Browsing Tag

Indonesia

ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ କଳସ ରହିଛି ଏହି ମନ୍ଦିରରେ, କ’ଣ ଆପଣ ଜାଣିଛନ୍ତି କି?

ତ୍ରିଦେବଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ଭୋଳାଶଙ୍କର। ଯିଏ ନିଜ ଭକ୍ତଙ୍କୁ ବହୁତ ଭଲ ପାଆନ୍ତି। ସେମାନଙ୍କ କଷ୍ଟକୁ ହରଣ କରନ୍ତି। ଭୋଳା ବାବା ଅଧର୍ମକୁ ସହି ପାରନ୍ତି ନାହିଁ। ଧର୍ମର ପ୍ରତିଷ୍ଠାରେ ସବୁ ଦେବତାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ଶିବଙ୍କର ସ୍ଥାନ ଖୁବ ଉଚ୍ଚରେ ରହିଛି।…

ଇଣ୍ଡୋନେସିଆରେ ଆଗ୍ନେୟ ଉଦଗୀରଣ: ପୋଡିଗଲା ହଜାରେରୁ ଅଧିକ ଘର

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟ ଉଦଗୀରଣ । ଫାଟିଲା ଆଗ୍ନେୟଗିରି । ଆକାଶ ଛୁଇଁଲା ଭଳି ପାଉଁଶ ଉଠିଲା । ଦେଖନ୍ତୁ ଏହି ଦୃଶ୍ୟ । କେତେ ଭୟଙ୍କର । ଦେଖିଲେ ଛାତି ଥରି ଉଠିବ । ଜାଭା ଦ୍ୱୀପର ସେମେରୁ ଆଗ୍ନେୟଗିରିରେ ବିସ୍ଫୋରଣ ହୋଇଛି । ଏହାପରେ ଚାରିଆଡ଼େ ଆଚ୍ଛାଦିତ ହୋଇଛି ପ୍ରଚୁର…

ଇଣ୍ଡୋନେସିଆରେ ବିବାହ ପୂର୍ବରୁ Sex ହେବ ବ୍ୟାନ୍‌; ଉଲ୍ଲଂଘନ କରିଥିବା ଲୋକେ ସିଧା ଯିବେ ଜେଲ୍‌!

ବିବାହ ପୂର୍ବରୁ ସେକ୍ସ ମନା। ଏବେ ଇଣ୍ଡୋନେସିଆ ସରକାର ଏମିତି ଏକ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ବହୁତ ଜଲ୍‌ଦି ଇଣ୍ଡୋନେସିଆରେ ବିବାହ ପୂର୍ବରୁ ସେକ୍ସ କରିବା ବ୍ୟାନ୍‌ ହୋଇଯିବ। ଏଥିସହ ବିବାହ ପରେ ବି କୌଣସି ପର ପୁରୁଷ ଏବଂ ମହିଳାଙ୍କ ସହିତ ସେକ୍ସ କରାଯାଇ ପାରିବ ନାହିଁ। ଏଥିପାଇଁ ଏକ…

ବଢି ଚାଲିଛି ଇଣ୍ଡୋନେସିଆ ଭୂମିକମ୍ପ ମୃତକଙ୍କ ସଂଖ୍ୟା, ଏପର୍ଯ୍ୟନ୍ତ ୨୫୨ ମୃତ

ଇଣ୍ଡୋନେସିଆର ଜାଭାରେ ସୋମବାର ଆସିଥିବା ଶକ୍ତିଶାଳୀ ଭୂମିକମ୍ପରେ ଦୋହଲି ଯାଇଛି । ଭୂମିକମ୍ପରେ ଏପର୍ଯ୍ୟନ୍ତ ୨୫୨ ଜଣ ପ୍ରାଣ ହରାଇଛନ୍ତି । ଏବେବି ୩୧ ଜଣ ନିଖୋଜ ଥିବାବେଳେ ୭୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ତେଣୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା…

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ: ୪୪ ମୃତ, ୩୦୦ରୁ ଅଧିକ ଆହତ ହୋଇଥିବା ସୂଚନା

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ। ସୋମବାର ଅପରାହ୍ନରେ ଜାଭା ଦ୍ୱୀପରେ ୫.୬ ତୀବ୍ରତାର ଭୂମିକମ୍ପ ହୋଇଛି। ଏଥିରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି। କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲେ ଏଥିରେ ଲୋକଙ୍କ ଜୀବନ ଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ…

ଭାଙ୍ଗି ଦିଆଯିବ ଇଣ୍ଡୋନେସିଆର ଫୁଟବଲ୍‌ ଷ୍ଟାଡିୟମ୍‌! ଯେଉଁଠି ଦଳାଚକଟାରେ ଚାଲି ଯାଇଥିଲା ୧୩୩ ଲୋକଙ୍କ ଜୀବନ

ଇଣ୍ଡୋନେସିଆର ମଲଙ୍ଗସ୍ଥିତ ଫୁଟବଲ ଷ୍ଟାଡିୟମ୍‌କୁ ଭାଙ୍ଗି ଦିଆଯିବ। ନିକଟରେ ଏହି ଷ୍ଟାଡିୟମ୍‌ରେ ହୋଇଥିବା ଦଳାଚକଟାରେ ଶହ ଶହ ଲୋକଙ୍କ ଜୀବନ ଚାଲି ଯାଇଥିଲା। ଏବେ ଏହି ଷ୍ଟାଡିୟମ୍‌କୁ ମାଟିରେ ମିଶାଇବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରତିଶ୍ରୁତି ଦେଇଛନ୍ତି…

ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ୍‌ ଦଙ୍ଗା ଘଟଣାରେ ମୃତକଙ୍କ ସଂଖ୍ୟା ୧୭୪କୁ ବୃଦ୍ଧି

ଇଣ୍ଡୋନେସିଆ ଫୁଟବଲ ମ୍ୟାଚ୍ ଦଙ୍ଗା ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ସକାଳେ ପ୍ରକାଶିତ ଖବର ଅନୁଯାୟୀ, ମ୍ୟାଚ୍‌ ସମୟରେ ଦଙ୍ଗା ଯୋଗୁଁ ୧୨୭ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିବା ବେଳେ ଏ ସଂଖ୍ୟା ୧୭୪କୁ ବୃଦ୍ଧି ପାଇଛି। ଏଥିରେ ୧୮୦ ଜଣ ଆହତ ମଧ୍ୟ ହୋଇଛନ୍ତି। ଏହି…

ଇଣ୍ଡୋନେସିଆର ଫୁଟବଲ ମ୍ୟାଚ ବେଳେ ଦଙ୍ଗା : ୧୨୭ ଲୋକଙ୍କ ମୃତ୍ୟୁ, ୨୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ ବେଳେ ଦେଖିବାକୁ ମିଳିଛି ଏକ ଭୟଙ୍କର କାଣ୍ଡ । ମ୍ୟାଚ ବେଳେ ଚାଲିଯାଇଛି ୧୨୭ ଜଣଙ୍କର ଜୀବନ। ୨୦୦ରୁ ଅଧିକ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡରେ ଘଟଣାସ୍ଥଳରେ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୩ ଜଣ ହସ୍ପିଟାଲରେ ଚିକିତ୍ସା ସମୟରେ ପ୍ରାଣ…

୧୩ ଛାତ୍ରୀଙ୍କୁ ଦୁଷ୍କର୍ମ, ୮ ହୋଇଗଲେ ଗର୍ଭବତୀ; ଶିକ୍ଷକଙ୍କୁ ‘ସଜା-ଏ-ମୌତ୍‌’

ଇଣ୍ଡୋନେସିଆରେ ଜଣେ ଶିକ୍ଷକ ନିଜ କୁକର୍ମ ପାଇଁ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଏଠାରେ ଏକ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଏହି ଶିକ୍ଷକ ଇସ୍‌ଲାମିକ ସ୍କୁଲରେ ୧୩ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ। ଏଥି ପୂର୍ବରୁ ଫେବୃଆରୀରେ ବାଣ୍ଡୁଙ୍ଗ୍‌ ସିଟି କୋର୍ଟ ତାଙ୍କୁ ଆଜୀବନ…

ମାଛ ଧରିବା ସମୟରେ ଜାଲରେ ପଡ଼ିଲା ମ୍ୟାକବୁକ ସହ ଆଇଫୋନ ମଡେଲ, ଖବର ହେଉଛି ଭାଇରାଲ

ଜୀବନରେ କେବେ କେଉଁ ଘଟଣା ଘଟିଯିବ ତାହା କାହାକୁ ଜଣାନଥାଏ । ଅନେକ ଥର ଏଭଳି ଘଟଣା ଘଟିଛି ଯାହା ବିଶ୍ୱାସ କରିହୁଏନି। ଲାଗେ ଯେପରି ‘ଏହା ଭଗବାନଙ୍କ ଚମତ୍କାର’। ଇଣ୍ଡୋନେସିଆର ଏକ ମାଛ ଧରାଳୀଙ୍କ ସହ ମଧ୍ୟ ଏଭଳି ଘଟଣା ଘଟିଛି। ଯାହାକି ରାତାରାତି ତାଙ୍କ ଭାଗ୍ୟ ପରିବର୍ତ୍ତନ କରିଦେଇଛି। ଆପଣ…

ଦେହରୁ କପଡ଼ା ଖୋଲି ଏୟାରପୋର୍ଟରେ ନଗ୍ନ ଫଟୋଶୁଟ୍‌! ମଡେଲଙ୍କୁ ଗିରଫ କଲା ପୋଲିସ; ହୋଇପାରେ ୧୮ ବର୍ଷ ଜେଲ୍‌

ଇଣ୍ଡୋନେସିଆର ଜାଭାରେ ଓନଲିଫ୍ୟାନ୍ସ ଫେମ୍‌ ମଡେଲଙ୍କୁ ବିମାନବନ୍ଦରରେ ଅଶ୍ଳୀଳ ଫଟୋଶୁଟ୍‌ କରେଇବା ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୋଗ ହୋଇଛି କି, ସେ ଏୟାରପୋର୍ଟରେ ହିଁ ନିଜ କପଡ଼ା ଖୋଲି ନ୍ୟୁଡ୍‌ ଫଟୋଶୁଟ୍‌ କରୁଥିଲେ। ସିସ୍କାଇ ନାମ୍ନୀ ଯୁବତୀଙ୍କୁ ଏବେ ଏହି ମାମଲାରେ ୧୮ ବର୍ଷ ଜେଲ୍‌…

ଏହି ମୁସଲିମ ଦେଶରେ ପୂଜା ପାଆନ୍ତି ଭଗବାନ ରାମ

ଇଣ୍ଡୋନେସିଆ, ଏହି ଦେଶରେ ମୁସଲିମ ଧର୍ମର ଲୋକ ବସବାସ କରନ୍ତି। କିନ୍ତୁ ଏମାନେ ଭଗବାନ ରାମଙ୍କୁ ପୂଜା କରିଥାନ୍ତି। ଭଗବାନ ରାମଙ୍କୁ ନେଇ ଏଠାରେ ଲୋକମାନଙ୍କ ମନରେ ରହିଛି ଅନେକ ଆସ୍ଥା ଓ ବିଶ୍ୱାସ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ, କିନ୍ତୁ କଥାଟା ଏକଦମ ସତ। ମୁସଲିମ ଲୋକ ଏଠାରେ ରାମ ଭଗବାନଙ୍କୁ…