Browsing Tag

horse

ମଣିଷକୁ କାହିଁକି ଶ୍ରେଷ୍ଠ ପ୍ରାଣୀ କରିଛନ୍ତି ଭଗବାନ, କଣ ଅନ୍ୟକୁ କଷ୍ଟ ଦେବା ପାଇଁ ?

ଓହଃ ପ୍ରଭୁ ଗୋଡ଼ କଣ ହୋଇଯାଉଛି, ଭାରି କଷ୍ଟ ଲାଗିଲାଣି, ଏତେ ସମୟ କେମିତି ଠିଆ ହୋଇ ରହିବି । ତଳେ ଆଉ ପାଦ ପକାଇ ହେଉନି l ସତରେ ଭାରି କଷ୍ଟ ହେଲାଣି । କିଏବା ଏମିତି ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହି ପାରିବ ? ଏମିତି ଦୀର୍ଘ ସମୟ ଧରି ଠିଆ ହୋଇ ଅପେକ୍ଷା କରିବାକୁ ଭାରି ବାଧୁଛି l ଗୋଡ଼…

୧୬,୦୦୦ ଘୋଡ଼ାଙ୍କୁ ଗୁଳି କରି ମାରିବେ ଅଷ୍ଟ୍ରେଲିଆ ସରକାର, ଜାଣନ୍ତୁ କାହିଁକି ନିଆଗଲା ନିଷ୍ପତ୍ତି

ଅଷ୍ଟ୍ରେଲିଆରେ ଜଙ୍ଗଲି ଘୋଡାମାନଙ୍କୁ ହେଲିକପ୍ଟରରୁ ଗୁଳି କରାଯିବ। ଜାତୀୟ ଉଦ୍ୟାନରେ ଏମାନଙ୍କ ସଂଖ୍ୟା ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ବାସ୍ତବରେ, ଦକ୍ଷିଣ-ପୂର୍ବ ଅଷ୍ଟ୍ରେଲିଆର କୋସିୟୁଜକୋ ଜାତୀୟ ଉଦ୍ୟାନରେ ପାଖାପାଖି ୧୯,୦୦୦ ଜଙ୍ଗଲି ଘୋଡା ଅଛନ୍ତି,…

ସମୁୁଦ୍ର କୂଳକୁ ଭାସି ଆସିଲା ମୁଣ୍ଡ ବିହୀନ ଘୋଡ଼ା, ଦେଖାଗଲା ରହସ୍ୟମୟୀ ଦୃଶ୍ୟ

ନିକଟରେ ବ୍ରିଟେନର ଏକ ସମୁଦ୍ର କୂଳରେ ଲୋକମାନଙ୍କୁ ଏକ ରହସ୍ୟମୟୀ ଏବଂ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । ସମୁଦ୍ର କୂଳରେ ଦୁଇଟି ଘୋଡ଼ାଙ୍କ ଶବ ଭାସି ଆସିଥିଲା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଦୁଇଟି ଘୋଡ଼ା ମଧ୍ୟରୁ ଗୋଟିଏ ଘୋଡ଼ାର ମୁଣ୍ଡ ନଥିଲା । ଏଭଳି ଦୃଶ୍ୟ ସମସ୍ତଙ୍କୁ…

ଘୋଡ଼ାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକକୁ ୧୦ ବର୍ଷ ଜେଲ, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ମଣିଷ ଧୀରେ ଧୀରେ ପଶୁ ଠାରୁ ବି ହୀନ ହୋଇଯାଉଛି। ବର୍ତ୍ତମାନ ଯୁଗ ଯେତିକି ଯେତିକି ଆଗକୁ ଯାଉଛି, ମଣିଷ ସେତିକି ସେତିକି ନିଜ ହିତାହିତ ଜ୍ଞାନ ହରାଇ ବସୁଛି। ଏବେ ଏହାର ଏକ ଜ୍ୱଳନ୍ତ ତଥା ଘୃଣ୍ୟ ଉଦାହରଣ ସାମ୍ନାକୁ ଆସିଛି ଆମେରିକାର ଟେକ୍‌ସାସ୍‌ ସହରରୁ। ଏଠାରେ ଜଣେ ଯୁବକ ଘୋଡ଼ା ସହ ଦୁଷ୍କର୍ମ…

ଏମିତି ବି ମିଳେ ଧୋକା ! ୨୩ ଲକ୍ଷ ଟଙ୍କା ଦେଇ କିଣିଥିଲେ କଳା ଘୋଡା, ହେଲେ ଘରେ ଆସି ଗାଧୋଇଦେବା ପରେ ହୋଇଗଲା ଲାଲ୍

ଆଜିର ସମୟରେ, ଯଦି ଆପଣ ବଜାରକୁ କିଛି କିଣିବାକୁ ଯାଉଛନ୍ତି, ତେବେ ସତର୍କତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ସାବଧାନ ନୁହଁନ୍ତି ତେବେ ଆପଣ ଧୋକା ଖାଇଯାଇପାରନ୍ତି ।ପଞ୍ଜାବରେ ରହୁଥିବା ଜଣେ ବ୍ୟକ୍ତି ଏମିତି କିଛି ପ୍ରତାରଣାର ଶୀକାର ହୋଇଛନ୍ତି, ଯେଉଁଥିପାଇଁ ସେ ବର୍ତ୍ତମାନ ମୁଣ୍ଡରେ…

ଥରେ ଦେଖନ୍ତୁ ଏହି ଭିଡିଓ, ଥରି ଉଠିବ ଆପଣଙ୍କ ଛାତି

ନିଜ ଉପରେ ବିଶ୍ୱାସ ରଖିବା କେତେ ଗୁରୁତ୍ୱପୂର୍ଣ୍ଣ ଆଜି ଏହି ଭିଡିଓରୁ ଆପଣ ଜାଣିପାରିବେ । ସମୟ ଯେତେ କଷ୍ଟସାଧ୍ୟ ହେଉନା କାହିଁକି, କିନ୍ତୁ ଯଦି ଆପଣଙ୍କର ନିଜ ଉପରେ ବିଶ୍ୱାସ ଅଛି ତେବେ ପ୍ରତ୍ୟେକ ଅସୁବିଧାରୁ ମୁକ୍ତି ପାଇପାରିବ। ଜୀବନରେ ଆସୁଥିବା ପରିସ୍ଥିତିକୁ ଦେଖି ଡରି ଯାଆନ୍ତୁ ନାହିଁ…

ଡିଜାଇନ୍‌ ପରିବର୍ତ୍ତନ କରାଯାଉ, ହେଲେ ଘୋଡାର ସ୍ଥାନ ବଦଳିପାରିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଘୋଡା। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏଭଳି ନିଷ୍ପତ୍ତି ହୋଇଛି। ସ୍ମାର୍ଟ ସିଟି ପ୍ରକଳ୍ପ କାରଣରୁ ଘୋଡା ହଟିବା କଥା ଚର୍ଚ୍ଚା ହେଉଥିଲା । ଖବର ଜାଣିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ର । ଡିଜାଇନ୍‌ ପରିବର୍ତ୍ତନ…

ଘୋଡ଼ା ପିନ୍ଧିଛି ଜିନ୍ସ, ଲାଗୁଛି ଫ୍ୟାଶନେବଲ; ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଫଟୋ

ଘୋଡ଼ା ପିନ୍ଧିଛି ଜିନ୍ସ। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ। କଟ୍‌ ଅପ୍‌ ଜିନ୍ସ ପିନ୍ଧିଥିବା ଏକ ଘୋଡ଼ାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯାହା ଲୋକଙ୍କ ଧ୍ୟାନ ଆକର୍ଷିତ କରିଛି। ତେବେ ଏହି ଘୋଡ଼ାର ଜିନ୍ସ ପିନ୍ଧିବା କାହାଣୀ ବି ବେଶ୍‌ ରୋଚକ। ଟ୍ଵିଟର ୟୁଜର ବେନ୍‌…

ଘୋଡ଼ାର ଜନ୍ମଦିନ ପାର୍ଟି ! ମାଲିକ କାଟିଲେ ୫୦ ପାଉଣ୍ଡର କେକ୍‌, ବିଭିନ୍ନ ପ୍ରକାର ବ୍ୟଞ୍ଜନର ଆନନ୍ଦ ଉଠାଇଲେ ଲୋକେ

ଆପଣ କେବେ କୌଣସି ଘୋଡ଼ାର ଜନ୍ମଦିନ ପାଳନ ହେଉଥିବାର ଶୁଣିଛନ୍ତି କି? କିନ୍ତୁ ଏବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ସହରସା ଅଞ୍ଚଳରେ। ଏଠାରେ ଏକ ଘୋଡ଼ାର ଜନ୍ମଦିନ ପାଳନ କରାଯାଇଛି। ଏହି ଅବସରରେ ନା କେବଳ କେକ୍‌ କଟାଯାଇଥିଲା, ବରଂ ଏକ ବଡ଼ ପାର୍ଟି ବି ଦିଆଯାଇଥିଲା। ଏଥିରେ ବହୁ…

ହୁଇଲ ଚେୟାରରୁ ପଡିଯାଇଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରି ଘୋଡା ଜିତିନେଲା ଲୋକଙ୍କ ହୃଦୟ, ଦେଖନ୍ତୁ ଏହି ସୁନ୍ଦର୍ ଭିଡିଓ

ସୋସିଆଲ ମିଡ଼ିଆରେ ସବୁବେଳେ ଅନେକ ପ୍ରକାରର ଭିଡିଓ ଭାଇରାଲ୍ ହୋଇଥାଏ । ତେବେ ସେଥିମଧ୍ୟରୁ କିଛି ଭିଡିଓ ହୃଦୟକୁ ଛୁଇଁ ଯାଇଥାଏ । ନିକଟରେ ଏହିପରି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ଯେଉଁ ଭିଡ଼ିଓକୁ ଦେଖିବା ପରେ ଆପଣ ଘୋଡ଼ାଟିର ବୁଦ୍ଧିକୁ ତାରିଫ ନକରି ରହି ପାରିବେ…

ସୀମା ଟପିଲା କ୍ରୁରତା: ଘୋଡ଼ା ଗୋଡ଼ରେ ରଶି ବାନ୍ଧି ଅଳିଆ ଗଦାରେ ଫିଙ୍ଗି ଦିଆଗଲା, ରାସ୍ତା ପାର୍ଶ୍ୱରୁ ମିଳିଲା ମୃତଦେହ

ଏବେ ଏବେ ସୋସିଆଲ ମିଡିଆରେ ଯେଉଁ ଖବର ସାମ୍ନାକୁ ଆସିଛି, ତାହାକୁ ପଢ଼ିଲେ କିମ୍ବା ଶୁଣିଲେ, ଆପଣଙ୍କୁ ନିଶ୍ଚୟ ରାଗ ଲାଗିବ। ଏପରି କି, ସେହି ଦୃଶ୍ୟ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଘଟଣାଟି ହେଲା, କେହି ଜଣେ ଏକ ଘୋଡ଼ାର ଗୋଡ଼ ବାନ୍ଧି ତାକୁ ରାସ୍ତା ପାର୍ଶ୍ୱରେ ଫିଙ୍ଗିଦେଇ ଚାଲିଯାଇଛି,…

ପୋଲିସ ହେପାଜତରେ ଘୋଡା, ଜାଣନ୍ତୁ କଣ ଥିଲା ତାର ଦୋଷ

ଘୋଡା ଯେ ଏକ କାର ଡିକି ଉପରେ ବସିବ ତାହା ହୁଏତ କେହି ସହଜରେ ବିଶ୍ୱାସ କରିପାରିବେ ନାହିଁ । କିନ୍ତୁ ଆପଣ ଯଦି  ଆପଣ ମଧ୍ୟ ବିଶ୍ୱାସ କରିବେ ନାହିଁ । ଘଟଣା ବିଷୟରେ ଜାଣିବେ ତେବେ ଏସମ୍ପର୍କରେ ନିଶ୍ଚିତ ରୂପେ ଜାଣି ପାରିବେ । ଏକ ଘୋଡା ହଟାତ ଯାଇ ଏକ କାର ଡିକି ଉପରେ ଯାଇ ବସି…