Browsing Tag

gop

Bomb blast: ପୂର୍ବ ଶତ୍ରୁତାକୁ ନେଇ ମାଂସ ବ୍ୟବସାୟୀଙ୍କ ଘରକୁ ବୋମା ମାଡ଼, କେହି ଆହତ ହୋଇନଥିବା ସୂଚନା

ଗୋପ : ମାଂସ ବ୍ୟବସାୟୀଙ୍କ ଘରକୁ ବୋମା ମାଡ଼ । ପୁରୀ ଗୋପ ବସ୍ତିର ମାଂସ ବ୍ୟବସାୟୀ ସେକ୍ ତାଲିମ୍ ଙ୍କ ଘରକୁ ବୋମାମାଡ଼ ହୋଇଛି । ବିଳମ୍ବିତ ରାତିରେ ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ । ସେକ୍ ତାଲିମ୍ ଙ୍କ ପରିବାର ରାତିରେ ଶୋଇଥିବା ସମୟରେ ଘର ଉପରକୁ ଦୁଇଟି ବୋମା ମାଡ଼ ହୋଇଥିଲା । ବୋମା…

ଭାର୍ଗବୀ ନଦୀରେ ଭାସୁଛି ଅଜଣା ଯୁବକଙ୍କ ଶବ , ଉଦ୍ଧାର ପାଇଁ ପହଞ୍ଚିଲା ଅଗ୍ନିଶମ ବାହିନୀ

ଗୋପ : ବଳଙ୍ଗା ଭାର୍ଗବୀ ନଦୀର ବ୍ରିଜ ନିକଟରେ ଭାସୁଛି ଅଜଣା ଯୁବକଙ୍କ ଶବ । ହତ୍ୟା କି ଆତ୍ମ ହତ୍ୟା ସନ୍ଦେହ । ଶବ ଭାସୁଥିବା ବଳଙ୍ଗା ପୋଲିସକୁ ସୂଚନା ଦେଇଛନ୍ତି  ସ୍ଥାନୀୟ ଲୋକ ।  ଘଟଣା ସ୍ଥଳରେ ବଳଙ୍ଗା ପୋଲିସର ଛାନ ଭିନ । ସେପଟେ ମ୍‌ତ ଯୁବକର ପରିଚୟ ମିଳିନାହିଁ । ସୂଚନା ମୁତାବକ ଆଜି…

ଥାନା ସମ୍ମୁଖରେ ପେଟ୍ରୋଲ ଢାଳି ଜୀବନ ହାରିବାକୁ ଉଦ୍ୟମ , ପୋଲିସର ତଦନ୍ତ ଜାରି

ଗୋପ : ପୁଣି ସାମ୍ନାକୁ ଆସିଛି ପୋଲିସର ନିଷ୍କ୍ରିୟତା । ଜଣେ ଅସହାୟ ବ୍ୟକ୍ତିଙ୍କ ଚରମ ନିଷ୍ପତ୍ତିର ଖବର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ଥାନା ସମ୍ମୁଖରେ । ନ୍ୟାୟ ନମିଳିବାରୁ ଶେଷରେ ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ…

ପୂର୍ବ ଶତ୍ରୁତାକୁ ନେଇ ଜଘନ୍ୟ କାଣ୍ଡ, ଉପସ୍ଥିତି ବୁଦ୍ଧି ଲଗାଇ ଦୁର୍ବୃତ୍ତଙ୍କ ଠାରୁ ଖସି ଆସିଲେ

ଗୋପ: ପୂର୍ବ ଶତ୍ରୁତାକୁ ନେଇ ଜଘନ୍ୟ କାଣ୍ଡ । ପୂର୍ବ ଶତ୍ରୁତାକୁ ନେଇ ମାରି ଦେବାକୁ ଉଦ୍ୟମ । ଉପସ୍ଥିତି ବୁଦ୍ଧି ଲଗାଇ ଦୁର୍ବୃତ୍ତଙ୍କ ଠାରୁ ଖସି ଆସିଲେ । ନିମାପଡ଼ାରୁ ଆସିଲା ଛାତି ଥରା ଦୃଶ୍ୟ । ହାତ ଗୋଡ ଓ ବେକରେ ରଶି ବାନ୍ଧି ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଏଭଳି ଦୃଶ୍ୟ ସୋସିଆଲ…

ନୂଆବର୍ଷରେ ସଫେଇ କର୍ମଚାରୀଙ୍କ କାହାଣୀ

ଗୋପ: ନୂଆ ବର୍ଷର ନୂଆ ସକାଳ ସବୁବେଳେ ସମସ୍ତଙ୍କ ପାଇଁ ନୂଆ ନୂଆ ଅନୁଭୂତି ଆଣୁଥିବା ବେଳେ ଏହି ସଫେଇ କର୍ମଚାରୀ ଙ୍କ ପାଇଁ ସବୁଦିନ ସକାଳ ପରି ନୂଆ ବର୍ଷର ନୂଆ ସକାଳ । କାହିଁକି ନାଁ ସବୁଦିନ ଭଳି ଠିକ ଭୋର ୪ଟା ଯିଏ ଯୁଆଡୁ ଆସି ପହଞ୍ଚି ଯାଆନ୍ତି କୋଣାର୍କରେ ନିଜ କର୍ମ ପାଇଁ । ହେଲେ…

ମୁଣ୍ଡ ଗୁଞ୍ଜିବାକୁ ନାହିଁ ଚାଳଛପର ହେଲେ ସଞ୍ଜୁଙ୍କ ପାଇଁ ସରକାରୀ ଯୋଜନା ସାତ ସପନ

ଗୋପ: କିଏ ବୁଝିବ ମୋ ଦୁଃଖ କାହା ଆଗେ କରିବି ଗୁହାରି । ମୁଣ୍ଡ ଉପରେ ନାହିଁ ଚାଳଛପର, ହେଲେ ମୁଣ୍ଡ ଉପରେ ୯ ଫୁଟ ୧୦ ଇଞ୍ଚିର ଜଟା ଚୁଟି । ଆମେ କହୁଛୁ ପୁରୀ ଜିଲ୍ଲା ଗୋପବ୍ଲକ ଜଙ୍ଗଲବୋରୀ ପଞ୍ଚାୟତର ଭୁରୁଭୁରା ଗାଁର ଅଲେଖ ଧର୍ମ ନେଇଥିବା ସଞ୍ଜୁ କାଣ୍ଡିଙ୍କ ଦୁଃଖଭରା କଥା । ଆଜକୁ ୩୦ ବର୍ଷ…

ଭାରସାମ୍ୟ ହରାଇ ଓଲଟିଲା ଲକ୍ଷ୍ମୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗୋପ: ଭାରସାମ୍ୟ ହରାଇ ଓଲଟିଲା ଲକ୍ଷ୍ମୀ ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କାକଟପୁର କୋଣାର୍କ ଅଭିମୁଖେ ଯାଉଥିବା କାଦୁଆ ନଦୀ ଭିତରକୁ ଖସି ପଡିଛି ଲଷ୍ମୀବସ । ଭାରସାମ୍ୟ ହରାଇ ଲକ୍ଷ୍ମୀ ବସ୍‌ ନଦୀକୁ ଖସି ପଡ଼ିଛି। ଷ୍ଟିୟରିଙ୍ଗ ଫେଲ ହେବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା ନେଇ ଅନୁମାନ…

କୋଣାର୍କରେ ଚାଞ୍ଚଲ୍ୟ, ଚଳନ୍ତା କାରରୁ ଯୁବକଙ୍କୁ ଅପହରଣ

ଗୋପ : କୋଣାର୍କରେ ଚାଞ୍ଚଲ୍ୟ । ଚଳନ୍ତା କାରରୁ ଯୁବକଙ୍କୁ ଅପହରଣ କରିନେଲେ । କୋଣାର୍କ ଥାନା ଅଧିନ ବନାଖଣ୍ଡି ଛକରେ ଥିବା ତେଲଟାଙ୍କି ନିକଟରୁ ଅପହରଣ । ଅପହୃତ ହୋଇଥିବା ଯୁବକ ଜଣକ ହେଲେ ଜୟ ଚକ୍ରବର୍ତ୍ତୀ । ଅନ୍ୟ ଏକ କାରରେ ୨ଜଣ ଯୁବକ ବାହାରି ଜୟଙ୍କୁ ଜବରଦସ୍ତି ଉଠାଇ ନେଇଛନ୍ତି । ଦ୍ରୁତି…

ବାଇକ୍ ସୋରୁମ୍‌ରେ ଲାଗିଲା ନିଆଁ : ଜଳିପୋଡ଼ି ନଷ୍ଟ ହେଲା ୩୦ ବ୍ୟାଟେରୀ ବାଇକ୍‌

ଗୋପ : ବ୍ୟାଟେରୀ ଚାଳିତ ଗାଡ଼ି ସୋରୁମରେ ଘଟିଲା ଅଗ୍ନିକାଣ୍ଡ। ଜଳିଗଲା ପ୍ରାୟ ୨୦ରୁ ଅଧିକ ବ୍ୟାଟେରୀ ଚାଳିତ ମଟର ସାଇକେଲ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଆସି ନିଆଁ କୁ ଆୟତ୍ତ କରିଲା ବେଳେକୁ ଜଳି ଯାଇଥିଲା ସମସ୍ତ ଗାଡ଼ି । ଆଜି ଅପରାହ୍ନ ୫ ଟା ସମୟରେ ହଠାତ ନିଆଁ ଜଳିଥିଲା କୋଣର୍କ…

ଗୋପ ଥାନାରୁ ଚମ୍ପଟ ମାରିଥିବା ୨ ଅଭିଯୁକ୍ତ ଗିରଫ, ଶୌଚ ବାହାନାରେ ଖସି ପଳାଇଥିଲେ

ଗୋପ: ଗୋପ ଥାନାରୁ ଚମ୍ପଟ ମାରିଥିବା ୨ ଅଭିଯୁକ୍ତ ଗିରଫ । ଜଣକୁ ଭୁବନେଶ୍ୱରର ଏକ ବସ୍ତିରୁ ଓ ଅନ୍ୟ ଜଣକୁ କୋଣାର୍କ ଚାରିଛକ ଅଞ୍ଚଳରୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଧରିବା ପାଇଁ ଗୋପ ପୋଲିସର ଦୁଇଟି ସ୍ୱତନ୍ତ୍ର ଟିମ ନିୟୋଜିତ ହୋଇଥିଲେ । ବିଭିନ୍ନ ସ୍ଥାନରେ ଚଢାଉ କରି ଗତକାଲି…

ଥାନାରୁ ୨ ଅଭିଯୁକ୍ତ ଫେରାର୍ : ଶୌଚ ବାହାନାରେ ପାଇଖାନା ସ୍କାଏ ଲାଇଟ ଭାଙ୍ଗି ମାରିଲେ ଛୁ ….

ଗୋପ : ଥାନାରୁ ଦୁଇ ଅଭିଯୁକ୍ତ ଫେରାର । ପୁରୀ ଜିଲ୍ଲା ଗୋପ ଥାନାରୁ ୨ ଜଣ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି । ଶୌଚ ହେବା ବାହାନାରେ ପାଇଖାନା ସ୍କାଇ ଲାଇଟ ଭାଙ୍ଗି ଖସି ଯାଇଛନ୍ତି । ଦୁଇ ଜଣଙ୍କୁ ଧରିବାକୁ ଯାଇ ନୟାନ୍ତ ହୋଇଛି ଗୋପ ଥାନା ପୋଲିସ । ଗୋପ ପୁଲିସର ଦୁଇଟି ଟିମ ଏବେ ବିଭିନ୍ନ…

ଅମାବାସ୍ୟା ଜୁଆରରେ କୂଳ ଖାଉଛି ସମୁଦ୍ର, ଭୟରେ ଦେଶ ବିଦେଶର ପର୍ଯ୍ୟଟକ

ଗୋପ/ଜଗତସିଂହପୁର: ଲଘୁଚାପ ଓ ଅମାବାସ୍ୟା ଯୋଗୁଁ ଅଶାନ୍ତ ସମୁଦ୍ର । ମାଡି ଆସୁଛି ସମୁଦ୍ର । କୂଳ ଲଙ୍ଘୁଛି । ଧୀରେ ଧୀରେ ଧାରଣ କରୁଛି ଅଶାନ୍ତ ରୂପ । ସମୁଦ୍ରର ଢେଉ ମାଡିଯିବା ଯୋଗୁଁ ଜଙ୍ଗଲ ଧ୍ୱସଂ ହେବାରେ ଲାଗିଛି । ଢ଼େଉ ମାଡରେ କୂଳରେ ଥିବା ଝାଉଁବଣ ମଧ୍ୟ ନଷ୍ଟ ହେଉଛି । ସମୁଦ୍ରର ଅଶାନ୍ତ…