Browsing Tag

cyclone asani

 ଦୁର୍ବଳ ହେଲା ବାତ୍ୟା ଅସାନି: ଓଡ଼ିଶାରେ ପଡିନି ବିଶେଷ ପ୍ରଭାବ, ତଥାପି ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର (କେନ୍ୟୁଜ୍‌) : ଦୁର୍ବଳ ହେଲା ବାତ୍ୟା ଅସାନି । ଆନ୍ଧ୍ର ଉପକୂଳରେ ବାତ୍ୟା ପହଞ୍ଚିବା ସହ ଡିପ୍‌ ଡିପ୍ରେସନ୍‌ ବା ଗଭୀର ଅବପାତରେ ପରିଣତ ହୋଇଛି । ଏବେ ଗଭୀତ ଅବପାତ ମଛଲିପାଟ୍ଟନମରୁ ୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ଆନ୍ଧ୍ର ଉପକୂଳର ମଛଲିପାଟନମ୍‌ ଓ ନରସପୁର ମଧ୍ୟ…

ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଅଞ୍ଚଳର ମୋଟ ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ! ୫ ଜିଲ୍ଲାରେ ହାଇଆଲର୍ଟ ଜାରି

ଭୁବନେଶ୍ବର(କେନ୍ୟୁଜ): ଦୁର୍ବଳ ହେଲା ବାତ୍ୟା ଅସାନି । । ବାତ୍ୟା ପ୍ରଭାବରେ ପବନ କମ୍‌ ହେବ, ଅଧିକ ବର୍ଷିବ । ଦକ୍ଷିଣ ଓଡ଼ିଶା ଓ ଉପକୂଳ ଅଞ୍ଚଳର ମୋଟ ୮ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୫ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଦୁଇ ଦିନ ଧରି ବର୍ଷା ସମ୍ଭାବନା ଥିବାବେଳେ ଆଜି…

ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେଲା ଅସାନି, ଆନ୍ଧ୍ରର କାକିନାଡ଼ା-ବିଶାଖାପାଟଣା ନିକଟରେ ଛୁଇଁପାରେ…

ଭୁବନେଶ୍ୱର (କେନ୍ୟୁଜ): ଦୁର୍ବଳ ହେଲା ବାତ୍ୟା ଅସାନି । ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଛି । ବର୍ତ୍ତମାନ ଏହା ଗୋପାଳପୁର ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୪୦ କିଲୋମିଟର ଦୂରରେ ପଶ୍ଚିମ -କ୍ରେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କ୍ରେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟାରେ ଏହା…

ବଦଳିଲା ଦିଗ ! କାକିନଡା ପାଖାପାଖି ସ୍ଥଳଭାଗ ଛୁଇଁବ ବାତ୍ୟା ଅସାନି: SRC

ଭୁବନେଶ୍ୱର (କେନ୍ୟୁଜ): ବାତ୍ୟା ଅସାନି ନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ବର୍ତ୍ତମାନରସୂଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଆନ୍ଧ୍ର କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା । କାକିନାଡ଼ା-ବିଶାଖାପାଟଣା ମଝାମଝି ସ୍ଥଳଭାଗ ଛୁଇଁ ଛୁଇଁ ଯାଇପାରେ ବୋଲି ରିପୋର୍ଟ କହୁଛି…

ସମୁଦ୍ର ଭିତରେ ଆଗକୁ ବଢୁଛି ଭୀଷଣ ବାତ୍ୟା, ଉପକୂଳ ମୁହାଁଉଛି ‘ଅସାନି’

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ଆଗକୁ ବଢୁଛି ଭୀଷଣ ବାତ୍ୟା ଅସାନି । ସମୁଦ୍ର ଭିତରେ ଭୀଷଣ ରୂପ ଦେଖାଇଛି । ତାପୂର୍ବରୁ ସାମାନକୁ ଆସିଛି ବାତ୍ୟାର ଆଖି । ମଛଲିପଟନମ୍‌ ଡପ୍ଲର ରାଡାରରୁ ଅସାନିର ଆଖି ଦୃଶ୍ୟମାନ ହୋଇଛି । ଏବେ ଗୋପାଳପୁରଠାରୁ ଦକ୍ଷିଣ ପଶ୍ଚିମରେ ୫୩୦ କିଲୋମିଟର ଓ…

ବାତ୍ୟା ‘ଅସାନି’କୁ ନେଇ ସବୁ ମତ୍ସ୍ୟଜୀବୀଙ୍କୁ SRCଙ୍କ ପକ୍ଷରୁ ସତର୍କତା ଜାରି, ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ବର(କେନ୍ୟୁଜ): ବାତ୍ୟା ‘ଅସାନି’କୁ ନେଇ ସବୁ ମତ୍ସ୍ୟଜୀବୀଙ୍କୁ SRCଙ୍କ ପକ୍ଷରୁ ସତର୍କତା ଜାରି । ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ମାଇକ ଦ୍ୱାରା ପ୍ରଚାର କରି ସତର୍କ କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ଏହାସତ୍ତ୍ୱେ…

ଚନ୍ଦ୍ରଭାଗାରେ ଅସାନିର ପ୍ରଭାବ: ବଡ଼ ବଡ଼ ଲହଡ଼ି ଆସି ପିଟି ହେଉଛି କୂଳରେ, ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର

ଗୋପ(କେନ୍ୟୁଜ): ଚନ୍ଦ୍ରଭାଗାରେ ସାମ୍ଭାବ୍ୟ ବାତ୍ୟା ଅସାନିର ପ୍ରଭାବ । ସମୁଦ୍ର ଅଶାନ୍ତ ରହିଛି । ମଝିରେ ମଝିରେ ବଡ଼ ବଡ଼ ଲହଡ଼ି ଆସି କୂଳରେ ପିଟି ହେଉଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ । ପ୍ରଶାସନ ତରଫରୁ ଚନ୍ଦ୍ରଭାଗା ନୋଳିଆସାହିର ବସ୍ତିବାସିନ୍ଦା ଓ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ…

ଆଜିଠୁ ୩ଦିନ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ସବୁ ବନ୍ଦରକୁ ୨ ନମ୍ବର ବିପଦ ସଙ୍କେତ ଜାରି

ଭୁବନେଶ୍ବର(କେନ୍ୟୁଜ): ବାତ୍ୟା ପ୍ରଭାବରେ ପବନ କମ୍‌ ହେବ । ଅଧିକ ବର୍ଷିବ । ଆଜିଠୁ ୩ଦିନ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୩ ଜିଲ୍ଲା ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ୧୧ ତାରିଖ ପାଇଁ ଗଞ୍ଜାମ, ପୁରୀ, ଖୋର୍ଦ୍ଧା,…

ଉପକୂଳ ମୁହାଁ ବାତ୍ୟା ଅସାନି: ଏବେ ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ

ଭୁବନେଶ୍ବର(କେନ୍ୟୁଜ): ଉପକୂଳ ମୁହାଁ ଭୀଷଣ ବାତ୍ୟା ଅସାନି । ଏବେ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିଲୋମିଟର ଏବଂ ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ । ଭୀଷଣ ବାତ୍ୟା ଅସାନି ବର୍ତ୍ତମାନ ଏହାର ଗତି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ…

ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଗତି କରୁଛି ଅସାନୀ, ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା

କେନ୍ୟୁଜ୍(ବ୍ୟୁରୋ):ସମୁଦ୍ର ଭିତରେ ଅଶାନ୍ତ ହେଉଛି ଅସାନୀ। ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଭୀଷଣ ସାମୁଦ୍ରିକ ଝଡ଼। ସମୁଦ୍ର ଭିତରେ କେନ୍ଦ୍ରୀଭୂତ ହୋଇ ଅସାନୀ ବଳ ଗୋଟାଇ ଧିରେ ଧିରେ ଉପକୂଳ ମୁହାଁ ହେଉଛି ।୩୬ ଘଣ୍ଟାରେ ଦୁର୍ବଳ ହୋଇ ଭୀଷଣ…

ସିଭିୟର ସାଇକ୍ଲୋନ୍‌ରେ ପରିଣତ ହେଲା ବାତ୍ୟା ଅସାନି, ୧୪ କିଲୋମିଟର ବେଗରେ ଗତି କରୁଛି

କେନ୍ୟୁଜ୍(ବ୍ୟୁରୋ):  ବଙ୍ଗୋପସାଗରରେ ସିଭିୟର ସାଇକ୍ଲୋନ୍‌ରେ ପରିଣତ ହେଲା ବାତ୍ୟା ଅସାନି । ଅଧିକ ଘନୀଭୂତ ହୋଇ ଭୀଷଣ ରୂପ ଧାରଣ କରିଛି । ଗତ ୬ ଘଣ୍ଟାରେ ସମୁଦ୍ର ଭିତରେ ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ଭୀଷଣ ବାତ୍ୟା । ଏବେ ପୁରୀଠାରୁ ୮୮୦ କିଲୋମିଟର…

ବାତ୍ୟା ‘ଅସାନି’ ପ୍ରଭାବରେ କିଛି ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ, ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

କେନ୍ୟୁଜ୍(ବ୍ୟୁରୋ):ଓଡ଼ିଶା ଛୁଇଁବନି ବାତ୍ୟା ‘ଅସାନି’। ପ୍ରଭାବରେ ବର୍ଷା ଓ ପବନ ବହିପାରେ । କିଛି ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ। କିନ୍ତୁ ବନ୍ୟାର ସମ୍ଭାବନା ନାହିଁ । ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ…