Browsing Tag

jagara jatra

ଯାଜପୁର ସାଥୁଆପାଟଣା ଗ୍ରାମର ସ୍ୱପ୍ନେଶ୍ଵର ମହାଦେବଙ୍କ ଜାଗର ମହୋତ୍ସବ

ଯାଜପୁର(କେନ୍ୟୁଜ): ଦେବଦେବ ମହାଦେବଙ୍କ ଉପାସନା ପାଇଁ ସମସ୍ତ ଶିବାଳୟରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ମହାଶିବରାତ୍ରୀ ଅବସରରେ ଯାଜପୁର ଜିଲ୍ଲା ଜେନାପୁର ନିକଟ ସାଥୁଆପାଟଣା ଗ୍ରାମରେ ୩ଦିନ ଧରି ଚାଲିଥିଲା ଜାଗର ମହୋତ୍ସବ । ୧୭୬ତମ ଏହି ଜାଗର ମହୋତ୍ସବ ଉଦଯାପିତ ହୋଇଯାଇଛି ।…

ଆରଡ଼ି ଓ ଲୋକନାଥଙ୍କ ଭୋର ୪ଟା ୪୦ରେ ଉଠିଲା ମହାଦୀପ; ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଲା ପୀଠ

ପୁରୀ / ଚାନ୍ଦବାଲି (କେନ୍ୟୁଜ) : ଆରଡ଼ି ପୀଠରେ ଭୋର ୪ଟା ୪୦ରେ ଉଠିଲା ମହାଦୀପ । ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପୀଠ । ଲକ୍ଷେରୁ ଉର୍ଦ୍ଧ୍ବ ଭକ୍ତ ରାତି ଉଜାଗର ହୋଇ ଜାଗର ଜାଳିବା ସହ ଆଖଣ୍ଡଳମଣିଙ୍କ ଅପୂର୍ବ ସୁନାବେଶ ଦର୍ଶନ କରିଥିଲେ । ନୀତି ନିର୍ଘଣ୍ଟର…

ଜାଗର ପାଇଁ ଉତ୍ସବମୁଖର ଏକାମ୍ର କ୍ଷେତ୍ର: ଶୃଙ୍ଖଳିତ ଦର୍ଶନ ପାଇଁ ମୁତନ ହେବେ ୨୨ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର (କେନ୍ୟୁଜ): ଦିନକ ପରେ ଜାଗର । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ଉତ୍ସବମୁଖର ଏକାମ୍ର କ୍ଷେତ୍ର । ସୁସଜ୍ଜିତ ଆଲୋକମାଳାରେ ସଜାଯାଇଛି ମନ୍ଦିର। ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ…

ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗରଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗରଯାତ୍ରା ପାଇଁ ପ୍ରସ୍ତୁତି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମନ୍ବୟ ବୈଠକ। ସର୍କିଟ ହାଉସରେ ଅନୁଷ୍ଠିତ ବୈଠକରେ ସେବାୟତ, ମନ୍ଦିର ପ୍ରଶାସନ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଏବଂ ପ୍ରଶାସନିକ ଅଧିକାରୀମାନେ ସାମିଲ ଥିଲେ। ଚଳିତ ବର୍ଷର ଜାଗର…

ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ, ରାତି ୧୦ରୁ ୧୦ଟା ୩୦ ଭିତରେ ଉଠିବ ମହାଦୀପ

ଭୁବନେଶ୍ୱର (କେନ୍ୟୁଜ): ଚଳିତବର୍ଷ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ ପାଇଁ ପ୍ରଥମ ବୈଠକ ହୋଇଛି  । ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ପୂଜା ରୀତିନୀତି ଅନୁସାରେ । ରାତି ୧୦ଟାରୁ ସାଢେ ୧୦ଟା ଭିତରେ ମହାଦୀପ ଉଠିବାକୁ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ପ୍ରଶାସନ ସହ ବ୍ରାହ୍ମଣ ନିଯୋଗ,…

ଆସନ୍ତା କାଲି ଜାଗରରେ ମହାଦେବଙ୍କୁ ଏପରି କରନ୍ତୁ ପ୍ରସନ୍ନ

ଦେବାଧିଦେବ ମହାଦେବଙ୍କ ଆରାଧନାର ସବୁଠାରୁ ବିଶେଷ ଦିନ ହେଉଛି ମହାଶିବରାତ୍ରୀ। ହିନ୍ଦୁ ଧର୍ମରେ ପ୍ରତି ମାସ ମାସିକ ଶିବରାତ୍ରୀ ପାଳନ କରାଯାଏ। କିନ୍ତୁ ଫାଲଗୁନ ମାସରେ ପଡୁଥିବା ଶିବରାତ୍ରୀ ବହୁତ ଖାସ୍ ମହତ୍ତ୍ୱ ରଖିଥାଏ। କୁହାଯାଏ ଯେ ଏହି ଦିନ ଭଗବାନ ଶିବ ଏବଂ ପାର୍ବତୀଙ୍କ ବିବାହ…

ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ଜାଗରଯାତ୍ରା, ବିଭିନ୍ନ ଶୈବପୀଠରେ ଉଠିଲା ମହାଦୀପ

ଭୁବନେଶ୍ବର/ଚାନ୍ଦବାଲି(କେନ୍ଯୁଜ୍): ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଉଠିଲା ମହାଦୀପ । ବେଢା ପରିକ୍ରମା ପରେ ରାତି ୧୦ଟା ୨୦ ମିନିଟ୍‌ରେ ମହାଦୀପ ଉଠିଛି । ହରହର ମହାଦୀପ ଧ୍ୱନୀରେ କମ୍ପିଲା ଲିଙ୍ଗରାଜଙ୍କ ମନ୍ଦିର ପରିସର । ଶତାଧିକ ଶ୍ରଦ୍ଧାଳୁ ମହାଦୀପକୁ ଦର୍ଶନ କରିଛନ୍ତି । ଏପଟେ…

ବଡ଼ମ୍ବାରେ ପ୍ରଭୁ ସିଂହନାଥଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ରାତି ୧୦ଟାରେ ଉଠିବ ମହାଦୀପ, ସଭିଏଁ ମାନିବେ…

ନରସିଂହପୁର(କେନ୍ଯୁଜ୍):ବଡ଼ମ୍ବାରେ ପ୍ରଭୁ ସିଂହନାଥଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ବଡ଼ମ୍ବା ତହସିଲଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମନ୍ଦିର ପରିଚାଳନା କମିଟି ସହ ସେବାୟତ ମାନେ ଉପସ୍ଥିତି ଥିଲେ। ଶିବରାତ୍ରି ଦିନ ଭୋର ୩ଟା ୪୫ରେ ମନ୍ଦିର ଖୋଲିବ। ସକାଳ ଧୂପ,…

ଆଜି ମହାଶିବରାତ୍ରି: କୋଭିଡ୍‌ କଟକଣା ମଧ୍ୟରେ ବିଭିନ୍ନ ମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ଜାଗର ଯାତ୍ରା

ଭୁବନେଶ୍ବର: ଆଜି ମହାଶିବରାତ୍ରି । କୋଭିଡ୍‌ କଟକଣା ମଧ୍ୟରେ ମହାପ୍ରଭୁଙ୍କ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ଶ୍ରୀଲିଙ୍ଗରାଜଙ୍କ ସମେତ ଏକାମ୍ର କ୍ଷେତ୍ରରେ ଥିବା ସମସ୍ତ ଶୈବପୀଠରେ ଜାଗର ଯାତ୍ରାକୁ ନେଇ ଉତ୍ସବମୁଖର ହୋଇଉଠିଛି । ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବିଏମସି ପକ୍ଷରୁ…

ଐତିହାସିକ ମନ୍ଦିର ଖିଚିଂରେ ଚଳିତବର୍ଷ ବିନା ଭକ୍ତରେ ହେବ ମହାଶିବରାତ୍ରି

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାର ଏମିତି ଏକ ଗାଁ,ଯେଉଁ ଗାଁ ଦିନେ ଥିଲା ସ୍ୱତନ୍ତ୍ର ରାଜ୍ୟ ର ରାଜଧାନୀ । କଳା ,ସଂସ୍କୃତି ଓ ପରମ୍ପରା ପାଇଁ ବେଶ ପରିଚିତ ଏହି ଗାଁ । ଏବେ ଏହି ଗାଁ କେବଳ ଐତିହାସିକ ଗାଁ ଭାବରେ ପରିଚିତ। ଏହି ସ୍ଥାନର ନାମ ହେଉଛି ଖିଚିଂ । ଖିଚିଂ ହେଉଛି ଶୁକୃଲି ବ୍ଲକ ରେ…

ଗଜପତି ଜିଲ୍ଲା କାଶୀନଗରରେ ଅଶ୍ଳୀଳ ନୃତ୍ୟକୁ ନେଇ ହଇଚଇ, ଜଣାପଡୁ ନାହିଁ ଆୟୋଜକ କିଏ ?

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : ଗଜପତି ଜିଲ୍ଲା କାଶୀନଗର ଥାନା ଅଂଚଳରେ ଅଶ୍ଳୀଳ ନୃତ୍ୟ । ଆନ୍ଧ୍ରରେ ବ୍ୟାନ୍‌ ହୋଇଥିବା ରେକର୍ଡ଼ ଡ୍ୟାନ୍ସ ଏଠାରେ ଲୁଚାଛପାରେ ପ୍ରଦର୍ଶିତ ହୋଇଥିବା ଦେଖିବାକୁ ମିଳୁଛି । ଚଳିତ ମହା ଶିବରାତ୍ର ପାଇଁ ମେଟା କିଡିଗାଁ ଠାରେ ୯ଦିନ ଧରି ଶ୍ରୀ ଉମାମହେଶ୍ୱର…