Browsing Tag

divorce

ରାପର ରଫ୍‌ତାରଙ୍କ ଛାଡ଼ପତ୍ର: ୬ ବର୍ଷର ସମ୍ପର୍କ ତୁଟାଇ ପତ୍ନୀ କୋମଲ ବୋହରାଙ୍କ ଠାରୁ ହେଲେ ଅଲଗା

ଏବେ ଉଭୟ ବଲିଉଡ୍‌ ଓ ହଲିଉଡ୍‌ରେ ପ୍ରତିଦିନ ନୂଆ ନୂଆ ଯୋଡ଼ି ବନୁଛନ୍ତି ଓ ଭାଙ୍ଗୁଛନ୍ତି। ଏଭଳି ସ୍ଥିତିରେ ଏବେ ପଞ୍ଜାବୀ ଇଣ୍ଡଷ୍ଟ୍ରୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବଲିଉଡ୍‌ର ଜଣାଶୁଣା ରାପର ରଫ୍‌ତାରଙ୍କର ଛାଡ଼ପତ୍ର ହୋଇଛି। ରାପର ରଫ୍‌ତାର ଓରଫ୍‌ ଦିଲିନ୍‌ ନାୟାର ନିଜ ୬ ବର୍ଷର…

ତିନି ଓଳା ଯାକ ମ୍ୟାଗି ବନାଇ ଖାଇବାକୁ ଦେଉଥିଲେ ସ୍ତ୍ରୀ, ବିରକ୍ତ ହୋଇ ଛାଡ଼ପତ୍ର ନେଇଗଲେ ସ୍ୱାମୀ

ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ନିଜ ନିଜ କାମରେ ଏତେ ମଜ୍ଜି ଯାଉଛନ୍ତି ଯେ ସାଧାରଣ ଭାବେ ବଞ୍ଚିବାକୁ ସମୟ ହିଁ ପାଉ ନାହାନ୍ତି। ଆଉ ଯେଉଁ ଦମ୍ପତିଙ୍କର ସ୍ୱାମୀ ସ୍ତ୍ରୀ ଉଭୟ ଚାକିରିଆ, ସେମାନେ ତ ଯାହା ଯେମିତି ରୋଷେଇ କରି ଦେଇ କାମକୁ ଚାଲି ଯାଆନ୍ତି। କିଛି ସ୍ୱାମୀ-ସ୍ତ୍ରୀ…

ଛାଡପତ୍ରର ନିୟମ କଣ ? ଅଲଗା ହେବାକୁ ଆଇନଗତ ପ୍ରକ୍ରିୟା କଣ ?

ଛାଡପତ୍ର । ଏକ ଏଭଳି ଶବ୍ଦ ଯାହା ଫାଟକ ଭଳି । ଆଇନଗତ ପ୍ରକ୍ରିୟାର ନାମ । ଯାହାକୁ ଆମ ସମାଜରେ ଭଲ ଆଖିରେ ଦେଖାଯାଏ ନାହିଁ । କିନ୍ତୁ ଏହା ଏବେ ଯେମିତି ସାଧାରଣ । ଆଉ ବର୍ତ୍ତମାନ ସମାଜରେ ମତାନ୍ତର ମନାନ୍ତର, ମତଭେଦ, ପ୍ରତିଦିନିଆ ଝଗଡାରୁ ଚିଡି ସାରିଥିବା ପୁରୁଷ ଓ ମହିଳାଙ୍କୁ ଛାଡପତ୍ର ହିଁ…

ପୁଅ ହେବ ତ ଏମିତି, ମା’ର ସେବା ନ କରିବାରୁ ସ୍ତ୍ରୀଙ୍କୁ ଛାଡପତ୍ର ଦେଲେ ତିନି ପୁଅ

ପିଲାପାଇଁ ମା’ ଯେପରି ସବୁକିଛି କରିପାରେ। ଠିକ୍‌ ସେମିତି ମା’ ପାଇଁ ନିଜ ପିଲା ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଅଲଜେରିଆରେ ତିନିଜଣ ଭାଇ ନିଜନିଜ ସ୍ତ୍ରୀଙ୍କୁ ଏକାଠି ଛାଡ଼ପତ୍ର ଦେଇଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଏହି ଛାଡ଼ପତ୍ର…

ପତ୍ନୀଙ୍କ ସହ ଝଗଡ଼ା କରିବା ଦୁବାଇ ଶାସକଙ୍କୁ ପଡ଼ିଲା ମହଙ୍ଗା, ଏବେ ଗଣିବେ ୫୫୫୦ କୋଟି

ଦୁବାଇ ଶାସକ ଶେଖ ମହମ୍ମଦ ବିନ୍‌ ରାଶିଦ ଅଲ-ମକତୁମ୍‌ଙ୍କୁ ବଡ଼ ଝଟ୍‌କା। ସ୍ତ୍ରୀ ଓ ପିଲାଙ୍କ ଭରଣ ପୋଷଣ ପାଇଁ ଏବେ ଦୁବାଇ ଶାସକଙ୍କୁ ଦେବାକୁ ପଡ଼ିବ ୫୫୫୦ କୋଟି ଟଙ୍କା। ନିକଟରେ ଦୁବାଇ ଶାସକଙ୍କୁ ଏଭଳି ଆଦେଶ ଦେଇଛନ୍ତି ଲଣ୍ଡନ୍‌ ହାଇକୋର୍ଟ। ଜଜ୍‌ କହିଛନ୍ତି, ଜାର୍ଡେନ୍‌ର ରାଜା…

ଇନଷ୍ଟାଗ୍ରାମରୁ ସ୍ୱାମୀଙ୍କ ସରନେମ୍ ହଟାଇଲେ ପ୍ରିୟଙ୍କା, ଛାଡ଼ପତ୍ରକୁ ନେଇ ଏପରି ପ୍ରଶ୍ନ କଲେ ଫ୍ୟାନ୍ସ

ବଲିଉଡ ରୁ ହଲିଉଡ଼ ପର୍ଯ୍ୟନ୍ତ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ପ୍ରିୟ ଦମ୍ପତି। କିନ୍ତୁ ବର୍ତ୍ତମାନ ଉଭୟଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ନଭେମ୍ବର ୨୨ ରେ, ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ 'ଜୋନାସ' ଟାଇଟଲ ହଟାଇ ଦେଇଛନ୍ତି । ବାସ୍ ଏହା ପରଠାରୁ ଉଭୟଙ୍କ…

ଶେଷରେ ଭାଙ୍ଗି ଗଲା ଏହି ଜଣାଶୁଣା IAS କପଲ୍‌ଙ୍କ ଯୋଡ଼ି, ଟିନା ଡାବୀ-ଅତହର ଖାନଙ୍କ ଛାଡ଼ପତ୍ରକୁ କୋର୍ଟ ଦେଲେ ମଞ୍ଜୁରୀ

ଜଣାଶୁଣା ଆଇଏଏସ୍‌ କପଲ୍‌ ଟିନା ଡାବୀ ଓ ଅତହର ଖାନ ଶେଷରେ ଅଲଗା ହୋଇଛନ୍ତି। ସେମାନଙ୍କ ଛାଡ଼ପତ୍ରକୁ କୋର୍ଟ ମଞ୍ଜୁରୀ ଦେଇ ଦେଇଛନ୍ତି। ଦୁହେଁ ନଭେମ୍ବର ୨୦୨୦ରେ ଛାଡ଼ପତ୍ର ପାଇଁ ଫାଇଲ୍‌ କରିଥିଲେ। ପ୍ରଥମେ ସଂଘ ଲୋକସେବା ଆୟୋଗ(ୟୁପିଏସ୍‌ସି)ରେ ଟପ୍‌ କରି ଟିନା ଡାବୀ ଖୁବ୍‌ ଚର୍ଚ୍ଚାକୁ…

ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଖୁଲାସା କଲେ ମହିମା ଚୌଧୁରୀ, ବଖାଣିଲେ ଛାଡ଼ପତ୍ର-ଗର୍ଭନଷ୍ଟ ଦୁଃଖ

ଦୀର୍ଘ ବର୍ଷ ପରେ ମହିମା ଚୌଧୁରୀ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଖୁଲାସା କରିଛନ୍ତି। ମହିମା ନିଜ ବିବାହ ବିଚ୍ଛେଦ, ଗର୍ଭନଷ୍ଟର କଷ୍ଟ ଓ ପରିବାରିକ ସମସ୍ୟା ସମ୍ପର୍କରେ କହିଛନ୍ତି। ମହିମା ଏକ ଇଣ୍ଟରଭ୍ୟୁରେ ତାଙ୍କ ଝଡ଼ଝଞ୍ଜାପୂର୍ଣ୍ଣ ଜୀବନୀ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି ଓ…

ହନିମୁନ୍ ପାଇଁ ମାଳଦ୍ୱୀପ ଯାଉଛନ୍ତି କି? ହୋଇଯାଆନ୍ତୁ ସତର୍କ, କାରଣ କେବେ ବି ହୋଇପାରେ ଛାଡ଼ପତ୍ର

ବିବାହ ଖାଲି ଦୁଇ ଆତ୍ମାର ମଧୂର ମିଳନ ନୁହେଁ ସାତ ଜନ୍ମର ଅତୁଟ ବନ୍ଧନ। କିନ୍ତୁ ଏସବୁ ମଧ୍ୟରେ ବଡ଼ ବାଧକ ସାଜିଥାଏ ଛାଡ଼ପତ୍ର। ନିକଟରେ କଂପେୟର ବେଟ ଦ୍ୱାରା କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ମାଳଦ୍ୱୀପରେ ହନିମୁନ୍ କରୁଥିବା ଯୋଡ଼ିଙ୍କ ମଧ୍ୟରେ ବେଶି ଛାଡ଼ପତ୍ର ମାମଲା ରହିଛି। ଏହି…

ବିବାହର ତିନି ବର୍ଷ ପରେ ପ୍ରେମିକା ସହ ସ୍ୱାମୀଙ୍କ ବିବାହ କରାଇଦେଲେ ପତ୍ନୀ କିନ୍ତୁ ସ୍ୱାମୀ ଚାଁହୁଥିଲେ ଦୁହିଁଙ୍କ ସହ…

ନିକଟରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ପତ୍ନୀ ତିନି ବର୍ଷର ବିବାହ ପରେ ତାଙ୍କ ସ୍ୱାମୀଙ୍କୁ ତାଙ୍କ ପ୍ରେମିକାଙ୍କ ସହ ବିବାହ କରାଇ ଦେଇଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ ସ୍ୱାମୀ ଉଭୟ ପତ୍ନୀ ଏବଂ ଗର୍ଲଫ୍ରେଣ୍ଡଙ୍କ ସହ ସମ୍ବନ୍ଧ…

ଭୁଲରେ ବି ସ୍ୱାମୀଙ୍କ ସାମ୍ନାରେ ଉଠାନ୍ତୁନି ଏହି ୪ଟି କଥା, ସମ୍ପର୍କରେ ଦେଖାଦେଇପାରେ ତିକ୍ତତା

ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାକୁ ସମସ୍ତେ ଚାହିଁଥାନ୍ତି। କିନ୍ତୁ ଛୋଟ ଛୋଟ ଝଗଡ଼ା ଓ ସାଧାରଣ ମନ ଫଟାଫଟି ଯୋଗୁ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଏବେ ମନୋମାଳିନ୍ୟ ହେଉଥିବା ଦେଖିବାକୁ ମିଳୁଛି। ଏହି ଝଗଡ଼ା କ୍ରମଶଃ ଉଗ୍ରରୂପ ଧାରଣ କରି କଥା ଛାଡ଼ପତ୍ର ଯାଏଁ ଯାଉଛି, ଯାହା ପାରିବାରିକ ସମ୍ପର୍କକୁ…

କରୋନା ଯୋଗୁଁ ପତି ପତ୍ନୀଙ୍କ ମଧ୍ୟରେ ବୃଦ୍ଧି ପାଉଛି ବିବାଦ, ଚୀନରେ ବଢିଚାଲିଛି ଛାଡପତ୍ର ମାମଲା

କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ଭୟଙ୍କର ପରିସ୍ଥିତି ଦେଖାଦେଇଛି। ଏହି ଭୟଙ୍କର ଭାଇରସ ଯୋଗୁଁ ଏପର୍ଯ୍ୟନ୍ତ ୬ ହଜାରରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିସାରିଥିବା ବେଳେ, ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଚୀନରେ ସାଂଘାତିକ ପରିସ୍ଥିତି ଦେଖାଦେଇଛି। କରୋନା ଯୋଗୁଁ ସପିଲ ମଲ ଠାରୁ…