Browsing Tag

drowning

ରଖେ ହରି ତ ମାରେ କିଏ, ଭାସି ଯାଉଥିବାବେଳେ ଉଦ୍ଧାର ହେଲା ନାବାଳକ

ବଣାଇ (କେନ୍ୟୁଜ) : କଥାରେ ଅଛି ରଖେ ହରି ତ ମାରେ କିଏ। ଯାହାର ଆୟୁଷ ପୂରି ନଥିବ ତାକୁ କଣ ଯମ ନେଇପାରେ। ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ କେ.ବଲାଙ୍ଗ ଥାନା କମାରପୋଷ ଗାଁରେ। ସୂଚନା ଅନୁଯାୟୀ କୁରାଢ଼ିନାଳକୁ ପାଞ୍ଚ ଜଣ ନାବାଳକ ଗାଧୋଉଥିବାବେଳେ ହଠାତ ଉପରେ ଥିବା ଡ୍ୟାମ…

ଯେଉଁଠି ମଣିଷ ମୁହଁ ବୁଲାଇ ଚାଲି ଯାଉଛନ୍ତି ସେଇଠି ପଶୁ କରୁଛି ସାହାଯ୍ୟ ! ପାଣିରେ ପଡି ଛଟପଟ ହେଉଥିବା କାଉକୁ…

ବର୍ତ୍ତମାନ ସୋସିଆଲ ମିଡିଆରେ କାଉ ଏବଂ ଭାଲୁକୁର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଦୁଇ ପଶୁଙ୍କର ଏହି ଭିଡିଓ ଦେଖିଲେ ଆପଣ ବି କହିବେ ମଣିଷଙ୍କୁ ଏହି ପଶୁଙ୍କ ଠାରୁ କିଛି ଶିକ୍ଷା କରିବା ଉଚିତ। ସାଧାରଣତଃ ଲୋକମାନେ କାହାକୁ ଅସୁବିଧାରେ ଦେଖିଲେ ମୁହଁ ବୁଲାଇ ଯାଉଛନ୍ତି। ଭାବନ୍ତି କିଏ…

ଯାଜପୁର ଲିଙ୍ଗେଶ୍ୱର ଘାଟ ଓ ଭଦ୍ରକ ବୈତରଣୀରେ ବୁଡିଗଲା ୧୧ଟି ହାଇଓ୍ଵା ଗାଡି, ବାଲି ନେବାକୁ ଆସିଥିବାବେଳେ ହଠାତ୍…

ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଲିଙ୍ଗେଶ୍ୱର ଘାଟରେ ବୁଡିଗଲା ୫ଟି ହାଇଓ୍ଵା ଗାଡି। ବାଲି ନେବାକୁ ଆସିଥିବାବେଳେ ଏହି ଭଳି ଅଘଟଣା ଘଟିଛି । ହାଇଓ୍ଵା ଗୁଡିକ ବାଲି ଉଠାଥିବାବେଳେ ବେଳେ ହଠାତ ଚେକପୋଷ୍ଟରୁ ପାଣି ଛାଡିଦିଆଯାଇଥିଲା। ଫଳରେ ଗାଡି ଗୁଡିକ ସଂପୂର୍ଣ୍ଣ ବୁଡି ଯାଇଥିବାର…

ପିଲାଙ୍କୁ ବଞ୍ଚାଇବାକୁ ଯାଇ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଜୀବନ ଦେଲେ ବାପା-ମା’, ତଥାପି ବଞ୍ଚାଇ ପାରିଲେନାହିଁ

କଙ୍କଡ଼ାହାଡ଼ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ତୋରଡ଼ାନାଳି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୩ ବର୍ଷର ପୁଅ ଖେଳୁ ଖେଳୁ ଘର ନିକଟରେ ଥିବା ଏକ କୂଅରେ ପଡ଼ିଗଲା। ନିଜ ସନ୍ତାନକୁ ଉଦ୍ଧାର କରିବାକୁ ଯାଇ ମାଆ ମଧ୍ୟ କୂଅକୁ ଡେଇଁ ପଡ଼ିଥିଲେ। ଶେଷରେ ଉଭୟ ମାଆ ଓ ପୁଅଙ୍କ ମୃତ୍ୟୁ…

ଗଜପତି ଜିଲ୍ଲା ବୁଢାଦିହ ଗ୍ରାମରେ ଅଘଟଣ: ହରଭଙ୍ଗୀ ଡ୍ୟାମରେ ବୁଡି ମାଇଁ, ଭାଣିଜୀ ମୃତ

ମୋହନା: ଗଜପତି ଜ଼ିଲ୍ଲା ଅଡବା ଥାନା ବୁଢାଦିହ ଗ୍ରାମ ନିକଟରେ ଥିବା ହରଭଙ୍ଗୀ ଡ୍ୟାମରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗ୍ରାମର ମହିଳା ଏବନି ମଣ୍ଡଳ ଏବଂ ତାଙ୍କ ନାବାଳିକା ଭାଣିଜୀ ଇଶ୍ମାଞ୍ଜଳି ଶବର l ଗତକାଲି ଅପରାହ୍ନରେ ଦୁହେଁ କାଜୁ ତୋଳିବା ପାଇଁ ବଗଡ଼ କୁ…

ଯାଜପୁର: ଦୁଧେଇ ନଦୀରେ ବୁଡି ଜଣେ ନିଖୋଜ,ଦମକଳବାହିନୀ ସହ ଓଡ୍ରାଫ ଟିମର ଉଦ୍ଧାର କାର୍ଯ୍ୟ ଜାରି

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନସ୍ଥ ଅନ୍ୟାସପୁର ଗ୍ରାମର ଶଙ୍କର୍ଷଣ ମଲିକ (୫୫) ବର୍ଷ ନିଜ ଚାଷ କାମ ସାରି ଘରକୁ ଫେରିବା ବେଳେ ଆସବଧାନତାବଶତଃ ଦୁଧେଇ ନଦୀରେ ବୁଡିଯାଇଥିଲେ l ଘଟଣା ସ୍ଥଳରେ କିଛି ଲୋକ ଦେଖି ଗାଁ ଲୋକଙ୍କୁ ଡାକ ପକାଇଥିଲେ l ଘଟଣାସ୍ଥଳରେ ଲୋକ ମାନେ…

ପାଟକୁରା : ଚିତ୍ରୋତ୍ପଳା ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ନାବାଳକ

ପାଟକୁରା: ପାଟକୁରା ନିକଟ ଚିତ୍ରୋତ୍ପଳା ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ନାବାଳକ । ମୃତ ଦୁଇ ନାବାଳକ ମୁମ୍ବାଇ ଓ କେନ୍ଦ୍ରାପଡା ଜଇପୁରା ଅଞ୍ଚଳର ବୋଳି ଜଣାପଡିିଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ଧର୍ମ ଚର୍ଚ୍ଚା କରିବା ପାଇଁ ପାଟକୁରା ମସଜିଦ୍‌…

ଯାଜପୁର: ନଦୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡି ଚାଲି ଗଲା ଛାତ୍ରଙ୍କ ଜୀବନ

ଯାଜପୁର(କେନ୍ୟୁଜ): ନଦୀରେ ଗାଧୋଇବା ହେଲା କାଳ। ନଦୀରେ ସାଙ୍ଗମାନଙ୍କ ସହ ମିଶି ଗାଧୋଉଥିବା ବେଳେ ପାଣିରେ ବୁଡି ଯାଇ ଗଲା ଛାତ୍ରଙ୍କ ଜୀବନ। ମୃତକ ହେଲେ ରସୁଲପୁର ବ୍ଲକ ଓଡ଼ଙ୍ଗ ଗ୍ରାମର କୁଳମଣି ପରିଡାଙ୍କ ପୁଅ ଚିରଞ୍ଜିବି ପରିଡା (୧୩)। ସେ ଆଜି ସାଙ୍ଗମାନଙ୍କ ସହିତ ବ୍ରାହ୍ମଣୀ ନଦୀର…

ଜନ୍ମ ଦିନରେ ଗଲା ଜୀବନ, ୱାଟର ଫଲ୍‌ ଭିତରେ ପଡି ଯୁବକ ମୃତ

ଜୟପୁର (କେନ୍ୟୁଜ୍) : ଅସାବଧାନତା ଯୋଗୁଁ ପାଦ ଖସିଯାଇ ୱାଟର ଫଲ୍‌ ଭିତରେ ପଡି ଯୁବକ ମୃତ । ମୃତକ ହେଲେ ଜୟପୁର ନୂଆସାହି ଗୟଅଞ୍ଚଳର ସୁଶାନ୍ତ ସାହୁ। ସୁଶାନ୍ତ ନିଜ ଜନ୍ମ ଦିନ ପାଳିବାକୁ ସାଙ୍ଗମାନଙ୍କ ସହ ଜୟପୁର ନିକଟସ୍ଥ ୟେସ୍‌ ୱାଟର ଫଲ୍‌ ଯାଇଥିଲେ ।

ଅସ୍ତରଙ୍ଗ:ସାହା ହେଲେ ୪ ସାହସୀ ଯୁବକ, ସମୁଦ୍ରରେ ଭାସିଯାଉଥିବା ଦୁଇ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣଙ୍କୁ କଲେ ଉଦ୍ଧାର

ପୁରୀ (କେନ୍ୟୁଜ୍):  ଅସ୍ତରଙ୍ଗରେ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଜଣେ ପର୍ଯ୍ୟଟକ । ଆଉ ଜଣଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଅଞ୍ଚଳର ୪ ଜଣ ସାହସୀ ଯୁବକ । ଭୁବନେଶ୍ୱରରୁ ଟେକ ମହିନ୍ଦ୍ରା କଂପାନୀର ୨୮ ଜଣ କର୍ମଚାରୀ ପିକନିକ ପାଇଁ ଗତକାଲି ପୀର ଜାହାନିଆ ପୀଠକୁ ଆସିଥିଲେ । ସମୁଦ୍ରରେ କିଛି…

ପୁଣି ମହାନଦୀକୁ ଡେଇଁ ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ପୁଣି ମହାନଦୀକୁ ଡେଇଁ ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ। କଟକ ଯୋବ୍ରା ଆନିକଟରେ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ କିଛି ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ଘର ଖୋର୍ଦ୍ଦା ଅଞ୍ଚଳର। ସେ କଟକ ଶିଖରପୁରରେ ତାଙ୍କ ଆଇଙ୍କ ଘରେ ରହି ନବମ ଶ୍ରେଣୀରେ ପାଠ…

ରାୟଗଡ଼ା: ଡଙ୍ଗା ଭସାଣ ବେଳେ ଅଘଟଣ, ନାଗାବଳୀ ନଦୀର ପ୍ରଖର ସ୍ରୋତରେ ବୁଡି ଛାତ୍ର ମୃତ

ରାୟଗଡ଼ା: ଡଙ୍ଗା ଭସାଣ ବେଳେ ଅଘଟଣ । ଏହି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଉପଖଣ୍ଡରେ ଥିବା ଝୋଲାପଲ ନିକଟରେ । ମୃତକ ହେଲେ ରାୟଗଡ଼ା ୟୁଜିଏମଆଇଟି ର ଛାତ୍ର ସୁମନ ବେହେରା । ଆଜି ସକାଳୁ ୨ଜଣ ସାଙ୍ଗମାନଙ୍କ ସହ ଡଙ୍ଗା ଭସାଇବାକୁ ଯାଇଥିବା ବେଳେ ନାଗାବଳୀ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ।…