Browsing Tag

Haryana

ନିଜକୁ ଗୋରକ୍ଷକ କହି ଦଙ୍ଗା ସ୍ଥିତି ଉପୁଜାଉଥିଲା ବିଟ୍ଟୁ ବଜରଙ୍ଗୀ, ୩୧ ଜୁଲାଇରେ ସହଯୋଗୀ ସହିତ ମିଶି ତାଣ୍ଡବ ରଚିଥିଲା…

ହରିଣାୟାର ନୁହ, ଗୁରୁଗ୍ରାମରେ ହୋଇଥିବା ସାଂପ୍ରଦାୟିକ ହିଂସା ମାମଲାରେ ପୋଲିସକୁ ବଡ ସଫଳତା ମିଳିଛି । ନୁହରେ ହୋଇଥିବା ଦଙ୍ଗା ମାମଲାରେ ଅଭିଯୁକ୍ତ ବିଟ୍ଟୁ ବଜରଙ୍ଗୀକୁ ମଙ୍ଗଳବାର ଗିରଫ କରିଛି ପୋଲିସ । ବଜରଙ୍ଗ ଦଳର ଫରିଦାବାଦ ୟୁନିଟର ମୁଖ୍ୟ ବିଟ୍ଟୁ ଏହି ହିଂସା ପୂର୍ବରୁ…

ନୁହ ହିଂସାର ଅଭିଯୁକ୍ତ ବିଟୁ ବଜରଙ୍ଗୀ ଗିରଫ, ଫରିଦାବାଦରୁ ଧରିଲା ପୋଲିସ

ହରିୟାଣାର ନୁହରେ ଜୁଲାଇ ୩୧ରେ ହୋଇଥିବା ହିଂସାକୁ ନେଇ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୁହରେ ହିଂସା ସୃଷ୍ଟି କରିବା ଏବଂ ଉତ୍ତେଜିତ ଭାଷଣ ଦେବା ମାମଲାରେ ନୁହ ପୋଲିସ ମଙ୍ଗଳବାର ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ବିଟୁ ବଜରଙ୍ଗୀଙ୍କୁ ଗିରଫ କରିଛି। ପୋଲିସ ବିଟୁଙ୍କୁ ତାଙ୍କ…

ହରିୟାଣା ହିଂସା : ୨୨ଟି ମାମଲା, ୧୫ ଗିରଫ, ୧୫୦ ଲୋକଙ୍କୁ ପଚରାଉଚରା କରୁଛି ପୋଲିସ

ହରିୟାଣା ନୁହ ଏବଂ ଗୁରୁଗ୍ରାମ ଜିଲ୍ଲାରେ ସାଂପ୍ରଦାୟିକ ହିଂସା ପରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଛି । ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ ଫୋର୍ସ ଏବଂ କେନ୍ଦ୍ରୀୟ ବଳ ମଧ୍ୟ ନିୟୋଜିତ ରହିଛି । ଏହି ହିଂସା ପରେ ଏପର୍ଯ୍ୟନ୍ତ ୨୨ଟି ଏଫଆଇଆର ଦାଏର ହୋଇଥିବା ବେଳେ ୧୫ ଜଣଙ୍କୁ ଗିରଫ…

ବାଇକ୍‌କୁ ଧକ୍କା ଦେବା ପରେ ୮ ବର୍ଷର ପିଲାକୁ ଦେଢ କିମି ଘୋଷାଡି ନେଲା କାର, ୪ ମୃତ

ହରିୟାଣାର ରୋହତକ୍‌ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୪ ଜଣଙ୍କର ପ୍ରାଣ ଚାଲିଯାଇଛି । ଦ୍ରୁତ ଗତିରେ ଆସୁଥିବା କାର ୮ବର୍ଷର ପିଲା ସହିତ ୩ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି । କାର ଡ୍ରାଇଭର ୮ ବର୍ଷର ପିଲାକୁ ଧକ୍କା ମାରିବା ପରେ ଦେଢ କିଲୋମିଟର…

୨ ମାସ ପୂର୍ବରୁ ହରିୟାଣାରୁ ଆସିଥିବା ୫ କୋଟି ଟଙ୍କାର ରେଳ ଇଞ୍ଜିନ୍ ପହଞ୍ଚିନାହିଁ ମୁମ୍ବାଇରେ, ଜାଣନ୍ତୁ କାରଣ

ମୁମ୍ବାଇ : ମୁମ୍ବାଇ ପୋଲିସ ନିକଟରେ ଏକ ରେଳ ଇଞ୍ଜିନର ଡେଲିଭରୀ ହୋଇନଥିବା ମାମଲାର ଅଭିଯୋଗ ଆସିଥିଲା । ଦୁଇ ମାସ ପୂର୍ବରୁ ହରିୟାଣାରୁ ମୁମ୍ବାଇ ପାଇଁ ପଠାଯାଇଥିବା ରେଳ ଇଞ୍ଜିନ ଏପର୍ଯ୍ୟନ୍ତ ମୁମ୍ବାଇରେ ପହଞ୍ଚି ନାହିଁ । ଏହି ମାମଲାରେ ରେଳ ବିଭାଗର କର୍ମଚାରୀ ମୁମ୍ବାଇ ପୋଲିସ ପାଖରେ…

ଏଠି ଅଗ୍ନି ନୁହେଁ, ଗୋ-ମାତାକୁ ସାକ୍ଷୀ ରଖି ବରକନ୍ୟା ନେଲେ ସାତଫେରା, ଆଶୀର୍ବାଦରେ ଏହି ଉପହାର ଦେଲେ ଅତିଥି

ଅଧିକାଂଶ ବିବାହ ଅଗ୍ନିକୁ ସାକ୍ଷୀ ରଖି ହୋଇଥାଏ। କିନ୍ତୁ ଏଠାରେ ଦେଖିବାକୁ ମିଳିଛି ଏକ ନିଆରା ବିବାହ। ହରିୟାଣାର ଫରିଦାବାଦରେ ଏକ ବରକନ୍ୟା ଯୋଡ଼ି ଗୋ-ମାତାକୁ ସାକ୍ଷୀ ରଖି ବିବାହ ପାଇଁ ସାତ ଫେରା ନେଇଛନ୍ତି। ଫରିଦାବାଦର ଉଞ୍ଚା ଗାଁରେ ଥିବା ଗୋଶାଳାରେ ଏହି ବିବାହ ସମ୍ପନ୍ନ ହୋଇଛି।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା, ୮ ମୃତ

ହରିୟାଣାର ଅମ୍ବାଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଖବର ମୁତାବକ, ଦୁର୍ଘଟଣାଟି ଯମୁନା ନଗର-ପଞ୍ଚକୁଲା ରାଜପଥରେ ହୋଇଥିବା ସୂଚନା ମିଳିଛି । ବସ୍‌ଟି ଉତ୍ତରପ୍ରଦେଶର…

ହରିୟାଣା: ପାନିପତ୍‌ରେ ଗ୍ୟାସ୍‌ ସିଲିଣ୍ଡର ଲିକେଜ୍‌ରୁ ଘରେ ଲାଗିଗଲା ନିଆଁ; ଗୋଟିଏ ହିଁ ପରିବାରର ୬ ଜଣଙ୍କ ମୃତ୍ୟୁ

ହରିୟାଣାର ପାନିପତ୍‌ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ ତହସିଲ କ୍ୟାମ୍ପ୍‌ରେ ରାଧା ଫ୍ୟାକ୍ଟ୍ରି ନିକଟସ୍ଥ ଏକ ଘରେ ଗ୍ୟାସ୍ ସିଲିଣ୍ଡର ଲିକ୍ କାରଣରୁ ନିଆଁ ଲାଗି ଯାଇଥିଲା। ସେହି ସମୟରେ ଘର ଭିତରେ ଏକ ଦମ୍ପତି ଏବଂ ସେମାନଙ୍କର ୪ ପିଲା ଥିଲେ। ଦୁର୍ଘଟଣାରେ ପୂରା ପରିବାର ନିଆଁ…

ହରିୟାଣା କ୍ରୀଡା ମନ୍ତ୍ରୀଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ, ଇସ୍ତଫା ଦେଲେ ସନ୍ଦୀପ ସିଂହ

ଇସ୍ତଫା ଦେଲେ ହରିୟାଣା କ୍ରୀଡା ମନ୍ତ୍ରୀ ସନ୍ଦୀପ ସିଂହ। ଜୁନିଅର ମହିଳା କୋଚ୍ ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିବା ପରେ ସେ ନିଜ ଇସ୍ତଫା ଘୋଷଣା କରିଛନ୍ତି। ଏଥିସହ ଖେଳ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କୁ ସେ ହସ୍ତାନ୍ତର କରିଛନ୍ତି। ତାଙ୍କ ଉପରେ ଲାଗିଥିବା ଅଭିଯୋଗ ମିଥ୍ୟା…

ଶବର ଚିକିତ୍ସା କରୁଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ, ପରିବାର ପାଖକୁ ଆସିଲା ୧୪ ଲକ୍ଷର ବିଲ୍‌! ଥାନାରେ ଅଭିଯୋଗ

ହରିୟାଣା ସୋନୀପତର ଏକ ଘରୋଇ ହସ୍ପିଟାଲ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ବିଲ୍‌ କରିବା ପାଇଁ ଶବର ଚିକିତ୍ସା କରୁଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଏପରି କି, ପରିବାର ଲୋକଙ୍କୁ ଭେଟିବାକୁ ବି ଦେଉ ନ ଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଜାଣିଶୁଣି ମୃତ୍ୟୁ ପରେ ଚିକିତ୍ସା କରୁଥିବା…

ପତ୍ନୀଙ୍କ ସମର୍ଥନରେ ସବ୍-ଇନ୍ସପେକ୍ଟର କରୁଥିଲେ ପ୍ରଚାର, ଭିଡିଓ ଭାଇରାଲ ପରେ ଏବେ ନିଲମ୍ବିତ

ନୂଆଦିଲ୍ଲୀ : ହରିୟାଣାର ରେୱାରୀରେ ପତ୍ନୀଙ୍କ ସମର୍ଥନରେ ସବ୍-ଇନ୍ସପେକ୍ଟରଙ୍କ ପ୍ରଚାର କରିବା ପଡିଲା ମହଙ୍ଗା। ଗୁରୁଗ୍ରାମ ପୋଲିସ କମିଶନର ପଞ୍ଚାୟତ ନିର୍ବାଚନରେ ​​ଆଦର୍ଶ ଆଚରଣ ବିଧି ଅବମାନନା କରିଥିବା ଜାବୁଆ ଗ୍ରାମ ନିବାସୀ ସବ୍ ଇନ୍ସପେକ୍ଟର ନରେନ୍ଦ୍ରଙ୍କୁ ନିଲମ୍ବିତ କରିଛନ୍ତି। ଏହା…

ସୁଟକେସରେ ପଡିଛି ମୃତଦେହ : ଗୁପ୍ତାଙ୍ଗରେ ପୋଡାଦାଗ, ଦେହସାରା ଏକାଧିକ ଟାଟୁ କରି ଦିଆଯାଇଛି ନିର୍ଯାତନା

ହରିୟାଣାର ସାଇବର ସିଟି ଗୁରୁଗ୍ରାମର ଇଫକୋ ଛକ ନିକଟରୁ ଏକ ସୁଟକେସରୁ ଯୁବତୀଙ୍କ ମୃତଦେହମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ତେବେ ଯୁବତୀଙ୍କୁ ହତ୍ୟା ପୂର୍ବରୁ ଅତ୍ୟାଚାର, ଦୁଷ୍କର୍ମ ହୋଇଥିବା ଅନୁମାନ କରାଯାଉଛି। ଏହି ମାମଲାକୁ ପୋଲିସ ଗମ୍ଭୀରତାର ସହିତ…