Browsing Tag

elephant

ଶିକାରୀଙ୍କ ଟାର୍ଗେଟରେ ଶିମିଳିପାଳ ଅଭୟାରଣ୍ୟ: ହାତୀ ଏଠାରେ କେତେ ସୁରକ୍ଷିତ? ୪୫ କେଜି ଦାନ୍ତ ସହ ୨ ମାଫିଆ ଗିରଫ

ବାରିପଦା: ବନ ବିଭାଗକୁ ମିଳିିଲା ବଡ ସଫଳତା। ୪୫ କେଜି ହାତୀ ଦାନ୍ତ ଜବତ ସହ ୨ଜଣ ମାଫିଆକୁ ଗିରଫ କରିବାକୁ ସକ୍ଷମ ହୋଇଛନ୍ତି ବନ କର୍ମଚାରୀ । ନିଜେ ଗ୍ରାହକ ସାଜି ହାତୀଦାନ୍ତ ମୁଲଚାଲ କରିବାକୁ ଯାଇଥିଲେ ବନବିଭାଗ କର୍ମଚାରୀ। ୧୮ଲକ୍ଷ ଟଙ୍କାରେ ହାତୀଦାନ୍ତ ବିକ୍ରୀ ପାଇଁ ସରିଥିଲା ମୂଲଚାଲ।…

କନ୍ଧମାଳ ତୁମୁଡିବନ୍ଧ ଅଞ୍ଚଳରେ ଦୁଇ ବଣୁଆ ହାତୀଙ୍କ ଉପଦ୍ରବ, ରାସ୍ତା ଭୁଲି ଆସିଥିବା ଅନୁମାନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ। ତୁମୁଡିବନ୍ଧ ରେଞ୍ଜ ବେନାରବାଲ ଠାରେ ୫୯ନଂ ଜାତୀୟ ରାଜପଥ ପାରି ହୋଇ ଜଙ୍ଗଲରେ ବୁଲୁଛନ୍ତି ଦୁଇଟି ହାତୀ । ବେନାରବାଲ ଗାଁ ମୁଖ୍ୟରାସ୍ତାରେ ସ୍ଥାନୀୟ ବାସିନ୍ଦା ରାସ୍ତା ଅତିକ୍ରମ କରି ଯାଉଥିବା ବେଳେ ହୋହଲା କରିବାରୁ…

କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୨୦ ଦିନରେ ଗଲାଣି ୭ ହାତୀଙ୍କ ଜୀବନ: କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଜଣେ ବନ…

କଳାହାଣ୍ଡି : କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଜଣେ ବନ କର୍ମଚାରୀଙ୍କ ନିଲମ୍ବନ କରାଯାଇଛି । ସେହେଲେ ପ୍ରାଣୀଧନ ସହାୟତା କେନ୍ଦ୍ର ନିରୀକ୍ଷକ ଗଣେଶ ରାମ ପୂଝରି । କର୍ତ୍ତବ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରାଯାଇଛି । ଅଭୟାରଣ୍ୟରେ ୨୦ ଦିନରେ ୭ ହାତୀ ମୃତ୍ୟୁ…

କଟକ ସିଡିଏରେ ଗଜରାଜ: ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ୍ ଭିତରେ ପଶିଛନ୍ତି ୨ଟି ଦନ୍ତା, ଘଉଡାଇବାକୁ ବନବିଭାଗ…

କଟକ: କଟକ ସିଡିଏରେ ହାତୀ ଆତଙ୍କ। ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ ଭିତରେ ପଶିଛି ୨ଟି ଦନ୍ତା। ସିଡିଏ ସେକ୍ଟର ୧୩ନଂ ସ୍ଥିତ କ୍ୟାମ୍ପସ ପାଚେରୀ ଭାଙ୍ଗି ପଶିଥିବା ସୂଚନା ମିଳିଛି। ଫଳରେ ଆତଙ୍କିତ ହୋଇ ରହିଛନ୍ତି ସ୍ଥାନୀୟ ଲୋକ। ବନବିଭାଗ କର୍ମଚାରୀ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି।

କର୍ଲାପାଟରେ ହାତୀ ମଡ଼କକୁ ନେଇ ଚିନ୍ତା: ଅଭୟାରଣ୍ୟରେ ଲାଗିଲା ଟ୍ରାପ ଓ ଡ୍ରୋନ କ୍ୟାମେରା, ଆଜିଠୁ ୨୨ଯାଏ ତଦନ୍ତ କରିବେ…

କଳାହାଣ୍ଡି: କଳାହାଣ୍ଡି କର୍ଲାପାଟରେ ହାତୀ ମଡ଼କ ବଢାଇଛି ଚିନ୍ତା। ଅଭୟାରଣ୍ୟରେ ଲାଗିଲା ଟ୍ରାପ ଓ ଡ୍ରୋନ କ୍ୟାମେରା। ହାତୀଙ୍କ ଶରୀରର ଉତ୍ତାପରୁ ରୋଗ ସଂପର୍କରେ ସୂଚନା ପାଇଁ ଲାଗିଛି ଥର୍ମାଲ ସେନ୍ସିଂ ଡ୍ରୋନ କ୍ୟାମେରା। ହାତୀଙ୍କୁ ସୁସ୍ଥ ରଖିବାକୁ ସେମାନଙ୍କୁ କଦଳୀରେ ଆଣ୍ଟିବାୟୋଟିକ…

ନରହନ୍ତା ଦନ୍ତା: ଘର ଅଗଣାରେ ପଶି ବୃଦ୍ଧାଙ୍କୁ ଦଳିଦେଲା ବଣୁଆ ହାତୀ

କେନ୍ଦୁଝର : ନରହନ୍ତା ଦନ୍ତା। ଘରେ ପଶି ମହିଳାଙ୍କୁ କଚାଡି ମାରିଲା । ମୃତକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଫରେଷ୍ଟ ରେଞ୍ଜ ଜଗମୋହନ ଗାଁର ଜାନକୀ ପ୍ରଧାନ । ଘର ଅଗଣାରେ ପଶି ବୃଦ୍ଧାଙ୍କୁ ଦଳିଦେଲା ବଣୁଆ ହାତୀ । ଜାନକୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ…

କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କର ଚାଲିଛି କାରଣ ଖୋଜା, ଭବାନୀପାଟଣାରେ ପହଁଚିଲେ ଭୁବନେଶ୍ୱର OUATର ଏକ…

କଳାହାଣ୍ଡି : କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ରେ ହାତୀ ମଡ଼କର ଚାଲିଛି କାରଣ ଖୋଜା। ଭୁବନେଶ୍ୱର OUATର ଏକ ବିଶେଷଜ୍ଞ ଦଳ ଭବାନୀପାଟଣାରେ ପହଞ୍ଚିଛନ୍ତି। ୧୪ଦିନ ମଧ୍ୟରେ ୬ଟି ହାତୀର ମୃତ୍ୟୁ ଘଟିବା ପରେ ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭୟାରଣ୍ୟର ଘୁଷୁରୀଗୁଡି ନାଳ…

କଳାହାଣ୍ଡି: କାର୍ଲାପାଟ ରିଜର୍ଭ ଫରେଷ୍ଟ ଘୁଷୁରୀଗୁଡ଼ି ନିକଟରେ ପୁଣି ହାତୀ ମୃତ୍ୟୁ, ଜିଲ୍ଲାରେ ୧୨ ଦିନରେ ଗଲାଣି ୪ଟି…

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ସାଂଘାତିକ ରୂପ ନେଲାଣି ହାତୀ ମୃତ୍ୟୁ । କାର୍ଲାପାଟ ରିଜର୍ଭ ଫରେଷ୍ଟ ଘୁଷୁରୀଗୁଡ଼ି ନିକଟରେ ପୁଣି ଗୋଟିଏ ୪୫ ବର୍ଷୀୟ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜିଲ୍ଲାରେ ୧୨ ଦିନରେ ୪ଟି ହାତୀଙ୍କ ମୃତ୍ୟୁ ହେଲାଣି । ପୂର୍ବରୁ ମୃତ୍ୟୁ ଘଟିଥିବା ହାତୀ…

କେନ୍ଦୁଝର ଜିଲ୍ଲାକୁ ପୁଣି ପଶି ଆସିଲେ ମୟୁରଭଞ୍ଜ ହାତୀ ପଲ, ଘଉଡାଇବାକୁ ନାକେଦମ ହେଲା ବନବିଭାଗ

କେନ୍ଦୁଝର(କେନ୍ୟୁଜ୍):  କେନ୍ଦୁଝର ଜିଲ୍ଲାକୁ ପୁଣି ପଶି ଆସିଛନ୍ତି ମୟୁରଭଞ୍ଜ ହାତୀ ପଲ । ଗତ ରାତିରେ ଏକ ୧୨ ଟିକିଆ ହାତୀପଲ ବୈତରଣୀ ନଦି ପାର ହୋଇ ଆସିବା ପରେ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଗୋଠ ଛଡା ୨ଟି ଦନ୍ତା ହାତୀ…

ଖୋର୍ଦ୍ଧା ସହରର ମୁକୁନ୍ଦପ୍ରସାଦରେ ପଶିଲା ଦନ୍ତା, ଜଟଣୀ-ଖୋର୍ଦ୍ଧା ରାସ୍ତାରେ ଘୂରିବୁଲିଲା

ଖୋର୍ଦ୍ଧା(କେନ୍ୟୁଜ୍): ପୁଣି ଖୋର୍ଦ୍ଧା ସହର ମଧ୍ୟରେ ହାତୀ ଦେଖିବାକୁ ମିଳିଛି। ଆଜି ରାତି ପ୍ରାୟ ସାଢ଼େ ୮ଟା ବେଳେ ଏକ ଦନ୍ତାହାତୀ ସହର ଉପକଣ୍ଠ ଜାତୀୟ ରାଜପଥ ଅତିକ୍ରମ କରି ମୁକୁନ୍ଦପ୍ରସାଦ ଓ ଉପରସାହି ଦେଇ ଜଟଣୀ-ଖୋର୍ଦ୍ଧା ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି। ଅନ୍ଧାରରେ ହାତୀ…

ବିଶ୍ରା ମହିପାଣି ନିକଟରେ ରେଳ ଧାରଣା ପାର୍‌ ହେଉଥିବାବେଳେ ଟ୍ରେନ୍‌ ଧକ୍କାରେ ୨ ହାତୀ ମୃତ

କେନ୍ଯୁଜ୍: ଟ୍ରେନ୍‌ ଧକ୍କାରେ ୨ ହାତୀ ମୃତ। ବିଳମ୍ବିତ ରାତିରେ ରେଳ ଧାରଣା ପାର୍‌ ହେଉଥିବାବେଳେ ଚଢିଗଲା ମାଲବାହୀ ଟ୍ରେନ୍‌। ବିଶ୍ରା ମହିପାଣି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରେଳ ଧାରଣାର ଉଭୟ ପାର୍ଶ୍ୱରେ ପଡ଼ିରହିଛି ହାତୀ ୨ଟିର ଖଣ୍ଡବିଖଣ୍ଡିତ ମୃତଦେହ। ଘଟଣାସ୍ଥଳରେ…

ଢେଙ୍କାନାଳ ସଦର ଉପକଣ୍ଠ ଆଦୃତା ଚିଲଡ୍ରେନ ହୋମ ନିକଟରେ ହାତୀ ଉପଦ୍ରବ, ଆତଙ୍କିତ ଅଞ୍ଚଳବାସୀ

ଢେଙ୍କାନାଳ : ଢେଙ୍କାନାଳ ସଦର ଉପକଣ୍ଠ ଆଦୃତା ଚିଲଡ୍ରେନ ହୋମ ନିକଟରେ ହାତୀ ଉପଦ୍ରବ । ହାତୀ ପଲ ଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତକାଲି ଅପରାହ୍ନ ପ୍ରାୟ ଚାରିଟା ବେଳେ ବୋରାପଦା ସ୍ଥିତ ଆଦୃତା ଚିଲଡ୍ରେନ ହୋମ ନିକଟରେ ଗୋଟିଏ ହାତୀକୁ ଦେଖିବାକୁ ମିଳିଥିଲା । ଫଳରେ…