ଆମ୍ବୁଲାନ୍ସ ପଛରେ ଦୌଡ଼ି ଦୌଡ଼ି ମାଲିକର ପିଛା କଲା କୁକୁର, ଭାଇରାଲ ହେଉଛି ଭିଡିଓ
କୁକୁର ଓ ମଣିଷର ସମ୍ପର୍କକୁ ନେଇ ଅନେକ କାହାଣୀ ରହିଛି । କୁକୁର ସବୁବେଳେ ନିଜ ମାଲିକଙ୍କ ପାଇଁ ବିଶ୍ୱସ୍ଥ ହୋଇ ରୁହନ୍ତି । ଏକଥା କେବଳ ଯେ କାହାଣୀରେ ରହିଛି ତାହା ନୁହେଁ ଆପଣ ଅନେକ ସମୟରେ କୁକୁରଙ୍କ ଭଲ ପାଇବା ଦେଖିଥିବେ । କୁକୁର ହେଉ କି ଅନ୍ୟ ପଶୁ ହୁଅନ୍ତୁ ଜୀବଜନ୍ତୁଙ୍କୁ ଭିଡିଓ ଏବେ…