Browsing Tag

help poor people

ଏବେ ବି ବଞ୍ଚି ରହିଁଛି ମଣିଷପଣିଆ, ବାପାଙ୍କ ସ୍ମୃତିରେ ଦୀର୍ଘ ୧୩ବର୍ଷ ହେଲା ପୁଅ କରିଚାଲିଛନ୍ତି ଏହି ମହତ୍ କାର୍ଯ୍ୟ

ଦଶପଲ୍ଲା (କେନ୍ୟୁଜ) : ଏବେ ବି ବଞ୍ଚି ରହିଛି ମଣିଷପଣିଆ । ସମାଜ ଯେତେ କଳୁଶୀତ ହେଲେ ମଧ୍ୟ ସମାଜରେ ଅଛନ୍ତି କିଛି ଦରଦୀ ମଣିଷ । ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦଶପଲ୍ଲା ସ୍ଥିତ କୁଆଁରିଆ ନିକଟବର୍ତ୍ତୀ ଆଦିବାସୀ ଅଧ୍ୟୁଷିତ ନେଡିସାହି ଗାଁରେ । ନୟାଗଡ଼ ଜିଲ୍ଲା ମହିପୁର ଅଞ୍ଚଳର…

ଲଣ୍ଡନ ରୁ ସିଧା ଓଡିଶାର ଗଞ୍ଜାମ..ଗରୀବ ଓ ଅସହାୟ ଲୋକଙ୍କୁ ସାହାର୍ଯ୍ଯର ହାତ ବଢାଇଛନ୍ତି ଏହି ଦମ୍ପତି

ଭଞ୍ଜନଗର(କେନ୍ଯୁଜ୍): କୁଷ୍ଠାଶ୍ରମ ଠାରୁ ଆରମ୍ଭ କରି ବଣ-ପାହାଡ ଘେରା ଉପାନ୍ତ ଅଞ୍ଚଳ । ଗରୀବ ଓ ଅସହାୟ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖ-ସୁଖ ବୁଝୁଛନ୍ତି , ଖାଦ୍ୟ ଓ ବସ୍ତ୍ର ଦାନ କରୁଛନ୍ତି । ସେମାନଙ୍କ ସମସ୍ଯା ଓ ଆବଶ୍ଯକତା କୁ ନେଇ ଭାବବିନିମୟ ବି କରୁଛନ୍ତି । ବର୍ତ୍ତମାନ ସମୟରେ…

କୁନି ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପା ମା’, ଆବଶ୍ଯକ ୨ଲକ୍ଷରୁ ଅଧିକ ଟଙ୍କା

ବାସୁଦେବପୁର(କେନ୍ଯୁଜ୍) : କୁନି ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପା ମାଆ । ତାଙ୍କୁ ଯଥା ସମ୍ଭବ ସହାୟତ କରୁଛନ୍ତି, ଗାଁ ର ଜୁବକ ମାନେ । ଦୃଷ୍ଟିଶକ୍ତି ହରାଇଥିବା କୁନି ପୁଅର ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ମୂଲ ଲାଗି ଚଳୁଥିବା ବାପା ମାଆ ଏବେ ପୁଅର ଚିକିତ୍ସା ପାଇଁ ଶେଷରେ…

ହସୁଥିବା ଖେଳୁଥିବା ଦୁଇ ଭାଇଭଉଣୀ ହଠାତ୍‌ ହୋଇଗଲେ ଅକମର୍ଣ୍ୟ

ବରଗଡ (କେନ୍ୟୁଜ) : ଈଶ୍ୱରଙ୍କ ଲୀଳା ବଡ଼ ବିଚିତ୍ର। କାହାକୁ ଯେ କେମିତି ସୁଖ ଆଉ ଦୁଃଖ ଦିଅନ୍ତି, ତାହା କେବଳ ତାଙ୍କୁ ହିଁ ଜଣା। ଏହି ଦୁଇ ପୁଅ ଝିଅ ଅନ୍ୟ ପିଲାଙ୍କ ଭଳି ଖେଳୁଥିଲେ ବୁଲୁଥିଲେ, ପାଠ ବି ପଢ଼ୁଥିଲେ। କିନ୍ତୁ ଜୀବନରେ ଏମିତି ଏକ ଦିନ ଆସିବ ଆଉ ଏମିତି ଭୋଗିବାକୁ ପଡିବ ଏକଥା କେବେ…

ପ୍ରଚାରପ୍ରସାର ନ କରି ଚୁପ୍‌ଚାପ ଭୋକିଲାଙ୍କ ଅନ୍ନଦାତା ସାଜିଛନ୍ତି ଏହି ସର୍ଦ୍ଦାର ଜୀ, ଲୋକେ କହିଲେ- ‘ପ୍ରକୃତ ହିରୋ’

ବର୍ତ୍ତମାନ କରୋନାର କଠିନ ସମୟ ଚାଲିଛି। ଲୋକମାନେ ରୋଗ ସହ ରୋଜଗାର ଚାଲିଯିବା ଭୟରେ ମରି ମରି ବଞ୍ଚୁଛନ୍ତି। କିଛି ଲୋକ ତ ଲକ୍‌ଡାଉନ୍‌ ଯୋଗୁ ଦିନକୁ ଦୁଇ ମୁଠା ଖାଇବାକୁ ବି ପାଉନାହାନ୍ତି। ସେଭଳି ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଜଣେ ବ୍ୟକ୍ତି, ଯିଏ ବିନା ପ୍ରଚାର ପ୍ରସାରରେ ଭୋକିଲା…

ଜନ୍ମର ଚାରିଦିନରୁ ହିଁ କ୍ୟାନ୍ସର ସହ ଲଢ଼ୁଛି ସାଇରାଜ, ଏବେ ଚିକିତ୍ସା ଅପେକ୍ଷାରେ ବାପା ମାଆ

ପୁଅଟିଏ ପାଇବାକୁ କରିଥିଲେ କେତେ ବ୍ରତ କେତେ ଉପବାସ । ପୁଅ ତ ହେଲା ହେଲେ ଜନ୍ମର ଚାରିଦିନ ପରେ ପୁଅ ଆକ୍ରାନ୍ତ ହେଲା ମାରାତ୍ମକ କ୍ୟାନସର ରୋଗରେ । ଚିକିତ୍ସା ପାଇଁ ବୁର୍ଲାଠୁ ଆରମ୍ଭକରି କଟକ ପର୍ଯ୍ୟନ୍ତ ନେଲେ । ହେଲେ ଏବେ ନିରାଶ ହୋଇ ସରକାରୀ ସାହାଯ୍ୟ ଅପେକ୍ଷାରେ ବାପା ମାଆ । …

ସରକାରୀ ସାହାଯ୍ୟ ଅପେକ୍ଷାରେ ମୃତ ଗୃହରକ୍ଷୀଙ୍କ ବେସାହାରା ପରିବାର

ଆଖିରୁ ଶୁଖୁନି ଲୁହ । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ପରିବାର ଲୋକେ ସଂପୂର୍ଣ୍ଣ ବେସାହାରା । ଗୃହରକ୍ଷୀ ଥାଇ ଥାନାରେ କାର୍ଯ୍ୟରତ ଥିବା ସମୟରେ ମୃତ୍ୟୁ ଘଟିଲା । ମୃତ୍ୟୁକୁ ୨ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଏଯାଏ ମିଳିନି କୈାଣସି ସରକାରୀ ସହାୟତା । ପରିବାରର…

ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ବଦାନ୍ୟତା, ନିଜ ପେନସନ ଟଙ୍କାରେ ବୃଦ୍ଧ ଦମ୍ପତିଙ୍କ ପାଇଁ ତିଆରି କଲେ ଘର

ଝାରସୁଗୁଡା : ବୃଦ୍ଧ ଅସହାୟ ଦମ୍ପତ୍ତିଙ୍କୁ ସହାୟତାର ହାତ ବଢାଇଲେ ଅବସରପ୍ରାପ୍ତ ସେନା ଅଧିକାରୀ । ନିଜ ପେନସନରୁ ପ୍ରାୟ ଦେଢ ଲକ୍ଷ ଟଙ୍କାର ଏକ ଘର ତିଆରି କରି ଦେଇଛନ୍ତି ରାଜେନ୍ଦ୍ର ଦିଗଲ ଓ ପତ୍ନୀ ସୁଜାତା ଦିଗଲ । ଏଭଳି ଏକ ଭଲ ଖବର ଆସିଛି ଝାରସୁଗୁଡା ବନ୍ଧବାହାଲ ଅଞ୍ଚଳ ଏମ.ସି.ଏଲ…