Below header
Browsing Tag

flipkart

Realme C11 ବଜେଟ ସ୍ମାର୍ଟଫୋନ କିଣିବାର ପ୍ରଥମ ସୁଯୋଗ ଆଜି, Redmi ର ଏହି ଫୋନକୁ ଦେବ ଟକ୍କର

Realme ର ନିଜ ନୂଆ ଶସ୍ତା ବଜେଟ ସ୍ମାର୍ଟଫୋନ୍ Realme C11 ର ପ୍ରଥମ ସେଲ୍‌ ଆଜି ଆରମ୍ଭ ହେବାକୁ ଯାଉଛି। ଯାହା ଆଜି ଦିନ ୧୨ଟାରେ ଇ-କର୍ମସ ସାଇଟ ଫ୍ଲିପକାର୍ଟରେ ପ୍ରଥମ ସେଲ୍‌ ଆରମ୍ଭ ହେବ। ଏହାସହିତ ଫୋନକୁ କମ୍ପାନୀର ଅଧିକାରିକ େଓ୍ଵବସାଇଟ୍‌କୁ ଯାଇ ଆପଣ କିଣିପାରିବେ । Realme C11 ରେ…

ଲକଡାଉନ ସମୟରେ ଅନଲାଇନରେ ସବୁଠୁ ଅଧିକ କଣ ଖୋଜୁଛନ୍ତି ଲୋକେ, ତଥ୍ୟ ଦେଲା ଫ୍ଲିପକାର୍ଟ

ବର୍ତ୍ତମାନ ଲକଡାଉନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି। ଏହାମଧ୍ୟରେ ଗ୍ରୀନ ଜୋନ ଏବଂ ଅରେଞ୍ଜ ଜୋନରେ ଥିବା ଜିଲ୍ଲା ଗୁଡିକରେ କିଛି କୋହଳ କରାଯାଇଛି କିନ୍ତୁ ରେଡ୍‌ ଜୋନରେ ଏବେବି କଠୋର ନିୟମ ରହିଛି। ଏହିସବୁ ମଧ୍ୟରେ ଇ-କମର୍ସ େଓ୍ଵବସାଇଟର ବ୍ୟବସାୟ ପୁଣି ଥରେ ଆରମ୍ଭ ହୋଇଛି। ଏହି…

କରୋନା ପାଇଁ Flipkart ବନ୍ଦ କଲା ସମସ୍ତ ସେବା, ବିପର୍ଯ୍ୟସ୍ତ ହେବକି ଅନଲାଇନ ସପିଙ୍ଗ !

କରୋନା ଭାଇରସ କାରଣରୁ ଇକମର୍ସ ସାଇଟ ଫ୍ଲିପ କାର୍ଟ ନିଜର ସମସ୍ତ ସେବା ଗୁଡିକୁ ଅସ୍ଥାୟୀ ଭାବେ ବନ୍ଦ କରି ଦେଇଛି । କମ୍ପାନୀର ଅଫିସିଆଲ ସାଇଟରୁ ହିଁ ଏବାବଦରେ ସୂଚନା ମିଳିଛି । କମ୍ପାନୀ ତରଫରୁ ଆହୁରି ମଧ୍ୟ ସ୍ପଷ୍ଟ କରାଯାଇଛିକି ଆମେ ଅତି ଶୀଘ୍ର ନିଜ ସେବା ଗୁଡିକୁ ପୁଣି ଥରେ ଯୋଗାଇବୁ ।…

Flipkartରେ ଆରମ୍ଭ ହେବାକୁ ଯାଉଛି ବିଗ ସେଲ, ସ୍ମାର୍ଟଫୋନ ସହିତ ଏହିସବୁ ଜିନିଷରେ ମିଳିବ ଭାରି ଡ଼ିସକାଉଣ୍ଟ

ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେଉଛି Flipkart Big Shopping Days Sale ଯାହାକି ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଏହି ସେଲରେ ମୋବାଇଲଠୁ ନେଇ TV appliances, ଇଲେକ୍ଟ୍ରୋନିକ୍ସ ଏବଂ ଫ୍ୟାଶନ କାଟାଗୋରିରେ ଭାରି ମାତ୍ରାରେ ଡ଼ିସକାଉଣ୍ଟ ମିଳିବ । ଫ୍ଲିପକାର୍ଟରୁ ମିଳିଥିବା ସୂଚନା…

ଅନଲାଇନରେ ଏବେ ଫ୍ଲିପକାର୍ଟ ଆରମ୍ଭ କରିବ ନିଜର ନୂଆ ବ୍ୟବସାୟ , ଘରେ ବସି ଆପଣ ଅର୍ଡର କରିପାରିବେ ଫ୍ରେସ୍ ଭେଜିଟେବଲ୍

ନୂଆଦିଲ୍ଲୀ: ଅନଲାଇନ କ୍ଷେତ୍ରରେ ଫ୍ଲିପକାର୍ଟର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ପୋଷାକଠାରୁ ଆରମ୍ଭ କରି ମେକଅପ୍ ବିଭିନ୍ନ ସାମଗ୍ରୀ ବିକ୍ରି କରି ଫ୍ଲିପକାର୍ଟ ଏବେ ଅନଲାଇନ୍ ସେଲ୍ ଜଗତରେ ଲୋକଙ୍କର ବିଶ୍ବାସ ଭାଜନ ହୋଇପାରିଛି । ଏବେ ଏହା ଆଉ ଏକ ପାହାଚ ଆଗକୁ ଯିବାକୁ ପ୍ରସ୍ତୁତ । ଏବେ…

ଫ୍ଲିପକାର୍ଟରୁ କ୍ୟାମେରା ମଗେଇବା ପଡ଼ି଼ଲା ଭାରି, କ୍ୟାମେରା ବଦଳରେ ଆସିଲା ଟାଇଲ୍ସ

ଆଜିର ସମୟରେ ଲୋକମାନେ ସପିଙ୍ଗ ପାଇଁ ଅନେକ ଅନଲାଇନ ସାଇଟର ସାହାରା ନେଇଥାନ୍ତି । କାରଣ ଲୋକମାନଙ୍କୁ ଏହି ପ୍ଲାଟଫର୍ମରୁ ଜିନିଷ କିଣିବା ପାଇଁ ଅତି ସହଜ ହୋଇଥାଏ ଏବଂ ଘରେବସି ମଧ୍ୟ ସେମାନେ ନିଜ ମନ ପସନ୍ଦର ଜିନିଷ ପାଇପାରନ୍ତି । କେବଳ ସେତିକି ନୁହେଁ ଇ-କମର୍ସ କମ୍ପାନୀ ଗୁଡିକ ନିଜର ଗ୍ରାହକ…

ICICI ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର, ଏହି ଦୁଇ ଦିନ ସପିଂ କଲେ ମିଳିବ ଆକର୍ଷକ ଡିସ୍‌କାଉଣ୍ଟ

ସବୁଠାରୁ ବଡ଼ ପ୍ରାଇଭେଟ୍‌ ସେକ୍ଟର ବ୍ୟାଙ୍କ ଆଇସିଆଇସିଆଇ ନିଜ ଗ୍ରାହକଙ୍କ ପାଇଁ ଏକ ବିଶେଷ ଅଫର ଲଞ୍ଚ୍‌ କରିଛି। ଯଦି ଆପଣ ଆଇସିଆଇସିଆଇର ଗ୍ରାହକ ଓ ବ୍ୟାଙ୍କର ଡେବିଟ୍‌ ବା କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ସୁବିଧାର ଲାଭ ଉଠାଇପାରିବେ। ICICI ବ୍ୟାଙ୍କ ଏବେ ଓ୍ଵିକ୍‌…

ଆସନ୍ତା କାଲିଠାରୁ ଆରମ୍ଭ ହେବ ଫ୍ଲିପ୍‌କାର୍ଟ ସେଲ୍‌, ମୋବାଇଲ୍‌ରେ ପାଇବେ ଦମ୍‌ଦାର୍‌ ଅଫର୍‌

ଫ୍ଲିପ୍‌କାର୍ଟ ଦ୍ୱାରା ବିଗ୍‌ ମୋବାଇଲ୍‌ ବୋନାଂଜା ସେଲ୍‌ର ଆୟୋଜନ କରାଯାଇଛି। ଏହି ସେଲ୍‌ ଆସନ୍ତା ୧୪ ନଭେମ୍ବରରୁ ଆରମ୍ଭ ହେବ। ଏହି ପାଞ୍ଚ ଦିବସୀୟ ସେଲ୍‌ର ଶେଷ ତାରିଖ ୧୮ ନଭେମ୍ବର ରହିଛି। ଇ-କମର୍ସ କମ୍ପାନୀ ଦ୍ୱାରା ଏହି ଜରିଆରେ ଖୁବ୍‌ ସାରା ବ୍ରାଣ୍ଡର ସ୍ମାର୍ଟଫୋନରେ ମଧ୍ୟ ଡିସକାଉଣ୍ଟ…

ଆମାଜାନ ଓ ଫ୍ଲିପକାର୍ଟରେ ମିଳୁଥିବା ଫେଷ୍ଟିଭ ଅଫରର ଆଜି ଶେଷ ଦିନ, ଅତି ଶସ୍ତାରେ କିଣନ୍ତୁ ଏହି ଫୋନ

ଆମାଜାନ ଓ ଫ୍ଲିପକାର୍ଟ ପରି ଇ କମର୍ସ ସାଇଟର ଅଫର ଦେବାର ଆଜି ଶେଷ ଦିନ । ଦୁଇଟି ଯାକ ଅନଲାଇନ ସାଇଟ ର ସେଲ ସେପ୍ଟେମ୍ବର ମାସ ୨୯ ତାରିଖରୁ ଆରମ୍ଭ ହୋଇଥିଲା । ଏହା ସହ ଗ୍ରାହକ ମାନଙ୍କୁ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ଓ ବିଗ ବିଲିଅନ ଡେ ସେଲ ମାଧ୍ୟମରେ ଇଲେକ୍ଟ୍ରୋନିକସ ଠାରୁ ଆରମ୍ଭ କରି ଫେସନ…

୧୧ହଜାର ଟଙ୍କା ଶସ୍ତାରେ ଘରକୁ ଆଣନ୍ତୁ ୪୦ଇଞ୍ଚ LED Smart TV, ପୁରୁଣା ଟିଭି ଦେଲେ ମିଳିବ ଆହୁରି ଅଧିକ ଅଫର

ଫ୍ଲିପକାର୍ଟ ଦ ବିଗ୍‌ ବିଲିୟନ ଡେର ଆଜି ହେଉଛି ଚତୁର୍ଥ ଦିନ। ଏମିତିରେ ଯଦି ଆପଣ ବଡ ସାଇଜର ଟିଭି କିଣିବାକୁ ଚାହୁଁଛନ୍ତି କିନ୍ତୁ ଅଧିକ ଦାମ କାରଣରୁ କିଣିପାରୁନାହାନ୍ତି ତେବେ ଶସ୍ତାରେ ଜିନିଷ କିଣିବାର ସୁଯୋଗ ଦେଇଛି ଫ୍ଲିପକାର୍ଟ। ଟିଭି ନିର୍ମାଣକାରୀ କମ୍ପାନୀ ଭିୟୁ ଦୁଇଟି ସ୍ମାର୍ଟ…

ଏବେ ଆହୁରି ସହଜ ହୋଇଯିବ ଫ୍ଲିପକାର୍ଟ ସପିଙ୍ଗ, କମ୍ପାନୀ କଲା ନୂଆ ଘୋଷଣା

ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ନିଜର ପ୍ଲାଟଫର୍ମରେ ହିନ୍ଦୀ ଇଣ୍ଟରଫେସ ଉପଲବ୍ଧ କରାଇବାର ଘୋଷଣା କରିଛି । ଫ୍ଲିପକାର୍ଟର ସିଇଓ କଲ୍ୟାଣ କୃଷ୍ଣମୂର୍ତ୍ତି କହିଛନ୍ତି "ନିଜର ମନକଥା ପ୍ରକାଶ କରିବା ପାଇଁ ଭାଷା ଏକ ମାଧ୍ୟମ ଅଟେ । ମୋ ମତରେ ଦେଶରେ ଇ-କମର୍ସ କୁ ଆପାଣାଇବା ପାଇଁ ମାତୃଭାଷା ଏକ…

Flipkart ର ଗ୍ରାଣ୍ଡ ଗ୍ୟାଜେଟ ସେଲ, ୧୮,୯୯୦ ଟଙ୍କାରେ ଲାପଟପ ଓ ୩୯୯୯ ଟଙ୍କାରେ କିଣନ୍ତୁ ଟାବଲେଟ

ଫ୍ଲିପକାର୍ଟର ସ୍ୱତନ୍ତ୍ରତା ଦିବସ ସେଲ ପରେ ପୁଣିଥରେ ଗ୍ୟାଜେଟ ଗ୍ରାଣ୍ଡ ଦିଜ ସେଲର ଆୟୋଜନ କରାଯାଇଛି । ଫ୍ଲିପକାର୍ଟର ଏହି ସେଲ ୨୭ ଅଗଷ୍ଟରୁ ଆରମ୍ଭ ହୋଇ ୨୯ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏହି ସେଲ୍କୁ ନେଇ ଫ୍ଲିପକାର୍ଟ କହିଛି କି ଗ୍ରାହକ ମାନଙ୍କୁ ଇଲେକ୍ଟ୍ରୋନିକ ପ୍ରଡକ୍ଟସ ଉପରେ ୮୦…