ପରିଚାଳନାରେ ତ୍ରୁଟି ଯୋଗୁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ତିନି ଶହ ଛାତ୍ରଛାତ୍ରୀ, ସ୍କୁଲ ପରିସରରେ ଉତ୍ତେଜନା
ଏନଏମଏମଏସ୍ ପରୀକ୍ଷା ପରିଚାଳନାରେ ତ୍ରୁଟି ଯୋଗୁ ପରୀକ୍ଷା ଦେବାକୁ ବଞ୍ଚିତ ହେଲେ ତିନି ଶହ ଛାତ୍ରଛାତ୍ରୀ । ଯାହାକୁ ନେଇ ଯାଜପୁର ଜିଲ୍ଲା ପାଣିକୋଇଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି । ପ୍ରଶ୍ନପତ୍ର ତୃଟି ଯୋଗୁ ଠିକ୍ ସମୟରେ ପରୀକ୍ଷା ହୋଇ ପାରି ନଥିବା ବେଳେ କେବଳ…