Odisha News
.
Browsing Tag

delivery

ବସରୁ ଓହ୍ଲାଇବା ପରେ ରାସ୍ତାରେ ସନ୍ତାନ ଜନ୍ମ କଲେ ମହିଳା, ସ୍ଥାନୀୟ ମହିଳା କଲେ ସାହାଯ୍ୟ

ରାସ୍ତା ମଝିରେ ପ୍ରସବ କଲେ ମହିଳା। ବ୍ରହ୍ମପୁର ସହରର କୋର୍ଟପେଟା ଛକ ରାସ୍ତାରେ ଏହି ଘଟଣା ଘଟିଛି। ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ଅଞ୍ଚଳର ଜଣେ ଗର୍ଭବତୀ ମହିଳା ପ୍ରସବ ପାଇଁ ବ୍ରହ୍ମପୁର ବଡ ମେଡିକାଲ ଆସୁଥିଲେ। ଛକରେ ବସ୍‌ରୁ ଓହ୍ଲାଇବା ପରେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ସ୍ଥାନୀୟ…

ହାଓ୍ଵଡ଼ାରେ ଗୋମାଂସ ଡେଲିଭରିକୁ ନା, ଆନ୍ଦୋଳନ କଲେ ZOMATO କର୍ମଚାରୀ

ହାଓ୍ଵଡ଼ାରେ ଜୋମାଟୋ କର୍ମଚାରୀଙ୍କ ଆନ୍ଦୋଳନ । ଗୋମାଂସ ଏବଂ ଘୁସୁରୀ ମାଂସ ଡେଲିଭରି ଦେବାକୁ ବାଧ୍ୟ କରିବାରୁ ଏହର ପ୍ରତିବାଦ କରିଛନ୍ତି କର୍ମଚାରୀ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗୋମାଂସ ଡେଲିଭରି ଦେବାକୁ କଂପାନୀ କହିବାରୁ ପ୍ରଥମେ ଏମାନେ ମନା କରିଥିଲେ ।…

ପ୍ରସବ ଯନ୍ତ୍ରଣା କମିନି . . . ତଥାପି ବେଡ ଉପରେ ପରୀକ୍ଷା ଦେଲେ ମହିଳା

ଇଥୋପିଆ: ଶିକ୍ଷାପାଇଁ ଲୋଡା ନଥାଏ ସ୍ଥାନ,କାଳ,ପାତ୍ର କାହିଁକି ନା ବିଦ୍ୟାର୍ଥୀଟିଏ ବୁଝେ ଶିକ୍ଷାର ମହତ୍ବ କେତେ । ଯଦି ମନରେ ଶିକ୍ଷା ପ୍ରତି ପ୍ରଗାଢ ଭଲ ପାଇବା ସୃଷ୍ଟି ହୁଏ ତେବେ ବିଦ୍ୟାର୍ଥୀଟିଏ ଏହାକୁ ହାସଲ କରିବାପାଇଁ କୌଣସି ସମୟକୁ ଅପେକ୍ଷା କରେନାହିଁ । ଯାହାର ଉଦାହାରଣ ଦେଖିବାକୁ…

ଜନ୍ମ ପରେ ରାହୁଲଙ୍କୁ ପ୍ରଥମେ କୋଳରେ ଧରିଥିଲେ ଏହି ମହିଳା, ୪୯ ବର୍ଷ ପରେ ଭେଟିଲେ କଂଗ୍ରେସ୍ ଅଧ୍ୟକ୍ଷ

କେରଳ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ୱାଇନଡରେ ତିନି ଦିନ ଭ୍ରମଣ କରିବାକୁ ଯାଇଛନ୍ତି।ଏହି ଅବସରରେ ରବିବାର ଦିନ ଖୋଝୀକୋଡରେ ନିଜ ସମର୍ଥକଙ୍କ ସହ ରୋଡ ଶୋ କରିଥିଲେ। ଏହି ରୋଡ ଶୋ କରିବାର କିଛି ସମୟ ପୂର୍ବରୁ ରାଜମ୍ମା ନାମକ ଜଣେ ଅବସର ପ୍ରାପ୍ତ ନର୍ସଙ୍କ ସହ ଦେଖା…

ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ, ସାହାଯ୍ୟ ନପାଇ ଶେଷକୁ କଲେ ଏମିତି କାମ

ମାହାରାଷ୍ଟ୍ର : ନାଗପୁରର ଏକ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ଯାହା ମାନବୀକତାକୁ ଆଘାତ ପହଞ୍ଚାଇଛି। ଡାକ୍ତରଖାନାକୁ ଡେଲିଭେରୀ ପାଇଁ ଯାଇଥିବା ବେଳେ କାହାର ସାହଯ୍ୟ ନପାଇ ନିଜେ ଶିଶୁ ଜନ୍ମ କରିଛନ୍ତି ୨୩ ବର୍ଷିୟା ଶୁକେଷ୍ଣୀ ଶ୍ରୀକାନ୍ତ। ଆସନ୍ତୁ ନଜର ପକାଇବା କଣ ରହିଥିଲା…

ହଟିଲା ହାଡ ଭଙ୍ଗା ପରିଶ୍ରମ, ରାମୁ ଦୁଃଖ ବୁଝି ZOMATO ଉପହାର ଦେଲେ ଇଲେକ୍ଟ୍ରୀକ୍ ଟ୍ରାଏ ସାଇକେଲ

କିଛି ଦିନ ପୁର୍ବରୁ ନିଜ ଟ୍ରାଏ ସାଇକେଲରେ ଘରକୁ ଘର ବୁଲି ଟାଇମରେ ଜୋମାଟୋର ଖାଦ୍ୟ ପହଞ୍ଚାଉଥିବା ଦିବ୍ୟାଙ୍ଗ ଯୁବକ ରାମୁ ସାହୁଙ୍କ କଥା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।ଏହି ଦିବ୍ୟାଙ୍ଗ ରାମୁଙ୍କ ପରିଶ୍ରମ ପାଇଁ ସବୁଆଡୁ ପ୍ରଶଂସାର ସୁଅ ମଧ୍ୟ ଛୁଟିଥିଲା। ନିଜର ନିଷ୍ଠାପର କାମ…

ବିଚିତ୍ର, ବିରଳ ଘଟଣା : ଗୋଟିଏ ଶିଶୁ ଜନ୍ମର ୨୬ ଦିନ ପରେ ଆଉ ଗୋଟିଏ ଶିଶୁର ଜନ୍ମ, କେମିତି ସମ୍ଭବ ହେଲା ?

ବାଂଲାଦେଶ : ଏଇ କଳି ଯୁଗରେ ଅନେକ ବିଚିତ୍ର ଘଟଣା ଘଟୁଛି । ଯେମିତି ପିଲା ଜନ୍ମ ନେଇ ଘଟିଛି କେବେବି ଘଟିନଥିବା ଗୋଟିଏ ଘଟଣା । ଏଠାକାର ଜୈସୋରର ଦକ୍ଷିଣ ପଶ୍ଚିମ ଏଡ ଡାଇନ ହସ୍ପିଟାଲରେ ମାର୍ଚ୍ଚ ୨୨ ତାରିଖରେ ଦେଖିବାକୁ ମିଳିଥିଲା ଏହି ଆଶ୍ଚର୍ଯ୍ୟକର ଘଟଣା । ଜଣେ ମହିଳା ଗୋଟିଏ ସନ୍ତାନ…

ଜନନୀ ଯାତନାର ଆଉ ଏକ ଚିତ୍ର : ଆମ୍ବୁଲାନ୍ସ ଆସିଲାନି, ଅଟୋରେ ପ୍ରସବ କଲେ ମହିଳା

ନବରଂଗପୁର : ନବରଂଗପୁରରୁ ଆସିଛି ଜନନୀ ଯାତନାର ଆଉ ଏକ ଚିତ୍ର । ଆମ୍ବୁଲାନ୍ସ ଆସିଲାନି, ଅଟୋରେ ପ୍ରସବ କଲେ ମହିଳା । ଘଟଣା ଘଟିଛି ନବରଂଗପୁର ଡାବୁଗାଁ ବ୍ଳକର ଘୋଡାଖୁଣ୍ଟା ଗାଁରେ । ରାତିରେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍‌ସକୁ ଫୋନ କରାଯାଇଥିଲା । ଗାଡି ଖରାପ ଅଛି…