Browsing Tag

elephant

ଶେଷରେ ଧରା ହେଲା ଦନ୍ତାହାତୀ, ଜୟ ଜଗନ୍ନାଥ ନାରା ଦେଇ କପିଳାସ ପଠାଇଲା ବନବିଭାଗ

ବୌଦ୍ଧ(କେନ୍ୟୁଜ୍‌)- ଶେଷରେ ଟ୍ରାଙ୍କୁଲାଇଜ କରି ଧରା ହେଲା ଦନ୍ତା ହାତୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ବରଗାଁ ସେକ୍ସନର ଲୁଇସିଂ ଗ୍ରାମରୁ କାବୁ କରିଥିବା ପଟକିଆ ଦନ୍ତାହାତୀକୁ ଶୁକ୍ରବାର ଏକ ହାଇୱା ଗାଡିରେ ଜୟ ଜଗନ୍ନାଥ ନାରା ଦେଇ କପିଳାସ ପଠାଇଲା ବନବିଭାଗ । ଏହି ପଟକିଆ…

ଭୁବନେଶ୍ବର ଉପକଣ୍ଠ ମଳିପଡ଼ାରେ ବୁଲୁଛି ଦନ୍ତା, ଭୟରେ ଲୋକେ

ଭୁବନେଶ୍ବର (କେନ୍ୟୁଜ) : ରାଜଧାନୀରେ ପୁଣି ହାତୀ ଆତଙ୍କ । ଭୁବନେଶ୍ବର ଉପକଣ୍ଠ ମଳିପଡ଼ା ଗାଁରେ ବୁଲୁଛି ଦନ୍ତା । ଫଳରେ ଆତଙ୍କରେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ସନ୍ଧ୍ୟା ହେଲେ କବାଟ ଦେଇ ଘରେ ରହୁଛନ୍ତି । ବନ ବିଭାଗକୁ ଅଭିଯୋଗ ପରେ ମଧ୍ୟ ବନ ବିଭାଗ ତ୍ୱରିତ ପଦକ୍ଷପ ନେଉନାହିଁ ।…

କେନ୍ଦୁଝର ପାଟଣା ରେଞ୍ଜରେ ୨୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଚମ୍ପୁଆ ରେଞ୍ଜରେ ଜଣେ ମୃତ

କେନ୍ଦୁଝର (କେନ୍ୟୁଜ) : କେନ୍ଦୁଝର ପାଟଣା ରେଞ୍ଜରେ ୨୩ ଟିକିଆ ହାତୀପଲଙ୍କ ଉପଦ୍ରବ। ଭାଙ୍ଗିଲେ ସ୍କୁଲ ଘର କାନ୍ଥ, ଖାଇଗଲେ ମଧ୍ୟାହ୍ନ ଭୋଜନ ଚାଉଳ । ଗତକାଲି ରାତିରେ ହାତୀପଲ ଝାଟିପଡା ପ୍ରାଥମିକ ବିଦ୍ୟାଳୟ ଓ ସ୍ବାମ୍ ସରକାରୀ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମର ଝରକା ଭାଙ୍ଗି ମଧ୍ୟାହ୍ନ…

ଖୋର୍ଦ୍ଧା : ଛତିପୁରୁ ଗ୍ରାମରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧା ଛତିପୁରୁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ଜଙ୍ଗଲ ଭିତରେ ଏକ ୨୨ ଟିକିଆ ହାତୀ ପଲ ଥିବାବେଳେ କିଛି ଯୁବକ ଦେଖିବାକୁ ଯାଇଥିଲେ । ସେହି ସମୟରେ ହାତୀ ଆକ୍ରମଣ କରିଥିଲା । ଆକ୍ରମଣରେ ଛତିପୁରୁ ଗ୍ରାମର ନବକିଶୋର ପଶ୍ଚିମକବାଟଙ୍କ ପୁଅ ବିଧାନ…

ଅନୁଗୋଳ ତୁରଙ୍ଗ ଗାଁରେ ୬ ଟିକିଆ ଦନ୍ତା ହାତୀଙ୍କ ଆତଙ୍କ

ଅନୁଗୋଳ(କେନ୍ୟୁଜ): ଅନୁଗୋଳ ତୁରଙ୍ଗ ଗାଁରେ ୬ ଟିକିଆ ଦନ୍ତା ହାତୀ ଆତଙ୍କ। ଆଜି ଭୋରରୁ ଅନୁଗୋଳ ରେଞ୍ଜ ତୁରଙ୍ଗ ଗାଁର ଦେହୁରୀ ସାହିରେ ପଶିଛନ୍ତି ୬ଟି ଦନ୍ତା ହାତୀ। ଦେହୁରୀ ସାହିର ବାଉଁଶ ପୋଖରୀ ନିକଟରେ ଥିବା ଏକ ବୁଦାଳିଆ ଜଙ୍ଗଲରେ ରହିଛନ୍ତି ହାତୀ । ଗାଁରେ ହାତୀ ପଶିଥିବା ଜଣାପଡ଼ିବା…

ଜାତୀୟ ରାଜପଥରେ ୨୫ଟିକିଆ ହାତୀପଲ, ରାସ୍ତାର ଦୁଇ ପାର୍ଶ୍ଵରେ ଅଟକି ରହିଲା ଶତାଧିକ ଗାଡି ମଟର

ଢେଙ୍କାନାଳ(କେନ୍ୟୁଜ):  ଜାତୀୟ ରାଜପଥରେ ହାତୀପଲ। ରାସ୍ତା ପାର୍ ହେଉଥିବାର ଦେଖିବାକୁ ମିଳିଛି । ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ହଳଦିଆବାହାଳ ଗ୍ରାମ ନିକଟ ୫୫ ନଂ ଜାତୀୟ ରାଜପଥ ନିକଟରେ ଗତକାଲି ଏହି ଦୃଶ୍ୟ ଦେଖି ସମସ୍ତ ଛାତି ଛନକା ପଶିଯାଇଥିଲା । । ଏକ ୨୫ଟିକିଆ ହାତୀ ପଲ ୫୫…

କ୍ଷେତକୁ ଫସଲ ଖାଇବାକୁ ଆସି ଗାଡିଆରେ ଫସିଲା ହାତୀ

ସୁନ୍ଦରଗଡ଼: ଦିନକୁ ଦିନ ଥମିବାର ନାଁ ନେଉନି ହାତୀ ଉପଦ୍ରବ । ସବୁ ସ୍ଥାନରେ ଆତଙ୍କ ଖେଳାଇଛନ୍ତି ହାତୀ। ନଷ୍ଟ କରୁଛନ୍ତି ଫସଲ । ପୁଣି ଗୋଟିଏ ହାତୀ ଫସଲ ଖାଇବାକୁ ଆସି ବିପଦ ମୁଖରେ ପଡ଼ିଛି । ସୁଚନାମୁତାବକ୍‌, ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ସାନ ଦମକୁଡ଼ା ଭଦ୍ରାପଡ଼ା ନିକଟ କ୍ଷେତକୁ…

ଗାଁରେ ପଶିଲା ଗୋଠଛଡ଼ା ଦନ୍ତା, ଭାଙ୍ଗିଲା ଘର, ନଷ୍ଟ କଲା ଫସଲ

ଗାଁରେ ବୁଲିଲା ଦନ୍ତା। ଭାଙ୍ଗିଲା ଘର, ନଷ୍ଟ କଲା ଫସଲ। କେନ୍ଦୁଝର ବନଖଣ୍ଡ ତେଲକୋଇ ରେଂଜ ଅଁରା ଗାଁରେ ପଶିଛି ଗୋଠଛଡ଼ା ଦନ୍ତା। ଗତକାଲି ରାତିରୁ ଗୋଟେ ଗୋଠ ଛଡା ଦନ୍ତା ହାତୀ ହଦଗଡ଼ ହସ୍ତୀ ଅଭୟାରଣ୍ୟରୁ ଆସି ଗାଁରେ ପଶିଛି। ପ୍ରଥମେ ମୁଦୁଲିପଡ଼ା, କଳିଗାଁ ଦେଇ ଅଁରା ଗାଁରେ ପହଞ୍ଚିଛି।…

ବିୟର ଓ ୱିସ୍କି ଠାରୁ ଅଧିକ ନିଶା ଏହି କ୍ଷୀର, ଜାଣନ୍ତୁ ଏହି ପଶୁ ବିଷୟରେ

କ୍ଷୀର ହେଉଛି ଏକ ଏଭଳି ପାନୀୟ ଯାହା ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟୀ । ଅଧିକାଂଶ ଲୋକ ଗାଇ, ମଇଁଷି କିମ୍ବା ଛେଳି କ୍ଷୀର ପିଅନ୍ତି, ଯାହା ପ୍ରୋଟିନ୍ ଏବଂ ଭିଟାମିନରେ ଭରପୂର । କିନ୍ତୁ ଗୋଟିଏ ଏଭଳି ପଶୁ ଅଛି ଯାହାର କ୍ଷୀରରେ ଆଲକୋହଲ ରହିଛି । ଏହା ଶୁଣି ଆପଣଙ୍କୁ ଖୁବ…

ବଣାଇ ସହର ମୁଖ୍ୟ ରାସ୍ତାରେ ଦୌଡ଼ିଲା ହାତୀ, ପଛେ ପଛେ ଦେଖଣାହାରି

ବଣାଇ(କେନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ବଣାଇ ସହରର ପଶିଲା ହାତୀ। ଗୋଟିକିଆ ଦନ୍ତା ହାତୀ ମୁଖ୍ୟ ରାସ୍ତାରେ ଦୌଡ଼ିଲା।  ହାତୀ ପଛେ ପଛେ ଦେଖଣାହାରି ସହିତ ବନବିଭାଗ ମଶାଲ ଧରି ଦୌଡୁଛନ୍ତି ।ହାତୀକୁ ଦେଖି କିଛି ସମୟ ଦୋକାନ ବଜାର ବନ୍ଦ କରି ଦୌଡ଼ିଲେ ଜନସାଧାରଣ । ହାତୀଟି ବ୍ଲକ ଛକରୁ ମୁଖ୍ୟ…

ବାଙ୍କୀ-ଭଗିପୁର ରାସ୍ତାରେ ବୁଲୁଛନ୍ତି ୧୬ ଟିକିଆ ହାତୀପଲ

ରାସ୍ତାରେ ହାତୀ । ବାଙ୍କୀ-ଭଗିପୁର ରାସ୍ତାରେ ୧୬ ଟିକିଆ ହାତୀପଲ । ଚନ୍ଦକା ଡମପଡା ଅଭୟାରଣ୍ୟରୁ ହାତୀପଲ ଆସିଥିବା ଜଣାପଡିଛି । କେତେବେଳେ ପାଣି ପିଇବାକୁ ତ ଆଉ କେତେବେଳେ ଖାଦ୍ୟ ଅନ୍ବେଷଣରେ ରାସ୍ତାରେ ବୁଲୁଛନ୍ତି ହାତୀ । ଗତକାଲି ରାତିରେ ଅଭୟାରଣ୍ୟରୁ ୧୬ଟିକିଆ ହାତୀପଲ ଆସି ଭଗିପୂର୍…

୪ ଦିନ ପରେ ଅସୁସ୍ଥ ହାତୀର ମୃତ୍ୟୁ

ସୋର : ଅସୁସ୍ଥ ହାତୀର ମୃତ୍ୟୁ । ଆଜି ଟ୍ରାଙ୍କୁଲାଇଜର କରାଯାଉଥିବାବେଳେ ହାତୀଟିର ମୃତ୍ୟୁ ହୋଇଛି। ସୋର ବନାଞ୍ଚଳ ଜାତପଦାରେ ଅସୁସ୍ଥ ହାତୀଟି ପାଣିରେ ଫସିରହିଥିଲା । ଦୀର୍ଘ ସମୟ ପରେ ବାହାରକୁ ଆସିଥିଲା ହାତୀ । ଅସୁସ୍ଥ ହାତୀର ଚିକିତ୍ସା ପାଇଁ ଡ଼ାକ୍ତରୀଦଳ ପହଞ୍ଚି ଟ୍ରାଙ୍କୁଲାଇଜର…