Browsing Tag

divorce

ପତ୍ନୀ ନିର୍ଯାତନାର ଶିକାର ହେଲେ ସେଲିବ୍ରିଟି ଶେଫ୍‌ କୁନାଲ କପୁର, ବିବାହର ୧୬ ବର୍ଷ ପରେ ହେଲା ଛାଡ଼ପତ୍ର

ସେଲିବ୍ରିଟି ଶେଫ୍‌ କୁନାଲ କପୁରଙ୍କୁ ନେଇ ଆସିଛି ଏକ ବଡ଼ ଖବର । ପତ୍ନୀଙ୍କୁ ଛାଡପତ୍ର ଦେବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କଠାରୁ ତାଙ୍କୁ ଅନୁମତି ମିଳିଛି । ପତ୍ନୀଙ୍କ ବ୍ୟବହାର ତାଙ୍କ ପ୍ରତି ସହାନୁଭୂତିଶୀଳ ନୁହଁ ବୋଲି କୋର୍ଟ କହିଛନ୍ତି । ପରିବାର କୋର୍ଟରେ କୁନାଲଙ୍କ ଛାଡପତ୍ର ଆବେଦନ…

ଭାଙ୍ଗିଲା ୧୧ ବର୍ଷର ସମ୍ପର୍କ, ଈଶା ଦେଓ୍ଵଲ ସ୍ୱାମୀ ଭରତଙ୍କ ଠାରୁ ନେବେ ଛାଡପତ୍ର

ବଲିଉଡ ଅଭିନେତ୍ରୀ ଈଶା ଦେଓ୍ଵଲ ସ୍ୱାମୀ ଭରତଙ୍କ ଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି । ଦୀର୍ଘଦିନରୁ ହେଉଥିବା ଚର୍ଚ୍ଚାରେ ଶେଷରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଏ ନେଇ ଖୋଦ୍ ଉଭୟ ଏକ ବୟାନ ଜାରି କରି ଘୋଷଣା କରିଛନ୍ତି । ତେବେ ଦୁହିଁଙ୍କ ସହମତିରେ ବିବାହ ବିଚ୍ଛେଦ ହେଉଛି । ଦୁହେଁ ଜାରି…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ସ୍ୱାମୀଙ୍କ ପାଇଁ ସ୍ତ୍ରୀ ବ୍ରତ ଉପବାସ କରିବାକୁ ବାଧ୍ୟ ନୁହେଁ

ବିବାହ ଏକ ପବିତ୍ର ବନ୍ଧନ । ଏହି ପବିତ୍ର ବନ୍ଧନକୁ ପାଳନ କରିବାକୁ ଯାଇ ସାରା ଜୀବନ ମଣିଷ କର୍ତ୍ତବ୍ୟରେ ନିଜକୁ ବ୍ୟସ୍ତ ରଖିଥାଏ । ଭାରତ ଏକ ଧାର୍ମିକ ଦେଶ ଏଠାରେ ଅନେକ ନିୟମ ରହିଛି ସେହି ନିୟମକୁ ଆମ ରୀତି ନୀତି ଅନୁଯାୟୀ ପାଳନ କରାଯାଇଥାଏ । ଏଥିସହ ଆମ ପୂର୍ବାଲୋକଙ୍କ ସମୟରୁ ଅନେକ…

ଜାଣନ୍ତୁ ସିଲଭର ଡିଭୋର୍ସ କ’ଣ ? କାହିଁକି ହେଉଛି ଭାରତରେ ଲୋକପ୍ରିୟ ?

ଭାରତୀୟ ସଂସ୍କୃତିରେ ବିବାହ ସାତ ଜନ୍ମର ବନ୍ଧନ ହୋଇଥାଏ । ଡିଭୋର୍ସ ଏକ ଇଂରାଜୀ ଶବ୍ଦ, ଯାହାର ହିନ୍ଦୀ ଶବ୍ଦକୋଷରେ କୌଣସି ଅର୍ଥ ନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ଭାରତରେ ଡିଭୋର୍ସ ବା ଛାଡପତ୍ରର ହାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ରିପୋର୍ଟ ଅନୁଯାୟୀ, ଗତ ଦୁଇ ଦଶକ ମଧ୍ୟରେ ଭାରତରେ…

ବିବାହର ୧୨ ବର୍ଷ ପରେ ହେଲା ରାପର-ସିଙ୍ଗର ହନି ସିଂଙ୍କ ଛାଡପତ୍ର, ପତ୍ନୀ ଶାଲିନି କରିଥିଲେ ଘରୋଇ ହିଂସା ଅଭିଯୋଗ

ରାପର-ସିଙ୍ଗର ହନି ସିଂଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।  ହନି ସିଂ ଏବଂ ତାଙ୍କ ପତ୍ନୀ ଶାଲିନୀଙ୍କ ମଧ୍ୟରେ ଛାଡପତ୍ର ହୋଇଛି । ଅନେକ ଦିନରୁ ହନି ସିଂ ନିଜ ବୈବାହିକ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିଲେ । ଶେଷରେ ଦିଲ୍ଲୀ ଫ୍ୟାମିଲି କୋର୍ଟ ଏହି ଦମ୍ପତିଙ୍କୁ ଅଲଗା ହେବା ପାଇଁ ଅନୁମତି…

କ’ଣ ଅଲଗା ହୋଇଯିବେ କି ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରା? ଫିଲ୍ମ ରିଲିଜ୍‌ ପୂର୍ବରୁ କଲେ ଘୋଷଣା

ବର୍ତ୍ତମାନ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଚର୍ଚ୍ଚାରେ ରହିଛନ୍ତି । ନିକଟରେ ରାଜ ନିଜ ଡେବ୍ୟୁ ଫିଲ୍ମ ୟୁଟି ୬୯ର ଘୋଷଣା କରିଛନ୍ତି । ଏହି ଫିଲ୍ମ ମାଧ୍ୟମରେ ରାଜ ଆକ୍ଟିଙ୍ଗ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି । ଫିଲ୍ମ ପ୍ରମୋସନ ଭିତରେ ରାଜ ଏକ ଏପରି ପୋଷ୍ଟ ସେୟାର କରିଛନ୍ତି…

ବିବାହର ୧୮ ବର୍ଷରେ ପତ୍ନୀଙ୍କୁ ଠାରୁ ଅଲଗା ହେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ତାଙ୍କ ପତ୍ନୀ ସୋଫି ଗ୍ରେଗୋଆରଙ୍କ ଠାରୁ ବିବାହର ୧୮ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି । ଦୁହେଁ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟ୍ କରି ଦୁହେଁ କହିଛନ୍ତି, ଅନେକ ଗୁରୁତ୍ବପୂର୍ଣ୍ଣ ଓ ଅସୁବିଧାଜନକ ଆଲୋଚନା ପରେ…

ଦୀର୍ଘଦିନ ଶାରୀରିକ ସମ୍ପର୍କ ନ ରହିଲେ ଛାଡ଼ପତ୍ର ପାଇଁ ହୋଇପାରେ ପର୍ଯ୍ୟାପ୍ତ କାରଣ : ଆଲ୍ହାବାଦ ହାଇକୋର୍ଟ

ଆଲ୍ହାବାଦ : ସହବାସ ନହେଲେ ଛାଡ଼ପତ୍ର । ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ନଥିଲେ ଏହା ଛାଡପତ୍ର ପାଇଁ ହୋଇପାରେ ପର୍ଯ୍ୟାପ୍ତ କାରଣ ବୋଲି କହିଛନ୍ତି କୋର୍ଟ । କାରଣ ଜୀବନସାଥୀ ଠାରୁ ଶାରୀରିକ ସମ୍ପର୍କରୁ ଦୂରେଇ ରହିବା ମାନସିକ ଉତ୍ପୀଡ଼ନ ବୋଲି କୋର୍ଟ କହିଛନ୍ତି। ଜଣେ ବ୍ୟକ୍ତିଙ୍କ…

ଲାଇଭ ଟିଭିରେ ଛାଡପତ୍ର ଘୋଷଣା କଲେ ମହିଳା ଆଙ୍କର, ପ୍ୟାନେଲରେ ବସିଥିବା ଅତିଥି ଆଶ୍ଚର୍ଯ୍ୟ

ଭାଲେଣ୍ଟାଇନ ସପ୍ତାହ ଚାଲିଛି । ଯେଉଁଠି ପ୍ରେମୀ ଯୋଡି ପ୍ରେମ ସପ୍ତାହ ପାଳନ କରୁଥିବା ବେଳେ ଜଣେ ମହିଳା ଆଙ୍କର ଛାଡପତ୍ର ଦେଇଥିବା ଖବର ଦେଖିବାକୁ ମିଳିଛି । ଲାଇଭ ଟିଭିରେ ଏକ ପ୍ୟାନେଲ ଡିବେଟ୍‌ ସମୟରେ ମହିଳା ଆଙ୍କର ଜଣକ ଛାଡପତ୍ର ଘୋଷଣା କରିଛନ୍ତି । ଆଙ୍କର କଥା ଶୁଣି ଡିବେଟ୍‌ରେ…

ବିବାହ ବିଚ୍ଛେଦ ଚର୍ଚ୍ଚା ଭିତରେ ସାନିଆ-ସୋଏବଙ୍କ ବଡ ଘୋଷଣା: ଏକାଠି କରିବେ ଟକ୍ ସୋ’, ଖୁବ୍ ଶୀଘ୍ର ହେବ ପ୍ରସାରିତ

ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ସୋଏବ ମଲିକ। ବେଶ୍ କିଛି ଦିନ ହେବ ଉଭୟଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ଭିତରେ ଦୁହେଁ ଏକ ବଡ ଘୋଷଣା କରିଛନ୍ତି । ଦୁହେଁ…

ସ୍ୱାମୀ- ସ୍ତ୍ରୀଙ୍କ ଇଛା ନଥିଲେ ହେବନି ଛାଡ଼ପତ୍ର, ଗୋଟିଏ ପକ୍ଷ ସହମତିରେ ଧାରା ୧୪୨ର ବ୍ୟବହାର କରିପାରିବେ ନାହିଁ:…

ନୂଆଦିଲ୍ଲୀ : ଛାଡପତ୍ର ମାମଲା ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମ୍‌କୋର୍ଟ‌ କହିଛନ୍ତି, ଭାରତରେ ବିବାହ ଏକ ଖାମଖିଆଲି ଘଟଣା ନୁହେଁ। ପାଶ୍ଚାତ୍ୟ ଦେଶଗୁଡ଼ିକରେ ଆଜି ବାହାଘର ଏବଂ କାଲି ବିଚ୍ଛେଦ ଭଳି ଯେଉଁସବୁ ଘଟଣା ଘଟୁଛି ସେଭଳି ଆମ ଦେଶରେ ହୁଏନାହିଁ ବା ଆମେ…

ବାତିଲ ହେଲା ଦେଶର ପ୍ରଥମ ‘ଛାଡପତ୍ର ଉତ୍ସବ’, ଭାରତୀୟ ସଂସ୍କୃତିର ବିରୋଧୀ ବୋଲି ଦାବି କଲେ ଲୋକେ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ପ୍ରଥମ ଥର ପାଇଁ ହେବାକୁ ଥିବା ‘ଛାଡପତ୍ର ସମାରୋହ’କୁ ବାତିଲ କରାଯାଇଛି। ଭାଇ ୱେଲଫେୟାର ସୋସାଇଟି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ନିମନ୍ତ୍ରଣ କାର୍ଡ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା, କିନ୍ତୁ ବିରୋଧ ପରେ ବର୍ତ୍ତମାନ ଏହି…