Browsing Tag

enforcement directorate

ଆଜି ଇଡି ସାମ୍ନାରେ ହାଜର ହେବେନି ଅରବିନ୍ଦ କେଜ୍ରିଓ୍ଵାଲ, କହିଲେ ସମନ ବେଆଇନ

ଇଡି ସମନରେ ଆଜି ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ଦିଲ୍ଲୀ ଜଳ ବୋର୍ଡରେ ହୋଇଥିବା ଅନିୟମିତତା ସହ ଜଡିତ ଅର୍ଥ ହେରଫେର ଯାଞ୍ଚ ମାମଲାରେ ଇଡି ପକ୍ଷରୁ ସମନ ପଠାଯାଇଥିଲା । ଇଡିର ସମନକୁ ପୁଣି ବେଆଇନ କହି ପ୍ରତ୍ୟାଖାନ କରିଛି ଆପ୍‌ । ଖବର ମୁତାବକ, ଗତ ୧୭…

ଦିଲ୍ଲୀ ମଦ ଦୁର୍ନୀତି ମାମଲା : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ୯ମ ଥର ସମନ ପଠାଇଲା ଇଡି, ୨୧ ମାର୍ଚ୍ଚରେ…

ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡ୍ରରିଂ ମାମଲାରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢିବାରେ ଲାଗିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୯ମ ଥର ପାଇଁ କେଜ୍ରିଓ୍ଵାଲଙ୍କୁ ସମନ ପଠାଇଛି । ଇଡି ପଚରାଉଚରା ପାଇଁ ୨୧ ମାର୍ଚ୍ଚରେ ହାଜର ହେବାକୁ କହିଛି ।…

ଆକ୍ସନ ମୋଡରେ ଇଡି, ପୁଣି ଖୋଲିଲା ଅର୍ଥତତ୍ତ୍ୱ ଚିଟଫଣ୍ଡ ଫାଇଲ୍

ଆକ୍ସନ ମୋଡରେ ଇଡି । ପୁଣି ଖୋଲିଲା ଅର୍ଥତତ୍ତ୍ୱ ଚିଟଫଣ୍ଡ ଫାଇଲ୍ । ଏଟି ଠକେଇ ମାମଲାରେ ଆଜି ଭୁବନେଶ୍ବରର ୫ଟି ସ୍ଥାନ ସମେତ ରାଜ୍ୟର ୮ଟି ସ୍ଥାନରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭୁବନେଶ୍ବର, ବ୍ରହ୍ମପୁର ଓ ଛତ୍ରପୁରରେ ଏକକାଳୀନ ରେଡ୍ ହୋଇଛି । ଭୁବନେଶ୍ବର ଶ୍ରୀୟା ଛକ ସ୍ଥିତ…

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ EDର ଆବେଦନ ଉପରେ ସମନ ପଠାଇଲେ କୋର୍ଟ, ମାର୍ଚ୍ଚ ୧୬ରେ ହାଜର ହେବାକୁ କହିଲେ

ମଦ ଦୁର୍ନୀତି ସହ ଜଡ଼ିତ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ରାଉସ୍‌ ଆଭେନ୍ୟୁ କୋର୍ଟ ସମନ ପଠାଇଛନ୍ତି । ଇଡିର ଆବେଦନ ଉପରେ ଏହି ସମନ ଜାରି କରାଯାଇଛି । କୋର୍ଟ କେଜ୍ରିଓ୍ଵାଲଙ୍କୁ ମାର୍ଚ୍ଚ ୧୬ରେ ହାଜର ହେବା ପାଇଁ କହିଛନ୍ତି । ଏହା ପୂର୍ବରୁ ଇଡି ସିଏମ୍‌…

କଂଗ୍ରେସ ନେତା ସଲମାନ ଖୁର୍ସିଦ ଓ ତାଙ୍କ ପତ୍ନୀଙ୍କ ବିରୋଧରେ EDର କାର୍ଯ୍ୟାନୁଷ୍ଠାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି…

କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଇଡି କଂଗ୍ରେସ ନେତା ସଲମାନ ଖୁର୍ସିଦ ଓ ତାଙ୍କ ପତ୍ନୀ ଲୁଇସ୍ ଖୁର୍ସିଦଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଲୁଇସ୍ ଏବଂ ଅନ୍ୟ ଅଭିଯୁକ୍ତଙ୍କର ୪୫.୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ତଦନ୍ତ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ଡାକ୍ତର…

ଇଡି ସାମ୍ନାରେ ହାଜର ହେବେନି ଅରବିନ୍ଦ କେଜ୍ରିଓ୍ଵାଲ, କିନ୍ତୁ ଭିଡିଓ କନଫରେନ୍ସି ଜରିଆରେ ଜବାବ ରଖିବେ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଷ୍ଟମ ସମନ ଉପରେ ଜବାବ ରଖିଛନ୍ତି । ଇଡିରେ ହାଜର ନ ହୋଇ ପ୍ରଶ୍ନର ଜବାବ ଦେବେ ବୋଲି କହିଛନ୍ତି କେଜ୍ରିଓ୍ଵାଲ । ଭିଡିଓ କନଫରେନ୍ସିଂ ଜରିଆରେ କେଜ୍ରିୱାଲ ଇଡି ପ୍ରଶ୍ନର…

ଆଜି ମଧ୍ୟ ହାଜର ହେବେ ନାହିଁ ଅରବିନ୍ଦ କେଜ୍ରିଓ୍ଵାଲ; କହିଲେ, ସମନ ପଠାଇବା ପରିବର୍ତ୍ତେ କୋର୍ଟଙ୍କ ନିଷ୍ପତ୍ତିକୁ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆମ୍‌ମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ଆଜି ମଧ୍ୟ ଇଡିରେ ହାଜର ହେବେ ନାହିଁ । ଆପ୍‌ କହିଛି, ତଦନ୍ତ ଏଜେନ୍ସିର ସମନରେ କେଜ୍ରିଓ୍ଵାଲ ହାଜର ହେବେ ନାହିଁ ଏବଂ କେନ୍ଦ୍ର ସରକାର ଆମ ଉପରେ ଚାପ ପକାଇବା ଉଚିତ୍‌ ନୁହେଁ । ଏ ସମ୍ପର୍କରେ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସପ୍ତମ ସମନ, ଫେବୃୟାରୀ ୨୬ରେ ହାଜର ହେବାକୁ କହିଲା ED

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୭ମ ସମନ ଜାରି କରିଛି । ତଦନ୍ତ ଏଜେନ୍ସି ଫେବୃୟାରୀ ୨୬ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହାଜର ହେବା ପାଇଁ କହିଛି । ଇଡିର ନୋଟିସ୍‌ ପରେ ଆମ୍‌ ଆଦ୍‌ମୀ ପାର୍ଟି କହିଛି ଯେ…

ED ରେ ଟିଟିଲାଗଡର ଆୟୁଷ ସାହୁ

ED ରେ ଟିଟିଲାଗଡ ମଦ ବ୍ୟବସାୟୀଙ୍କ ପୁଅ ଦୀପକ ସାହୁଙ୍କ ପୁଅ ଆୟୁଷ ସାହୁ। ଫରଟୁନ୍ ସ୍ପିରିଟର ମାଲିକ ଆୟୁଷ ସାହୁ। ବ୍ରହ୍ମପୁର ଉପକଣ୍ଠ ରେ ଥିବା ଗୋପାଲପୂର୍ ନିକଟରେ ତାଙ୍କ ଫ୍ୟାକ୍ଟ୍ରି ରହିଛି। FEMA Foreign exchange Managent Act ଉଲଂଘନ ମାମଲାରେ ED ତାଙ୍କୁ ସମନ କରିଥିଲା।…

ଇଡି ଟାର୍ଗେଟରେ ଆପ୍‌, କେଜ୍ରିଓ୍ଵାଲଙ୍କ ସଚିବ ସମେତ ଆପ୍‌ ନେତାଙ୍କ ୧୦ଟି ସ୍ଥାନ ଚଢଉ

ଦିଲ୍ଲୀ ସକାଳୁସକାଳୁ ଇଡିର ବଡ କାର୍ଯ୍ୟାନୁଷ୍ଠାନ । ଇଡି ମନି ଲଣ୍ଡ୍ରିଂ ମାମଲାର ଯାଞ୍ଚ କରୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସଚିବ ଏବଂ ଆପ୍‌ ସହିତ ଜଡିତ କିଛି ଲୋକଙ୍କ ଘରେ ଚଢଉ କରିଛି । ସକାଳୁ ସକାଳୁ ଇଡି ଏମାନଙ୍କ ଘରେ ପହଞ୍ଚି ଚଢଉ ଜାରି ରଖିଛି । ତେବେ…

କୁଆଡେ ଗଲେ ହେମନ୍ତ ସୋରେନ ? ରାଞ୍ଚିର କିଛି ସ୍ଥାନରେ ୧୪୪ ଧାରା ଲାଗୁ

ଜମି ଦୁର୍ନୀତି ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମସ୍ୟା ଲଗାତାର ବଢିବାରେ ଲାଗିଛି । ସୋମବାର ଦିନ ଦିଲ୍ଲରୁ ରାଞ୍ଚି ପର୍ଯ୍ୟନ୍ତ ସମସ୍ତ ଠିକଣାରେ ଇଡି ଟିମ୍‌ ଯାଞ୍ଚ କରିଛି । କିନ୍ତୁ ହେମନ୍ତ ସୋରେନ ମିଳିନାହାନ୍ତି । ଇଡି ଦିଲ୍ଲୀ ସ୍ଥିତି ତାଙ୍କ ଘରୁBMW କାର ସହିତ…

EDର ଚତୁର୍ଥ ସମନରେ ହାଜର ହେଲେନି ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲ; କହିଲେ, ବେଆଇନ ନୋଟିସ୍‌

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଅବକାରୀ ନୀତି ମାମଲାରେ ଇଡି ପକ୍ଷରୁ ପଠାଯାଇଥିବା ସମନରେ ହାଜର ହୋଇନାହାନ୍ତି । ଏବେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସିଏମ୍‌ କେଜ୍ରିଓ୍ଵାଲ ଏହି ସମନକୁ ବେଆଇନ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଦୁଇ ବର୍ଷ ହେବ ଏହି…