ଶରୀରରେ ଏହି ସବୁ ଯନ୍ତ୍ରଣା ହେଉଥିଲେ ସାବଧାନ, ହୋଇପାରେ ହାଇ ୟୁରିକ୍ ଏସିଡ୍ ସମସ୍ୟା
ଆଜିର ଖରାପ ଲାଇଫ୍ ଷ୍ଟାଇଲ୍ ଏବଂ ଖାଇବା ଅଭ୍ୟାସ ହେତୁ ଲୋକଙ୍କ ମଧ୍ୟରେ ୟୁରିକ୍ ଏସିଡ୍ ସମସ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଯେତେବେଳେ ୟୁରିକ୍ ଏସିଡ୍ ବଢିବାକୁ ଲାଗିଥାଏ, ସେତେବେଳେ ଗଣ୍ଠିରେ ଯନ୍ତ୍ରଣା ଏବଂ ଫୁଲା ସମସ୍ୟା ଆରମ୍ଭ ହୁଏ । ଏହି ସମସ୍ୟା ଏତେ ବଢିଯାଏ ଯେ ଲୋକମାନେ…