ଆମେ ବି କାହାଠୁ କମ୍ ନୁହେଁ: ଇଭେଣ୍ଟ ମ୍ୟାନେଜମେଣ୍ଟ କ୍ଷେତ୍ରରେ ବାପାଙ୍କ ସହ ମିଶି କାମ କରୁଛନ୍ତି ଦୁଇ ଭଉଣୀ…
ଜୟପୁର: ଲାଇଟ ଆଣ୍ଡ ଫୋକ୍ସିଙ୍ଗ ଟିକେ ବଢିବ ମିଡିଲ ଷ୍ଟେଜକୁ, ଫ୍ରଣ୍ଟ ଲାଇଟ ପ୍ଳିଜ୍, କଂସ୍ନୋଲ ସେକ୍ସନ ପରଫେକ୍ଟ ଫିଡ଼ ଦିଅ, ବ୍ୟାକଡ୍ରପ ଡିଜାଇନ ଚେଞ୍ଜ ପ୍ଲିଜ୍, ଦୁଇ ଯୁବତୀଙ୍କ ପାଟିରେ ଏମିତି କିଛି ଶବ୍ଦ ହାତରେ ୱାକିଟକି ଧରି । ତା ସହ ନିଜ ଟିମ୍ ସହ ପୁରା ଭାଗ ଦୌଡ଼ କରିବାର ଦୃଶ୍ୟ…