Browsing Tag

face pack

ଚେହେରାରେ ଚମକ ଆଣିଥାଏ ବେସନରେ ତିଆରି ଏହି ୬ଟି ସ୍କ୍ରବ୍, ଯାହାକୁ ଘରେ ତିଆରି କରିବା ବହୁତ ସହଜ

ବର୍ତ୍ତମାନ ସମସ୍ତ ଲୋକ ନିଜ ସ୍କିନ୍‌ର ବହୁତ ଭଲ ଭାବେ ଯତ୍ନ ନେବାକୁ ଚାହୁଁଛନ୍ତି, ତେବେ ଯଦି ଘରେ ଏପରି କିଛି ଅଛି ଯାହା ଜେଜେମା ମଧ୍ୟ ପ୍ରାଚୀନ କାଳରୁ ଚମକୁଥିବା ସ୍କିନ୍‌ ପାଇବା ପାଇଁ ବ୍ୟବହାର କରିଆସୁଛନ୍ତି, ତେବେ ତାହା ହେଉଛି ବେସନ । ଯଦି ମୁହଁରେ ବେସନ ଲଗାଇବେ, ତାହେଲେ ଏହା କେବଳ…

ସ୍କିନ୍‌ ଡ୍ରାଏ ହେଉଥିଲେ ବ୍ୟବହାର କରନ୍ତୁ ବାଦାମ ଫେସ୍‌ ପ୍ୟାକ୍‌, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଆପଣ ସମସ୍ତେ ଜାଣିଥିବେ ଯେ ବାଦାମ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଏହି ଡ୍ରାଏ ଫ୍ରୁଟ୍ସ ଆପଣଙ୍କ ସୁନ୍ଦରତା ବଢାଇବାରେ ମଧ୍ୟ ସାହାଯ୍ୟ କରେ । ତେବେ ସ୍କିନ୍‌ କେୟାରରେ ବାଦାମ ଅନ୍ତର୍ଭୁକ୍ତ କରି ଆପଣ ହେଲ୍‌ଦି ସ୍କିନ୍‌ ପାଇପାରିବେ । ଭିଟାମିନ୍ Eରେ…

ଖରାଦିନରେ ମୁହଁରୁ ଦାଗ ତଥା ବ୍ରଣକୁ ଦୂର କରିବ ଲେମ୍ବୁ-ଦହିର ପ୍ୟାକ, ଏପରି କରନ୍ତୁ ପ୍ରସ୍ତୁତ

ଜୀବନ ଏବେ ଏପରି ବ୍ୟସ୍ତବହୁଳ ହୋଇଯାଇଛି ଯେ ନିଜ ପାଇଁ ସମୟ ଟିକେ କାଢ଼ିବା କଷ୍ଟକର ହୋଇ ପଡୁଛି । ଏହି ବ୍ୟସ୍ତ ବହୁଳ ଜୀବନରେ ଆମେ ଆମ ଶରୀର ପ୍ରତି ଯତ୍ନ ନେଇ ପାରୁନେ । ଯେଉଁଥିପାଇଁ ଶରୀରରେ ବହୁ ପ୍ରକାର ଅସୁବିଧା ଦେଖାଦେଉଛି । ବିଶେଷକରି ଯେବେ ଆମେ ୩୦ କିମ୍ବା ୪୦ ବର୍ଷରେ ପହଞ୍ଚୁଛୁ ଏହାର…

ଗୋରା ଓ ସୁନ୍ଦର ତ୍ୱଚା ପାଇଁ ଏମିତି ଲଗାନ୍ତୁ ଚାଉଳ ଅଟା, ହସି ଉଠିବ ଆପଣଙ୍କ ତ୍ୱଚା

ଆମେ ସମସ୍ତେ ଚାଉଳ ଅଟାକୁ ଖାଦ୍ୟ ଭାବେ ବ୍ୟବହାର କରିଥାଉ | ହେଲେ ଚାଉଳ ଅଟାରେ ଯେ ତ୍ୱଚାକୁ ସୁନ୍ଦର ଓ ଦାଗହିନ କରିହେବ କ୍ଵଚିତ ଜାଣିଥିବେ | ଦାଗହିନ ଓ ଉଜ୍ଜଳ ତ୍ୱଚା ପାଇବା ପାଇଁ ଚାଉଳ ଅଟା ବ୍ୟବହାର କରିପାରିବେ | ଚାଉଳ ଅଟାରେ ଆପଣ ଚାରି ପ୍ରକାର ଫେସ ପ୍ୟାକ ବନାଇପାରିବେ | ଯାହାକୁ…

ଆପଣଙ୍କ ତ୍ବଚାକୁ ଗୋରା ତଥା ଉଜ୍ଜ୍ବଳ କରିବ ସେଓ; ଘରେ ବସି ଏମିତି ପ୍ରସ୍ତୁତ କରନ୍ତୁ ୬ଟି ଫେସ୍ ପ୍ୟାକ

ସେଓରେ ଭିଟାମିନ୍ ସି, ଭିଟାମିନ ଏ ଓ କପର୍ ଭରପୂର ମାତ୍ରାରେ ରହିଛି। ସେଓ ଖାଇବା ଏବଂ ଏହାକୁ ଚେହେରାରେ ଲଗାଇବା ଦ୍ବାରା ତ୍ବଚା ଉଜ୍ଜ୍ବଳ ହୋଇଥାଏ। ଆପଲ୍ ଦ୍ବାରା ଡାମେଜ୍ ସେଲ୍ସ ରିପେୟାର ହୋଇଥାଏ ଏବଂ ସ୍କିନରେ ଗ୍ଲୋ ଆସିଥାଏ। ଏହାକୁ ଖାଇବା ବତୀତ ଆପଣ ଏଥିରେ ତିଆରି ଫେସ୍ ପ୍ୟାକକୁ ମଧ୍ୟ…

ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ କଦଳୀ ଫେସ୍‌ ପ୍ୟାକ; ଆଣ୍ଟି-ଏଜିଙ୍ଗ୍‌ ଓ ମଇଶ୍ଚରାଇଜିଙ୍ଗ୍‌ ଗୁଣରେ ଭରପୂର

କଦଳୀ ପେଟ ପାଇଁ ଯେତିକି ଲାଭଦାୟକ ହୋଇଥାଏ, ସେତିକି ସ୍କିନ୍‌ ପାଇଁ। ଏହା ଏମିତି ଏକ ସୁପରଫୁଡ୍‌, ଯାହା ବର୍ଷ ସାରା ମିଳିଥାଏ। ଏଥିରେ ଆକ୍ଟି ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ। ଏଥି ସହିତ ଏହାର ମଇଶ୍ଚରାଇଜିଙ୍ଗ୍‌ ଗୁଣ ସ୍କିନ୍‌କୁ କୋମଳ ତଥା ମୁଲାୟମ ରଖିଥାଏ। ଅଲଗା ଅଲଗା ତରିକାରେ…

ସୁନ୍ଦର ଓ ସୁସ୍ଥ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ସୁଜି ସ୍କ୍ରବ୍‌, ଜାଣନ୍ତୁ ବ୍ୟବହାର କରିବାର ଉପାୟ

ସୁନ୍ଦର ଓ ଆକର୍ଷଣୀୟ ଚେହେରା ପାଇବା ପାଇଁ ସମସ୍ତେ ଚାହନ୍ତି । କିନ୍ତୁ ବର୍ତ୍ତମାନ ଏତେ ମାତ୍ରାରେ ପ୍ରଦୂଷଣ ବଢିବାରେ ଲାଗିଛି ଯେ ଚେହେରା ମଧ୍ୟ ଠିକ ରହୁନାହିଁ । ଏମିତିକି ଅନେକ ପ୍ରକାର ଚର୍ମ ଜନିତ ରୋଗ ବାହାରୁଛି । ଖରା ର ଅଧିକ ତାପମାତ୍ରା ପାଇଁ ଓ ଧୂଳି ପ୍ରଦୂଷଣ ପାଇଁ ଆପଣଙ୍କ…

ଶୀତଦିନେ ଦୂର ହୋଇଯିବ ତ୍ୱଚାର କଳାପଣ, ବ୍ୟବହାର କରନ୍ତୁ ହଳଦିଆ ସୋରିଷର ଫେସ୍‌ପ୍ୟାକ; ଫଟାଫଟ୍‌ ଜାଣି ନିଅନ୍ତୁ…

ଖାଦ୍ୟ ପ୍ରସ୍ତୁତି ପାଇଁ ସୋରିଷ ତେଲ ବ୍ୟବହାର କରାଯାଇଥାଏ। ଖାଦ୍ୟରେ ସୋରିଷ ତେଲର ସ୍ୱାଦ ବହୁତ ଭଲ ଆସିଥାଏ। ସୋରିଷ ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ସୋରିଷ ମଞ୍ଜି ବ୍ୟବହାର ଦ୍ୱାରା ତ୍ୱଚାର ଅନେକ ସମସ୍ୟାରୁ ଛୁଟକାରା ମିଳିଥାଏ। ଏମିତିରେ ଆଜି ଆମେ…

ବୟସର ଛାପକୁ କମ୍‌ କରିବା ପାଇଁ ଏଲୋଭେରା ଜେଲ୍‌ ନୁହେଁ, ଲଗାନ୍ତୁ ନାଗଫେଣୀ ଜେଲ୍‌; ଜାଣନ୍ତୁ ଏହି ଗୁଳ୍ମର ଫାଇଦା

କ୍ୟାକ୍‌ଟସ ବା ନାଗଫେଣୀ ଗୁଳ୍ମ ଘରର ବଗିଚାରେ ସୁନ୍ଦରତା ବଢ଼ାଇବା କାମରେ ଆସିଥାଏ। ବହୁତ କମ୍‌ ଲୋକ ଜାଣିଥିବେ ଯେ ନାଗଫେଣୀ ଗୁଳ୍ମ ତ୍ୱଚାର ଦେଖାଶୁଣା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ନାଗଫେଣୀ ଜେଲ୍‌ ତ୍ୱଚା ସମ୍ବନ୍ଧୀୟ ସବୁ ପ୍ରକାର ସମସ୍ୟାକୁ ଦୂର କରି ଦେଇଥାଏ। ଏହି ଜେଲ୍‌କୁ ଆପଣ…

ରାତିର ବାସି ଭାତ ଫିଙ୍ଗନ୍ତୁ ନାହିଁ, ଏଥିରେ ବଢ଼ାଇ ପାରିବେ ଆପଣଙ୍କ ସୁନ୍ଦରତା; ଏହିଭଳି ବନାନ୍ତୁ ଫେସ୍‌ ପ୍ୟାକ୍‌

କୋରିୟାନ, ଚୀନ ଓ ଜାପାନର ମହିଳାମାନେ ପୂରା ବିଶ୍ୱରେ ନିଜର ଗ୍ଲୋଇଙ୍ଗ୍‌ ସ୍କିନ୍‌ ପାଇଁ ଖ୍ୟାତ। ଅନ୍ୟ ଦେଶର ମହିଳାମାନେ ସେମାନଙ୍କ ଭଳି ସ୍କିନ୍‌ ପାଇବାକୁ ସବୁବେଳେ ଇଚ୍ଛା ରଖି ଥାଆନ୍ତି। ତେବେ ଚୀନ, ଜାପାନ ଆଦି ସ୍ଥାନରେ ନିଜର ସୁନ୍ଦରତାକୁ ବଢ଼ାଇବା ପାଇଁ ମହିଳାମାନେ ଭାତ ମଣ୍ଡ ବ୍ୟବହାର…

ମୁହଁରେ ଲଗାନ୍ତୁ କିସ୍‌ମିସ୍‌ ଫେସ୍‌ପ୍ୟାକ୍‌, ଦୂର ହେବ ସମସ୍ତ ତ୍ୱଚା ସମ୍ବନ୍ଧୀୟ ସମସ୍ୟା

ଅଙ୍ଗୁରକୁ ଶୁଖାଇ ପ୍ରସ୍ତୁତ କରାଯାଉଥିବା କିସ୍‌ମିସ୍‌ ଦେହ ପାଇଁ ଖୁବ୍‌ ଉତ୍ତମ ହୋଇଥାଏ ବୋଲି ତ ଆମେ ସମସ୍ତେ ଜାଣନ୍ତି। କିନ୍ତୁ ଏହା ତ୍ୱଚା ପାଇଁ ବି ଦରକାରୀ ବୋଲି ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ତ୍ୱଚାରେ କିସ୍‌ମିସ୍‌ର ଫେସ୍‌ପ୍ୟାକ୍‌ ଲଗାଇଲେ ତ୍ୱଚାର ସମସ୍ତ ସମସ୍ୟା ଦୂର ହୁଏ।…

ତ୍ୱଚାକୁ ଦାଗମୁକ୍ତ କରିବା ପାଇଁ ବ୍ୟବହାର କରନ୍ତୁ ତେନ୍ତୁଳି ଫେସ୍‌ପ୍ୟାକ୍‌, ଜାଣନ୍ତୁ ତିଆରି କରିବା ବିଧି

ତେନ୍ତୁଳିର ବ୍ୟବହାର ଖାସ୍‌ କରି ଖାଦ୍ୟ ଜିନିଷରେ କରାଯାଏ। ଦକ୍ଷିଣ ଭାରତୀୟ ଖାଦ୍ୟରେ ଏହାର ବହୁଳ ବ୍ୟବହାର ହୁଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଖାଇବା ବ୍ୟତୀତ ଆପଣ ତ୍ୱଚାରେ ମଧ୍ୟ ତେନ୍ତୁଳିକୁ ବ୍ୟବହାର କରିପାରିବେ। ତ୍ୱଚାର ଦାଗ, ଶୁଷ୍କପଣ ସହ ଅନ୍ୟାନ୍ୟ ସମସ୍ୟା ଦୂର କରିବାରେ ଏହା…