Below header
Browsing Tag

isro

ଏବେ କୋଉଠି ପହଁଚିଛି ଚନ୍ଦ୍ରଯାନ ୩, ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବାକୁ କଣ ରହିଛି ଓଡିଆ ପୁଅ ଶୁଭାଶିଷଙ୍କ ଭୂମିକା

ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ ୩ ଆଗକୁ ଆଗକୁ ଅଗ୍ରସର କରୁଛି । ଶୁକ୍ରବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଚନ୍ଦ୍ରଯାନର ସଫଳ ପ୍ରକ୍ଷେପଣ କରାଯାଇଛି । ଏବେ ଏହା ପୃଥିବୀର କକ୍ଷରେ ରହିଛି ଓ ଧୀରେ ଧୀରେ ଚନ୍ଦ୍ର ଆଡକୁ ଗତି କରୁଛି । ତେବେ…

ଦେଶର ସବୁଠୁ ବଡ଼ ମୁନ୍‌ ମିଶନ, ଚନ୍ଦ୍ରକୁ ଗଲା ଆମ ‘ଚନ୍ଦ୍ରଯାନ-୩’

ଲଞ୍ଚ୍‌ ହେଲା ଚନ୍ଦ୍ରଯାନ-୩ । ଅପରାହ୍ନ ୨ଟା ୩୫ ମିନିଟ୍‌ରେ ଏହା ଉଡ଼ାଣ ଭରିଛି । ଶ୍ରୀହରିକୋଟା ସତୀଶ ଧାଓ୍ଵନ ସ୍ପେସ୍ ସେଣ୍ଟରର ୨ ନମ୍ବର ଲଞ୍ଚ୍ ପ୍ୟାଡ୍‌ରୁ ଏହାର ଉତ୍‌କ୍ଷେପଣ ହୋଇଛି । ଇସ୍ରୋର ବାହୁବଳୀ ରକେଟ୍ ଲଞ୍ଚ ଭେହିକିଲ Mark- III ଚନ୍ଦ୍ରଯାନ-୩କୁ ମହାକାଶକୁ ନେଇଛି । ୧୭୦ x…

ମା’ର ଭୂମିକା ତୁଲାଇଲା Zomato, ଲଞ୍ଚିଂ ପୂର୍ବରୁ ଇସ୍ରୋକୁ ଖୁଆଇଲା ଦହି ଓ ଚିନି

ବର୍ତ୍ତମାନଠାରୁ ଆଉ ମାତ୍ର କିଛି ଘଣ୍ଟା ପରେ ଚନ୍ଦ୍ରଯାନ ଚନ୍ଦ୍ର ଆଡ଼କୁ ଗତି କରିବ । ଆପଣ ଘରେ ବସି ଏହି ଲଞ୍ଚିଂ ଇଭେଣ୍ଟ ଦେଖିପାରିବେ । ଏଥିପାଇଁ ଆପଣଙ୍କୁ ISRO (ଇସ୍ରୋ)ର ୟୁଟ୍ୟୁବ୍ ଚ୍ୟାନେଲକୁ ଯିବାକୁ ପଡ଼ିବ । ସେପଟେ ଚନ୍ଦ୍ରଯାନର ଲଞ୍ଚିଂ ପୂର୍ବରୁ ଫୁଡ୍‌ ଡେଲିଭରି କମ୍ପାନୀ ଜୋମାଟୋ…

ଇସ୍ରୋ ମୁଖ୍ୟଙ୍କ ଘୋଷଣା: ଜୁଲାଇ ୧୩ରେ ଲଞ୍ଚ ହେବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ : ଜୁଲାଇରେ ଲଞ୍ଚ୍‌ ହେବ ଚନ୍ଦ୍ରାୟନ -୩। ଏହି ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ। ଜୁଲାଇ ୧୩ ତାରିଖ ଦିନ ୨ଟା ୩୦ ସମୟରେ ଭାରତର ମୁନ ମିଶନ ଚନ୍ଦ୍ରାୟନ - ୩ ଲଞ୍ଚ ହେବ ବୋଲି ଜଣାପଡ଼ିଛି। ଲଞ୍ଚ ଭେହିକିଲର ଏକ ଫଟୋ ଜାରି କରିଛି ଇସ୍ରୋ। Mark- III ଲଞ୍ଚ ଭେହିକିଲ…

ଜୁଲାଇରେ ଇସ୍ରୋର ଚନ୍ଦ୍ରୟାନ-୩, ଜାଣନ୍ତୁ ଏହାର ସ୍ୱତନ୍ତ୍ରତା

କେନ୍ୟୁଜ୍‌(ବ୍ୟୁରୋ): ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ଚଳିତ ବର୍ଷ ଜୁଲାଇରେ ଚନ୍ଦ୍ରୟାନ-୩ର ଲଞ୍ଚ କରିବ । ଇସ୍ତ୍ରୋ ମୁଖ୍ୟ ଏସ.ସୋମନାଥ ଏହି ସୂଚନା ଦେଇଛନ୍ତି । ଚନ୍ଦ୍ରୟାନ-୨ ପରେ ଇସ୍ରୋ ଚନ୍ଦ୍ରୟାନ-୩ ପାଇଁ ପ୍ରସ୍ତୁତି ଚଳାଇଛି । ଏହି ମିଶନର ଲକ୍ଷ୍ୟ ରହିଛି ଚନ୍ଦ୍ରର ସାଇଥ…

ଇସ୍ରୋକୁ ମିଳିଲା ବଡ଼ ସଫଳତା, ଲଞ୍ଚ ହେଲା ନେଭିଗେସନ ସାଟେଲାଇଟ NVS-01

(କେନ୍ୟୁଜ ବ୍ୟୁରୋ): ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋ ଏକ ବଡ଼ ସଫଳତା ହାସଲ କରିଛି । ଇସ୍ରୋ ଆଜି ସକାଳ ୧୦.୪୨ ମିନିଟ ସମୟରେ ଶ୍ରୀହରିକୋଟାସ୍ଥିତ ସତିଶ ଧଓ୍ଵନ ସ୍ପେସ ସେଣ୍ଟରରୁ ନୂଆ ଜେନେରେସନର ନେଭିଗେସନ ସାଟେଲାଇଟକୁ ଲଞ୍ଚ କରିଛି । ଏହି ସାଟେଲାଇଟର ନାମ NVS-01 ରଖାଯାଇଛି,…

ISRO ରେ ବମ୍ପର ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇସ୍ରୋରେ ଖାଲିପଡିଛି ଅନେକ ପଦବୀ । ଏଥିପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବାର ଶେଷ ତାରିଖ ୧୪ ଜୁନ୍‌ ୨୦୨୩ ରହିଛି । ଏଥିପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ isro ର ଅଫିସିଆଲ ୱେବସାଇଟକୁ…

ISRO ରେ ଚାକିରି ସୁଯୋଗ, ଦରମା ମାସକୁ ୧.୪୨ ଲକ୍ଷ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରରେ ଅନେକ ପଦ ପାଇଁ ଆବେଦନ ଗ୍ରହଣ କରୁଛି । ଏହି ଭର୍ତ୍ତି ମାଧ୍ୟମରେ ଟେକ୍ନିସିଆନ, ଡ୍ରାଫ୍ଟମ୍ୟାନ-ବି, ରେଡିଓଗ୍ରାଫର-ଏ ସମେତ ଅନେକ ପଦବୀ ପୂରଣ କରାଯିବ । ଯେଉଁମାନେ ଇଚ୍ଛା ରଖିଛନ୍ତି, ସେମାନେ ଫର୍ମ ପୂରଣ କରି…

ଇସ୍ରୋର ଆଉ ଏକ ଉପଲବ୍ଧି, ରିୟୁଜେବୁଲ ଲଞ୍ଚ୍‌ ଭେହିକିଲର ATR ଏୟାରଷ୍ଟ୍ରିପରେ ସଫଳ ଲ୍ୟାଣ୍ଡିଂ

ବେଙ୍ଗାଲୁର : ଇସ୍ରୋର ଆଉ ଏକ ଉପଲବ୍ଧି । ରିୟୁଜେବୁଲ ଲଞ୍ଚ୍‌ ଭେହିକିଲ RLV LEXର ହୋଇଛି  ସଫଳ ଲ୍ୟାଣ୍ଡିଂ । କର୍ଣ୍ଣାଟକର ଚିତ୍ରଦୁର୍ଗରେ ଆଜି ଏହାର ସଞ୍ଚାଳନ କରାଯାଇଛି । ଇସ୍ରୋ ଓ ଭାରତୀୟ ବାୟୁସେନାଙ୍କ ମିଳିତ ଉଦ୍ୟମ ମିଶନ ସଫଳ ହୋଇଛି । ସକାଳ ୭ଟା ୧୦ ମିନିଟରେ RLV ଭାରତୀୟ ବାୟୁ…

ଏକାସାଙ୍ଗରେ ୩୬ଟି ସାଟେଲାଇଟ୍‌ ଉତକ୍ଷେପଣ କଲା ଇସ୍ରୋ, LVM3 ରକେଟ୍ ଜରିଆରେ ଛଡ଼ାଗଲା ସାଟେଲାଇଟ୍‌

ପୁଣି ଇତିହାସ ରଚିଲା ଇସ୍ରୋ । ଏକାସାଙ୍ଗରେ ୩୬ଟି ସାଟେଲାଇଟ୍‌ ଉତକ୍ଷେପଣ କଲା ଇସ୍ରୋ । ଚେନ୍ନାଇ ଶ୍ରୀହରିକୋଟାରୁ ହେଲା LVM3ର  ଉତକ୍ଷେପଣ । LVM3 ରକେଟ୍ ଜରିଆରେ ଛଡ଼ାଗଲା ଏକାଥରେ ୩୬ଟି ଉପଗ୍ରହ। ଓ୍ଵାନ ୱେବ-୨ ମିଶନ ଜରିଆରେ ମହାକାଶକୁ ଛଡ଼ା ଯାଇଛି ୩୬ଟି ଉପଗ୍ରହ। ସତୀଶ ଧବନ ସ୍ପେସ୍…

ଯୋଶୀମଠ ସଙ୍କଟ ଭିତରେ ଅହମ୍ମଦାବାଦକୁ ନେଇ ISROର ଭୟଙ୍କର ରିପୋର୍ଟ, ପ୍ରତିବର୍ଷ କିଛି କିଛି ସେଣ୍ଟିମିଟର ଧସୁଛି ସହର!

ଯୋଶୀମଠ ସଙ୍କଟ ଭିତରେ ଏବେ ଅହମ୍ମଦାବାଦ ଉପରେ ISROର ଭୟଙ୍କର ରିପୋର୍ଟ। ISROର ସ୍ପେସ୍‌ ଆପ୍ଲିକେସନ ସେଣ୍ଟର ନିକଟରେ ଏକ ରିସର୍ଚ୍ଚ ରିପୋର୍ଟ ଜାରି କରିଛି, ଯାହାର ଖୁଲାସା ବର୍ତ୍ତମାନ ହୋଇଛି। ରିପୋର୍ଟ ଅନୁସାରେ, ଅହମ୍ମଦାବାଦର ସ୍ଥିତି ଏବେ ଭଲ ନାହିଁ। ଅର୍ଥାତ୍‌ ପ୍ରତିବର୍ଷ ସହରର କିଛି…

ଇତିହାସ ରଚିଲା ଇସ୍ରୋ: ମହାକାଶକୁ ପଠାଇଲା ୮ଟି ନାନୋ ସାଟେଲାଇଟ୍‌

ହାଇଦ୍ରାବାଦ: ଇତିହାସ ରଚିଲା ଇସ୍ରୋ । ମହାକାଶକୁ ପଠାଇଲା ୮ଟି ନାନୋ ସାଟେଲାଇଟ୍‌ । ହାଇଦ୍ରାବାଦର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ ମୋଟ୍‌ ୯ଟି ସାଟେଲାଇଟ୍‌ର ଉତକ୍ଷେପଣ ହୋଇଛି । ଓସିଆନ୍‌ସାଟ-୩ ସମେତ ୮ ଟି ନାନୋ ସାଟୋଲାଇଟ୍‌ ମହାକାଶକୁ ପଠାଯାଇଛି । ଯେଉଁଥିରେ ଭୁଟାନର…