Browsing Tag

Harbhajan Singh

ମୁଁ ନିଶ୍ଚିତ ଅଯୋଧ୍ୟା ଯିବି, ଯାହାର ଯାହା କରିବାର ଅଛି କରନ୍ତୁ :ହରଭଜନ ସିଂ

ଜାନୁଆରୀ ୨୨ ରେ ହେବାକୁ ଥିବା ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସମସ୍ତେ ଉତ୍ସାହିତ ରହିଛନ୍ତି । ଏହା ମଧ୍ୟରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ତଥା ପୂର୍ବତନ କ୍ରିକେଟର ହରଭଜନ ସିଂ ପ୍ରାଣ ପ୍ରତିଷ୍ଠା ସମାରୋହରେ ନିଶ୍ଚିତ ଯୋଗେ ଦେବେ ବୋଲି କହିଛନ୍ତି । ସେ କହିଛନ୍ତି,…

ଆଫଗାନିସ୍ତାନର ବିଜୟ ପରେ ପୁଣି ନାଚିଲେ ଇରଫାନ ପଠାନ, ଏଥର ହରଭଜନ ସିଂ ଦେଲେ ସାଥ୍‌

ଚଳିତ ବିଶ୍ୱକପରେ ପ୍ରଥମେ ପାକିସ୍ତାନ ଏବଂ ପରେ ଶ୍ରୀଲଙ୍କାକୁ ଆଫଗାନିସ୍ତାନ ହରାଇବା ପରେ ଡ୍ୟାନ୍ସ କରିଛନ୍ତି ଇରଫାନ ପଠାନ । ଏଥର କିନ୍ତୁ ଏକୁଟିଆ ନୁହେଁ ହରଭଜନ ସିଂଙ୍କ ସହିତ । ଫରକ କେବଳ ଏତିକି, ସେତେବେଳେ ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନ ଜିତିବା ବେଳେ ମଇଦାନରେ ନାଚିଥିବା ବେଳେ…

ହରଭଜନ ଡ୍ୟାନ୍ସ କରୁଥିବାର ଦେଖି ରାଗିଗଲେ ପତ୍ନୀ ଗୀତା, ଘରୁ ଏଣ୍ଟ୍ରି କରିବା ମାତ୍ରେ ପିଟିଲେ; ଭିଡିଓ ଭାଇରଲ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ସ୍ପିନର ହରଭଜନ ସିଂ ପଡିଆରେ ଯେତିକି ଆକ୍ଟିଭ, ସୋସିଆଲ ମିଡିଆରେ ମଧ୍ୟ ସେତିକି ଆକ୍ଟିଭ। ସୋସିଆଲ ମିଡିଆରେ ସବୁବେଳେ ଫଟୋ ଏବଂ ଭିଡିଓ ସେୟାର କରି ଚର୍ଚ୍ଚାରେ ରହିଥାଏ। ଗମ୍ଭୀର ପ୍ରସଙ୍ଗ ଉପରେ ମଧ୍ୟ ନିଜର ମନ୍ତବ୍ୟ ରଖନ୍ତି। ହେଲେ ଏବେ ଯେଉଁ ଭିଡିଓ…

କେଏଲ ରାହୁଲ ଏବଂ ଅଶ୍ୱିନଙ୍କୁ ଟିମ୍‌ରୁ ବାଦ୍‌ ଦେଇ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦିଅ, ରୋହିତଙ୍କୁ ନିବେଦନ କଲେ ହରଭଜନ

ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତ ହାରିବା ପରେ ଭାରତୀୟ ଟିମର ପୂର୍ବତନ ଖେଳାଳି ହରଭଜନ ସିଂ ରୋହିତ ଶର୍ମାଙ୍କୁ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିବା ପାଇଁ ନିବେଦନ କରିଛନ୍ତି। ହରଭଜନ କହିଛନ୍ତି, ଆଗାମୀ ମ୍ୟାଚ୍‌ରେ କେଏଲ ଏବଂ ସ୍ପିନର ଅଶ୍ୱିନଙ୍କ ସ୍ଥାନରେ ରିଷଭ ପନ୍ତ ଏବଂ…

ଫେରୁଛି ଝଲକ ଦିଖଲାଜା: ନିୟା ଶର୍ମା, ହିନା ଖାନ୍‌ଙ୍କ ସହ ଠୁମ୍‌କା ଲଗାଇବେ ହରଭଜନ ସିଂହ ପ୍ରମୁଖ କ୍ରିକେଟର

ଖୁବ୍‌ଶୀଘ୍ର ପରଦାକୁ ଆସୁଛି ଲୋକଙ୍କ ପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ଝଲକ ଦିଖଲାଜା। କଲର୍ସ ଟିଭିରେ ଖୁବ୍‌ ଶୀଘ୍ର ଝଲକ୍‌ ଦିଖ୍‌ଲାଜାର ୧୦ମ ସିଜନ୍‌ ସହ ଆସୁଛି। ଏବେ ଶୋ’ ନିର୍ମାତା ଏଥିପାଇଁ ପ୍ରତିଯୋଗୀଙ୍କୁ ଫାଇନାଲ କରୁଛନ୍ତି। ରିପୋର୍ଟ ମୁତାବକ, ନୂଆ ସିଜନ୍‌ରେ କେବଳ ଟେଲିଭିଜନ୍‌ର ବୋହୂ…

ପଞ୍ଜାବରେ ସରକାର ଗଠନ ହେବା ପରେ ହରଭଜନ ସିଂହ ହେବେ ଆପ୍‌ର ରାଜ୍ୟସଭା ପ୍ରାର୍ଥୀ: କେଜ୍ରିୱାଲଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ : କ୍ରିକେଟର ହରଭଜନ ସିଂହଙ୍କୁ ଆମ ଆଦମୀ ପାର୍ଟି ନିଜର ରାଜ୍ୟସଭା ପ୍ରାର୍ଥୀ କରିଛି। କୁହାଯାଉଛି ଯେ ତାଙ୍କୁ ସ୍ପୋର୍ଟ ସୟୁନିଭର୍ସିଟିର ଦାୟିତ୍ୱ ମଧ୍ୟ ଦିଆଯାଇପାରେ। ନିଜେ ନିର୍ବାଚନ ପ୍ରଚାର ସମୟରେ ଭଗଓ୍ବନ୍ତ ମାନ୍‌ ଘୋଷଣା କରିଥିଲେ ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପଞ୍ଜାବରେ…

ଇଣ୍ଡିଆନ କ୍ରିକେଟରେ ଦୁଃଖଦ କଥା, ହରଭଜନଙ୍କ କହିଲେ ନିଜ ମନ କଥା

ଏମିତି ଅନେକ ଅସମାହିତ ପ୍ରଶ୍ନ ରହିଥିଲା କିନ୍ତୁ କେହି ପଚାରିନଥିଲେ । ମୁଁ କାହିଁକି ବିଦାୟ ନେଲି । ହରଭଜନ ସିଂଙ୍କ ଶେଷ ଖେଳ ୨୦୧୬ରେ ଏକ T-20 ଥିଲା । କିନ୍ତୁ ସେ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିବା ଜାରି ରଖିଥିଲେ । ଗତ ଶୁକ୍ରବାର ହରଭଜନ ସିଂ ୭୧୧ ଆନ୍ତର୍ଜାତୀୟ ୱିକେଟ ନେବା ପରେ ନିଜ…

ହରଭଜନ ସିଂଙ୍କ ବଡ଼ ଘୋଷଣା! ସବୁଦିନ ପାଇଁ କ୍ରିକେଟକୁ କଲେ ଅଲ୍‌ବିଦା, ୨୦୧୬ରେ ଖେଳିଥିଲେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌

ଭାରତର କିମ୍ବଦନ୍ତୀ ଅଫ୍ ସ୍ପିନର ହରଭଜନ ସିଂ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ହରଭଜନ ସିଂ ୧୯୯୮ରେ ନିଜର ଡେବ୍ୟୁ କରିଥିଲେ ଏବଂ ବର୍ତ୍ତମାନ ୨୩ ବର୍ଷ ପରେ ସେ କ୍ରିକେଟକୁ ସବୁଦିନ ପାଇଁ ଅଲ୍‌ବିଦା କହିଛନ୍ତି। ମାତ୍ର ୧୭ ବର୍ଷ ବୟସରେ ହରଭଜନ ସିଂ ନିଜର କ୍ରିକେଟ୍ କ୍ୟାରିୟର ଆରମ୍ଭ…

ଛାତିରେ ଟାଟୁ କରି ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ହରଭଜନ ସିଂହ, ଲେଖିଲେ ସ୍ପେଶାଲ ମେସେଜ୍

ସାଉଥ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କର ଆଜି ଜନ୍ମ ଦିନ। ଏ ଅବସରରେ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଅଭିନେତାଙ୍କ ଠାରୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ଥଲାଇବାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ପୂର୍ବ କ୍ରିକେଟର ହରଭଜନ ସିଂହ ମଧ୍ୟ ଅଭିନନ୍ଦନ ଜଣାଇବାରେ ଆଦୌ ପଛରେ…

ହରଭଜନ ସିଂ ଆସନ୍ତା ସପ୍ତାହରେ କ୍ରିକେଟରୁ ନେବେ ସନ୍ନ୍ୟାସ! ଆଇପିଏଲର ବଡ଼ ଟିମ୍‌ରେ କୋଚିଂ ସଦସ୍ୟ ରୂପେ ଆସିବେ ନଜର

ଭାରତର ପୂର୍ବତନ ଅଫ୍ ସ୍ପିନର ହରଭଜନ ସିଂ ଆସନ୍ତା ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍), ୨୦୨୨ରେ ଏକ ବଡ଼ ଟିମ୍‌ ସହିତ ସପୋର୍ଟ ଷ୍ଟାଫର ପ୍ରମୁଖ ସଦସ୍ୟ ରୂପେ ନଜର ଆସିବେ। ହରଭଜନ ଆଇପିଏଲ୍ ୨୦୨୧ର ପ୍ରଥମ ପର୍ଯ୍ୟାୟରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ତରଫରୁ କିଛି ମ୍ୟାଚ୍…

ସାମ୍ନାକୁ ଆସିଲା ହରଭଜନ ସିଂହ ଓ ଗୀତା ବାସ୍ରାଙ୍କ ପୁଅର ନାମ, ଫଟୋ ସେୟାର କରି କଲେ ନାମକରଣ

କ୍ରିକେଟର ହରଭଜନ ସିଂହ ଓ ଅଭିନେତ୍ରୀ ଗୀତା ବାସ୍ରା ନିକଟରେ ନିଜ ଦ୍ୱିତୀୟ ସନ୍ତାନକୁ ୱେଲକମ୍‌ କରିଛନ୍ତି। ଏବେ ଗୀତା ନିଜ ପୁଅର ନାଁ ବିଷୟରେ ଫ୍ୟାନ୍‌ଙ୍କୁ ସୂଚନା ଦେଇଛନ୍ତି। ଗୀତା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଝିଅ ସହ ପୁଅର ଫଟୋ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି,…

ଦ୍ୱିତୀୟ ଥର ପାଇଁ ପିତା ହେଲେ ହରଭଜନ ସିଂହ, ଗୀତା ବାସ୍ରା ଜନ୍ମ ଦେଲେ ଏକ ପୁତ୍ର ସନ୍ତାନ

ଭାରତୀୟ ଟିମ୍‌ର ପୂର୍ବ କ୍ରିକେଟର ତଥା ସ୍ପିନର ହରଭଜନ ସିଂହ ଓ ତାଙ୍କ ପତ୍ନୀ ଗୀତା ବାସ୍ରା ଦ୍ୱିତୀୟ ଥର ପାଇଁ ବାପା-ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ହରଭଜନ ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇ କହିଛନ୍ତି ଯେ ସେ ପୁଣିଥରେ ବାପା ହୋଇଛନ୍ତି ଓ ତାଙ୍କର ଏକ ପୁଅ ହୋଇଛି। ପତ୍ନୀ ଗୀତା…