Browsing Tag

elephant fear

କେନ୍ଦୁଝର ବାଂଶପାଳ ବ୍ଲକ୍‌ ଲାଲପାଣି ଗାଁରେ ଦନ୍ତା ଆତଙ୍କ, ହାତୀଭୟରେ ୩ ଦିନ ହେଲା ସ୍କୁଲ ବାରଣ୍ଡରେ ଆଶ୍ରୟ ନେଉଛନ୍ତି…

କେନ୍ଦୁଝର: କେନ୍ଦୁଝର ବାଂଶପାଳ ବ୍ଲକ୍‌ ଲାଲପାଣି ଗାଁରେ ଦନ୍ତା ଆତଙ୍କ । ହାତୀଭୟରେ ୩ ଦିନ ହେଲା ସ୍କୁଲ ବାରଣ୍ଡରେ ଆଶ୍ରୟ ନେଉଛନ୍ତି ଗ୍ରାମବାସୀ । ଗତ ଶୁକ୍ରବାର ରାତିରେ ଏକ ବଣୁଆ ହାତୀ ପଲ ଗାଁକୁ ପଶି ଆସିବା ସହ ବହୁ ଘର ଭଙ୍ଗାରୁଜା କରିଥିଲେ । ରାତି ସାରା ହାତୀ ଘଉଡ଼ାଇବା ପାଇଁ ଲୋକେ…

ରାଜଧାନୀରେ ନରହନ୍ତା ଦନ୍ତା, ବନ ବିଭାଗକୁ ଚକ୍‌ମା ଦେଇ ପିପିଲିରୁ ଆସି ପାତ୍ରପଡ଼ା ମେଡିସିନାଲ୍‌ ଗାର୍ଡେନ୍‌ରେ ହାତୀ

ଭୁବନେଶ୍ବର: ରାଜଧାନୀରେ ନରହନ୍ତା ଦନ୍ତା । ବନ ବିଭାଗକୁ ଚକ୍‌ମା ଦେଇ ପିପିଲିରୁ ଆସି ପାତ୍ରପଡ଼ା ମେଡିସିନାଲ୍‌ ଗାର୍ଡେନ୍‌ରେ ହାତୀ । ଦନ୍ତା ଆକ୍ରମଣରେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଆହତ ହୋଇଥିବା ସୂଚନା ମିଳିଛି । ବନ ବିଭାଗର ଅଧିକାରୀ ହାତୀକୁ ଖୋଜୁଛନ୍ତି । ମେଡିସିନାଲ୍‌ ଗାର୍ଡେନ୍‌ରେ…

କେନ୍ଦୁଝର ସୁଣ୍ଡୁରା ଗାଁରେ ହାତୀ ଭୟ, ଗଛରେ ମଞ୍ଚା ବାନ୍ଧି ରହୁଛନ୍ତି ଲୋକେ

ହାତୀ ଭୟରେ ଗଛରେ ମଞ୍ଚା ବାନ୍ଧି ରହୁଛନ୍ତି ଲୋକେ । କେନ୍ଦୁଝର ବାଂଶପାଳ ବ୍ଲକ ତଳକାଦକଲା ପଞ୍ଚାୟତର ଜଙ୍ଗଲ ପାର୍ଶ୍ୱ ଗାଁ ସୁଣ୍ଡୁରାରେ ଲୋକଙ୍କୁ ହାତୀ ଭୟ ଘାରିଛି । ଭୟରେ ଲୋକେ ଚାଷବାଷ ଛାଡିଦେଇଥିବାବେଳେ ଘରେ ରହିବାକୁ ମଧ୍ୟ ସୁରକ୍ଷିତ ମଣୁନାହାନ୍ତି । ସୁଣ୍ଡୁରା ଗାଁର ମହୁର ନାଏକ ଆଜିକୁ…

ହାତୀ ଆତଙ୍କରେ ଘର ଛାଡି ମଞ୍ଚା ଉପରେ ରାତି କଟୁଛନ୍ତି କେନ୍ଦୁଝର କୁସୁମୀତା ଗାଁ ଲୋକେ

କେନ୍ଦୁଝର(କେନ୍ୟୁଜ୍) : ହାତୀ ହଜାଉଛି ରାତିର ନିଦ । ହାତୀ ଆତଙ୍କରେ ଘର ଛାଡି ମଞ୍ଚା ଉପରେ ରାତି କାଟୁଛନ୍ତି କେନ୍ଦୁଝର କୁସୁମୀତା ଗାଁ ଲୋକେ । ଗାଁରେ ୩୦ରୁ ଅଧିକ ହାତୀ ବୁଲିବା ସହ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । କିଛି ଦିନ ମଧ୍ୟରେ ୨୦ରୁ ଅଧିକ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ…

ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ହାତୀ ଆତଙ୍କ, ବ୍ୟାପକ ଧାନ ଫସଲ ନଷ୍ଟ

କଟକ(କେନ୍ୟୁଜ୍) : ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ହାତୀ ଆତଙ୍କ । ହାତୀ ପଲ ଗାଁରେ ପଶି ଏକର ଏକର ଫସଲ ନଷ୍ଟ କରୁଛନ୍ତି। ପାଚିଲା ଧାନ ଖାଇବା ସହ ଘରଦ୍ୱାର ଭଙ୍ଗାରୁଜା କରୁଛନ୍ତି। ବିଭିନ୍ନ ସ୍ଥାନରେ ହାତୀ ପଲ ରାସ୍ତା ଉପରକୁ ଚାଲି ଆସିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ବନ ବିଭାଗ…

ନୀଳଗିରି ଅଞ୍ଚଳରେ ହାତୀ-ମଣିଷ ଲଢେଇ

ବାଲେଶ୍ୱର(କେନ୍ଯୁଜ୍) : ହାତୀ-ମଣିଷ ଲଢେଇ। କେତେବେଳେ ମଣିଷ ହାତୀଙ୍କୁ ଘଉଡାଇବାରେ ଲାଗୁଛି ତ ଆଉ କେତେବେଳେ ହାତୀ ପଲ ହିଂସ୍ର ହୋଇ ମାଡି ଆସୁଛନ୍ତି। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ରାତି ସାରା ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ଗତ ୫ ଦିନ ଧରି ଆତଙ୍କ ଖେଳାଇଛନ୍ତି ଝାଡଖଣ୍ଡି…