗଲା, ତା ପରେ ସେହି ଫୋନ୍‌ରୁ ବାରମ୍ବାର ଆସୁଛି ଭିଡ଼ିଓ କଲ

ଭୁବନେଶ୍ୱର (କେନ୍ୟୁଜ) : ଗତ ଦୁଇ ତିନିଦିନ ଧରି ଏକ ଅଜବ ଘଟଣା ଦୃଷ୍ଟିକୁ ଆସିଛି। ଡିସେମ୍ବର ୬ ତାରିଖ ଦିନ ଭୁବନେଶ୍ୱର ରେଳ ଷ୍ଟେସନ ପ୍ଲାଟଫୋର୍ମ -୧ରୁ ଏକ ମୋବାଇଲ୍‌ ଚୋରି ହୋଇଥିଲା । ତେବେ ସେହି ଚୋରି ମୋବାଇଲ ନମ୍ବରରୁ ଫୋନ୍‌ର ମାଲିକଙ୍କ ସହ ସେଥିରେ ଥିବା ଅନ୍ୟ ନମ୍ବରରେ ବାରମ୍ବାର…

ଖାଇବାରେ ଚୁଟି ବାହାରିଲା ବୋଲି ସ୍ତ୍ରୀକୁ ମାରପିଟ୍‌ କରି ଲଣ୍ଡା କରିଦେଲା ସ୍ୱାମୀ, ଏବେ ଗିରଫ

ଖାଦ୍ୟରେ ଚୁଟି ମିଳିବା ପରେ ପତ୍ନୀଙ୍କୁ ମାରିବା, ପିଟିବା ପରେ ଲଣ୍ଡା କରିଦେଲେ ସ୍ୱାମୀ । ଏମିତି ଘଟଣା ଉତ୍ତରପ୍ରଦେଶର ପିଲିଭିତରେ ଦେଖିବାକୁ ମିଳିଛି। ଆଉ ଏହି ଘଟଣାରେ ଯୁବକଙ୍କୁ ସହଯୋଗ କରିଥିଲେ ପରିବାର ଲୋକେ। ତାଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ଦାଏର କରାଯାଇଛି । ଖବର ମୁତାବକ,…

ଚଳନ୍ତା କାର୍‌ରେ ମହିଳାଙ୍କୁ ଦୁର୍ବ୍ୟବହାର, ୧୦ ମାସର ପିଲାକୁ ଫିଙ୍ଗି ମାରି ଦେଲେ

ମୁମ୍ବାଇ : ଦିନକୁ ଦିନ ମଣିଷ ଯେମିତି ପଶୁ ଆଉ ରାକ୍ଷସ ପାଲଟି ଯାଉଛି । ଶନିବାର ସକାଳେ ଘଟିଛି ଏମିତି ଏକ ଘଟଣା ଯାହା ବିଷୟରେ ଜାଣିଲେ ମୁଁ କାହିଁକି ମଣିଷ ହେଲି ବୋଲି ଆପଣ ନିଜକୁ ମଧ୍ୟ ଧିକ୍କାର କରିବେ । ମହାରାଷ୍ଟ୍ରର ପାଲଘର ଜିଲ୍ଲା ମୁମ୍ବାଇ-ଅହମଦାବାଦ ହାଇେଓ୍ଵ ଅଞ୍ଚଳରେ ଏହି ଘଟଣା…

ପ୍ରେମିକକୁ ପାଇବା ପାଇଁ ସ୍ୱାମୀକୁ ମାରିଦେଲା ସ୍ତ୍ରୀ, ଖାଇବାରେ ଦେଉଥିଲା ସ୍ଲୋ ପଏଜନ

ବିବାହ ଏବେ ଆଉ ଶାଶ୍ୱତ ବା ଚିରନ୍ତନ ହୋଇ ରହିନାହିଁ । ପ୍ରେମ ପାଲଟି ଯାଇଛି ପାପ । ବିବାହ ଅପେକ୍ଷା ବିବାହ ବ୍ୟତିରକ ସମ୍ପର୍କ ବା ଏକ୍ସଟ୍ରା ମାରିଟାଲ ରିଲେସନ ଅଧିକ ଦେଖିବାକୁ ମିଳୁଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇର ସାନ୍ତାକ୍ରୁଜରେ । ଜଣେ ମହିଳା ତାର ପ୍ରେମିକକୁ ପାଇବା…

ନା ପଶିପାରିଲେ, ନା ବାହାରି ପାରିଲେ…; ରାତିସାରା କବାଟ ଫାଙ୍କରେ ଫସିରହିଲା ଚୋର; ସକାଳେ ମୃତ ଅବସ୍ଥାରେ ପାଇଲେ…

ବାରାଣସୀର ସାରନାଥ ଅଞ୍ଚଳରେ ସୋମବାର ସକାଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ସକାଳେ ଯେତେବେଳେ ଲୋକେ ନିଜ ନିଜ ଘରୁ ବାହାରିଥିଲେ, ତ ସେଠି ଥିବା ଏକ ପାଓ୍ଵାରଲୁମ୍‌ ସେଣ୍ଟରର କବାଟରେ ଜଣେ ଯୁବକ ଫସି ରହିଥିବାର ଦେଖିବାକୁ ପାଇଥିଲେ। ପାଖକୁ ଯିବା ପରେ ଗ୍ରାମବାସୀ ତାଙ୍କୁ ମୃତ ଅବସ୍ଥାରେ…

ଯୁବକଙ୍କ ସହ ଚାରି ଚାରିଜଣ ଯୁବତୀଙ୍କ ଗଣଦୁଷ୍କର୍ମ! ଠିକଣା ପଚାରିବା ବାହାନାରେ କରିନେଲେ ଅପହରଣ; ପୁଣି ଆଖିରେ ପଟି…

ପଞ୍ଜାବର ଜଳନ୍ଧରରୁ ଏକ ଅତି ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ୪ ଜଣ ଯୁବତୀ ଜଣେ ଯୁବକଙ୍କୁ ଅପହରଣ କରିନେଇ ତାଙ୍କ ସହିତ ଗଣଦୁଷ୍କର୍ମ କରିଛନ୍ତି ଏବଂ ଏହାପରେ ତାଙ୍କୁ ଛାଡ଼ି ଦେଇଛନ୍ତି। ଏହି ଘଟଣା ଲେଦର କମ୍ପ୍ଲେକ୍ସ ରୋଡ୍‌ରେ ଘଟିଛି। ତେବେ ଏହି ପୂରା ମାମଲାରେ…

ପ୍ରେମ ପରକୀୟା ହେଲେ ଘଟେ ଭୟଙ୍କର କାଣ୍ଡ, ତାନ୍ତ୍ରିକ ମାରିଦେଲା ପ୍ରେମିକ ପ୍ରେମିକାଙ୍କୁ

ପରକୀୟା ପ୍ରେମର ଭୟାନକ କାହାଣୀ । ଯାହାର ବାସ୍ତବତା ଏମିତି ଗୋଲକଧନ୍ଦା ଭିତରେ ଥିଲା ଯେ ପୋଲିସ୍‌ ବି ଚକମା ଖାଇଗଲା । ରାଜସ୍ଥାନ ଉଦୟପୁର ସ୍ଥିତ କେଲାବାବଡ଼ିରେ ଘଟିଥିବା ଘଟଣା ସାରା ଦେଶକୁ ଚହଲାଇ ଦେଇଛି । ଜଙ୍ଗଲ ଭିତରୁ ମିଳିଥିଲା ଯୁବକ ଯୁବତୀଙ୍କ ଉଲଗ୍ନ ମୃତଦେହ । ପୋଲିସ୍‌ ସନ୍ଦେହ…

ଶାଳୀକୁ ଦୁଷ୍କର୍ମ ଉଦ୍ୟମ କରି ବେକ କାଟି ଦେଲା ଭିଣୋଇ, ପରେ ନିଜେ ବି ଜୀବନ ହାରି ଦେଲା

ନୂଆଦିଲ୍ଲୀ : ଭିଣୋଇ ଶାଳୀର ସମ୍ପର୍କ ଟିକେ ଭିନ୍ନ । ଥଟ୍ଟା ମଜା ସହିତ ଦୃଢ଼ ହୋଇଥାଏ ଏହି ସମ୍ବନ୍ଧ । ହେଲେ ଉତ୍ତର ପ୍ରଦେଶର ଲଲିତପୁର ଅଞ୍ଚଳରେ ଜଣେ ଭିଣୋଇ ଏଭଳି କାଣ୍ଡ କଲେ ଯେ ଏଥିରେ ଏବେ ଦୁଇଟି ପରିବାର ଉଚ୍ଛନ୍ନ ହୋଇ ଯାଇଛି । ଅବିବେକୀ ଭିଣୋଇ ନିଜ ଶାଳୀକୁ ଦୁଷ୍କର୍ମ କରିବା ଲାଗି…

ସ୍ୱାମୀ ବିରୋଧରେ ଭୟଙ୍କର ଅଭିଯୋଗ ଆଣି ସ୍ତ୍ରୀ ଥାନାରେ ପହଞ୍ଚିଲେ

ସୋର (କେନ୍ୟୁଜ୍‌) : ଅନେକ ସୁନେଲି ସ୍ବପ୍ନ ଦେଖିଥିଲେ । ଅନେକ ଆଶା ନେଇ ସ୍ୱାମୀ ହାତ ଧରିଥିଲେ l ଘର ସଂସାର କରି ସାରା ଜୀବନ ସ୍ୱାମୀ ସହିତ ଖୁସିରେ ବିତାଇବେ l ହେଲା ସ୍ବପ୍ନ ଅଧାରୁ ଅଟକିଗଲା l ବିବାହ ପ୍ରସ୍ତାବ ବେଳେ ଭାବୀ ସ୍ୱାମୀ ସୁରଟରେ ଭଲ ଦରମା ପାଉଥିବା ଜଣେ ଇଂଜିନିୟର ଭାବେ ପରିଚୟ…