Browsing Tag

ipl 2021

ଆଜି ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମୁକାବିଲା

କେନ୍ଯୁଜ୍: ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମୁକାବିଲା । ଆଇପିଏଲ୍‌ରେ ଉଭୟ ଦଳ ଦ୍ୱିତୀୟ ମ୍ୟାଚ୍‌ ଖେଳିବେ । ଉଦ୍‌ଘାଟନୀ ମ୍ୟାଚ୍‌ରେ ଆରସିବିଠାରୁ ପରାସ୍ତ ହୋଇଥିଲା ମୁମ୍ବାଇ । ସେହିପରି ହାଇଦ୍ରାବାଦ ବିପକ୍ଷରେ କେକେଆର ବିଜୟୀ ହୋଇଥିଲା । ତେଣୁ କ୍ରମାଗତ ଦ୍ୱିତୀୟ…

ଆଜି ଆଇପିଏଲ୍‌ର ଚତୁର୍ଥ ଦିନରେ: ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ୍‌

କେନ୍ଯୁଜ୍ : ଆଜି ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ୍‌ ମୁକାବିଲା । ଆଇପିଏଲ୍‌ର ଚତୁର୍ଥ ଦିନରେ ଦୁଇ ଦଳ ମୁହାଁମୁହିଁ ହେବେ । ମ୍ୟାଚ୍‌ ପୂର୍ବରୁ ଦୁଇ ଦଳ ଜୋରଦାର ଅଭ୍ୟାସ କରିଛନ୍ତି । ଗତ ସିଜିନ୍‌ର ପରାଜୟକୁ ଭୁଲିନଥିବା ପଞ୍ଜାବ ଏଥର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ।…

ଆଇପିଏଲ୍ ୧୪ର ଦ୍ୱିତୀୟ ମ୍ୟାଚ୍, ଆଜି ମଇଦାନରେ ମୁହାଁମୁହିଁ ହେବେ ଧୋନୀ ଓ ପନ୍ତ

ଆଇପିଏଲ୍ ୧୪ର ଦ୍ୱିତୀୟ ମ୍ୟାଚରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପର ମଧ୍ୟରେ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯିବ । ମ୍ୟାଚ୍ ରାତି ୭.୩୦ରେ ଆରମ୍ଭ ହେବ । ମହାରାଷ୍ଟ୍ରରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି ।…

ଆଇପିଏଲର ପ୍ରଥମ ମ୍ୟାଚରେ ମୁମ୍ବାଇକୁ ହରାଇଲା ବାଙ୍ଗାଲୋର

ମୁମ୍ବାଇ: ଆଇପିଏଲର ପ୍ରଥମ ମ୍ୟାଚରେ ମୁମ୍ବାଇକୁ ହରାଇଲା ବାଙ୍ଗାଲୋର । ଡିଫେଣ୍ଡିଂ ଚମ୍ପିଆନ୍‌ ମୁମ୍ବାଇ ଇଣ୍ଡିଆନ୍ସ ପରାଜୟରୁ ଅଭିଯାନ ଆରମ୍ଭ କରିଛି । ଉଦଘାଟନୀ ମ୍ୟାଚରେ ହର୍ଷଲ ପେଟଲଙ୍କ ୫ ଓ୍ଵିକେଟ ଓ ଡିଭିଲିୟର୍ସଙ୍କ ଲଢ଼ୁଆ ଇନିଂସ ସହାୟତାରେ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ୨ ଓ୍ଵିକେଟରେ…

IPL ଦେଖିବାକୁ Hotstar ସହିତ ମିଳୁଛି ୩ ଜିବିର ଡାଟା, ଜାଣନ୍ତୁ କ’ଣ ସବୁ ରହିଛି ଶସ୍ତା ପ୍ଲାନ

ଆଇପିଏଲ୍ ସିଜିନ ୧୪ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। କରୋନା ଯୋଗୁଁ ବିନା ଦର୍ଶକରେ ଆଇପିଏଲ୍ ମ୍ଯାଚ ହେବାକୁ ଯାଉଛି। ତେଣୁ ଲୋକଙ୍କୁ ଏବେ ମୋବାଇଲରେ ମ୍ୟାଚ୍ ଦେଖିବା ସୁବିଧା ହେବା ସହ ଭଲ ମାଧ୍ୟମ ପାଲଟିଛି। ମୋବାଇଲରେ ମ୍ୟାଚ୍ ଦେଖିବାକୁ ହେଲେ ଅଧିକ ଡାଟା ଥିବା ପ୍ଲାନ ମଧ୍ୟ ଦରକାର। ଅଧିକ…

ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟରଙ୍କ କାନ୍ଧ ଅସ୍ତ୍ରୋପଚାର ସଫଳ, ଟ୍ବିଟ କରି ଫ୍ଯାନଙ୍କୁ ଧନ୍ଯବାଦ ଜଣାଇଲେ…

ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟରଙ୍କର ଗୁରୁବାର ଦିନ ଅପରେସନ ସଫଳ ହୋଇଛି। ଇଂଲଣ୍ଡ ଦିନିକିଆ ସିରିଜ୍ ସମୟରେ ଶ୍ରେୟସଙ୍କ କାନ୍ଧରେ ଆଘାତ ହୋଇଥିଲା। ସେଥିପାଇଁ ସେ ଆଇପିଏଲ୍ ସିଜନ୍ ୧୪ ରୁ ବାଦ୍ ପଡିଥିଲେ। ତାଙ୍କ କାନ୍ଧ ଅପରେସନ ସଫଳ ହୋଇଛି ଏବଂ ସେ ଖୁବଶୀଘ୍ର ମଇଦାନକୁ ଫେରିବାକୁ…

ଆଜିଠୁ ଆଇପିଏଲର ୧୪ତମ ସଂସ୍କରଣ, ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍‌ସ୍‌ ଓ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁର…

କେନ୍ଯୁଜ୍: ଆଜିଠୁ ଫଟାଫଟ କ୍ରିକେଟର ମହାସମର। ଖେଳାଯିବ ଇଣ୍ଡିଆନ କ୍ରିକେଟ ଲିଗ୍‌- ଆଇପିଏଲର ୧୪ତମ ସଂସ୍କରଣର ପ୍ରଥମ ମ୍ୟାଚ୍। ମୁହାଁମୁହିଁ ହେବେ ଗତ ଥରର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍‌ସ୍‌ ଓ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଳୁର। ସଂଧ୍ୟା ସାଢେ ୭ଟାରେ ଚେନ୍ନାଇରେ ଖେଳାଯିବ ପ୍ରଥମ ମ୍ୟାଚ୍‌।…

ବିଦେଶୀ ଖେଳାଳି ଆଇପିଏଲ ୨୦୨୧ରୁ ନାମ ଫେରାଇ ନେବାରେ ସୌରଭ ଗାଙ୍ଗୁଲିଙ୍କ ବୟାନ, ସାମ୍ନାକୁ ଆସିଲା ପ୍ରକୃତ କାରଣ

ଇଣ୍ଡିଆନ ପ୍ରିମିଅର ଲିଗ୍ ବା ଆଇପିଏଲ ସିଜିନ ୧୪ ଆଉ ଗୋଟେ ଦିନ ପରେ ଆରମ୍ଭ ହେବ। ଏହା ପୂର୍ବରୁ ଅନେକ ବିଦେଶ ଖେଳାଳି ନିଜ ନାମ ଫେରାଇ ନେଇଛନ୍ତି। ଖେଳାଳିଙ୍କୁ ବାୟୋ ବବଲ ଚ୍ଯାଲେଞ୍ଜ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି। ଗାଙ୍ଗୁଲି କହିଛନ୍ତି,…

ସୁଟ୍ ସମୟରେ ମସ୍ତି କରୁଥିବାର ନଜର ଆସିଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି ୩ ଖେଳାଳି, ଦେଖନ୍ତୁ ଭିଡିଓ

ଆଇପିଏଲ୍ ଚାମ୍ପିଅନ ଟ୍ରଫିକୁ ୫ ଥର ନିଜ ନାମରେ କରିସାରିଛି ମୁମ୍ବାଇ ଇଣ୍ଡିଆନ୍ସ। ଏପ୍ରିଲ ୯ ତାରିଖରୁ ଆରମ୍ଭ ହେଉଥିବା ଆଇପିଏଲ୍ ସିଜିନ ୧୪ର ପ୍ରଥମ ମ୍ଯାଚ ଆରସିବି ସହିତ ମୁମ୍ବାଇ ଇଣ୍ଡିଆନ୍ସର ରହିଛି। ଆଇପିଏଲ ୨୦୨୧ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ୩ ଧୁରନ୍ଧର ଏକ ଆଡ ସୁଟ କରିବା ସମୟରେ…

୩ଡି ଶୋ’ ମାଧ୍ୟମରେ Rajasthan Royals ଲଞ୍ଚ୍‌ କଲା ଜର୍ସି, ଦେଖନ୍ତୁ ନୂଆ ଡ୍ରେସ୍‌ର ଲୁକ୍‌

ରାଜସ୍ଥାନ ରୟାଲ୍ସ ଆଇପିଏଲ୍‌ ୨୦୨୧ ସିଜନ୍‌ ପାଇଁ ନୂଆ ଜର୍ସି ଲଞ୍ଚ୍‌ କରିଛି। ସୋମବାର ସବାଇ ମାନ୍‌ ସିଂହ ଷ୍ଟାଡିୟମ୍‌ରେ ୩ଡି ପ୍ରୋଜେକ୍ସନ୍‌ ଓ ଲାଇଟ୍‌ ଶୋ’ ମଧ୍ୟରେ ଏହି ଜର୍ସି ଲଞ୍ଚ୍‌ କରାଯାଇଛି। ଷ୍ଟାଡିୟମ୍‌ରୁ ଏହି ଶୋ’ର ଲାଇଭ୍‌ ପ୍ରସାରଣ କରାଯାଇଥିଲା। ଏହି ଶୋ’କୁ ସାରା…

ଜର୍ସିରେ ମଦ ବ୍ରାଣ୍ଡର ଲୋଗୋ ଲଗାଇବାକୁ ମନା କଲେ ମୋଇନି ଅଲୀ, CSK ନେଲା ଏମିତି ପଦକ୍ଷେପ

ଇଂଲଣ୍ଡର ଅଲରାଉଣ୍ଡର ମୋଇନି ଅଲୀ ଚଳିତବର୍ଷ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଖେଳିବେ । ହେଲେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଚର୍ଚ୍ଚାରେ ରହିଛନ୍ତି ମୋଇନ୍ ଅଲୀ। କାରଣ ମୋଇନ୍ ଅଲୀ ସିଏସକେ ଫ୍ରାଞ୍ଚାଇଜକୁ ଏକ ଅନୁରୋଧ କରିଥିଲେ ଯାହା ଫ୍ରାଞ୍ଚାଇଜ ମାନିବାକୁ ରାଜି ହୋଇ ଯାଇଛି।…

ଆଇପିଏଲ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ୍ ଚିନ୍ତାରେ, କରୋନା ପଜିଟିଭି ଚିହ୍ନଟ ହେଲେ ଚେନ୍ନାଇର ଟିମ୍ ସଦସ୍ଯ

କ୍ରିକେଟ ଜଗତକୁ ମଧ୍ୟ ଧୀରେ ଧୀରେ କବଳିତ କରୁଛି କରୋନା। କିଛିଦିନ ପୂର୍ବରୁ ସଚିନଙ୍କୁ କରୋନା ହୋଇଥିବା ବେଳେ ଅକ୍ଷର ପଟେଲଙ୍କୁ ମଧ୍ୟ କରୋନା ହୋଇଛି। ଏହାମଧ୍ୟରେ ଆଇପିଏଲ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ତା’ ପୂର୍ବରୁ ୱଙ୍ଖଡେ ଷ୍ଟାଡିଅରମର ୮ ଜଣ ସଦସ୍ଯ କରୋନା ପଜିଟିଭ ଚିହ୍ନଟ…