Below header
Browsing Tag

deepika padukone

ଜନ୍ମଦିନରେ ରଣବୀର ନୁହେଁ ସିଦ୍ଧାନ୍ତଙ୍କ ସହିତ ଲିପଲକ୍‌ ହେଲେ ଦୀପିକା, ଫଟୋ ବି ସେୟାର କଲେ

ବଲିଉଡର ମସ୍ତାନୀ ଦୀପିକା ପାଦୁକୋନଙ୍କ ଆଜି ଜନ୍ମଦିନ। ଆଉ ଦୀପିକାଙ୍କ ଜନ୍ମଦିନରେ ରଣବୀର ଏବଂ ଦୀପିକାଙ୍କ ରୋମାଣ୍ଟିକ ପୋଷ୍ଟ ଏବଂ ଫଟୋକୁ ଅପେକ୍ଷା କରି ରହିଥିଲେ ଫ୍ୟାନ୍ସ। କିନ୍ତୁଆଜି ସକାଳୁ ଇଣ୍ଟରନେଟରେ ଆଉ ଏକ ଫଟୋ ଚର୍ଚ୍ଚାକୁ ଆସିଛି। ଯେଉଁଥିରେ ଦୀପିକା ପାଦୁକୋନ ନିଜ ସ୍ୱାମୀଙ୍କୁ…

ନିଜ ଠାରୁ ବୟସରେ ସାନ ହିରୋଙ୍କ ସହ ରୋମାନ୍ସ କରୁଛନ୍ତି ଦୀପିକା, ସାମ୍ନାକୁ ଆସିଲା ‘ଗହରାଇଁୟା’ର ଟିଜର

ସାମ୍ନାକୁ ଆସିଲା ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ବହୁ ଚର୍ଚ୍ଚିତ ଫିଲ୍ମର ଟିଜର। ଦୀର୍ଘ ଦିନ ହେଲା ଚର୍ଚ୍ଚାରେ ଥିବା ଶକୁନ୍‌ ବତ୍ରାଙ୍କ ଏହି ଫିଲ୍ମର ନାଁ ଶେଷରେ ସାମ୍ନାକୁ ଆସିଛି। ଏଥିସହ ଏହି ଫିଲ୍ମର ରିଲିଜ୍‌ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଦୀପିକା ପାଦୁକୋନ୍‌ ଓ ସିଦ୍ଧାନ୍ତ…

Adidasର ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ଦୀପିକା ପାଦୁକୋନ୍‌, ଓ୍ଵିମେନ୍‌ ସ୍ପୋର୍ଟସ ୱେୟାରର କରିବେ ପ୍ରଚାର

ସ୍ପୋର୍ଟସ୍‌ ୱେୟାର ରିଟେଲର ଆଡିଦାସ୍‌ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ନିଜ ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଚୟନ କରିଛି। ସେ ଆଡିଦାସ୍‌ ଓ୍ଵିମେନ୍‌କୁ ସାରା ଦୁନିଆରେ ପ୍ରଚାର କରିବେ। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହି ପଦକ୍ଷେପ ମହିଳା ଓ ଦୋକାନୀଙ୍କ ମଧ୍ୟରେ ଏକ…

ଦୀପିକା ପାଦୁକୋନ ସେୟାର କଲେ ପିଭି ସିନ୍ଧୁଙ୍କ ସହିତ ବ୍ୟାଡ୍‌ମିଣ୍ଟନ ସେସନ୍‌, ଫ୍ୟାନ୍ସ ପଚାରିଲେ, ‘କ’ଣ ପ୍ରସ୍ତୁତ…

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ନିକଟରେ ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ସହିତ ଡିନରରେ ସ୍ପଟ୍‌ ହୋଇଥିଲେ। ଏହାକୁ ନେଇ ଫ୍ୟାନ୍‌ମାନେ ଏବେ ଅନୁମାନ କରୁଛନ୍ତି କି, ବୋଧହୁଏ ସିନ୍ଧୁଙ୍କ ବାୟୋପିକ୍‌ ପ୍ରସ୍ତୁତ ହେଉଛି, ଯେଉଁଥିରେ ଦୀପିକା ଲିଡ୍‌ ରୋଲ୍‌ ପ୍ଲେ କରିବେ। ସେପଟେ…

ଅମିତାଭ ବଚ୍ଚନଙ୍କୁ କେବିସିରେ ଫରାହ ଖାନ କରିଦେଲେ ଆଶ୍ଚର୍ଯ୍ୟ, କହିଲେ, ‘ମୋର ଏକ ଛୁଆକୁ ନେଇଯାଅ’

‘କୌନ ବନେଗା କରୋଡପତି ସିଜନ ୧୩’ ଟିଭିରେ ଜୋର୍‌ସୋରରେ ଆଗେଇ ଚାଲିଛି। ଶୋ’ରେ ସେଲିବ୍ରିଟିମାନଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ଚଳିତ ସପ୍ତାହରେ ଅମିତାଭ ବଚ୍ଚନଙ୍କ ସହିତ ଦୀପିକା ପାଦୁକୋନ ଓ ଫରାହ ଖାନ ନଜର ଆସିବେ। କେବିସି ୧୩ର ଏକ ପ୍ରୋମୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ…

ଦୀପିକା ପାଦୁକୋନ୍‌ ଏସିଡ ପୀଡିତାଙ୍କ ଚିକିତ୍ସା ପାଇଁ ଦେଲେ ୧୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଲୋକଙ୍କୁ ଅସହାୟତା ବେଳେ ସାହାଯ୍ୟ କରିବାକୁ ବହୁ କଳାକାର ଆଗେଇ ଆସୁଥିବା ଦେଖାଯାଇଛି । ଏମିତିରେ ଫିଲ୍ମ ଅଭିନେତା ସୋନୁ ସୁଦଙ୍କ ଉଦାହରଣ ନିଆଯାଇପାରେ । ଯେକି କରୋନା ଲକ୍‌ଡାଉନ ସମୟରେ ଶହ ଶହ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ଏବେ ଜଣେ ଏସିଡ ପୀଡିତାଙ୍କୁ ସାହାଯ୍ୟ କରିବା…

ମା’ ଜନ୍ମଦିନରେ ସାର୍ଟ କାଢି ଦୀପିକାଙ୍କ ସହିତ ମସ୍ତି କଲେ ରଣବୀର, ବାପା ଦେଲେ ଚେତାବନୀ

ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ଲଭଷ୍ଟୋରୀ କାହା ବା ଅଜଣା। ଫ୍ଯାନ୍ ହୁଅନ୍ତୁ ଅବା ବି ଟାଉନ ସେଲିବ୍ରିଟି ସମସ୍ତେ ଏହି କପଲଙ୍କ ଫ୍ଯାନ। ନିକଟରେ ଦୁହିଁଙ୍କୁ ରଣବୀର ସିଂଙ୍କ ମା’ଙ୍କ ଜନ୍ମଦିନ ଅବସରରେ ଦେଖିବାକୁ ମିଳିଥିଲା। ଏହି ସମୟର ଅନେକ ଫଟୋ ମଧ୍ୟ ଭାଇରଲ ହୋଇଛି। ରଣବୀର ସିଂ…

ଆକ୍ସନ ଅବତାରରେ ନଜର ଆସିବେ ଦୀପିକା ପାଦୁକୋନ

ମୁମ୍ବାଇ : ବଲିଉଡ୍ ନାୟିକା ଦୀପିକା ପାଦୁକୋନ ହଲିଉଡରେ ବି ନିଜ ଅଭିନୟର ଯାଦୁ ଦେଖାଇ ସାରିଲେଣି । ତେବେ କୁହାଯାଉଛି କି ଦୀପିକା ପ୍ରଥମଥର ଲାଗି ବଲିଉଡ୍‌ରେ କିଛି ଆକ୍ସନ ସିନରେ ନଜର ଆସିବେ । ଯାହାର କିଛି ଝଲକ ହଲିଉଡ୍ ମୁଭି ‘ଏକ୍ସଏକ୍ସଏକ୍ସ: ରିଟର୍ଣ୍ଣ ଅଫ୍ ଜେଣ୍ଡର କେଜ’ ରେ ଦେଖିବାକୁ…

ହ୍ରିତିକ ରୋଶନ-ଦୀପିକା ପାଦୁକୋନ୍‌ଙ୍କ Fighter ହେବ ଭାରତର ପ୍ରଥମ ଏରିୟଲ ଆକ୍ସନ୍‌ ଫିଲ୍ମ, ବଜେଟ୍‌ ରହିବ ୨୫୦ କୋଟି!

ଖୁବ୍‌ଶୀଘ୍ର ଏକାଠି ନଜର ଆସିବାକୁ ଯାଉଛନ୍ତି ହ୍ରିତିକ୍‌ ରୋଶନ୍‌ ଓ ଦୀପିକା ପାଦୁକୋନ୍‌। ଫ୍ୟାନ୍‌ଙ୍କର ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଏହି ଦୁଇ ଷ୍ଟାର ଗୋଟିଏ ଫିଲ୍ମରେ ସ୍କ୍ରିନ୍‌ ସେୟାର କରିବେ। ଖୁବ୍‌ଶୀଘ୍ର ଏହି ଦୁଇ ତାରକାଙ୍କୁ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ଫାଇଟର’ରେ ଦେଖିବାକୁ…

‘ପଠାନ’ ଫିଲ୍ମର ସୁଟିଂ ଆରମ୍ଭ କଲେ ଦୀପିକା ପାଦୁକୋନ

ସୁପରଷ୍ଟାର ଶାହରୁଖ ଖାନ 'ପଠାନ' ଫିଲ୍ମ ଜରିଆରେ ବଡ ପରଦାକୁ ଫେରିବେ । ଯେଉଁଥିରେ ଜନ ଆବ୍ରାହମ୍, ଦୀପିକା ପାଦୁକୋନ, ଡିମ୍ପଲ କାପାଡିଆ ମଧ୍ୟ ଅଭିନୟ କରିବେ ବୋଲି ଜଣାଯାଇଛି । ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ହେଲେ ଫିଲ୍ମ ପାଇଁ ଦୀପିକା ରବିବାର ଠାରୁ ସୁଟିଂ ଆରମ୍ଭ…

ପୁଣି ଥରେ ଧମାଲ କରିବେ ଦୀପିକା ଓ ଭନଶାଲୀ, ଡକାୟତ ଭୂମିକାରେ ନଜର ଆସିବେ ଦୀପିକା

ପରଦାରେ ଅଲଗା ଅଲଗା ଭୂମିକା ନିର୍ବାହ କରି ଲୋକଙ୍କ ବେଶ୍ ମନୋରଞ୍ଜନ କରିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ଏବେ କିଛି ଅଲଗା ଚରିତ୍ରରେ ପୁଣି ନଜର ଆସିବାକୁ ଯାଉଛନ୍ତି ଦୀପିକା। ଖୁବଶୀଘ୍ର ଡକାୟତ ହୋଇ ଲୋକଙ୍କୁ ଲୁଟିବାକୁ ପ୍ରସ୍ତୁତ ହେଉଛନ୍ତି। ଖବର ମୁତାବକ ଦୀପିକା ସଞ୍ଜୟ ଲୀଳା…

ଭାଇରସକୁ ହରାଇଲେ ଦୀପିକା ପାଦୁକୋନଙ୍କ ବାପା

ବଲିଉଡରେ ବି କରୋନା ତାର ସ୍ଥାନକୁ କାୟମ ରଖିଛି। ଲଗାତାର ଭାବେ ଅନେ କଳକାର ଏହି ମହାମାରୀରେ ସଂକ୍ରମିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ କରୋନାକୁ ମାତ୍ ଦେଇଥିବାବେଳେ ଆଉ କିଛି କଳାକାରଙ୍କ ଜୀବନକୁ କରୋନା ନେଇଗଲା। ବର୍ତ୍ତମାନ କରୋନାକୁ ପରାସ୍ତ କରିବା ତାଲିକାରେ ଦୀପିକା ପାଦୁକୋନଙ୍କ…