Browsing Tag

Fire breaks out

ମୁମ୍ବାଇ: ସ୍ପୋର୍ଟସ୍‌ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, ୮ ଦମକଳ ଗାଡ଼ି ନିୟୋଜିତ

ମୁମ୍ବାଇର ଅନ୍ଧେରୀ ୱେଷ୍ଟସ୍ଥିତ ଏକ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ବିଲ୍ଡିଂରେ ନିଆଁ ଲାଗିବାର ଖବର ସାମ୍ନାକୁ ଆସିଛି। ଅଗ୍ନିକାଣ୍ଡ ଏତେ ଭୟାବହ ରହିଛି ଯେ ଅନେକ ଦୂରରୁ ଧୂଆଁ ନଜର ଆସୁଛି। କୁହାଯାଉଛି କି, ଅପରାହ୍ନ ପାଖାପାଖି ୪ଟାରେ ଏହି ଅଗ୍ନିକାଣ୍ଡ ଘଟିଛି। ସୂଚନା ମୁତାବକ, ଏହି ନିଆଁକୁ…

ଦିଲ୍ଲୀ: ହୁ ହୁ ହୋଇ ଜଳୁଛି ୪ ମହଲା ବିଲ୍ଡିଂ; ଏ ପର୍ଯ୍ୟନ୍ତ ୧୨ ଜଣ ଉଦ୍ଧାର

ଦିଲ୍ଲୀର ନ୍ୟୁ ଅଶୋକ ନଗର ଅଞ୍ଚଳରେ ଥିବା ଏକ ୪ ମହଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଅାଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୪ ଦମକଳ ଗାଡ଼ି ମୁତୟନ ରହିଛି। ଅଗ୍ନିଶମ ବିଭାଗର ସୂଚନା ମୁତାବକ, ଜଳୁଥିବା ବିଲ୍ଡିଂରୁ ଏ ପର୍ଯ୍ୟନ୍ତ ୧୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ତେବେ…

କଟକ ଖପୁରିଆ ରୁଚି କମ୍ପାନୀରେ ଅଗ୍ନିକାଣ୍ଡ, ୧୦ ଲକ୍ଷ ଟଙ୍କାର ଅଧିକ ସମ୍ପତ୍ତି ପୋଡ଼ି ପାଉଁଶ

କଟକ(କେନ୍ୟୁଜ୍‌): ରୁଚି କମ୍ପାନୀରେ ଅଗ୍ନିକାଣ୍ଡ । ଖପୁରିଆରେ ଥିବା ରୁଚି କମ୍ପାନୀରେ ଲାଗିଛି ନିଆଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ । ରାତି ୪ଟାରେ ପାସ୍ତା ୟୁନିଟରେ ଲାଗିଛି ନିଆଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି । ବକ୍ସିବଜାର ଓ…

ଦିଲ୍ଲୀ: ଇଲେକ୍ଟ୍ରିକ୍‌ ଚାର୍ଜିଂ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ, ୧୦୦ରୁ ଅଧିକ ଗାଡ଼ି ଜଳି ପାଉଁଶ

ଦିଲ୍ଲୀର ଜାମିଆ ନଗରସ୍ଥିତ ଏକ ଇଲେକ୍ଟ୍ରିକ୍‌ ଚାର୍ଜିଂ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଠାରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକରେ ହଠାତ୍‌ ନିଆଁ ଲାଗିଯାଇଥିଲା, ଯାହାଫଳରେ ଅନେକ ଗାଡ଼ି ଜଳି ପାଉଁଶ ହୋଇଯାଇଛି। ଲୋକଙ୍କ ମୁତାବକ, ଯେଉଁ ପାର୍କିଂ ସ୍ଥଳରେ ନିଆଁ ଲାଗିଛି, ସେଠାରେ…

ଇନ୍ଦୋର: ତିନି ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ; ୭ ଜଣ ଜୀବନ୍ତ ଦଗ୍ଧ; ୮ ଗୁରୁତର

ଇନ୍ଦୋରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବିଜୟ ନଗର ଥାନା ଅଞ୍ଚଳରେ ଥିବା ଏକ ୩ ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଥିରେ ୮ ଜଣ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ଏମ୍‌ଓ୍ଵାଇ ହସ୍ପିଟାଲରେ…

ଜୟପୁର ଦୈନିକ ବଜାରରେ ଅଗ୍ନିକାଣ୍ଡ, ୩୦ ରୁ ଅଧିକ ଦୋକାନ ଭସ୍ମ

ଜୟପୁର(କେନ୍ୟୁଜ) : ଜୟପୁର ଦୈନିକ ବଜାରରେ ଅଗ୍ନିକାଣ୍ଡ । ନିଆଁଲାଗି ୩୦ରୁ ଅଧିକ ଦୋକାନ ଘର ପୋଡ଼ି ଯାଇଛି । ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି।

ସମ୍ବଲପୁର: ଟ୍ରକ୍ ଶୋରୁମ୍ ଗ୍ୟାରେଜରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡି ନଷ୍ଟ

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁର ସିନ୍ଦୁରପଙ୍କ ସ୍ଥିତ ଏକ ଟ୍ରକ ଶୋ ରୁମର ଗ୍ୟାରେଜରେ ଅଗ୍ନିକାଣ୍ଡ। ବିଳମ୍ବିତ ରାତି ପ୍ରାୟ ୩.୪୫ମିନିଟରେ କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ଘଟିଥିଲା। ଗ୍ୟାରେଜରେ ଥିବା କର୍ମଚାରୀ ମାନେ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ। ଅଗ୍ନିଶମ ବିଭାଗ ତୁରନ୍ତ…

ମୁମ୍ବାଇରେ ୬୦ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ବାଲ୍‌କୋନୀରୁ ଖସି ଜଣେ ମୃତ, ନିଆଁ ଲିଭାଇବାରେ ନିୟୋଜିତ ୧୪ଟି…

ମୁମ୍ବାଇର ଲାଲବାଗ ଅଞ୍ଚଳରେ ଥିବା ଏକ ୬୦ ମହଲା ବିଶିଷ୍ଟ ଅଭିଗନା ପାର୍କ ବିଲ୍ଡିଂରେ ଶୁକ୍ରବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବିଲ୍ଡିଂର ୧୯ତମ ମହଲାରେ ଲାଗିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ ବହୁ ଦୂର ପର୍ଯ୍ୟନ୍ତ ଧୂଆଁ ଦୃଶ୍ୟମାନ ହୋଇଥିଲା। ବିଲ୍ଡିଂରୁ ବଡ଼ ବଡ଼ ନିଆଁ ହୁଳା ମଧ୍ୟ ତଳକୁ…

ରାଜଧାନୀ କୋଭିଡ ହସ୍ପିଟାଲରେ ନିଆଁ ଲାଗି ୫ ମୃତ, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ରାୟପୁର: କୋଭିଡ ହସ୍ପିଟାଲରେ ନିଆଁ ଲାଗି ୫ ମୃତ। ଶନିବାର ସନ୍ଧ୍ୟାରେ ଛତିଶଗଡର ରାଜଧାନୀ ରାୟପୁରର ଏକ ବେସରକାରୀ ହସ୍ପିଟାଲରେ ନିଆଁ ଲାଗି ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ରାୟପୁର ଜିଲ୍ଲାର ବରିଷ୍ଠ ପୋଲିସ ଅଧୀକ୍ଷକ ଅଜୟ ଯାଦବ ଶନିବାର ସୂଚନା ଦେବା ଅବସରରେ କହିଛନ୍ତି ଯେ ସହରର…

କରଞ୍ଜିଆ: ବିଳମ୍ବିତ ରାତିରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡିଗଲା ୫ ବଖରା ଘର

କରଞ୍ଜିଆ(କେ ନ୍ୟୁଜ): ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗି ଜଣେ ବ୍ୟକ୍ତିଙ୍କ ୫ ବଖରା ଘର ସମ୍ପୂର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇଯାଇଛି । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଦିଗଧର ଗ୍ରାମପଞ୍ଚାୟତର ଖୁଣ୍ଟାପୋସି ଗ୍ରାମର ସାଙ୍ଖ ପଇଦାଙ୍କର ଥିବା ୫ ବଖରା ଚାଳଘରେ ବିଳମ୍ବିତ…

ବ୍ରହ୍ମଗିରିରେ ଅଗ୍ନିକାଣ୍ଡ, ଜଣେ ଗୁରୁତର: ୮ଟି ଗାଈ ନିଆଁରେ ପୋଡ଼ି ଆହତ

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ କାଠୁଆ ଆରିଡି ଓ ମଢ଼ପଦା ଗାଁରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇ ପୁରୀ ସଦର ଚିକିତ୍ସଳୟରେ ଭର୍ତି ହୋଇଛନ୍ତି । ସେହିପରି ୮ଟି ଗାଈ ନିଆଁରେ ପୋଡ଼ି ଆହତ ହୋଇଥିବାବେଳେ, ଗୋଟିଏ ଗାଈର ମୃତ୍ୟୁ ହୋଇଛି।…

ଝାରସୁଗୁଡ଼ା ବକ୍ସି ଛକ ନିକଟସ୍ଥ ପାତ୍ର ଇଲେକଟ୍ରୋନିକରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ବକ୍ସି ଛକ ସ୍ଥିତ ପାତ୍ର ଇଲେକଟ୍ରୋନିକରେ ଅଗ୍ନିକାଣ୍ଡ ଘଟିଛି । ଗତ ରାତିରେ ପାଖାପାଖି ୨ଟା ୩୦ମିନିଟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏହି ଦୋକାନରେ ଦୃଷ୍ଟି ପଡିଲା । ଦୋକାନରେ ନିଆଁ ଲାଗିଥିବାର ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ…