Browsing Tag

Harbhajan Singh

ରୂପେଲି ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ହରଭଜନ ସିଂହ, ମୁଖ୍ୟ ଭୂମିକାରେ ନଜର ଆସିବେ ‘ଫ୍ରେଣ୍ଡସିପ୍‌’ରେ

କ୍ରିକେଟ୍‌ ପରେ ଏବେ ଫିଲ୍ମ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି କ୍ରିକେଟର ହରଭଜନ ସିଂହ। ତାମିଲ ଫିଲ୍ମ ‘ଫ୍ରେଣ୍ଡସିପ୍‌’ ଜରିଆରେ ନୂଆ ଇନିଂସ୍‌ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି ଭଜି। ଶନିବାର ଦିନ ଫିଲ୍ମ ନିର୍ମାତା କ୍ରିକେଟରଙ୍କ ୪୧ତମ ଜନ୍ମଦିନରେ ଫିଲ୍ମର ନୂଆ ପୋଷ୍ଟର ଜାରି…

ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି ହରଭଜନ ସିଂହ, ବେବି ବମ୍ପର ଫଟୋସୁଟ୍‌ କରାଇଲେ ଗୀତା

ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି କ୍ରିକେଟର ହରଭଜନ୍‌ ସିଂହ। ନିକଟରେ ହରଭଜନ ସିଂହ ପତ୍ନୀ ଗୀତା ବସରାଙ୍କ ସହ ଏକ ଫଟୋସୁଟ୍‌ କରାଇଛନ୍ତି। ଏଥିରେ ଗୀତା ବସରା ଦ୍ୱିତୀୟ ଥର ଗର୍ଭବତୀ ଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ହରଭଜନଙ୍କର ଗୋଟିଏ ଝିଅ ଅଛି। Coming soon.. July…

ହରଭଜନ ସିଂହଙ୍କୁ ବିବାହ କରି ଲାଇମଲାଇଟରୁ ଦୂରେଇ ଗଲେ ଗୀତା ବାସ୍ରା, ଜନ୍ମଦିନରେ ପଢ଼ନ୍ତୁ ତାଙ୍କ ଜୀବନର କିଛି ଗୋପନ…

ବଲିଉଡରେ କାମ କରିସାରିଥିବା ଅଭିନେତ୍ରୀ ଗୀତା ବାସ୍ରାଙ୍କ ଆଜି ୩୭ତମ ଜନ୍ମଦିନ। ଗୀତା ଭାରତୀୟ କ୍ରିକେଟ ଟୀମର କ୍ରିକେଟର ହରଭଜନ ସିଂହଙ୍କ ଧର୍ମପତ୍ନୀ। ଗୀତାଙ୍କ ଜନ୍ମ ଇଂଲଣ୍ଡର ଦକ୍ଷିଣୀ ତଟରେ ପୋର୍ଟସମାଉଥରେ ଏକ ପଞ୍ଜାବୀ ପରିବାରରେ ହୋଇଥିଲା। ଗୀତା ସେହିଠାରେ ହିଁ ବଡ ହୋଇ ପରେ ଭାରତ…

ହିରୋ ସାଜିଲେ ହରଭଜନ, ଡେବ୍ଯୁ ଫିଲ୍ମର ଟ୍ରେଲରେ ଦେଖିବାକୁ ମିଳିଲା ଭଜିଙ୍କ ଲୁଙ୍ଗି ଡ୍ଯାନ୍ସ

କ୍ରିକେଟ ଏବଂ ସିନେମାରେ ରୋମାନ୍ସ ନୂଆ ନୁହେଁ। ଖେଳ ମଇଦାନରୁ ଆରମ୍ଭ କରି ସିନେମା ପରଦା ପର୍ଯ୍ଯନ୍ତ ଅନେକ କ୍ରିକେଟର ନିଜର ପ୍ରତିଭାକୁ ଦେଖାଇସାରିଛନ୍ତି। ଏବେ ଏହି ଲିଷ୍ଟରେ ହରଭଜନ ସିଂଙ୍କ ନାମ ଯୋଡି ହୋଇଯାଇଛି। ହରଭଜନଙ୍କ ଫିଲ୍ମ ‘ଫ୍ରେଣ୍ଡସିପ’ର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମ ମୂଳ…

ହରଭଜନ ସିଂଙ୍କର IPLରେ ଚେନ୍ନାଇ ସହିତ ସରିଲା ଯାତ୍ରା, ସୁନ୍ଦର ଅନୁଭୂତି ସାଉଁଟି ଟୁଇଟରରେ ଲେଖିଲେ, ‘ବହୁତ ବହୁତ…

ଅନୁଭବୀ ଅଫ୍‌ ସ୍ପିନର ହରଭଜନ ସିଂଙ୍କର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଫ୍ରାଞ୍ଚାଇଜି ଚେନ୍ନାଇ ସୁପରକିଙ୍ଗସ୍‌ ସହିତ ଚୁକ୍ତି ସମାପ୍ତ ହୋଇଯାଇଛି, ଯାହାଙ୍କ ସହିତ ସେ ଦୁଇବର୍ଷ ସୁନ୍ଦର ଭାବେ ବିତାଇଲେ। ଏହି ୪୦ ବର୍ଷୀୟ ଖେଳାଳି ଆସନ୍ତା ମାସର ଆଇପିଏଲ୍‌ ନିଲାମୀ ଏବଂ ଆଗାମୀ ସିଜନ…

କରୋନା ଭ୍ୟାକସିନ ପ୍ରସ୍ତୁତିରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଭଜି, ସୋସିଆଲ ମିଡିଆରେ ଦେଲେ ଏମିତି କିଛି…

ବିଶ୍ୱରେ କରୋନା ଭାଇରସ ପ୍ରଭାବ ଦିନ କୁ ଦିନ ବଢ଼ିବାରେ ଲାଗିଛି । ବିଶ୍ୱର ଅଧିକାଂଶ ଦେଶରେ ତ ଦ୍ଵିତୀୟ ଥର ପାଇଁ ଲକଡାଉନ ଘୋଷଣା କରାଯାଇଛି । ମଙ୍ଗଳବାର ଗୋଟିଏ ଦିନରେ ରାଜଧାନୀ ଦିଲ୍ଲୀରେ ରେକର୍ଡ ସଂଖ୍ୟକ ୬ ହଜାର ୭୨୫ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ କରୋନାର ତୃତୀୟ ପ୍ରଭାବ…

CSK ବୋଲର୍‌ ହରଭଜନ ସିଂହ ବ୍ୟବସାୟୀଙ୍କ ନାଁରେ କଲେ ୪କୋଟି ଟଙ୍କାର ଠକେଇ ଅଭିଯୋଗ

ଦିଗ୍ଗଜ ଭାରତୀୟ ସ୍ପିନର ହରଭଜନ ସିଂହ ଚର୍ଚ୍ଚାରେ ରହିଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଆଗାମୀ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୦ ସିଜନ୍‌ ରୁ ବାହାର କରିବାର ନିଷ୍ପତ୍ତି ନେବା ପରେ ଭଜ୍ଜି ଚେନ୍ନାଇ ସିଟି ପୋଲିସ ନିକଟରେ ୪ କୋଟି ଟଙ୍କା ନକଲ କରିଥିବା ଅଭିଯୋଗ କରିଛନ୍ତି।…

IPL 2020 : ସିଏସକେ ପାଇଁ ହରଭଜନଙ୍କ ସ୍ଥାନରେ ଖେଳିବାକୁ ଇଚ୍ଛା ପ୍ରକାଶ କଲେ ମନୋଜ ତିଓ୍ଵାରୀ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ଆରମ୍ଭ ହେବା ଆଗରୁ ଚେନ୍ନାଇ ସୁପର କିଙ୍ଗସର ସମସ୍ୟା ବଢିଚାଲିଛି। ଗତ କିଛିଦିନ ତଳେ ସୁରେଶ ରାଇନା ଆଇପିଏଲରୁ ଓହରିଥିବା ପରେ ଏବେ ଅଫ ସ୍ପିନର ହରଭଜନ ସିଂ ବି ଟୁର୍ଣ୍ଣାମେଣ୍ଟରୁ ହଟିଯାଇଛନ୍ତି। ସେ ମଧ୍ୟ ଆଇପିଏଲରୁ ହଟିବା କାରଣକୁ ବ୍ୟକ୍ତିଗତ ବୋଲି…

IPL 2020: ଚେନ୍ନାଇ ସୁପର କିଙ୍ଗସକୁ ଆଉ ଏକ ଝଟକା, ରାଇନାଙ୍କ ପରେ ହରଭଜନ ସିଂ ମଧ୍ୟ ଖେଳିବେ ନାହିଁ ଆଇପିଏଲ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ଆରମ୍ଭ ହେବା ଆଗରୁ ଚେନ୍ନାଇ ସୁପର କିଙ୍ଗସର ସମସ୍ୟା ବଢିଚାଲିଛି। ସୁରେଶ ରାଇନାଙ୍କ ପରେ ଏବେ ଅଫ ସ୍ପିନର ହରଭଜନ ସିଂ ବି ଟୁର୍ଣ୍ଣାମେଣ୍ଟରୁ ହଟିଯାଇଛନ୍ତି। ସେ ମଧ୍ୟ ଆଇପିଏଲରୁ ହଟିବା କାରଣକୁ ବ୍ୟକ୍ତିଗତ ବୋଲି ଦର୍ଶାଇଛନ୍ତି। ତେବେ ହରଭଜନ ଟିମ ସହିତ…

ରାଜିଭ ଖେଳରତ୍ନ ନାମାଙ୍କନ ତାଲିକାରୁ ହଟିଲେ କ୍ରିକେଟର ହରଭଜନ ସିଂହ

ଖେଳରତ୍ନ ତାଲିକାରୁ ହଟିଲେ ଭଜି । ଏନେଇ ନିଜେ ଭଜି ହିଁ ଏବାବଦରେ ସୂଚନା ଦେଇଛନ୍ତି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ ସ୍ପିନର ହରଭଜନ ସିଂହ ଆଜି ସ୍ପଷ୍ଟ କରିଛନ୍ତିକି, ଚଳିତ ବର୍ଷର ଖେଳରତ୍ନ ଆୱାର୍ଡ ପାଇଁ ସେ ଫିଟ ନାହାନ୍ତି । ଏହି କାରଣରୁ ହିଁ ପଞ୍ଜାବ ସରକାର ଚଳିତ ବର୍ଷର ରାଜୀବ…

କୁନି ଫୁଟବଲ ପ୍ଲେୟରଟିର କିକ୍ସ ଦେଖି ଆପଣ ବି ହୋଇଯିବେ ତାଜୁବ, ଭିଡିଓ ସେୟାର କଲେ ଭଜି

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଫ ସ୍ପିନର ହରଭଜନ ସିଂହ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ନିଜକୁ ଖୁବ ଆକ୍ଟିଭ ରଖୁଥିବାର ଦେଖାଯାଉଛି । ଖାଲି ସମୟରେ ବିଭିନ୍ନ ରୋଚକ ପୂର୍ଣ୍ଣ ଭିଡିଓ ତଥା ଫଟୋ ଦେଖିବା ସହ ସୋସିଆଲ ମିଡ଼ିଆ ମାନଙ୍କରେ ମଧ୍ୟ ସେୟାର କରୁଛନ୍ତି । ତାଙ୍କୁ ପ୍ରଭାବିତ କରୁଥିବା…

 କ୍ରିକେଟର ହରଭଜନ ସିଂହ ସେୟାର କଲେ ଫିଲ୍ମ ‘ଫ୍ରେଣ୍ଡସିପ’ର ପୋଷ୍ଟର, ଦମଦାର ଲୁକରେ ଆସିବେ ନଜର

ଭାରତୀୟ ଟିମ ଅଫ ସ୍ପିନର ଭାବେ ପରିଚିତ ହରଭଜନ ସିଂହ ଗତ ୪ ବର୍ଷରୁ ଭାରତୀୟ ଟିମ ପାଇଁ କୋୖଣସି ବି ମ୍ୟାଚ ଖେଳି ନାହାନ୍ତି। ଏହି କାରଣରୁ ସେ ଫିଲ୍ମ ଦୁନିଆରେ ହାତ ବଢ଼ାଇଛନ୍ତି। ହରଭଜନ ସୋସିଆଲ ମିଡିଆରେ ନିଜର ଡେବ୍ୟୁ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ଚଳିତ ବର୍ଷ ଏହି ଫିଲ୍ମ ଆସନ୍ତା…