Browsing Tag

home quarantine

କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚମ୍ପଟ ମାରିଥିବା ତିନି କରୋନା ରୋଗୀଙ୍କୁ ଧରିଲା ପୋଲିସ୍

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ମୁଙ୍ଗେଇ କାଳିଦାସ ଏମ ଇ ସ୍କୁଲର କ୍ବାରେଣ୍ଟାଇନ୍ ସେଣ୍ଟରରୁ ତିନି ଜଣ କରୋନା ରୋଗୀ ଚମ୍ପଟ ମାରିଛନ୍ତି। ସେମାନେ ବାଙ୍ଗାଲୋରରୁ ଆସିଥିଲେ। ଏହାପରେ ସେମାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ ଆସିବାରୁ ସେମାଙ୍କୁ…

କରୋନା ସଂକ୍ରମିତଙ୍କ ପାଇଁ ନୂଆ ନିୟମ, ହସପିଟାଲରୁ ଡିସଚାର୍ଜ ପରେ ଘରେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ

ଭୁବନେଶ୍ୱର (କେ ନ୍ୟୁଜ୍‌) : କେନ୍ଦ୍ର ସରକାରଙ୍କ କରୋନା ରୋଗୀଙ୍କ ଡିସଚାର୍ଜ ନୀତିରେ ସାମାନ୍ୟ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏ ନେଇ ଆଜି ଅପରହ୍ନରେ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।…

ଚିନ୍ତା ବଢାଉଛନ୍ତି ଅମାନିଆ: କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଆସିଲେନି ଯୁବକ, ଘରୁ ଉଠାଇ ଆଣି କରାଗଲା ସ୍ୱାବ ଟେଷ୍ଟ

ବାଙ୍କୀ: ଚିନ୍ତା ବଢାଉଛନ୍ତି ଅମାନିଆ। କଟକ ବାଙ୍କୀ ଅନୁଆରୀ ପଞ୍ଚାୟର ଜଣେ ଯୁବକ ହାଇଦ୍ରାବାଦରୁ ଫେରି ଘରେ ରହୁଥିଲେ। ଗାଁ ଲୋକଙ୍କ ସରପଞ୍ଚଙ୍କୁ ଖବର ଦେବା ପରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ଯୁବକଙ୍କୁ କହିଥିଲେ ସରପଞ୍ଚ। ତଥାପି ସେ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଆସିନଥିଲେ।…

ଅତି ସାମାନ୍ୟ କରୋନା ଲକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍, ଜାଣନ୍ତୁ କଣ

ଅତି ସାମାନ୍ୟ କରୋନା ଲକ୍ଷଣଙ୍କ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍‌। ଏଣିକି ସେମାନଙ୍କ ପାଖରେ ହୋମ୍‌ ଆଇସୋଲେସନ୍‌ର ବିକଳ୍ପ ରହିବ। କିଛି ସର୍ତ୍ତ ସହ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପୂର୍ବ ଗାଇଡଲାଇନରେ ପରିବର୍ତ୍ତନ ଆଣିଛି। ଅତି ସାମାନ୍ୟ ଲକ୍ଷଣ ଥିବା ରୋଗୀ…

କ୍ୱାରେଣ୍ଟାଇନରେ ପ୍ରବାସୀଙ୍କ ପାଇଁ କେତେ ହେବ ଖର୍ଚ୍ଚ? ତାଲିକା ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ପ୍ରବାସୀ ଓଡ଼ିଆ ମାନେ ବାହାର ରାଜ୍ୟରୁ ଫେରିବା ପରେ ସେମାନେ କ୍ୱାରେଣ୍ଟାଇନ୍‌ରେ ରହିବେ । ପ୍ରବାସୀ ଓଡ଼ିଆଙ୍କ ପାଇଁ ହେବ ଅସ୍ଥାୟୀ ମେଡିକାଲ କ୍ୟାମ୍ପ । ୧୪ ଦିନର କ୍ୱାରେଣ୍ଟାଇନ୍‌ରେ ପ୍ରବାସୀଙ୍କ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର । ଏଥିପାଇଁ ପଞ୍ଚାୟତିରାଜ ବିଭାଗକୁ…

କ୍ୱାରେଣ୍ଟାଇନ୍‌ରେ ଭୁବନେଶ୍ୱର IB ଅଫିସ୍‌ କର୍ମଚାରୀ, ଜଣେ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବାରୁ ସମସ୍ତେ…

ଭୁବନେଶ୍ୱର: କ୍ୱାରେଣ୍ଟାଇନ୍‌ରେ ଭୁବନେଶ୍ୱର IB ଅଫିସ୍‌ କର୍ମଚାରୀ। ସମସ୍ତ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋର ଜଣେ କର୍ମଚାରୀ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ। ତେଣୁ ସଂକ୍ରମଣ ଆଶଙ୍କାରେ ସବୁ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ…

ସିଆରପିଏଫର ଜଣେ ଅଫିସର କରୋନା ସଂକ୍ରମିତ ଜଣାପଡ଼ିବା ପରେ କ୍ୱାରେଣ୍ଟାଇନରେ ରହିଲେ ଡିଜି ଏପି ମାହେଶ୍ୱରୀ

କେନ୍ଦ୍ରୀୟ ପୋଲିସ ବଳ (CRPF)ର ଜଣେ ଚିଫ ମେଡିକାଲ ଅଫିସରଙ୍କୁ କରୋନା ହୋଇଥିବା ଜଣାପଡ଼ିବାର ୨ ଦିନ ପରେ CRPFର ମହାନିର୍ଦ୍ଦେଶକ ଏ ପି ମାହେଶ୍ୱରୀ ନିଜକୁ ନିଜେ କ୍ୱାରେଣ୍ଟାଇନରେ ରଖିଛନ୍ତି। ସେ ନିଜ ଘରେ ହିଁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବେ। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। A…

କର୍ଣ୍ଣାଟକ ସରକାରଙ୍କ କଡ଼ା ନିୟମ, କ୍ବାରେନଣ୍ଟାଇନରେ ଥିବା ପ୍ରତ୍ୟେକ ବ୍ୟକ୍ତି ଘଣ୍ଟାକୁ ଥରେ ସରକାରଙ୍କୁ ପଠେଇବେ…

ବାଙ୍ଗାଲୋର: କ୍ବାରାଣ୍ଟାଇନରେ ଥିବା ପ୍ରତ୍ୟେକ ବ୍ୟକ୍ତି ଏବେ ସରକାରଙ୍କୁ ପଠାଇବେ ପ୍ରତି ଘଣ୍ଟାରେ ଗୋଟେ ଲେଖାଏଁ ସେଲ୍ଫି। ଏହି ନିୟମ କରିଛନ୍ତି କର୍ଣ୍ଣାଟକ ସରକାର। ଏଥିପାଇଁ ଏକ ଆପ୍ ପ୍ରସ୍ତୁତ ହୋଇଛି ।ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ମୁତାବକ କ୍ବାରାଣ୍ଟାଇନରେ ରହୁଥିବା…

WHO ଗାଇଡ଼ ଲାଇନ: କ୍ଵାରେଣ୍ଟାଇନ ଥିବା ସମୟରେ କଣ ଖାଇବେ କଣ ନ ଖାଇବେ

ମାରାତ୍ମକ କରୋନା ଦାଉରୁ ରକ୍ଷା ପାଇବା ପାଇଁ ବିଶ୍ୱର ଅଧିକାଂଶ ଲୋକ ଏବେ କ୍ଵାରିଣ୍ଟିଂନରେ ରହୁଛନ୍ତି । କିନ୍ତୁ ଗୋଟେ ଘରେ ଏତେ ଦିନ ବନ୍ଦ ରହିବା କାରଣରୁ ଏହାର ପ୍ରଭାବ ଉଭୟ ଶରୀର ଓ ମନ ଉପରେ ପଡିଥାଏ । କ୍ଵାରିଣ୍ଟିଂନ ଥିବା ସମୟରେ ଯଦି ବିଶେଷ ଭାବେ ନିଜ ଖାଦ୍ୟପେୟକୁ ନେଇ ସତର୍କ…

‘ହୋମ କ୍ଵାରେଣ୍ଟାଇନ’ ଯୁବକଙ୍କୁ କଲା ପାଗଳ, ବୃଦ୍ଧାଙ୍କୁ କାମୁଡି କଲେ ହତ୍ୟା

କରୋନା ଭାଇରସ ସଂଦିଗ୍ଧ ବ୍ୟକ୍ତି ମାନଙ୍କୁ 'ହୋମ କ୍ଵାରିଣ୍ଟିଂନ'ରେ ରଖାଯାଉଥିବା ନେଇ ଅନେକ ଖବର ସାମ୍ନାକୁ ଆସୁଛି । କିନ୍ତୁ ଏହି କ୍ଵାରିଣ୍ଟିଂନକୁ ନେଇ ନିକଟରେ ଏକ ଅଜବ ଖବର ସାମ୍ନାକୁ ଆସିଛି । ପ୍ରକୃତରେ ଘଟଣାଟି ଘଟିଛି ତାମିଲ ନାଡୁ ରାଜ୍ୟରେ । ରାଜ୍ୟର ଥେନି ଜିଲ୍ଲାରେ ଜଣେ ୩୪ ବର୍ଷୀୟ…

ପ୍ରେମିକାକୁ ଦେଖା ନ କରି ଆଉ ରହି ପାରିଲେନି ପ୍ରେମିକ, ଆଇସୋଲେସନ କ୍ୟାମ୍ପରୁ ମାରିଲେ ଚମ୍ପଟ

କରୋନା ଭାଇରସରୁ ପ୍ରକୋପ ସାରା ଦେଶରେ ବଢି ଚାଲିଥିବାବେଳେ ଏହି ଭାଇରସ୍ ସହ ଲଢିବା ପାଇଁ ଦେଶରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଇଥିବା ବେଳେ ସଙ୍ଗରୋଧ ପାଇଁ ମଧ୍ୟ ଉପଦେଶ ଦିଆଯାଇଛି। ବିଦେଶରୁ ଫେରିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ…

ହୋମ୍‌ କ୍ୱାରେଣ୍ଟାଇନରେ ଜଗତଗୁରୁୁ ଶଙ୍କରାଚାର୍ଯ୍ୟ, କରୋନା ଭାଇରସ୍‌କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପକୁ କଲେ…

ପୁରୀ: ହୋମ୍‌ କ୍ୱାରେଣ୍ଟାଇନରେ ଜଗତଗୁରୁୁ ଶଙ୍କରାଚାର୍ଯ୍ୟ । କରୋନା ଭାଇରସ୍‌କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାକୁ ପ୍ରଶଂସା କରିଛନ୍ତି ଶଙ୍କରାଚାର୍ଯ୍ୟ । କେବଳ ମଣିଷ ନୁହଁନ୍ତି ପଶୁପକ୍ଷୀ ମଧ୍ୟ ସଙ୍କଟରେ ରହିଥିବା କହିଛନ୍ତି । ଏଭଳି ସ୍ଥିତିରେ ବିଭୀଷିକା…