Browsing Tag

ipl 2020

ଆଇପିଏଲ ୨୦୨୦: ଆଜି ରାଜସ୍ଥାନ ରୟାଲ୍ସ ଏବଂ କଲିକତା ନାଇଟ ରାଇଡର୍ସ ମୁକାବିଲା, ମ୍ୟାଚ ଜିତିବା ପାଇଁ ଦୁଇ ଦଳ କରିବ…

ଆଇପିଏଲ୍‌ ୨୦୨୦ ର ସିଜିଜ ୧୩ର ଦ୍ୱାଦଶ ମ୍ୟାଚରେ ଆଜି ରାଜସ୍ଥାନ ରୟାଲ ଏବଂ କଲିକତା ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଯଦି କଲିକତା ନିଜର ବିଜୟ ଅଭିଯାନ ରଖିବାକୁ ଚାହୁଁଛି, ତେବେ ରାଜସ୍ଥାନ ବିରୋଧରେ ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ହେବ। ଦୁବାଇର ଇଣ୍ଟରନ୍ୟାସନାଲ…

CSK ଦେଲା ବଡ଼ ସଙ୍କେତ, ଆଉ ଆଇପିଏଲ୍‌କୁ ଫେରିବେନି ସୁରେଶ ରାଇନା

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୦ରେ ଚେନ୍ନାଇ ସୁପର କିଙ୍ଗସର ଦ୍ୱିତୀୟ ହାର ପରେ ସୁରେଶ ରାଇନାଙ୍କୁ ଫେରାଇ ଆଣିବାକୁ ଦାବି ଜୋର ଧରିଛି। ଫ୍ୟାନ୍‌ ଲଗାତାର ତାଙ୍କୁ ଟିମ୍‌ରେ ସାମିଲ କରିବାକୁ କହୁଛନ୍ତି। କିନ୍ତୁ ଏବେ ଲାଗୁଛି ଯେ ଆଇପିଏଲ୍‌ ୨୦୨୦ରେ ରାଇନା ଫେରିବା ଆଉ ସମ୍ଭବପର…

ଆଇପିଏଲ୍‌ ୨୦୨୦: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର; ଏମିତି ହୋଇପାରେ…

ଆଇପିଏଲ୍‌ରେ ଆଜି ମୁମ୍ବାଇ ଇଣ୍ଡିଆନ୍‌କୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଉଭୟ ଟିମ୍‌ ଚଳିତ ସିଜନ୍‌ରେ ଦ୍ୱିତୀୟ ମ୍ୟାଚ୍‌ ଜିତିବା ପାଇଁ ମଇଦାନ୍‌କୁ ଓହ୍ଲାଇବେ। ରୋହିତଙ୍କ ପ୍ରତିନିଧିତ୍ୱରେ ମୁମ୍ବାଇ ପଡ଼ିଆକୁ ଓହ୍ଲାଇବ। ସେହିପରି ବିରାଟଙ୍କ ଅଧିନାୟକତ୍ୱରେ ବାଙ୍ଗାଲୋର ବିଜୟ ହାସଲ…

ଆଇପିଏଲ୍‌ ୨୦୨୦: ଆଜି ମୁହାଁମୁହିଁ ହେବେ କୋଲକତା ନାଇଟ ରାଇଡର୍ସ ଏବଂ ସନ ରାଇଜର୍ସ ହାଇଦ୍ରାବାଦ

ଆଜି ଆଇପିଏଲ୍‌ର ଅଷ୍ଟମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକତା ନାଇଟ ରାଇଡର୍ସ(କେକେଆର) ଏବଂ ସନ ରାଇଜର୍ସ ହାଇଦ୍ରାବାଦ। ପୂର୍ବରୁ ହାଇଦ୍ରାବାଦ ଗୋଟେ ମ୍ୟାଚ ହାରିଯାଇଥିବା ବେଳେ କଲିକତା ମଧ୍ୟ ମୁମ୍ବାଇ ଠାରୁ ପ୍ରଥମ ମ୍ୟାଚ ହାରିସାରିଛି। ଏବେ ଦୁଇଟି ଯାକ ଦଳ ମ୍ୟାଚ ହାତେଇବାକୁ ନିଶ୍ଚିତ ଭାବେ…

ଆଇପିଏଲ ଆରମ୍ଭରୁ କୋହଲିଙ୍କୁ ଡବଲ ଝଟ୍‌କା, ଜରିମାନା ଲାଗିଲା ଆଉ ମ୍ୟାଚ ବି ଗଲା

ୟୁଏଇରେ ଚାଲିଛି କ୍ରିକେଟ ମହାକୁମ୍ଭ ଆଇପିଏଲ୍‌ ୨୦୨୦ ସିଜନ ୧୩। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କୁ ଆଇପିଏଲରେ ଆରମ୍ଭରୁ ଡବଲ ଝଟକା ଲାଗିଛି। ଗୁରୁବାର ଆରସିବି ନିଜ ବିଫଳତା ପାଇଁ ପଞ୍ଜାବଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଏବେ ବିରାଟଙ୍କ ଉପରେ ଜରିମାନା ଲାଗିଛି।…

ଆଜିର ଆଇପିଏଲ୍‌ ମ୍ୟାଚ : ଚେନ୍ନାଇ ସୁପରକିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

ଚଳିତ ଆଇପିଏଲ୍‌ର ସିଜିନର ସପ୍ତମ ମ୍ୟାଚ ମୁକାବିଲାରେ ଚେନ୍ନାଇ-ଦିଲ୍ଲୀ ମୁହାଁମୁହିଁ ହେବେ। ଉଭୟ ଦଳ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ହେବ। କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ପ୍ରଥମ ମୁକାବିଲାକୁ ସୁପରଓଭରରେ ଜିତିଥିବା ଦିଲ୍ଲୀ ନିଜ ଦ୍ବିତୀୟ ବିଜୟ ସନ୍ଧାନରେ ରହିବ। ଦୁଇଟି ଯାକ ଦଳ…

ଆଇପିଏଲ୍‌ ୨୦୨୦: ଆଜି କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଆଇପିଏଲ୍‌ରେ ଆଜି ମୁହାଁମୁହିଁ ହେବେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଟିମ୍‌। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ‘କୋହଲି ଆଣ୍ଡ ଟିମ୍‌’ ବିଜୟ ହାସଲ କରିଥିବା ବେଳେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ଦିଲ୍ଲୀ ବିପକ୍ଷରେ ସୁପର ଓଭରରେ ହାରିଥିଲା। ଏଣୁ ଏହି…

କୋଲକାତା ନାଇଟ୍‌ ରାଇଡର୍ସକୁ ଧୂଳି ଚଟାଇଲା ମୁମ୍ବାଇ ଇଣ୍ଡିଆନ୍‌, ରୋହିତଙ୍କ ଯୋଗୁ ଜିତିଲା ଟିମ୍‌

ଆଇପିଏଲ୍‌ର ପଞ୍ଚମ ମ୍ୟାଚ୍‌ରେ ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ(କେକେଆର)କୁ ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ୪୯ ରନ୍‌ରେ ପରାସ୍ତ କରିଛି। ଫଳରେ ଚଳିତ ଆଇପିଏଲ୍‌ରେ ମୁମ୍ବାଇ ନିଜ ଦ୍ୱିତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ ହାସଲ କରିଛି। ଅନ୍ୟପଟେ କୋଲକାତା ନିଜ ଏଣ୍ଟ୍ରି ମ୍ୟାଚ୍‌ରେ ପରାଜୟ…

ଆଇପିଏଲ ୨୦୨୦: ଆଜିର ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବନାମ କଲିକତା ନାଇଟ ରାଇଡର୍ସ, ରସେଲ ଏବଂ ପାଣ୍ଡ୍ୟା ଉପରେ ସମସ୍ତଙ୍କ…

ଆଇପିଏଲ୍‌ ୨୦୨୦ ସିଜିନ ୧୩ର ପଞ୍ଚମ ମ୍ୟାଚ କଲିକତା ନାଇଟ ରାଉଡର୍ସ(କେକେଆର) ବନାମ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମଧ୍ୟରେ ଟକ୍କର ହେବ। ଏହି ଖେଳରୁ କଲିକତା ସିଜନର ପ୍ରଥମ ମ୍ୟାଚ ଖେଳୁଥିବା ବେଳେ ମୁମ୍ବାଇ ଦ୍ୱିତୀୟ ମ୍ୟାଚ ଖେଳିବ। ପୂର୍ବରୁ ମୁମ୍ବାଇ ଉଦ୍‌ଘାଟନ ମ୍ୟାଚ ଖେଳି ଚେନ୍ନାଇ ଠାରୁ…

ଆଇପିଏଲ୍ ୨୦୨୦ : ସଞ୍ଜୁ ସାମ୍‌ସନ୍ ଓ ଷ୍ଟିଭ୍ ସ୍ମିଥ୍ କଲେ ଜୋରଦାର ଧୁଲେଇ, ଚେନ୍ନାଇ ଆଗରେ ୨୧୭ ରନ୍‌ର ଚ୍ୟାଲେଞ୍ଜ

ଶାରଜା : ଚେନ୍ନାଇ ବୋଲର୍‌ଙ୍କୁ ଖୁବ୍ ପ୍ରହାର କଲେ ଷ୍ଟିଭ୍ ସ୍ମିଥ୍ ଏବଂ ସଞ୍ଜୁ ସାମସନ୍ । ଦ୍ୱିତୀୟ ଓ୍ଵିକେଟ୍‌ରେ ୧୨୧ ରନ୍ ଯୋଡ଼ିଲେ । ଫଳରେ ଚେନ୍ନାଇ ସୁପର କିଙ୍ଗସ ଆଗରେ ଦ୍ୱିତୀୟ ମ୍ୟାଚ୍ ଜିତିବାର ବଡ଼ ଚ୍ୟାଲେଞ୍ଜ ରହିଛି । ଆଜି ଆଇପିଏଲ୍ ୨୦୨୦ର ଚତୁର୍ଥ ମ୍ୟାଚ୍‌ରେ ଚେନ୍ନାଇକୁ ୨୧୭…

ସନରାଇଜର୍ସ ହାଇଦ୍ରାବାଦକୁ ଲାଗିପାରେ ଝଟ୍‌କା! ଆଇପିଏଲ୍‌ରୁ ବାହାରିପାରନ୍ତି ଏହି ଅଷ୍ଟ୍ରେଲୀୟ ଅଲରାଉଣ୍ଡର

ଅଷ୍ଟ୍ରେଲିଆର ଅଲରାଉଣ୍ଡର ଖେଳାଳି ମିଶେଲ ମାର୍ଶ ଆଘାତ ଯୋଗୁଁ ଆଇପିଏଲ ଲିଗରୁ ଆଉଟ ହୋଇପାରନ୍ତି। ସୂତ୍ର ମୁତାବକ, ବାଙ୍ଗଲୋର(RCB) ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବା ବେଳେ ମିଶେଲଙ୍କ ଗୋଡରେ ଆଘାତ ଲାଗିଥିଲା। ଏଥିରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। A true warrior! 🧡#OrangeArmy…

IPL 2020: ବିରାଟ ହେଲେ ‘ସିମରନଜିତ’ ତ ଡି ଭିଲିୟର୍ସ ହେଲେ ‘ପରିତୋଷ’, RCB…

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ପୂର୍ବରୁ ନୂଆ ଟିମ ଜର୍ସିକୁ ଗୁରୁବାର ଲଞ୍ଚ କରିଥିଲା, ଯେଉଁଥିରେ କୋଭିଡ-୧୯ ହିରୋମାନଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଟିମର ଜର୍ସି ଉପରେ 'My Covid Heroes' ଲେଖାହୋଇଛି।…