Browsing Tag

hrithik roshan

କ’ଣ ରିଲେସନସିପ୍‌ରେ ଅଛନ୍ତି ହ୍ରିତିକ ରୋଶନ? ରହସ୍ୟମୟୀ ଯୁବତୀଙ୍କ ସହ ଆସିଲେ ନଜର; ଫ୍ୟାନମାନେ ପଚାରୁଛନ୍ତି ଏମିତି…

ବଲିଉଡ ଅଭିନେତା ହ୍ରିତିକ ରୋଶନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ପତ୍ନୀ ସୁଜୈନ ଖାନଙ୍କ ସହିତ ଛାଡପତ୍ର ପରେ ଏ ପର୍ଯ୍ୟନ୍ତ ତାଙ୍କ ନାମ ଆଉ କାହା ସହ ଯୋଡ଼ି ହୋଇ ନ ଥିଲା। କିନ୍ତୁ ଏବେ ତାଙ୍କୁ ଜଣେ ମିଷ୍ଟ୍ରି ଗାର୍ଲଙ୍କ ସହିତ ସ୍ପଟ୍‌ କରାଯାଇଛି, ଯାହା ପରେ…

ଏହି ସବୁ ମାରାତ୍ମକ ରୋଗ ସହିତ ସଂଘର୍ଷ କରୁଛନ୍ତି ବଲିଉଡ ର ୧୪ ସୁପରଷ୍ଟାର, ଜଣେ ପିଲାବେଳୁ ଆକ୍ରାନ୍ତ

ବଲିଉଡ ପାଇଁ ସମସ୍ତେ ପାଗଳ । ସେଥିପାଇଁ ତ ନିଜର ମନ ପସନ୍ଦ ର ସୁପର ଷ୍ଟାରଙ୍କ ଫିଲ୍ମ ଯେତେବେଳେ ରିଲିିଜ ହେବାର ଥାଏ, ସେହି ଫିଲ୍ମ ପାଇଁ ଆଗରୁ ହିଁ ଟିକେଟ ବୁକ କରନ୍ତି ଫ୍ୟାନ୍ସ । ଏମିତିକି ସେମାନଙ୍କୁ କିଏ ନିଜର ଭଗବାନ ମଧ୍ୟ ମାନି ନିଅନ୍ତି କିନ୍ତୁ ଏହି ବଲିଉଡ ଷ୍ଟାରମାନଙ୍କ ଜୀବନ…

ୱାର୍କଆଉଟ୍ କରୁ କରୁ ଗରବା ଡ୍ଯାନ୍ସ କରିବାକୁ ଲାଗିଲେ ହ୍ରିତିକ, ଭିଡିଓ ହେଲା ଭାଇରଲ

ବଲିଉଡ ଷ୍ଟାର ନିଜ ଫିଟନେସକୁ ନେଇ ସବୁବେଳେ ସିରିୟସ ରହିଥାନ୍ତି। ସେମାନେ ନିଜକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ୱାର୍କଆଉଟ୍ କରିଥାନ୍ତି। ଘରେ ହେଉ ଅବା ଜିମରେ ସବୁ ସେଲିବ୍ରିଟି ନିଜକୁ ଫିଟ୍ ରଖିବା ପାଇଁ ୱାର୍କଆଉଟ କରିଥାନ୍ତି। ଏବେ ବଲିଉଡର ହ୍ଯାଣ୍ଡସମ୍ ଅଭିନେତା ହ୍ରିତିକଙ୍କ ଭିଡିଓ…

ସୁପରହିଟ୍‌ ସାଉଥ୍‌ ଫିଲ୍ମ ‘ବିକ୍ରମବେଦ’ର ହିନ୍ଦୀ ରିମେକ୍‌ରେ ନଜର ଆସିବେ ହ୍ରିତିକ-ସୈଫ୍‌, ଏହି ତାରିଖରେ ହେବ…

ଏକାଠି କାମ କରିବାକୁ ଯାଉଛନ୍ତି ହ୍ରିତିକ୍‌ ରୋଶନ ଓ ସୈଫ୍‌ ଅଲ୍ଲୀ ଖାନ୍‌। ଉଭୟେ ସୁପରହିଟ୍‌ ତାମିଲ ଫିଲ୍ମ ‘ବିକ୍ରମ ବେଦ’ର ହିନ୍ଦୀ ରିମେକ୍‌ରେ କାମ କରିବେ। ଏହାର ରିଲିଜ୍‌ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଏହି ଫିଲ୍ମ ୩୦ ସେପ୍ଟେମ୍ବର ୨୦୨୨ରେ ରିଲିଜ୍‌ ହେବ। ଫିଲ୍ମ କ୍ରିଟିକ୍‌ ତରଣ…

ହ୍ରିତିକ ରୋଶନ-ଦୀପିକା ପାଦୁକୋନ୍‌ଙ୍କ Fighter ହେବ ଭାରତର ପ୍ରଥମ ଏରିୟଲ ଆକ୍ସନ୍‌ ଫିଲ୍ମ, ବଜେଟ୍‌ ରହିବ ୨୫୦ କୋଟି!

ଖୁବ୍‌ଶୀଘ୍ର ଏକାଠି ନଜର ଆସିବାକୁ ଯାଉଛନ୍ତି ହ୍ରିତିକ୍‌ ରୋଶନ୍‌ ଓ ଦୀପିକା ପାଦୁକୋନ୍‌। ଫ୍ୟାନ୍‌ଙ୍କର ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଏହି ଦୁଇ ଷ୍ଟାର ଗୋଟିଏ ଫିଲ୍ମରେ ସ୍କ୍ରିନ୍‌ ସେୟାର କରିବେ। ଖୁବ୍‌ଶୀଘ୍ର ଏହି ଦୁଇ ତାରକାଙ୍କୁ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ଫାଇଟର’ରେ ଦେଖିବାକୁ…

କରୋନା ଲଢେଇରେ ସହାୟତାର ହାତ ବଢାଇଲେ ହ୍ରିତିକ, ଦାନ କଲେ ୧୫ ହଜାର ଡଲାର

କରୋନା ଯୋଗୁଁ ସଙ୍କଟ ମଧ୍ୟରେ ଗତି କରୁଛି ସମଗ୍ର ଦେଶ। ଏଭଳି ପରିସ୍ଥିତିରେ ସରକାରଙ୍କ ଦ୍ବାରା ଯେତେ ସମ୍ଭବ ସେତେ ସାହାଯ୍ଯ କରାଯାଉଛି। ସେହିଭଳି ଏହି ମହାମାରୀ ବିରୋଧରେ ଅନେକ ସେଲିବ୍ରିଟି ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏବେ ଏହି ତାଲିକାରେ ଅଭିନେତା ହ୍ରିତିକ ରୋଶନ ମଧ୍ୟ କରୋନା…

ସୁଜେନ୍‌ଙ୍କ ଠାରୁ ଛାଡ଼ପତ୍ର ପରେ ବି ପୁଣିଥରେ ବିବାହ କଥା ଚିନ୍ତା କରିପାରିବେନି ହ୍ରିତିକ ରୋଶନ୍‌, ନିଜେ କଲେ ଖୁଲାସା

ବଲିଉଡ୍‌ରେ ବୋଧେ ମାତ୍ର ହାତ ଗଣତି କିଛି ସେଲିବ୍ରିଟି ଯୋଡ଼ି ଥିବେ ଯେଉଁମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଥିବ। ସେଭଳି ଏକ କପଲ ହେଉଛନ୍ତି ହ୍ରିତିକ୍‌ ରୋଶନ୍‌ ଓ ସୁଜେନ୍‌ ଖାନ୍‌। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲେ ମଧ୍ୟ ଏବେ ବି ଭଲ ଅଣ୍ଡରଷ୍ଟାଣ୍ଡିଂ ରହିଛି। ହ୍ରିତିକ ଓ ସୁଜେନ୍‌ ପ୍ରେମ…

କଙ୍ଗନାଙ୍କୁ ଇ-ମେଲ୍‌ ମାମଲା: କ୍ରାଇମ୍‌ବ୍ରାଞ୍ଚ୍‌ ଅଫିସରେ ନିଜ ବୟାନ ରେକର୍ଡ କଲେ ହ୍ରିତିକ୍‌ ରୋଶନ

କ୍ରାଇମ୍‌ବ୍ରାଞ୍ଚ୍‌ ଅଫିସରେ ପହଞ୍ଚି ନିଜ ବୟାନ ରେକର୍ଡ କରାଇଲେ ବଲିଉଡ୍‌ ହିରୋ ହ୍ରିତିକ୍‌ ରୋଶନ୍‌। ୨୦୧୬ରେ କଙ୍ଗନା ରାଣାଓ୍ଵତ୍‌ଙ୍କୁ ପଠାଯାଇଥିବା ନକଲି ଇ-ମେଲକୁ ନେଇ ମୁମ୍ବାଇ ପୋଲିସର କ୍ରାଇମ୍‌ବ୍ରାଞ୍ଚ୍‌ ଆଜି ହ୍ରିତିକ୍‌ଙ୍କୁ ଜେରା କରିବାକୁ ଡାକିଥିଲା। ଏଣୁ ହ୍ରିତିକ୍‌…

କୋଟି କୋଟି ଟଙ୍କାର ଘର କିଣିବାରେ ବ୍ୟସ୍ତ ଅଛନ୍ତି ବଲିଉଡ୍‌ର ଏହି ସେଲିବ୍ରିଟି, ହ୍ରିତିକ୍‌ଙ୍କ ଆପାର୍ଟମେଣ୍ଟର ଦାମ୍‌…

ବଲିଉଡ୍‌ ସେଲିବ୍ରିଟିମାନେ ଏବେ ଆପାର୍ଟମେଣ୍ଟ କିଣିବାରେ ବ୍ୟସ୍ତ ଅଛନ୍ତି। କିଏ ନୂଆ ଆପାର୍ଟମେଣ୍ଟ କିଣୁଛି ତ ଆଉ କିଏ ବିକ୍ରି କରୁଛି। ଅଭିନେତ୍ରୀ କରିସ୍ମା କପୁର ଓ ତାଙ୍କ ମା’ ବବିତା ନିଜର ଏକ ଆପାର୍ଟମେଣ୍ଟକୁ ୧୦.୧୧ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଏଥିପାଇଁ ତାଙ୍କୁ ମୋଟା ଅଙ୍କର…

ଅଲଗା ହୋଇଯାଇଥିଲେ ବି ହ୍ରିତିକ୍‌ଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପତ୍ନୀ ସୁଜେନ୍‌, ସେୟାର କଲେ ଏହି ସୁନ୍ଦର ଭିଡିଓ

ଆଜି ହ୍ରିତିକ୍‌ ରୋଶନ୍‌ଙ୍କ ଜନ୍ମଦିନ। ହ୍ରିତିକ୍‌ ଆଜି ନିଜ ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଏ ଅବସରରେ ଚାରିଆଡ଼ୁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଛୁଟୁଛି। ହ୍ରିତିକଙ୍କ ଜନ୍ମଦିନରେ ତାଙ୍କ ପୂର୍ବ ପତ୍ନୀ ସୁଜେନ୍‌ ମଧ୍ୟ ଏକ ସୁନ୍ଦର ପୋଷ୍ଟ ସେୟାର କରି ଅଭିନନ୍ଦନ ଜଣାଇଛନ୍ତି। ଏହାସହ ସେ ଏକ…

ଆସୁଛି ‘କ୍ରିସ 4’, ଗୋଟିଏ କିମ୍ବା ଦୁଇଟି ନୁହେଁ ଏକାବେଳେ ଚାରୋଟି ଭୂମିକାରେ ନଜର ଆସିବେ ହ୍ରିତିକ ରୋଶନ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କୁ ନେଇ 'କ୍ର୍ରିସ 4' ପାଇଁ ଯୋଜନା କରୁଛନ୍ତି ତାଙ୍କ ପିତା ରାକେଶ ରୋଶନ । କରୋନା ପାଇଁ ଅନେକ ସମୟ ବରବାଦ ହୋଇଛି କିନ୍ତୁ ଏହି ସମୟ ମଧ୍ୟରେ ସ୍କ୍ରିପ୍ଟକୁ ଶେଷ କରିବାର କାର୍ଯ୍ୟ ମଧ୍ୟ ଚାଲିଛି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଛି ଏହି…

ଗୋଟିଏ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ସଲମାନ, ଶାହାରୁଖ, ହ୍ରିତିକ, କ୍ୟାଟ୍ରିନା ଏବଂ ଦୀପିକା

ସଲମାନ ଖାନ, ଶାହାରୁଖ ଖାନ, ହ୍ରିତିକ ରୋଶନ, କ୍ୟାଟ୍ରିନା କୈଫ ଏବଂ ଦୀପିକା ପାଦୁକୋନଙ୍କ ଭଳି ଷ୍ଟାରମାନେ ଗୋଟିଏ ଫିଲ୍ମରେ ଅଭିନୟ କରିପାରିବେ କି ? ଅଧିକାଂଶ ଲୋକେ ଏହାକୁ ଥଟ୍ଟା ବୋଲି ଭାବିବେ ନଚେତ କହିବେ ଏହା ଅସମ୍ଭବ, କିନ୍ତୁ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କର…